ଏହି କ୍ରିକେଟର ସନ୍ୟାସ ନେବା ଜାଣି ଖୁସି ହୋଇଥିଲି: ଅଶ୍ୱିନ
ନୂଆଦିଲ୍ଲୀ,୧।୩: ଏକ ଦଶନ୍ଧିରୁ ଅଧିକ ସମୟର କ୍ୟାରିୟରରେ ରବିଚନ୍ଦ୍ରନ ଅଶ୍ୱିନ କ୍ରିକେଟର ତିନୋଟି ଯାକ ଫର୍ମାଟରେ ବ୍ୟାଟ୍ସମ୍ୟାନ୍ଙ୍କ ଉଇକେଟ ନେବାରେ ସିଦ୍ଧହସ୍ତ। ବିଶେଷ ଭାବେ ବାମହାତୀ ବ୍ୟାଟ୍ସମ୍ୟାନ ତାଙ୍କ ବଲ୍ର ଶିକାର ହୋଇଥାନ୍ତି। ଅନେକ ଅଭିଜ୍ଞ କ୍ରିକେଟର ମଇଦାନରେ ତାଙ୍କ ବିପକ୍ଷରେ…
କୋହଲିଙ୍କୁ ନେଇ ଗାଭାସ୍କରଙ୍କ ଭବିଷ୍ୟବାଣୀ
ମୋହାଲି,୧।୩: ମାର୍ଚ୍ଚ ୪ରୁ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ କରିବାକୁ ଯାଉଛି। ଟି -୨୦ ସିରିଜ ପରେ ଟିମ ଇଣ୍ଡିଆ ଏବେ ଟେଷ୍ଟରେ ଶ୍ରୀଲଙ୍କା ବିପକ୍ଷରେ କ୍ଲିନ୍ସୁଇପ୍ କରିବାକୁ ଲକ୍ଷ୍ୟ ରଖିଛି। ତେବେ ପ୍ରଥମ ଟେଷ୍ଟରେ ଭାରତୀୟ…
ଶ୍ରୀସାନ୍ତ ଗୁରୁତର ଆହତ, ହସ୍ପିଟାଲରେ ଭର୍ତ୍ତି
ନୂଆଦିଲ୍ଲୀ,୧।୩: ଭାରତୀୟ କ୍ରିକେଟର ପୂର୍ବତନ ଖେଳାଳୀ ଏସ୍.ଶ୍ରୀସାନ୍ତ ନିକଟରେ କ୍ରିକେଟ ମଇଦାନକୁ ଓହ୍ଲାଇଛନ୍ତି। ରଣଜୀ ଟ୍ରଫିରେ ଖେଳିଥିବା ଶ୍ରୀସାନ୍ତଙ୍କ ପାଇଁ ଏହି ପ୍ରତ୍ୟାବର୍ତ୍ତନ ଭଲ ବୋଲି ପ୍ରମାଣିତ ହୋଇନାହିଁ। କାରଣ ନିକଟରେ ଶ୍ରୀସାନ୍ତ ଅଭ୍ୟାସ କରୁଥିବା ସମୟରେ ଗୁରୁତର ଆହତ ହୋଇଥିଲେ।…
ଫିଫା ୨୦୨୨ ବିଶ୍ୱକପରୁ ରୁଷିଆ ବାସନ୍ଦ
ମସ୍କୋ,୧।୩: ୟୁକ୍ରେନ ଉପରେ ଆକ୍ରମଣ ପାଇଁ ରୁଷିଆକୁ ଚାରିଆଡୁ ସମାଲୋଚନାର ଶିକାର ହେବାକୁ ପଡିଛି। ଏବେ ରୁଷିଆକୁ ଆଉ ଏକ ଝଟ୍କା ଲାଗିଛି। ରୁଷିଆ ବିରୋଧରେ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି ଫିଫା ଏବଂ ୟୁଏଫ ମଧ୍ୟ ବଡ ପଦକ୍ଷେପ ନେଇଛି ।…
‘୧୮,୧୯,୨୦ ରନ୍ର ଇନିଂସ ଯଥଷ୍ଟେ ନୁହେଁ’
ନୂଆଦିଲ୍ଲୀ,୧।୩: ଭାରତୀୟ ଉଇକେଟକିପର ବ୍ୟାଟର ସଞ୍ଜୁ ସାମସନ ଘରୋଇ କ୍ରିକେଟ ଓ ଆଇପିଏଲରେ ନିୟମିତ ଭଲ ପ୍ରଦର୍ଶନ କରୁଛନ୍ତି। କିନ୍ତୁ ଅନ୍ତର୍ଜାତୀୟ କ୍ୟାରିୟରରେ ତାଙ୍କୁ ଏ ପର୍ଯ୍ୟନ୍ତ ଭଲ ଆରମ୍ଭ ମିଳିନାହିଁ। ସେ ଏବେ ବି ଦଳରେ ସ୍ଥାନ ପାଇବା ପାଇଁ…
ଆଇପିଏଲରୁ ଓହରିଲେ ବିସ୍ଫୋରକ ଓପନର
ମୁମ୍ବାଇ,୧।୩: ଆସନ୍ତା ୨୬ ତାରିଖରୁ ହେବାକୁ ଯାଉଥିବା ଆଇପିଏଲରୁ ଓହରି ଯାଇଛନ୍ତି ଇଂଲଣ୍ଡ ଓପନର ଜାସନ ରୟ। ପ୍ରାୟ ୨ ମାସ ଧରି ଟୁର୍ନାମେଣ୍ଟ ବବଲରେ ରହିବାକୁ ଚ୍ୟାଲେଞ୍ଜିଂ ମନେ କରି ସେ ଏଭଳି ନିଷ୍ପତ୍ତି ନେଇଛନ୍ତି। ତାଙ୍କୁ ମେଗା ଅକ୍ଶନରେ…
ଷ୍ଟାର ଭାରତୀୟ ବ୍ୟାଟରଙ୍କ କାନରେ ବାଜିଲ ବଲ
ରାଙ୍ଗିଓରା(ନ୍ୟୁଜିଲାଣ୍ଡ),୧।୩: ଷ୍ଟାର ଭାରତୀୟ ଓପନର ସ୍ମ୍ରିତି ମନ୍ଧାନା ସୋମବାର ଦକ୍ଷିଣ ଆଫ୍ରିକା ବିପକ୍ଷ ମହିଳା ଟି୨୦ ବିଶ୍ୱକପ୍ ଓ୍ବାର୍ମଅପ୍ ମ୍ୟାଚ୍ରେ କନକଶନର ସମ୍ମୁଖୀନ ହୋଇଛନ୍ତି। ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତାଙ୍କ ବାମ କାନ ପାଖରେ ଟିସୁ ଜନିତ ସମସ୍ୟା…
‘ଟ୍ରୋଲର୍ସ ରିଅଲ ଫ୍ୟାନ୍ସ ନୁହଁନ୍ତି’
ନୂଆଦିଲ୍ଲୀ,୨୮।୨: ଟି୨୦ ବିଶ୍ୱକପ୍ରେ ପାକିସ୍ତାନଠାରୁ ଭାରତୀୟ ଦଳ ପରାସ୍ତ ହେବା ପରେ ମହମ୍ମଦ ଶାମିଙ୍କୁ ସୋସିଆଲ ମିଡିଆରେ ପ୍ରବଳ ସମାଲୋଚନା କରାଯାଇଥିଲା। ଏପରି କି ତାଙ୍କୁ ଦେଶଦ୍ରୋହୀ ଏବଂ ମ୍ୟାଚ୍ ହାରିବା ପାଇଁ ଟଙ୍କା ନେଇ ଥିବା କୁହାଯାଇଥିଲା। ଏହା ଉପରେ…
କୋହଲିଙ୍କୁ ପଛରେ ପକାଇଲେ ଶ୍ରେୟାସ
ଧର୍ମଶାଳା,୨୮।୨: ଫୁଲ ଫର୍ମରେ ଥିବା ଶ୍ରେୟାସ ଆୟାର ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ଲଗାତାର ତୃତୀୟ ଅର୍ଦ୍ଧଶତକ ହାସଲ କରିଛନ୍ତି। ତାଙ୍କର ଏଭଳି ପ୍ରଦର୍ଶନ ଯୋଗୁ ଭାରତ ୩-୦ରେ ସିରିଜ୍କୁ ମୂଳପୋଛ କରିଛି। ରବିବାର ଖେଳାଯାଇଥିବା ମ୍ୟାଚ୍ରେ ଶ୍ରେୟାସ…
ପଞ୍ଜାବ ମଙ୍ଗ ଧରିବେ ମୟଙ୍କ
ନୂଆଦିଲ୍ଲୀ,୨୮।୨: ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବାକୁ ଥିବା ଆଇପିଏଲ ସିଜନରେ ମୟଙ୍କ ଅଗ୍ରଓ୍ବାଲ ପଞ୍ଜାବ କିଙ୍ଗ୍ସ ଦଳର ଅଧିନାୟକ ଭାର ସମ୍ଭାଳିବେ। ୨୦୧୮ଠାରୁ ଭାରତୀୟ ଓପନର ଏହି ଫ୍ରାଞ୍ଚାଇଜ ସହ ଯୋଡ଼ି ହୋଇ ଅଛନ୍ତି। ସେ ପୂର୍ବରୁ ଦଳର ଉପ…
ଦୌଡି ଦୌଡି ଯାଇ ଏହି ବ୍ୟକ୍ତିଙ୍କ ହାତରେ ଟ୍ରଫି ଧରାଇଲେ ରୋହିତ ଶର୍ମା
ଧର୍ମଶାଳା,୨୮।୨: ଶ୍ରୀଲଙ୍କା ବିପକ୍ଷରେ ଟି-୨୦ ସିରିଜରେ ଭାରତ ୩-୦ କ୍ଲିନ ସୁଇପ କରିଛି। ତୃତୀୟ ତଥା ଶେଷ ଟି-୨୦ ମ୍ୟାଚରେ ଭାରତ ଭ୍ରମଣକାରୀ ଦଳକୁ ୬ ଉଇକେଟରେ ପରାସ୍ତ କରିଛି। ଏହି ବିଜୟ ପରେ ଅଧିନାୟକ ରୋହିତ ଶର୍ମା ଟ୍ରଫି ଧରି…
ଏହି କ୍ରିକେଟର୍ଙ୍କ ଧୈର୍ଯ୍ୟକୁ ଦେଶ କରୁଛି ସଲାମ
ନୂଆଦିଲ୍ଲୀ,୨୮।୨: କଥାରେ ଅଛି, ଦୁଃଖ ଯେତେବେଳେ ଆସେ ଭାଇ-ବନ୍ଧୁ-କୁଟୁମ୍ବ ଧରି ଆସେ। ବରୋଦା କ୍ରିକେଟର ବିଷ୍ଣୁ ସୋଲାଙ୍କିଙ୍କ କ୍ଷେତ୍ରରେ ଏହି ଉକ୍ତିର ଯଥାର୍ଥ ପ୍ରତିପାଦିତ ହୋଇଛି। ଝିଅ ପରେ ବାପାଙ୍କୁ ହରାଇଥିବା ବିଷ୍ଣୁ ସବୁ ଭୁଲି ଦଳ ପାଇଁ ମ୍ୟାଚ୍ ଖେଳୁଥିବା…

