ଖେଳ

ବଲ ଫୋପାଡ଼ି ବ୍ୟାଟରଙ୍କୁ ଆହତ କଲେ ଅଷ୍ଟ୍ରେଲିଆନ୍‌ ପେସର

ମେଲବୋର୍ନ,୯।୧୧: ବ୍ୟାଟରଙ୍କୁ ଭୟବିତ କରିବା ପାଇଁ ଫଲୋ ଥ୍ରୁରେ ବୋଲର ବଲ ଫୋପାଡ଼ିବା କିଛି ନୂଆ କଥା ନୁହେଁ। କିନ୍ତୁ ଅଷ୍ଟ୍ରେଲିଆନ ପେସର ଜେମ୍ସ ପାଟିନସନଙ୍କ ଥ୍ରୋରେ ଆହତ ହୋଇଛନ୍ତି ବ୍ୟାଟର ଡାନିଏଲ ହୁଗ୍ସ। ଏଭଳି ଘଟଣା ଲାଗି ପାଟିନସନଙ୍କୁ ପ୍ରଶଂସକ,…

୭୦ ସେକେଣ୍ଡରେ ସଫଳତା ବଖାଣିଲେ ଶାସ୍ତ୍ରୀ

ଦୁବାଇ,୯।୧୧: ଟି -୨୦ ବିଶ୍ୱ ସହିତ ରବି ଶାସ୍ତ୍ରୀଙ୍କ ଟିମ ଇଣ୍ଡିଆର କୋଚ ଭାବରେ କାର୍ଯ୍ୟକାଳ ଶେଷ ହୋଇଛି। ଭାରତ ଶେଷ ଲିଗ ମ୍ୟାଚରେ ନାମ୍ବିଆ ବିପକ୍ଷରେ ୯ ଉଇକେଟ ବିଜୟ ହାସଲ କରିଛି। କିନ୍ତୁ ଏହି ବିଜୟ ସେମିଫାଇନାଲରେ ପହଞ୍ଚିବାରେ…

ରାଗରେ ନିଆଁବାଣ ହେଲେ ଶାସ୍ତ୍ରୀ, ଦେଲେ ଚେତାବନୀ

ଦୁବାଇ,୯।୧୧: ଟି -୨୦ ବିଶ୍ୱକପ ୨୦୨୧ରେ ଟିମ ଇଣ୍ଡିଆ ସେମିଫାଇନାଲ ଦୌଡରୁ ବାଦ୍‌ ପଡିଛି। କୋଚ ଭାବେ ଟିମ ଇଣ୍ଡିଆ ସହିତ ରବି ଶାସ୍ତ୍ରୀଙ୍କ ଚୁକ୍ତି ମଧ୍ୟ ଶେଷ ହୋଇଛି। ରବି ଶାସ୍ତ୍ରୀଙ୍କ ସ୍ଥାନରେ ବିସିସିଆଇ ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡଙ୍କୁ…

ପଡ଼ିଆରେ ଏମିତି କାର୍ଯ୍ୟ ହୃଦୟ ଜିତିଲେ ପନ୍ତ: ଦେଖନ୍ତୁ ଭିଡିଓ

ଦୁବାଇ,୯।୧୧:ଭାରତ ଟି -୨୦ ବିଶ୍ୱକପ ୨୦୨୧ର ଶେଷ ଲିଗ ମ୍ୟାଚରେ ନାମ୍ବିଆ ବିପକ୍ଷରେ ୯ ଉଇକେଟ ବିଜୟ ହାସଲ କରିଛି। ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ନାମ୍ବିିଆ ୮ ଉଇକେଟ ହରାଇ ୧୩୨ ରନ ସଂଗ୍ରହ କରିଥିଲା। ଭାରତ ମାତ୍ର ଗୋଟିଏ…

‘ମୁଁ ହାରିବାର ମୁଖ୍ୟ ଦୋଷୀ’

ନୂଆଦିଲ୍ଲୀ,୯।୧୧: ମହେନ୍ଦ୍ର ସିଂ ଧୋନୀ ଦୁନିଆର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରେ ଅନ୍ୟତମ। ସେ ପ୍ରାୟ ଏକ ଦଶନ୍ଧି ଧରି ଟିମ ଇଣ୍ଡିଆର ଅଧିନାୟକ ହୋଇଥିଲେ। ଧୋନୀଙ୍କ ଅଧିନାୟକତ୍ୱରେ ଭାରତ ୨୦୦୭ ଟି -୨୦ ବିଶ୍ୱକପ ଏବଂ ୨୦୧୧ ଦିନିକିଆ ବିଶ୍ୱକପ…

ବିରୁଷ୍କାଙ୍କ ପଡୋଶୀ ହେବେ ଭିକି-କାଟ୍ରିନା

ବଲିଉଡ୍‌ ଅଭିନେତ୍ରୀ କାଟ୍ରିନା କୈଫ ଏବଂ ଅଭିନେତା ଭିକି କୌଶଲ ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ ବୋଲି ଚର୍ଚ୍ଚ ଜୋର ଧରିଛି। ବିବାହ ପ୍ରସ୍ତୁତି ମଧ୍ୟରେ ଭିକି ନିଜ ପାଇଁ ଏକ ଘର ନେଇଛନ୍ତି। ଭିକି ଜୁହୁରେ ଥିବା ଏକ…

୪ ବର୍ଷ ବୟସରେ ମା’ଙ୍କୁ ହରାଇଥିଲେ, ଶୁଖିଲା ରୁଟି ଖାଇ ୫୪୬ ରନର ଇନିଂସ ଖେଳିଥିଲେ ଏହି କ୍ରିକେଟର୍‌

ମାତ୍ର ୧୪ ବର୍ଷ ବୟସରେ ଲଗାତର ୨ ଦିନ ବ୍ୟାଟିଂ, ୮୫ ଚୌକା ଏବଂ ୫ ଛକା ସହାୟତାରେ ୩୩୦ ବଲରେ ୫୪୬ ରନ କରିବା କାହା ପାଇଁ ସହଜ ନୁହେଁ। କିନ୍ତୁ ଏଭଳି କାରନାମା କରି ଦେଖାଇଥିଲେ ଭାରତୀୟ ଷ୍ଟାର୍‌…

ଭାରତୀୟ ଦଳର ପ୍ରଦର୍ଶନ ନେଇ ଖପ୍ପା ଏହି କ୍ରିକେଟର୍‌: କହିଲେ,ଆଇପିଏଲ-ବିଶ୍ୱକପ୍‌ ମଧ୍ୟରୁ ଗୋଟିଏ ବାଛ

ନୂଆଦିଲ୍ଲୀ,୯।୧୧: ଆଇସିସି ଟି -୨୦ ବିଶ୍ୱକପରେ ଭାରତ ଅଭିଯାନ ଶେଷ କରିଛି। ଭାରତ ଚଳିତ ବିଶ୍ୱକପ୍‌ରେ ସେମିଫାଇନାଲକୁ ଉନ୍ନୀତ ହୋଇପାରିନାହିଁ। ୨୦୧୨ ପରଠାରୁ ପ୍ରଥମ ଥର ପାଇଁ ଭାରତ ଗ୍ରୁପ ରାଉଣ୍ଡରୁ ବିଦାୟ ନେଇଛି। ପୂର୍ବତନ କ୍ରିକେଟର ମଦନ ଲାଲ ଭାରତୀୟ…

କିଏ ହେବ ଭାରତର ଅଧିନାୟକ, କୋହଲି କଲେ ଖୁଲାସା

ଦୁବାଇ,୯।୧୧: ଟି -୨୦ ବିଶ୍ୱକପ ୨୦୨୧ରେ ଟିମ ଇଣ୍ଡିଆର ଯାତ୍ରା ସେମିଫାଇନାଲ ପୂର୍ବରୁ ଶେଷ ହୋଇଛି। ସୋମବାର ଭାରତର ଶେଷ ଲିଗ ମ୍ୟାଚ ନାମ୍ବିଆ ବିପକ୍ଷରେ ଥିଲା। ଏହି ମ୍ୟାଚ୍‌ରେ ଭାରତ ୯ ଉଇକେଟରେ ଜିତିଥିଲା। ଏହି ମ୍ୟାଚ ବିରାଟ କୋହଲିଙ୍କ…

ନେତୃତ୍ୱ ଛାଡିବା ପଛର କାରଣ କହିଲେ

ଦୁବାଇ, ୯।୧୧: ଚଳିତ ଟି୨୦ କ୍ରିକେଟ ବିଶ୍ୱକପରେ ନାମ୍ବିଆ ବିପକ୍ଷରେ ବିଜୟ ସହ ଭାରତର ଅଭିଯାନ ଶେଷ ହୋଇଛି। ଏଥିସହ ଅଧିନାୟକ ଭାବେ ବିରାଟ କୋହଲି ମଧ୍ୟ ଶେଷ ମ୍ୟାଚ ଖେଳିଛନ୍ତି। ”ଟି୨୦ ଅଧିନାୟକ ପଦ ଛାଡ଼ି ମୁଁ ଆଶ୍ୱସ୍ତ। ଏହା…

ଓଡ଼ିଆ ସମାଜସେବୀଙ୍କୁ ପ୍ରଶଂସାରେ ପୋତି ପକାଇଲେ କ୍ରିକେଟର୍‌ ଭିଭିଏସ୍‌ ଲକ୍ଷ୍ମଣ

ନୂଆଦିଲ୍ଲୀ,୯।୧୧: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଖେଳାଳି ଭିଭିଏସ୍‌ ଲକ୍ଷ୍ମଣ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ପ୍ରାୟତଃ ସେ ନିଃସ୍ବାର୍ଥପର ଭାବେ ଲୋକଙ୍କ ସେବା କରୁଥିବା କିଛି ଅସାଧାରଣ ବ୍ୟକ୍ତିଙ୍କ କାର୍ଯ୍ୟ ଦେଖି ସୋସିଆଲ ମିଡିଆରେ ସେମାନଙ୍କୁ ପ୍ରଶଂସା କରିବାକୁ ଆଦୌ…

ଶେଷ ମ୍ୟାଚ ଜିତିଲା ଭାରତ

ଦୁବାଇ,୮।୧୧: ସେମିଫାଇନାଲରୁ ବାଦ୍‌ ପଡ଼ିଥିବା ଭାରତ ଚଳିତ ଟି୨୦ ବିଶ୍ୱକପର ଶେଷ ମ୍ୟାଚରେ ବିଜୟ ସହ ଅଭିଯାନ ଶେଷ କରିଛି। ସ୍ଥାନୀୟ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ସୁପର-୧୨ର ଶେଷ ଲିଗ ମ୍ୟାଚରେ ଭାରତ ୯ ଉଇକେଟରେ ନାମ୍ବିଆକୁ ପରାସ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri