ଖେଳ

ହ୍ବିଲଚେୟାରରେ ବିଶ୍ୱ ରେକର୍ଡ

ଭୁବନେଶ୍ୱର,୧୭।୧ (ସ୍ପୋଟର୍‌ସ ବ୍ୟୁରୋ): ରାଜ୍ୟର ଜଣାଶୁଣା ହ୍ବିଲଚେୟାର ମାରାଥନର କମଳାକାନ୍ତ ନାୟକ ବିଶ୍ୱ ରେକର୍ଡ କରିଛନ୍ତି। ୨୮ ବର୍ଷୀୟ କମଳାକାନ୍ତ ଶନିବାର ଅପରାହ୍ନ ୩ଟାରୁ ରବିବାର ଅପରାହ୍ନ ୩ଟା ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ମାନୁଆଲ ହ୍ବିଲଚେୟାରରେ ୨୧୩ କି.ମି. ଅତିକ୍ରମ…

ଅଷ୍ଟ୍ରେଲିଆ ଛାଡ଼ିଲେ ଜୋକୋଭିଚ୍‌

ମେଲବୋର୍ନ,୧୭।୧: ବିଶ୍ୱର ୧ ନମ୍ବର ଟେନିସ ଖେଳାଳି ତଥା ସର୍ବିୟା ସୁପରଷ୍ଟାର ନୋଭାକ ଜୋକୋଭିଚ୍‌ ରବିବାର ଫେଡେରାଲ କୋର୍ଟରେ ଭିଜା ରଦ୍ଦ ତଥା ପ୍ରତ୍ୟର୍ପଣ ନିର୍ଦ୍ଦେଶ ମାମଲାରେ ହାରିଯାଇଛନ୍ତି। ଫଳରେ ସେ ଅଷ୍ଟ୍ରେଲିଆନ ଓପନ ଆରମ୍ଭ ହେବାର ଦିନକୁ ପୂର୍ବରୁ ଏକ…

ବିଶ୍ୱ ଚାମ୍ପିୟନଙ୍କୁ ହରାଇଲେ ଫାଇନାଲରେ

ନୂଆଦିଲ୍ଲୀ, ୧୬ା୧- ଭାରତୀୟ ଉଦୀୟମାନ ଶଟଲର ଲକ୍ଷ୍ୟ ସେନ୍‌ ଚଳିତ ଇଣ୍ଡିଆ ଓପନ ଟୁର୍ନାମେଣ୍ଟ ଟାଇଟଲ ଜିତିଛନ୍ତି। ରବିବାର ଅନୁଷ୍ଠିତ ଫାଇନାଲରେ ବିଶ୍ୱ ଚାମ୍ପିୟନ ସିଙ୍ଗାପୁରର ଲୋ କିନ୍‌ ୟେଙ୍କୁ ୨୪-୨୨, ୨୧-୧୭ରେ ହରାଇ ପୁରୁଷ ସିଙ୍ଗଲ୍ସ ଟାଇଟଲ ହାତେଇଛନ୍ତି ଲକ୍ଷ୍ୟ।…

ଏହି ଖେଳାଳିଙ୍କୁ ଟେଷ୍ଟ ଦଳର ନେତୃତ୍ୱଭାର ଦେବାକୁ ଚାହୁଁଛନ୍ତି ଗାଭାସ୍କର

ନୂଆଦିଲ୍ଲୀ,୧୬।୧: ବିରାଟ କୋହଲି ଭାରତୀୟ ଟେଷ୍ଟ ଦଳର ଅଧିନାୟକ ପଦରୁ ଓହରି ଯାଇଥିବାରୁ ପରବର୍ତ୍ତୀ କ୍ୟାପଟେନ୍‌ କିଏ ହେବ ସେ ନେଇ ଏବେଠୁ ଆଲୋଚନା ଆରମ୍ଭ ହୋଇଯାଇଛି। ଏହା ଉପରେ ମତ ରଖିଛନ୍ତି କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର। କୋହଲିଙ୍କ…

୫୬ ରନ୍‌ରେ ପୂରା ଦଳ ସଫା

ହୋବାର୍ଟ,୧୬।୧: ଚଳିତ ଆଶେସ ସିରିଜ୍‌ର ଅନ୍ତିମ ତଥା ୫ମ ଟେଷ୍ଟରେ ଇଂଲଣ୍ଡ ଦଳର ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଅଷ୍ଟ୍ରେଲିଆର ଶକ୍ତିଶାଳୀ ବୋଲିଂ ଲାଇନ୍‌ ଅପ୍‌ ଆଗରେ ୨୭୦ ରନ୍‌ର ବିଜୟ ଲକ୍ଷ୍ୟ ପିଛା କରୁଥିବା ଇଂଲଣ୍ଡକୁ ଭଲ ଆରମ୍ଭ ଦେଇଥିଲେ…

କୋହଲି ଅଧିନାୟକ ପଦ ଛାଡ଼ିବା ପରେ ଏମିତି ପୋଷ୍ଟ କଲେ ଅନୁଷ୍କା

ମୁମ୍ବାଇ: ବେଶ୍‌ କିଛିଦିନ ଧରି ଭାରତୀୟ କ୍ରିକେଟ ଟିମ୍‌ର ମହାନ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ଯାତ୍ରା ଉତ୍ଥାନ ପତ୍ତନ ଦେଇ ଗତି କରୁଥିଲା। ଏତେ କମ୍‌ ସମୟ ମଧ୍ୟରେ ୭୦ରୁ ଅଧିକ ଶତକ ସ୍କୋର କରିଥିବା ବିରାଟ ଦୀର୍ଘ ସମୟ ଧରି…

‘ମୁଁ ବିଲକୁଲ ଆଶ୍ଚର୍ଯ୍ୟ ନୁହେଁ’

ନୂଆଦିଲ୍ଲୀ,୧୬।୧: ଟେଷ୍ଟ ଦଳର ଅଧିନାୟକ ପଦରୁ ବିରାଟ କୋହଲିଙ୍କ ଓହରିବା ନିଷ୍ପତ୍ତି ଭାରତୀୟ କ୍ରିକେଟରେ ହଇଚୟ ସୃଷ୍ଟି କରିଛି। ଦକ୍ଷିଣ ଆଫ୍ରିକାଠାରୁ ୨-୧ରେ ସିରିଜ୍‌ ହାରିବା ଦିନକ ପରେ ଅଧିନାୟକ ପଦ ଛାଡ଼ିବା ନେଇ ସେ ଘୋଷଣା କରିଥିଲେ। ହଠାତ୍‌ ଏଭଳି…

ବ୍ୟକ୍ତିଗତ ଭାବେ ଏହା ମୋ ପାଇଁ ଦୁଃଖଦ ଦିନ: ଶାସ୍ତ୍ରୀ

ନୂଆଦିଲ୍ଲୀ,୧୬।୧: ୨୦୧୫ରୁ ଭାରତୀୟ ଟେଷ୍ଟ ଦଳର ନେତୃତ୍ୱ ନେଇଆସୁଥିବା ବିରାଟ କୋହଲି ଶନିବାର ହଠାତ୍‌ ଅଧିନାୟକ ପଦରୁ ଇସ୍ତଫା ଦେଇଥିବା ଘୋଷଣା କରିଥିଲେ। ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି କ୍ରିକେଟ ପ୍ରଶଂସକ। ଏନେଇ ପୂର୍ବତନ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ଟୁଇଟ୍‌…

କୋହଲିଙ୍କ ନିଷ୍ପତ୍ତି ଆଶ୍ଚର୍ଯ୍ୟ କଲା: ରୋହିତ

ନୂଆଦିଲ୍ଲୀ,୧୬।୧: ଭାରତର ଟେଷ୍ଟ ଅଧିନାୟକ ପଦ ଛାଡ଼ିବା ନେଇ ହଠାତ୍‌ ଘୋଷଣା କରି ସମସ୍ତଙ୍କୁ ଚମକାଇଛନ୍ତି ବିରାଟ କୋହଲି। ଅନ୍ୟମାନଙ୍କ ଭଳି ତାଙ୍କ ସାଥୀ ଖେଳାଳି ତଥା ଦଳର ଟି-୨୦ ଓ ଦିନିକିଆ ଅଧିନାୟକ ରୋହିତ ଶର୍ମା ଏହାକୁ ନେଇ ଆଶ୍ଚର୍ଯ୍ୟ…

କୋହଲିଙ୍କ ନିଷ୍ପତ୍ତି ଉପରେ ଗାଙ୍ଗୁଲି କ’ଣ କହିଲେ

ନୂଆଦିଲ୍ଲୀ,୧୬।୧: ଦକ୍ଷିଣ ଆଫ୍ରିକାଠାରୁ ୨-୧ ବ୍ୟବଧାନରେ ଟେଷ୍ଟ ସିରିଜ୍‌ ହାରିବାର ଦିନକ ପରେ ବିରାଟ କୋହଲି ଭାରିତୀୟ ଟେଷ୍ଟ ଦଳର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି। ଏହା ଉପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ…

କେବଳ ଏହି ଗୋଟିଏ କାରଣ ପାଇଁ ଆଇପିଏଲ୍‌ ନିଲାମ ପୂର୍ବରୁ ଓହରି ଯାଇଥିଲେ ଡି ଭିଲିୟର୍ସ, ଏବେ କହିଲେ…

ନୂଆଦିଲ୍ଲୀ,୧୫।୧: ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଏବି ଡି ଭିଲିୟର୍ସ କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ୟାସ ନେଇଛନ୍ତି। ଏଥିସହ ସେ ଆଇପିଏଲ୍‌ ଖେଳିବେ ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରିସାରିଛନ୍ତି। ହେଲେ ଏବେ ଫେବୃୟାରୀରେ ହେବାକୁ ଥିବା ମେଗା ନିଲାମ ପୂର୍ବରୁ…

ଟେଷ୍ଟ ଅଧିନାୟକ ପଦ ଛାଡ଼ିବା ନେଇ ଘୋଷଣା

ନୂଆଦିଲ୍ଲୀ,୧୫।୧: ଟି-୨୦, ଦିନିକିଆ ପରେ ଏବେ ଟେଷ୍ଟ ଅଧିନାୟକ ପଦ ଛାଡ଼ିଛନ୍ତି ବିରାଟ କୋହଲି। ଏନେଇ ସେ ଶନିବାର ଟୁଇଟ୍‌ କରି ସୂଚନା ଦେଇଛନ୍ତି। ନିଜ ଟୁଇଟ୍‌ରେ ସେ ଦୀର୍ଘ ୭ ବର୍ଷ ଧରି ଦଳର ସଫଳତା ଲାଗି କାର୍ଯ୍ୟ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?