ଏହି ଖେଳାଳିଙ୍କ ଚୟନକୁ ନେଇ ପ୍ରଶ୍ନ ଉଠାଇଲେ ଗମ୍ଭୀର: କହିଲେ ‘ ତାଙ୍କୁ ଆଇପିଏଲ୍ ପଠାଇଦିଅ ଆଉ…
ନୂଆଦିଲ୍ଲୀ,୨୫।୧: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ରେ ଲଜ୍ଜାଜନକ ପରାଜୟ ପରେ ଭାରତୀୟ କ୍ରିକେଟ ଟିମ୍ର ପ୍ରଦର୍ଶନ ଉପରେ ପ୍ରଶ୍ନ ଉଠୁଛି। ବିଶେଷକରି କିଛି ଖେଳାଳିଙ୍କ ଚୟନ ଉପରେ ଅନେକ ପ୍ରତିକ୍ରିୟା ରଖୁଛନ୍ତି। ଏହି କ୍ରମରେ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର…
ବୀରତା ପୁରସ୍କାର ଘୋଷଣା: ନୀରଜ ଚୋପ୍ରାଙ୍କୁ ପରମ ବିଶିଷ୍ଟ ସେବା ପଦକ
ନୂଆଦିଲ୍ଲୀ,୨୫।୧: କେନ୍ଦ୍ର ସରକାର ମଙ୍ଗଳବାର ବୀରତା ପୁରସ୍କାର ଘୋଷଣା କରିଛନ୍ତି। ପ୍ରକାଶିତ ତାଲିକା ଅନୁଯାୟୀ, ଏଥର ୩୮୪ଙ୍କୁ ବୀରତା ପୁରସ୍କାର ପ୍ରଦାନ କରାଯିବ। ୭୩ତମ ସାଧାରଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ପୁରସ୍କାର ପ୍ରଦାନ କରିବେ। ଏଥିମଧ୍ୟରୁ ୧୨…
ପାକିସ୍ତାନ ଗସ୍ତ କରିବ ଅଷ୍ଟ୍ରେଲିଆ
ମେଲବୋର୍ନ,୨୫।୧: ଅଷ୍ଟ୍ରେଲିଆ କ୍ରିକେଟ ଦଳ ତା’ର ନିୟମିତ ଖେଳାଳିଙ୍କ ସହ ପାକିସ୍ତାନ ଗସ୍ତ କରିବାକୁ ଯାଉଛି। ଏପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ଦଳର କୌଣସି ଖେଳାଳି ପାକିସ୍ତାନ ଯିବା ପାଇଁ ଅନିଚ୍ଛା ପ୍ରକାଶ କରି ନାହାନ୍ତି। ସୁରକ୍ଷା ଗତ କାରଣରୁ ଏକ ଦଶନ୍ଧିରୁ ଊର୍ଦ୍ଧ୍ୱ…
ଭାରତକୁ ମ୍ୟାଚ୍ ଜିତାଇ ପାରିଲେନି ଦୀପକ ଚହର, ପ୍ରେମିକା କହିଲେ…
କେପ୍ଟାଉନ୍,୨୫।୧: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟିମ ଇଣ୍ଡିଆ ବିଜୟର ଦ୍ୱାର ଦେଶରେ ପହଞ୍ଚିବା ପରେ ତୃତୀୟ ଦିନିକିଆରେ ହାରିଯାଇଛି। ଶେଷ ୨ ଓଭରରେ ଭାରତକୁ ୮ ରନ ସ୍କୋର କରିବାକୁ ପଡୁଥିଲା କିନ୍ତୁ ଦଳ ମ୍ୟାଚକୁ ୪ ରନ୍ରେ ହାରିଥିଲା। ଏହି…
‘ଟିମ୍ ଇଣ୍ଡିଆ ଖୁବଶୀଘ୍ର ଖରାପ ସମୟରୁ ବାହାରି ଆସିବ’
ମୁସ୍କାଟ,୨୫।୧: ଦକ୍ଷିଣ ଆଫ୍ରିକା ବିପକ୍ଷ ଉଭୟ ଟେଷ୍ଟ ଓ ଦିନିକିଆ ସିରିଜ୍ରେ ପରାଜୟ ଯୋଗୁ ଭାରତୀୟ ଦଳ ପାଇଁ ଭୟବିତ ହେବାର କିଛି ଆବଶ୍ୟକତା ନାହିଁ। ଏହା ଟିମ୍ ଇଣ୍ଡିଆ ପାଇଁ ଅସ୍ଥାୟୀ ପର୍ଯ୍ୟାୟ। ଦଳ ଖୁବ୍ ଶୀଘ୍ର ଏଥିରୁ ବାହାରି…
‘ଟିମ୍ ଇଣ୍ଡିଆର ଦୁଇ ଖେଳାଳିଙ୍କୁ ଛାଡ଼ି ଦେଲେ ଅନ୍ୟ କେହି ଚାପ ସମ୍ଭାଳି ପାରିବେ ନାହିଁ’
ନୂଆଦିଲ୍ଲୀ,୨୫।୧: ଚଳିତ ବର୍ଷ ଅଷ୍ଟ୍ରେଲିଆରେ ହେବାକୁ ଯାଉଥିବା ଟି୨୦ ବିଶ୍ୱକପ୍ରେ ପୁଣି ଥରେ ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ପଡୋଶୀ ପରସ୍ପରକୁ ଭେଟିବେ। ଅକ୍ଟୋବର ୨୩ ତାରିଖରେ ମେଲବୋର୍ନ ଗ୍ରାଉଣ୍ଡ (ଏମ୍ସିଜି)ରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବ ବୋଲି ଆଇସିସି ପକ୍ଷରୁ ଗତ ସପ୍ତାହରେ…
ମ୍ୟାଚ୍ ବେଳେ ଷ୍ଟାଡିୟମରେ ଅଘଟଣ, ଚାଲିଗଲା ୮ ଜୀବନ
ୟାଓଣ୍ଡେ,୨୫।୧: କାମେରୁନିଆନ ଫୁଟ୍ବଲ ଷ୍ଟାଡିୟମରେ ସୋମବାର ଆୟୋଜିତ ଆଫ୍ରିକା କପ୍ ଅଫ୍ ନେଶନ୍ସ ମ୍ୟାଚ୍ ବେଳେ ଏକ ବଡ଼ ଧରଣର ଅଘଟଣ ଘଟିଛି। ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୫୦ ଜଣ ଆହତ ହୋଇଛନ୍ତି। ଓଲେମ୍ବେ ଷ୍ଟାଡିୟମରେ…
ଗୌତମ ଗମ୍ଭୀର କରୋନା ପଜିଟିଭ୍
ନୂଆଦିଲ୍ଲୀ,୨୫।୧: ପୂର୍ବତନ ଭାରତୀୟ କ୍ରିକେଟର ତଥା ଭାରତୀୟ ଜନତା ପାର୍ଟିର ସାଂସଦ ଗୌତମ ଗମ୍ଭୀର କରୋନା ପଜିଟିଭ୍ ହୋଇଛନ୍ତି । ଏ ନେଇ ସେ ନିଜେ ମଙ୍ଗଳବାର ଟୁଇଟ୍ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ସାମାନ୍ୟ ଲକ୍ଷଣ ଅନୁଭବ କରିବା…
ନାମ ଘୋଷଣା କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜ
ଲକ୍ଷ୍ନୌ,୨୪।୧: ଚଳିତ ବର୍ଷ ଆଇପିଏଲରେ ନୂଆ କରି ସାମିଲ ହେବାକୁ ଯାଉଥିବା ଲକ୍ଷ୍ନୌ ଫ୍ରାଞ୍ଚାଇଜ ସୋମବାର ଦଳର ନାମ ଘୋଷଣା କରିଛି। ଆଇପିଏଲରେ ଏହି ଦଳ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ ଭାବେ ଜଣାଯିବ। ଏହି ନାମକୁ ପ୍ରଶଂସକମାନେ ବାଛିଛନ୍ତି ବୋଲି ଫ୍ରାଞ୍ଚାଇଜ…
ଦଳକୁ ଜିତିବା ପାଇଁ ଅନ୍ତିମ ଓଭରରେ ଦରକାର ଥିଲା ୩୦ ରନ୍, ତା’ ପରେ ଘଟିଲା ଏମିତି
ବାରବାଡସ,୨୪।୧: ଇଂଲଣ୍ଡର ବୋଲିଂ ଲାଇନ୍ ଅପ୍ ଆଗରେ ୧୭୨ ରନ୍ର ବିଜୟ ଲକ୍ଷ୍ୟ ପିଛା କରୁଥିବା ଓ୍ବେଷ୍ଟଇଣ୍ଡିଜ ୧୫.୧ ଓଭରରେ ୯୫ ରନ୍ରେ ୮ ଉଇକେଟ ହରାଇ ସାରିଥିଲା। ଦଳ ନିଶ୍ଚିତ ପରାଜୟ ମୁହଁରେ ଛିଡ଼ା ହୋଇଥିବା ବେଳେ ରୋମାରିଓ ଶେଫର୍ଡଙ୍କ…
ବିରାଟ କୋହଲିଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ ପାକିସ୍ତାନ କ୍ରିକେଟର୍: ଶୀଘ୍ର ବିବାହ ଯୋଗୁ…
ନୂଆଦିଲ୍ଲୀ,୨୪।୧:ଭାରତୀୟ ଦଳର ଷ୍ଟାର୍ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ଫର୍ମ କିଛି ଦିନ ହେବ ଖରାପ ଚାଲିଛି। ଗତ ଦୁଇ ବର୍ଷ ଧରି ସେ ଗୋଟିଏ ଶତକ ସ୍କୋର କରିବାରେ ସକ୍ଷମ ହୋଇନାହାଁନ୍ତି। ଏଥି ସହିତ ବିରାଟ କୋହଲି ମଧ୍ୟ ତିନୋଟି ଫର୍ମାଟରୁ…
ଭୁବିଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ସୁଯୋଗ ଦେବାକୁ ପରାମର୍ଶ ଦେଲେ ଗାଭାସ୍କର
ନୂଆଦିଲ୍ଲୀ,୨୪।୧: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ଭାରତୀୟ ପେସର ଭୁବନେଶ୍ୱର କୁମାର (ଭୁବି)। ଭେଟେରାନ ପେସର ଓଭରରେ ଅଧିକ ହାରରେ ରନ ଦେବା ସହ ପୂରା ସିରିଜ୍ରେ ଗୋଟିଏ ହେଲେ ଉଇକେଟ ନେଇ ପାରି ନ…

