ଖେଳ

ଝିଅକୁ ଦେଖି ଖୁସିରେ ଆତ୍ମହରା କୋହଲି: ପଡିଆରୁ ହାତ….

ସେଞ୍ଚୁରିୟନ,୩୧।୧୨: ସେଞ୍ଚୁରିୟନରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୧୧୩ ରନ୍‌ରେ ପରାସ୍ତ କରିଛି ଭାରତ। ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ସେଞ୍ଚୁରିୟନରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ମ୍ୟାଚ ଜିତିବାରେ ଟିମ ଇଣ୍ଡିଆ ଏସିଆର ପ୍ରଥମ ଦଳ…

ସଫଳତାର ରାଜ୍‌ ଖୋଲିଲେ ରାହୁଲ

ସେଞ୍ଚୁରିୟନ୍‌,୩୧।୧୨: ଭାରତୀୟ ଓପନର୍‌ କେ.ଏଲ ରାହୁଲ ଦୃଢ ପ୍ରଦର୍ଶନ କରୁଛନ୍ତି। ଏହି କାରଣରୁ ତାଙ୍କୁ ଟେଷ୍ଟ ଦଳର ଉପଅଧିନାୟକ କରାଯାଇଥିଲା। ସେଣ୍ଟୁରିୟନରେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚରେ ରାହୁଲ ଏକ ଶତକ ହାସଲ କରିଥିଲେ। ସେ ପ୍ରଥମ…

ବାପାଙ୍କ ଦେଇଥିବା ଗୋଟିଏ ପ୍ରତିଶ୍ରୁତି ଆଜି ପର୍ଯ୍ୟନ୍ତ ଭାଙ୍ଗିନାହାନ୍ତି ସଚିନ ତେନ୍ଦୁଲକର

ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଭଗବାନ କୁହାଯାଏ। ସେ ଦିନିକିଆରେ ୧୫,୯୨୧ ରନ ଏବଂ ଟେଷ୍ଟରେ ୧୮,୪୨୬ ରନ ସ୍କୋର କରିଛନ୍ତି। ସମସ୍ତ ଫର୍ମାଟରେ ସଚିନଙ୍କ ନାମରେ ୧୦୦ଟି ଅନ୍ତର୍ଜାତୀୟ ଶତକ ଅଛି। ସଚିନ ତେନ୍ଦୁଲକର ଦିନିକିଆ କ୍ରିକେଟରେ ପ୍ରଥମ ଡବଲ ଶତକ…

ପରାଜୟ ପରେ ବଡ଼ ନିଷ୍ପତ୍ତି ନେଲେ ଡିକକ୍‌

ସେଞ୍ଚୁରିଆନ,୩୧।୧୨: ପ୍ରଥମ ଟେଷ୍ଟରେ ଭାରତ ଠାରୁ ମିଳିଥିବା ୧୧୩ ରନ୍‌ର ପରାଜୟରେ ବଡ଼ ନିଷ୍ପତ୍ତି ନେଇଛନ୍ତି ଦକ୍ଷିଣ ଆଫ୍ରିକାର ଉଇକେଟକିପର ବ୍ୟାଟର କୁଇଣ୍ଟନ ଡିକକ୍‌। ମ୍ୟାଚ୍‌ର କିଛି ଘଣ୍ଟା ପରେ ଟେଷ୍ଟ ଫର୍ମାଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ଡିକକ୍‌ଙ୍କ ଏଭଳି ନିଷ୍ପତ୍ତି…

‘ବିଶ୍ୱର ଶ୍ରେଷ୍ଠ ୩ ପେସରଙ୍କ ମଧ୍ୟରେ ଶାମି ଜଣେ’

ସେଞ୍ଚୁରିଆନ,୩୦।୧୨: ମହମ୍ମଦ ଶାମି ବିଶ୍ୱର ଶ୍ରେଷ୍ଠ ୩ ପେସରଙ୍କ ମଧ୍ୟରୁ ଜଣେ। ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟକୁ ୧୧୩ ରନ୍‌ରେ ଜିତିବା ପରେ ଭାରତୀୟ ପେସରଙ୍କୁ ଏଭଳି ପ୍ରଶଂସା କରିଛନ୍ତି ଅଧିନାୟକ ବିରାଟ କୋହଲି। ସେଞ୍ଚୁରିଆନ ଟେଷ୍ଟର ପ୍ରଥମ ଇନିଂସରେ…

ଦଳ ଚୟନ ପ୍ରକ୍ରିୟାରେ ପରିବର୍ତ୍ତନ ଚାହାନ୍ତି ଶାସ୍ତ୍ରୀ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ଦଳର ପୂର୍ବତନ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ୨୦୧୯ ଦିନିକିଆ ବିଶ୍ୱକପ୍‌ ଲାଗି ଦଳ ଚୟନ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଦଳରେ ୩ ଉଇକେଟକିପର ବ୍ୟାଟରଙ୍କୁ ନିଆଯିବାରେ ସେ ଖୁସି ନ ଥିଲେ। ଏପରିକି ନ୍ୟୁଜିଲାଣ୍ଡ ବିପକ୍ଷ…

କପିଳ ଦେବଙ୍କ ଭଳି କିମ୍ବଦନ୍ତୀଙ୍କ ତାଲିକାରେ ବୁମରା

ନୂଆଦିଲ୍ଲୀ,୩୦।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷ ସେଞ୍ଚୁରିଆନ ଟେଷ୍ଟର ଉଭୟ ଇନିଂସରେ ମୋଟ ୫ ଉଇକେଟ ନେଇଥିବା ଯଶପ୍ରୀତ ବୁମରା ଏକ ସ୍ବତନ୍ତ୍ର ତାଲିକାରେ ସ୍ଥାନ ପାଇଛନ୍ତି। ବିଦେଶୀ ମାଟିରେ ୨୫ତମ ଟେଷ୍ଟ ମ୍ୟାଚ୍‌ରେ ବୁମରା ୧୦୦ ଉଇକେଟ ପୂରଣ କରିଛନ୍ତି। ଏଥିସହିତ…

ଇତିହାସ ରଚିଲା ଭାରତ

ସେଞ୍ଚୁରିୟନ୍‌,୩୦।୧୨:ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟରେ ଗୁରୁବାର ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ୧୧୩ ରନ୍‌ରେ ପରାସ୍ତ କରିଛି। ଓପନର୍‌ କେ.ଏଲ ରାହୁଲଙ୍କ ଏକ ଶତକ ଯୋଗୁ ଭାରତ ପ୍ରଥମ ଇନିଂସରେ ୩୨୭ ରନ ସ୍କୋର କରିବା…

ବିଜୟଠାରୁ ଆଉ ମାତ୍ର ୩ ଉଇକେଟ୍‌ ଦୂରରେ ଭାରତ

ସେଞ୍ଚୁରିୟନ୍‌,୩୦।୧୨: ସେଞ୍ଚୁରିୟନ ଟେଷ୍ଟରେ ଭାରତୀୟ ଦଳ ବିଜୟଠାରୁ ମାତ୍ର ୩ଟି ଉଇକେଟ ଦୂରରେ ରହିଛି। ଯଦି ପାଗ ଭାରତର ସାଥ୍‌ ଦିଏ ତେବେ ଭାରତୀୟ ବୋଲରମାନେ ଆଫ୍ରିକାକୁ ଶୀଘ୍ର ଅଲଆଉଟ୍‌ କରି ବିଜୟ ହାସଲ କରିପାରନ୍ତି। ଏହି ଗ୍ରାଉଣ୍ଡରେ ଏହା ଭାରତର…

କୋହଲିଙ୍କ ଏହି କାର୍ଯ୍ୟ ଦେଖି ରାଗିଗଲେ ଗାଭାସ୍କର: କହିଲେ. ତାଙ୍କ ମୁଣ୍ଡରେ…

ସେଞ୍ଚୁରିୟନ୍‌,୩୦।୧୨:ସେଞ୍ଚୁରିୟନର ସୁପରପୋର୍ଟ ପାର୍କରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଇନିଂସରେ ବିରାଟ କୋହଲି ମାତ୍ର ୧୮ ରନ ସ୍କୋର କରିପାରିଛନ୍ତି। ଏହା ସହିତ ଭାରତୀୟ ଟେଷ୍ଟ ଅଧିନାୟକ କୋହଲି ଅନ୍ତର୍ଜାତୀୟ କ୍ରିକେଟରେ ଏକ…

ସଚିନଙ୍କ ପୁଅଙ୍କ ଭାଗ୍ୟ ଖୋଲିଲା

ମୁମ୍ବାଇ,୩୦,୧୨: ବିଶ୍ୱ କ୍ରିକେଟର ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କ ଭାଗ୍ୟ ଖୋଲିଛି। ଅର୍ଜୁନ ତେନ୍ଦୁଲକର ପ୍ରଥମ ଥର ପାଇଁ ଭାରତୀୟ କ୍ରିକେଟର ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିବାର ସୁଯୋଗ ପାଇଛନ୍ତି। ମୁମ୍ବାଇର ରଣଜୀ ଟ୍ରଫି ଦଳରେ ଅର୍ଜୁନ…

ପ୍ରଥମଥର ବାପାଙ୍କ ପାଇଁ ତାଳି ମାରିଲେ ଭାମିକା

ସେଞ୍ଚୁରିଅନର ସୁପର ସ୍ପୋର୍ଟ ପାର୍କରେ ଖେଳାଯାଉଥିବା ଭାରତ ଏବଂ ଦକ୍ଷିଣ ଆଫ୍ରିକା ମ୍ୟାଚର ସବୁଠାରୁ ସୁନ୍ଦର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଫଟୋରେ ବିରାଟ କୋହଲିଙ୍କ ଝିଅ ଭାମିକା ଏବଂ ସ୍ତ୍ରୀ ଅନୁଷ୍କା ଶର୍ମା ଅଛନ୍ତି। ଭାମିକା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?