ହସ୍ପିଟାଲରେ ଏହି କ୍ରିକେଟର୍
ଧର୍ମଶାଳା,୨୭।୨: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି -୨୦ ମ୍ୟାଚରେ ଇଶାନ କିଶନ ଫ୍ଲପ ହୋଇଥିଲେ। ଏହି ମ୍ୟାଚରେ ଲାହିରୁ କୁମାରଙ୍କ ତୀକ୍ଷ୍ଣ ବାଉନ୍ସର୍ ତାଙ୍କ ମୁଣ୍ଡରେ ବାଜିଥିଲା, ଯଦିଓ ସେ ଏକ ତୀକ୍ଷ୍ଣ ବାଉନ୍ସର୍ ବାଜିବା ପରେ ମଧ୍ୟ ବ୍ୟାଟିଂ କରିଥିଲେ,…
ଏହି ଖେଳାଳି ମୋ’ ଟିମ୍ର ଅସଲି ହିରୋ: ରୋହିତ
ନୂଆଦିଲ୍ଲୀ,୨୭।୨: ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଭଲ ପ୍ରଦର୍ଶନ କରୁଛି। ପ୍ରଥମେ ନ୍ୟୁଜିଲାଣ୍ଡ ପରେ ଏବେ ଶ୍ରୀଲଙ୍କାକୁ ମଧ୍ୟ ଟି-୨୦ ସିରିଜରେ ପରାସ୍ତ କରିଛି ଭାରତ। ଶନିବାର ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍ରେ ଶ୍ରୀଲଙ୍କାକୁ ହରାଇବା ପରେ ସିରିଜକୁ ୨-୦ରେ…
ସିରିଜ୍ ଜିତିଲା ଟିମ୍ ଇଣ୍ଡିଆ
ଧର୍ମଶାଳା, ୨୬ା୨ (ପି.ଟି.)-ସ୍ଥାନୀୟ ହିମାଚଳ ପ୍ରଦେଶ କ୍ରିକେଟ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ଦ୍ୱିତୀୟ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ମ୍ୟାଚରେ ଭାରତ ଶ୍ରୀଲଙ୍କାକୁ ଧୂଳି ଚଟାଇଛି। ଏଥିସହ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍କୁ ଆଗୁଆ ୨-୦ରେ ଜିତି ନେଇଛି। ଓପନର ପାଥୁମ…
ପ୍ରଥମରୁ ବିପର୍ଯ୍ୟୟ
ଧର୍ମଶାଳା, ୨୬ା୨ (ପି.ଟି.)-ସ୍ଥାନୀୟ ହିମାଚଳ ପ୍ରଦେଶ କ୍ରିକେଟ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ଦ୍ୱିତୀୟ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ମ୍ୟାଚରେ ଓପନର ପାଥୁମ ନିଶାଙ୍କାଙ୍କ ୫୩ ବଲ୍ରୁ ଦ୍ରୁତ ୭୫ ରନ (୧୧ଚୌକା) ସହାୟତାରେ ଶ୍ରୀଲଙ୍କା ଭାରତ ପାଇଁ ୧୮୪ରନର ବିଜୟ ଲକ୍ଷ୍ୟ…
ଭାରତକୁ ୧୮୪ ରନ୍ର ବିଜୟ ଲକ୍ଷ୍ୟ ଦେଲା ଶ୍ରୀଲଙ୍କା
ଧର୍ମଶାଳା,୨୬ା୨: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ସିରିଜର ଦ୍ୱିତୀୟ ଟି -୨୦ ମ୍ୟାଚ୍ ଶନିବାର ଧର୍ମଶାଳା ଷ୍ଟାଡିୟମରେ ଖେଳାଯାଉଛି। ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଶ୍ରୀଲଙ୍କା ନିର୍ଦ୍ଧାରିତ ୨୦ ଓଭରରେ ୫…
ଝିଅର ଅନ୍ତିମ ସଂସ୍କାର ସାରି ଆସିଥିଲେ, ମଇଦାନରେ ଶତକ ମାରି ହୃଦୟ ଜିତିଲେ କ୍ରିକେଟର
ନୂଆଦିଲ୍ଲୀ,୨୬।୨: କ୍ରିକେଟ ଏପରି ଏକ ଖେଳ ଯେଉଁଠାରେ କେହି ଭଲ ପ୍ରଦର୍ଶନ କଲେ ହିରୋ ହୁଅନ୍ତି। ଏଥର ରଣଜୀ ଟ୍ରଫିରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାହା ସମସ୍ତଙ୍କ ହୃଦୟ ଜିତିଛି। ରଣଜୀ ଟ୍ରଫି ମ୍ୟାଚ୍ରେ ବରୋଦା ବ୍ୟାଟ୍ସମ୍ୟାନ ବିଷ୍ଣୁ…
ହାତଯୋଡ଼ିଲେ ୟୁକ୍ରେନ ଫୁଟବଲର୍
ନୂଆଦିଲ୍ଲୀ,୨୬।୨: ରୁଷିଆ ଓ ୟୁକ୍ରେନ ମଧ୍ୟରେ ତିନିଦିନ ଧରି ଯୁଦ୍ଧ ଜାରି ରହିଛି। ରୁଷିଆ ସେନାର ଘନଘନ କ୍ଷେପଣାସ୍ତ୍ର ଏବଂ ରକେଟ ମାଡ଼ରେ ଏହି ପୂର୍ବ ୟୁରୋପୀୟ ରାଷ୍ଟ୍ର ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। ସମଗ୍ର ବିଶ୍ୱରେ ରୁଷିଆର ଏଭଳି ଆକ୍ରମଣକୁ ନିନ୍ଦା କରାଯାଉଥିବା…
ଆରମ୍ଭ ହେଲା ଏଫ୍ଆଇଏଚ୍ ପ୍ରୋ-ଲିଗ୍ ହକି
ଭୁବନେଶ୍ୱର,୨୬।୨: କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେଲା ଏଫ୍ଆଇଏଚ୍ ପ୍ରୋ-ଲିଗ୍ ହକି। ଭାରତର ଉଭୟ ପୁରୁଷ ଓ ମହିଳା ଟିମ୍ ସ୍ପେନକୁ ଭେଟିଛି। ମହିଳା ମ୍ୟାଚ୍ ଶନିବାର ସଂଧ୍ୟା ୫ଟାରୁ ଆରମ୍ଭ ହୋଇଥିବାବେଳେ ଏବଂ ପୁରୁଷ ମ୍ୟାଚ୍ ରାତି ୭ଟା ୩୦ରେ ଆରମ୍ଭ…
ଟି୨୦ ସିରିଜରୁ ବାଦ୍ ପଡ଼ିଲେ ଏହି ଧୂରନ୍ଧର, ତରବରିଆ ଭାବେ ଏଭଳି ନିଷ୍ପତ୍ତି ନେଲା ବୋର୍ଡ
ଧର୍ମଶାଳା,୨୬।୨: ଆଘାତ ସମସ୍ୟାକୁ ନେଇ ଶ୍ରୀଲଙ୍କା ବିପକ୍ଷ ଅବଶିଷ୍ଟ ଦୁଇଟି ଟି-୨୦ ମୁକାବିଲାରୁ ବାଦ ପଡ଼ିଛନ୍ତି ଭାରତୀୟ ଓପନର୍ ଋତୁରାଜ ଗାୟକଓ୍ବାଡ। ଫଳରେ ତରବରିଆ ଭାବେ ତାଙ୍କ ସ୍ଥାନରେ ମୟଙ୍କ ଅଗ୍ରଓ୍ବାଲଙ୍କୁ ସାମିଲ କରାଯାଇଥିବା ନେଇ ବିସିସିଆଇ ପକ୍ଷରୁ କୁହାଯାଇଛି। ଏହି…
ଆଜି ଖେଳାଯିବ ଦ୍ୱିତୀୟ ଟି-୨୦: ଜାଣନ୍ତୁ କେତେବେଳେ, କେଉଁଠି, କିଭଳି ଦେଖିବେ…
ନୂଆଦିଲ୍ଲୀ,୨୬।୨: ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମୁକାବିଲା ଶନିବାର ଖେଳାଯିବ। ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ଅନୁଷ୍ଠିତ ହେବ ମ୍ୟାଚ୍। ସିରିଜର ପ୍ରଥମ ମ୍ୟାଚ୍ରେ ଭାରତୀୟ ଟିମ୍ ଶ୍ରୀଲଙ୍କାକୁ ୬୨ ରନ୍ରେ…
ଏହି ସୁନ୍ଦରୀଙ୍କ ପ୍ରେମରେ ଉବୁଟୁବୁ ହେଉଛନ୍ତି ଇଶାନ
ନୂଆଦିଲ୍ଲୀ,୨୬।୨: ବିଗତ କିଛି ବର୍ଷରେ ନିଜ ଖେଳ ଜରିଆରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି ସୁପରଷ୍ଟାର ଉଇକେଟ କିପର ବ୍ୟାଟ୍ସମ୍ୟାନ୍ ଇଶାନ କିଶନ। ସେ ନିଜର ଆକ୍ରାମଣାତ୍ମକ ବ୍ୟାଟିଂକୁ ନେଇ ଜଣାଶୁଣା। ପ୍ରେମ ଜୀବନ ଦେଖିଲେ ଇଶାନଙ୍କ ଗର୍ଲଫ୍ରେଣ୍ଡ…
‘ହିଟ୍ମ୍ୟାନ୍ଙ୍କୁ ଯୋଗୁ ଫର୍ମକୁ ଫେରିଲି’
ଲକ୍ଷ୍ନୌ,୨୫।୨: ଗତ ଶୃଙ୍ଖଳାରେ ନିରାଶ କରିବା ପରେ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ଟି୨୦ରେ ଫର୍ମକୁ ଫେରିଛନ୍ତି ଓପନର୍ ଇଶାନ କିଶନ। ସେ ୫୬ ବଲ୍ରେ ବିସ୍ଫୋରକ ୮୯ ରନ୍ର ଇନିଂସ ଖେଳି ଦଳକୁ ଜିତାଇବାରେ ଅଗ୍ରଣୀ ଭୂମିକା ତୁଲାଇଥିଲେ। ଏବେ…

