ପରିବର୍ତ୍ତନ ଲାଗି ପରାମର୍ଶ ଦେଲେ ଗାଭାସ୍କର
ଦୁବାଇ,୨୯।୧୦: ଚଳିତ ଟି୨୦ ବିଶ୍ୱକପ୍ର ସୁପର-୧୨ ପର୍ଯ୍ୟାୟରେ ଆସନ୍ତା ରବିବାର ନ୍ୟୁଜିଲାଣ୍ଡକୁ ଭେଟିବାକୁ ଯାଉଛି ଭାରତୀୟ ଦଳ। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ପୂର୍ବରୁ କିମ୍ବଦନ୍ତୀ କ୍ରିକେଟର ତଥା ଭାଷ୍ୟକାର ସୁନିଳ ଗାଭାସ୍କର ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଦଳରେ ଦୁଇଟି ପରିବର୍ତ୍ତନ…
ଶେଷ ୬ ଓଭରରେ ଧୂଆଁଦାର ବ୍ୟାଟିଂ
ଶାରଜା,୨୯।୧୦: ଚଳିତ ଟି୨୦ ବିଶ୍ୱକପ୍ରେ ପ୍ରଥମ ଦୁଇ ମ୍ୟାଚ୍ରେ ପରାଜୟର ସମ୍ମୁଖୀନ ହୋଇଥିବା ଡିଫେଣ୍ଡିଂ ଚାମ୍ପିୟନ ଓ୍ବେଷ୍ଟଇଣ୍ଡିଜ ଶୁକ୍ରବାର ବାଂଲାଦେଶ ଆଗରେ ୧୪୩ ରନ୍ର ବିଜୟ ଲକ୍ଷ୍ୟ ଛିଡ଼ା କରିଛି। ବାଂଲାଦେଶର ବୋଲିଂ ଆଗରେ କିରନ ପୋଲାର୍ଡଙ୍କ ନେତୃତ୍ୱାଧୀନ ଦଳ ପ୍ରଥମ…
ଭାରତକୁ ବିଶ୍ୱ ଚାମ୍ପିୟନ କରିଥିବା ଖେଳାଳି ହୋଇପାରନ୍ତି ପାକିସ୍ତାନର ନୂଆ କୋଚ୍, କିଛି ଏଭଳି…
ଦୁବାଇ,୨୯।୧୦: ୨୦୧୧ ମସିହାରେ ଟିମ୍ ଇଣ୍ଡିଆ ବିଶ୍ୱକପ ଟାଇଟଲ ଜିତିଥିଲା। ଏହି ସମୟରେ ଦଳର କୋଚ୍ ଥିଲେ ଦକ୍ଷିଣ ଆଫ୍ରିକାର ଗ୍ୟାରି କିର୍ଷ୍ଟେନ। ଏବେ ସେ ପାକିସ୍ତାନ କ୍ରିକେଟ ଦଳର ନୂତନ ମୁଖ୍ୟ ପ୍ରଶିକ୍ଷକ ହେବାକୁ ଯାଉଥିବା କୁହାଯାଉଛି। ସେ ଦଳରେ…
ଖୁସି ଖବର ଦେଲେ ରୋନାଲଡୋ
ଲଣ୍ଡନ,୨୯।୧୦: ପ୍ରସିଦ୍ଧ ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲଡୋ ଯମଜ ସନ୍ତାନର ପିତା ହେବାକୁ ଯାଉଛନ୍ତି। ସେ ସୋସିଆଲ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ପର୍ତ୍ତୁଗାର୍ଲ ଫୁଟବଲ ଖେଳାଳି ରୋନାଲଡୋଙ୍କ ପୂର୍ବରୁ ୪ ସନ୍ତାନ ଅଛି। ସେ ଏବେ ଇଂରାଜୀ ଫୁଟବଲ…
କୋହଲିଙ୍କୁ ଏମିତି ଦେଖି ଇଶାନଙ୍କ ପାଟି ରହିଗଲା ଖୋଲା
ଦୁବାଇ,୨୯।୧୦: ଟି -୨୦ ବିଶ୍ୱକପ ୨୦୨୧ରେ ଭାରତୀୟ କ୍ରିକେଟ ଦଳର ଯାତ୍ରା ବିପର୍ଯ୍ୟୟରୁ ଆରମ୍ଭ ହୋଇଛି। ସୁପର -୧୨ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍ରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନଠାରୁ ୧୦ ଉଇକେଟ ହରାଇ ପରାସ୍ତ ହୋଇଛି ଭାରତ। ଅକ୍ଟୋବର ୩୧ରେ ଦଳ ନ୍ୟୁଜିଲାଣ୍ଡକୁ ସାମ୍ନା…
ଆଜିର ଦିନକୁ କେବେ ଭୁଲିପାରିବେ ନାହିଁ ଭାରତୀୟ କ୍ରିକେଟ୍ ପ୍ରଶଂସକ
ନୂଆଦିଲ୍ଲୀ,୨୯।୧୦:ବର୍ଷ ୨୦୦୦, ଦିନ ୨୯ ଅକ୍ଟୋବର। ସ୍ଥାନ – ଶାରଜା। ସମସ୍ତ ଭାରତୀୟ କ୍ରିକେଟ ପ୍ରଶଂସକ ଏକ ବଡ଼ ଟାଇଟଲ୍ ବିଜୟ ପାଇଁ ଅପେକ୍ଷା କରିଥିଲେ, କିନ୍ତୁ ସମସ୍ତଙ୍କର ସ୍ବପ୍ନ ଧ୍ୱଂସ ହୋଇଯାଇଥିଲା। କେହି ଭାବି ନ ଥିଲେ ଯେ ସୌରଭ…
ନେଟ୍ରେ ବୋଲିଂ ଟେଷ୍ଟ ଦେବେ ହାର୍ଦ୍ଦିକ
ଦୁବାଇ,୨୯।୧୦: ଆସନ୍ତା ରବିବାର ଭାରତୀୟ ଦଳ ତା’ର ଦ୍ୱିତୀୟ ମ୍ୟାଚ୍ରେ ନ୍ୟୁଜିଲାଣ୍ଡକୁ ଭେଟିବ। ଦୁବାଇରେ ଖେଳାଯିବାକୁ ଥିବା କର ବା ମର ମ୍ୟାଚ୍ରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବୋଲିଂ କରିପାରନ୍ତି। ଶୁକ୍ରବାର ତାଙ୍କୁ ପ୍ରାକ୍ଟିସ ସେସନ ବେଳେ ପୁଣି ଥରେ ବୋଲିଂ…
ଯମଜ ସନ୍ତାନର ବାପା ହେଲେ ଏହି କ୍ରିକେଟର୍
ମୁମ୍ବାଇ: କ୍ରିକେଟର୍ ଦୀନେଶ କାର୍ତ୍ତିକ ଓ ସ୍କ୍ବାଶ୍ ଖେଳାଳୀ ଦୀପିକା ପାଲିକଲ ଗୁରୁବାର ଯମଜ ସନ୍ତାନର ବାପା ,ମା’ ହୋଇଛନ୍ତି। ସେ ଏହି ଖୁସି ଖବର ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ସେ କହିଛନ୍ତି, ଆମେ ୩ରୁ ୫ ହୋଇଗଲୁ। ବିଭିନ୍ନ…
ଗର୍ଜିଲା ଓ୍ବାର୍ନରଙ୍କ ବ୍ୟାଟ୍
ଦୁବାଇ,୨୮।୧୦ : ଦୀର୍ଘ ଦିନ ପରେ ଫର୍ମକୁ ଫେରିଛନ୍ତି ଅଷ୍ଟ୍ରେଲିଆନ ଓପନର ଡେଭିଡ୍ ଓ୍ବାର୍ନର। ତାଙ୍କ ୬୫ ରନ୍ର ଅର୍ଦ୍ଧଶତକୀୟ ପାଳି ବଳରେ ଅଷ୍ଟ୍ରେଲିଆ ୭ ଉଇକେଟରେ ଶ୍ରୀଲଙ୍କାକୁ ହରାଇ ଦେଇଛି। ଶ୍ରୀଲଙ୍କା ପକ୍ଷରୁ ଧାର୍ଯ୍ୟ ୧୫୪ ରନର ବିଜୟ ଲକ୍ଷ୍ୟକୁ…
ଆଇପିଏଲ୍ ଅକ୍ଶନରେ ଭାଗ ନେବେ ଓ୍ବାର୍ନର
ମେଲବୋର୍ନ,୨୮।୧୦ : ପରବର୍ତ୍ତୀ ଆଇପିଏଲ ସିଜନ ଲାଗି ସନରାଇଜର୍ସ ହାଇଦ୍ରାବାଦ୍ ଫ୍ରାଞ୍ଚାଇଜ ଅଷ୍ଟ୍ରେଲିଆନ ଓପନର ଡେଭିଡ୍ ଓ୍ବାର୍ନରଙ୍କୁ ରିଟେନ କରିବାର ସମ୍ଭାବନା କ୍ଷୀଣ। ଏଣୁ ସେ ଆଗାମୀ ଅକଶନରେ ଭାଗ ନେବେ ବୋଲି ସେ ସ୍ପଷ୍ଟ କରିଛନ୍ତି। ଅଧିନାୟକ ଥିଲା ବେଳେ…
ନିଜ ପକ୍ଷ ରଖିଲେ ଡି’କକ୍
ଶାରଜା, ୨୮।୧୦ : ଚଳିତ ଟି୨୦ ବିଶ୍ୱକପ୍ରେ ଦକ୍ଷିଣ ଆଫ୍ରିକାର ପରବର୍ତ୍ତୀ ମ୍ୟାଚ୍ ଲାଗି ନିଜକୁ ଉପଲବ୍ଧ କରିଛନ୍ତି କୁଇଣ୍ଟନ ଡି’କକ୍। ଏହି ଉଇକେଟକିପର ବ୍ୟାଟ୍ସମ୍ୟାନ ମଙ୍ଗଳବାର ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍ରେ ଖେଳି ନ ଥିଲେ। ‘ବ୍ଲାକ ଲାଇଫ୍ ମ୍ୟାଟର୍ସ’…
ଶେଷରେ ଓହରିଲେ ଗାଙ୍ଗୁଲି
ନୂଆଦିଲ୍ଲୀ, ୨୮।୧୦ : ପୂର୍ବତନ ଭାରତୀୟ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ) କ୍ଲବ ଏଟିକେ ମୋହନ ବାଗାନର ବୋର୍ଡ ଅଫ୍ ଡିରେକ୍ଟର୍ସରୁ ଗୁରୁବାର ଓହରି ଯାଇଛନ୍ତି। ଏଟିକେ ମୋହନ ବାଗାନ କ୍ଲବ ମାଲିକ…
Archives


