ଖେଳ

ଭାରତ ବିପକ୍ଷ ସିରିଜ ପାଇଁ ଟିମ୍‌ ଘୋଷଣା କଲା ଓ୍ବେଷ୍ଟଇଣ୍ଡିଜ୍‌; ୩ ଅଭିଜ୍ଞ ଖେଳାଳି ଫେରିଲେ

ପୋର୍ଟ ଅଫ ସ୍ପେନ,୨୭।୧: କ୍ରିକେଟ ୱେଷ୍ଟଇଣ୍ଡିଜ ପକ୍ଷରୁ ଭାରତ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ୧୫ ଜଣିଆ ଦଳ ଘୋଷଣା କରାଯାଇଛି। କାରିବିଆନ ଦଳ ନିଜ ଟିମ୍‌ରେ ଅଭିଜ୍ଞ ପେସର୍‌ କେମାର ରୋଚ୍‌, ନକ୍ରୁମା ବୋନର୍‌ ଏବଂ…

ଶୋଏବ ଅଖତରଙ୍କ ଭବିଷ୍ୟବାଣୀ: କିଏ ଜିତିବ ଭାରତ-ପାକିସ୍ତାନ ଟି-୨୦ ବିଶ୍ୱକପ୍‌ ମ୍ୟାଚ୍‌

ନୂଆଦିଲ୍ଲୀ,୨୭।୧: ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଅନୁଷ୍ଠିତ ହେବ ଟି -୨୦ ବିଶ୍ୱକପ। ଅକ୍ଟୋବର ୨୩ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ବିଶ୍ୱକପ ମ୍ୟାଚ ପାଇଁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ମ୍ୟାଚ ଅଷ୍ଟ୍ରେଲିଆର ମେଲବୋର୍ନ କ୍ରିକେଟ…

୩୩ ବର୍ଷ ହେଲାଣି, କିଛି ଏଭଳି କହି କୋହଲିଙ୍କୁ ପରାମର୍ଶ ଦେଲେ ଶାସ୍ତ୍ରୀ

ନୂଆଦିଲ୍ଲୀ,୨୭।୧: ବର୍ତ୍ତମାନ ନିଜ କ୍ୟାରିୟରର ସବୁଠାରୁ ଖରାପ ସମୟ ଦେଇ ଗତି କରୁଛନ୍ତି ବିରାଟ କୋହଲି। ଗୋଟିଏ ପଟେ କ୍ରିକେଟର କୌଣସି ଫର୍ମାଟରେ ଭାରତୀୟ ଦଳର ଅଧିନାୟକ ନ ଥିବା ବେଳେ ଗତ ଦୁଇ ବର୍ଷ ଧରି ସେ ଗୋଟିଏ ବି…

ଶାସ୍ତ୍ରୀ ବହୁତ ବଡ଼ କଥା କହିଦେଲେ, ଭାରତୀୟ ଭାବେ ଆମେ ଗର୍ବ କରିଥାନ୍ତୁ: ହରଭଜନ

ନୂଆଦିଲ୍ଲୀ,୨୭।୧: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବ କୋଚ୍‌ ରବି ଶାସ୍ତ୍ରୀ ନିକଟରେ ବିରାଟ କୋହଲିଙ୍କୁ ନେଇ ବଡ଼ ବୟାନ ଦେଇଥିଲେ। ଏହାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନାହିଁ। ଏହାକୁ ନେଇ ପୂବତନ ଭାରତୀୟ ସ୍ପିନର ହରଭଜନ ସିଂହ ପ୍ରତିକ୍ରିୟା ରଖି…

ମାତ୍ର ୩୧ ବର୍ଷ ବୟସରେ ଏହି ଖେଳାଳିଙ୍କ କ୍ରିକେଟ୍‌ କ୍ୟାରିୟର୍‌ ଶେଷ!

ନୂଆଦିଲ୍ଲୀ,୨୭।୧:ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଫେବୃୟାରୀ ୬ରୁ ଆରମ୍ଭ ହେବାକୁ ଯାଉଛି। ଦିନିକିଆ ସିରିଜ ପରେ ଏକ ୩ ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜ ମଧ୍ୟ ଖେଳାଯିବ। ୱେଷ୍ଟଇଣ୍ଡିଜ ବିପକ୍ଷ ୩ ମ୍ୟାଚ…

ଶାସ୍ତ୍ରୀଙ୍କ ପାଖରେ ନାହିଁ ଧୋନୀଙ୍କ ଫୋନ୍‌ ନମ୍ବର: କାରଣ ଜାଣିଲେ…

ଓମାନ,୨୭।୧:ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାକୟ ମହେନ୍ଦ୍ର ସିଂ ଧୋନୀଙ୍କ ଜଣେ କିମ୍ବଦନ୍ତୀ କ୍ରିକେଟର ଭାବେ ଜଣାଶୁଣା। ତାଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆକୁ ୩ଟି ଆଇସିସି ଟ୍ରଫିରେ ଜିତିଛି। ଦେଶ-ବିଦେଶରେ ତାଙ୍କର ବହୁ ପ୍ରଶଂସକ ମଧ୍ୟ ଅଛନ୍ତି। କିନ୍ତୁ ଆପଣ ଜାଣି…

୧୪ ବଲ୍‌ରେ ବିସ୍ଫୋରକ ୭୬ ରନ୍‌ର ଇନିଂସ ଖେଳି ଚକିତ କଲେ ଏହି କ୍ରିକେଟର୍‌

ବାରବାଡେସ୍‌,୨୭।୮: ୱେଷ୍ଟଇଣ୍ଡିଜ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ମ୍ୟାଚ ରେ କାରିବିଆନ ଦଳ ୨୦ ରନ୍‌ରେ ଜିତିଛି। ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ ୨୦ ଓଭରରେ ୫ ଉଇକେଟ ହରାଇ ୨୨୪ ରନ ସଂଗ୍ରହ…

ପୁଷ୍ପା ଷ୍ଟାଇଲ୍‌ରେ ଖୁସି ମନାଇଲେ ବ୍ରାଭୋ, ଭିଡିଓ ଦେଖିଲେ…

ନୂଆଦିଲ୍ଲୀ,୨୭।୧: ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ତାରକା ଆଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା’ ରୋଜଗାରରେ ନୂଆ ରେକର୍ଡ କରିଛି। ଚଳଚ୍ଚିତ୍ରରେ ଅଭିନୟ ଏବଂ ନୃତ୍ୟ ଶୈଳୀକୁ ବେଶ ପସନ୍ଦ କରାଯାଉଛି। ଏହାକୁ ନେଇ କ୍ରେଜ୍‌ ଏତେ ଯେ ପ୍ରଥମେ ସୋସିଆଲ ମିଡିଆରେ ଖେଳାଳିମାନେ…

ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ସିରିଜ୍‌ ପାଇଁ ଭାରତୀୟ ସ୍କ୍ବାର୍ଡ ଘୋଷଣା: ଫେରିଲେ ରୋହିତ, ବୁମ୍‌ରା-ଶାମି ବାଦ୍‌

ନୂଆଦିଲ୍ଲୀ,୨୭।୧: ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜ ପାଇଁ ବୁଧବାର ଭାରତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ଅଧିନାୟକ ଭାବେ ରୋହିତ ଶର୍ମା ଉଭୟ ସିରିଜ ପାଇଁ ଦଳକୁ ଫେରିଛନ୍ତି। ସେହିପରି ବିରାଟ କୋହଲି ଦୁଇଟି ଯାକ ସିରିଜ ପାଇଁ…

ନୂଆ ସ୍ପିନରଙ୍କୁ ମିଳିପାରେ ଟିମ୍‌ ଇଣ୍ଡିଆରେ ସୁଯୋଗ

ନୂଆଦିଲ୍ଲୀ,୨୬।୧: ଆସନ୍ତା ମାସର ପ୍ରଥମ ସପ୍ତାହରୁ ଆରମ୍ଭ ହେବାକୁ ଯାଉଛି ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌। ଏହି ସିରିଜ୍‌ ଲାଗି ଘୋଷିତ ହେବାକୁ ଥିବା ଭାରତୀୟ ଦଳରେ ଯୁବ ଲେଗ୍‌ ସ୍ପିନର ରବି ବିଷ୍ଣୋଇଙ୍କୁ ସୁଯୋଗ ମିଳିବ। ଏହା ବ୍ୟତୀତ ବରିଷ୍ଠ…

ବିନା ଡିଆର୍‌ଏସ୍‌ରେ ଖେଳାଯାଉଛି ବିପିଏଲ୍‌

ଢାକା,୨୬।୧: ବାଂଲାଦେଶର ଏକମାତ୍ର ଫ୍ରାଞ୍ଚାଇଜ ଭିତ୍ତିକ ଲିଗ୍‌ ବାଂଲାଦେଶ ପ୍ରିମିୟର ଲିଗ୍‌ (ବିପିଏଲ)ର ଚଳିତ ସଂସ୍କରଣ ବିନା ଡିସିଶନ ରେଭ୍ୟୁ ସିଷ୍ଟମ (ଡିଆର୍‌ଏସ୍‌)ରେ ଖେଳାଯାଉଛି। ଲିଗ୍‌ରେ ଡିଆର୍‌ଏସ୍‌ ସିଷ୍ଟମ ଉପଲବ୍ଧ କରାଇବାରେ ବିଫଳ ହୋଇଛି ବାଂଲାଦେଶ କ୍ରିକେଟ ବୋର୍ଡ(ବିସିବି)। ପୂରା ବିଶ୍ୱରେ…

ଶୀର୍ଷରେ ବାବର, କୋହଲି ଦ୍ୱିତୀୟ

ନୂଆଦିଲ୍ଲୀ,୨୬।୧: ଆଇସିସି ଦିନିକିଆ ର଼୍ୟାଙ୍କିଂରେ ନିଜ ସ୍ଥାନ ସୁରକ୍ଷିତ ରଖିଛନ୍ତି ଭାରତୀୟ କ୍ରିକେଟର ବିରାଟ କୋହଲି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭଲ ପ୍ରଦର୍ଶନ କରିଥିବା କୋହଲି ସଦ୍ୟ ଜାରି ହୋଇଥିବା ତାଲିକାରେ ଦ୍ୱିତୀୟ ସ୍ଥାନ ବଜାୟ ରଖିଛନ୍ତି। ସେହିଭଳି ଭାରତୀୟ ସୀମିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?