ନିଶ୍ଚିନ୍ତ ଦୁର୍ଘଟଣାରୁ ନିଜକୁ ଏମିତି ବଞ୍ଚାଇଲେ ଅମ୍ପାୟାର୍: ଦେଖନ୍ତୁ ଭିଡିଓ
ଦୁବାଇ,୨୭।୧୦: ଦକ୍ଷିଣ ଆଫ୍ରିକା ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ଟି -୨୦ ବିଶ୍ୱକପ ୨୦୨୧ର ୧୮ତମ ମ୍ୟାଚରେ ଅମ୍ପାୟାର ଆଲିମ ଡାର ଦୁଇଥର ଏକ ବଡ଼ ଦୁର୍ଘଟଣାକୁ ଏଡାଇ ଦେଇଥିଲେ। ଏହି ମ୍ୟାଚ୍ରେ ଅମ୍ପାୟାର୍ ଥିବା ଡାର୍ ଦୁଇଥର ବଡ଼ ଦୁର୍ଘଟଣାର…
ପ୍ରଥମ ଓଭରରେ ଚମତ୍କାର ହ୍ୟାଟ୍ରିକ୍ ନେଇଥିଲେ ଏହି କ୍ରିକେଟର୍
କପିଳ ଦେବଙ୍କ ପରେ ଭାରତୀୟ ଦଳର ସର୍ବଶ୍ରେଷ୍ଠ ଅଲରାଉଣ୍ଡର ଥିଲେ ଇରଫାନ ପଠାନ। ଟି -୨୦ ବିଶ୍ୱକପର ଫାଇନାଲରେ ମ୍ୟାନ୍ ଅଫ ଦି ମ୍ୟାଚ ପୁରସ୍କାର ଜିତିବା ହେଉ କିମ୍ବା ଟେଷ୍ଟ ମ୍ୟାଚର ପ୍ରଥମ ଓଭରରେ ହ୍ୟାଟ୍ରିକ ନେଇଥିଲେ ସେ। ଭାରତୀୟ…
ଭାରତକୁ ରହିବାକୁ ପଡ଼ିବ ସାବଧାନ
ଦୁବାଇ,୨୭।୧୦: ଟି -୨୦ ବିଶ୍ୱକପ୍ର ଗ୍ରୁପ-୨ରେ ପାକିସ୍ତାନର ସେମିଫାଇନାଲ ରାସ୍ତା ସହଜ ହୋଇଛି। ମଙ୍ଗଳବାର ଖେଳାଯାଇଥିବା ମ୍ୟାଚରେ ପାକିସ୍ତାନ ନ୍ୟୁଜିଲାଣ୍ଡକୁ ୫ ଉଇକେଟରେ ପରାସ୍ତ କରିଛି। ଏହା ଦଳର କ୍ରମାଗତ ଦ୍ୱିତୀୟ ବିଜୟ ଏବଂ ଦଳ ମଧ୍ୟ ଟେବୁଲର ଶୀର୍ଷରେ ପହଞ୍ଚିଛି।…
ପ୍ରତିଶୋଧ ନେଇଗଲେ
ଶାରଜା,୨୬।୧୦: ପାକିସ୍ତାନର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଥିଲା ନ୍ୟୁଜିଲାଣ୍ଡ କ୍ରିକେଟ ଦଳ। ଚଳିତ ଟି୨୦ ବିଶ୍ୱକପ୍ରେ ନ୍ୟୁଜିଲାଣ୍ଡକୁ ୫ ଉଇକେଟରେ ହରାଇ ପ୍ରତିଶୋଧ ନେଇଛି। ପ୍ରଥମେ ହାରିସ ରଫଙ୍କ ବୋଲିଂ କାରଣରୁ ନ୍ୟୁଜିଲାଣ୍ଡ ବଡ଼ ସ୍କୋର ଛିଡ଼ା କରି ପାରି…
୧୩୪ରେ ରୋକିଦେଲା ପାକିସ୍ତାନ
ଶାରଜା,୨୬।୧୦: ଚଳିତ ଟି୨୦ ବିଶ୍ୱକପ୍ରେ ପାକିସ୍ତାନ ଦ୍ୱିତୀୟ ମ୍ୟାଚ୍ରେ ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରିଛି। ଦ୍ୱିତୀୟ ମ୍ୟାଚ୍ରେ ପ୍ରତିପକ୍ଷ ନ୍ୟୁଜିଲାଣ୍ଡକୁ ମାତ୍ର ୧୩୪/୮ରେ ରୋକି ଦେଇଛି ପାକିସ୍ତାନ। ହାରିସ ରଫ ୪ ଉଇକେଟ ନେଇ ନ୍ୟୁଜିଲାଣ୍ଡ ଦଳର ବ୍ୟାଟିଂ ଲାଇନ୍ ଅପ୍…
ସମର୍ଥନରେ ଓହ୍ଲାଇଲା ବିସିସିଆଇ
ନୂଆଦିଲ୍ଲୀ,୨୬।୧୦: ପାକିସ୍ତାନ ବିପକ୍ଷରେ ମିଳିଥିବା ପରାଜୟ ପରେ ଅନଲାଇନ୍ରେ ଭାରତୀୟ ପେସର ମହମ୍ମଦ ଶାମିଙ୍କୁ ତାଙ୍କ ଧର୍ମ ସହ ଯୋଡ଼ି ସମାଲୋଚନା କରାଯାଉଛି। ଏଭଳି ଟ୍ରୋଲିଂ ପରେ ଶାମିଙ୍କ ପ୍ରତି ଦେଶର ଅନେକ ପୂର୍ବତନ ଓ ବର୍ତ୍ତମାନ ଖେଳାଳିଙ୍କ ଠାରୁ ଆରମ୍ଭ…
ବିନା ଦର୍ଶକରେ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଜୁନିଅର ପୁରୁଷ ହକି ବିଶ୍ୱକପ୍
ଭୁବନେଶ୍ୱର,୨୬।୧୦(ବ୍ୟୁରୋ): ଆସନ୍ତା ନଭେମ୍ବର ୨୪ରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ଜୁନିଅର ପୁରୁଷ ହକି ବିଶ୍ୱକପ୍। ଡିସେମ୍ବର ୫ ଯାଏ ଏହା ଚାଲିବ। ଏହାପୂର୍ବରୁ ବିନା ଦର୍ଶକରେ ମ୍ୟାଚ୍ଗୁଡ଼ିକ ଖେଳାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଗହଳିରେ କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କା…
ପାକିସ୍ତାନ ଜିତିଲା ବୋଲି ବାଣ ଫୁଟୁଛି, ତେବେ ଦୀପାବଳିରେ କାହିଁକି ନୁହେଁ: ସେହ୍ବାଗ
ନୂଆଦିଲ୍ଲୀ,୨୬।୧୦: ଟି-୨୦ ବିଶ୍ୱକପ୍ ୨୦୨୧ରେ ଭାରତ ଆରମ୍ଭରୁ ପରାଜୟର ସମ୍ମୁଖୀନ ହୋଇଛି। ରବିବାର ଖେଳାଯାଇଥିବା ସୁପର-୧୨ ରାଉଣ୍ଡର ପ୍ରଥମ ମ୍ୟାଚ୍ରେ ଦଳ ପାକିସ୍ତାନଠାରୁ ୧୦ ଉଇକେଟରେ ପରାସ୍ତ ହୋଇଥିଲା। ଅନ୍ୟପକ୍ଷେ ଏହା ପାକିସ୍ତାନର ବିଶ୍ୱକପ୍ରେ ପ୍ରଥମ ବିଜୟ। ତେବେ ଚିର ପ୍ରତିନ୍ଦ୍ୱନ୍ଦ୍ୱୀ…
କୋଚ୍ ପଦ ପାଇଁ ଆବେଦନ କଲେ ଡ୍ରାଭିଡ୍
ନୂଆଦିଲ୍ଲୀ,୨୬।୧୦: ଭାରତୀୟ ଦଳର ପରବର୍ତ୍ତୀ ମୁଖ୍ୟ କୋଚ୍ ହେବାକୁ ହେବାକୁ ଯାଉଛନ୍ତି ପୂର୍ବତନ ଅଧିନାୟକ ରାହୁଲ ଡ୍ରାଭିଡ୍। ଏଥି ଲାଗି ମଙ୍ଗଳବାର ଔପଚାରିକ ଭାବେ ସେ ହାଇ ପ୍ରୋଫାଇଲ ପଦବୀ ପାଇଁ ଆବେଦନ କରିଛନ୍ତି। ବ୍ୟାଟିଂ କିମ୍ବଦନ୍ତୀ ଆବେଦନ କରିଥିବାରୁ କ୍ରିକେଟ…
‘ନିଜ ଖେଳାଳିଙ୍କୁ ସମ୍ମାନ ଦିଅ’
ଦୁବାଇ,୨୬।୧୦: ଚଳିତ ଟି୨୦ ବିଶ୍ୱକପ୍ରେ ପାକିସ୍ତାନଠାରୁ ପରାଜିତ ହେବା ପରେ ଭାରତୀୟ ଦଳର ପେସର ମହମ୍ମଦ ଶାମିଙ୍କୁ ଅନଲାଇନ୍ରେ ପ୍ରବଳ ଟ୍ରୋଲର ସମ୍ମୁଖୀନ ହେବାକୁ ପଡ଼ିଛି। ତାଙ୍କ ସପକ୍ଷରେ ବାହାରିଛନ୍ତି ପାକିସ୍ତାନର ଉଇକେଟକିପର ତଥା ଓପନର ମହମ୍ମଦ ରିଜଓ୍ବାନ। “ଜଣେ ଖେଳାଳିଙ୍କୁ…
ଭଲ କାମ କରିବାକୁ ଯାଉଛନ୍ତି ପାକିସ୍ତାନ ଅଧିନାୟକ
ଦୁବାଇ,୨୬।୧୦: ଦୁଇ ଦିନ ପୂର୍ବେ ପାକିସ୍ତାନ ଅଧିନାୟକ ବାବର ଆଜମ ନିଜ ଦେଶର କ୍ରିକେଟ ପ୍ରଶଂସକମାନଙ୍କୁ ଉତ୍ସବ ପାଳନ କରିବାକୁ ଏପରି ସୁଯୋଗ ଦେଇଥିଲେ, ଯାହାକି ସେମାନେ ଦୀର୍ଘ ସମୟ ଅପେକ୍ଷା କରିଥିଲେ। ବାବରଙ୍କ ଅଧିନାୟକତ୍ୱରେ ପାକିସ୍ତାନ ଟି -୨୦ ବିଶ୍ୱକପରେ…
ପାଣ୍ଡ୍ୟା ଫିଟ୍ ନା ଅନଫିଟ୍: ଆସିଲା ଅପଡେଟ୍
ଦୁବାଇ,୨୬।୧୦: ପାକିସ୍ତାନ ବିପକ୍ଷ ଟି -୨୦ ବିଶ୍ୱକଫ ଉଦଘାଟନୀ ମ୍ୟାଚରେ ଟିମ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆଘାତ ସେତେଟା ଗୁରୁତର ନୁହେଁ। ତେଣୁ ସେ ୩୧ ଅକ୍ଟୋବରରେ ନ୍ୟୁଜିଲାଣ୍ଡ ବିପକ୍ଷ ପରବର୍ତ୍ତୀ ମ୍ୟାଚ ପାଇଁ ଉପଲବ୍ଧ ହେବାର ସମ୍ଭାବନା ରହିଛି।…
Archives


