କ୍ରିକେଟ ଇତିହାସର ଅଭୂଲା ଦିନ
ନୂଆଦିଲ୍ଲୀ,୨୪।୨: ଠିକ୍ ୧୨ ବର୍ଷ ତଳେ ଅର୍ଥାତ ୨୦୧୦ ଫେବୃୟାରୀ ୨୪ ତାରିଖରେ ସଚିନ ତେନ୍ଦୁଲକର ପୃଥିବୀର ପ୍ରଥମ ପୁରୁଷ ଭାବେ ଦିନିକିଆରେ ଦ୍ୱିଶତକ ହାସଲ କରିଥିଲେ। ଗ୍ବାଲିୟରର କ୍ୟାପଟେନ ରୂପ ସିଂ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍ରେ ଏହି…
ଅଗରକରଙ୍କୁ ମିଳିଲା ନୂଆ ଦାୟିତ୍ୱ
ନୂଆଦିଲ୍ଲୀ,୨୩।୨: ପୂର୍ବତନ ଭାରତୀୟ ପେସର ଅଜିତ ଅଗରକରଙ୍କୁ ବୋଲିଂ କୋଚ୍ ଭାବେ ନିଯୁକ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ଏ ନେଇ ଦିଲ୍ଲୀ ଫ୍ରାଞ୍ଚାଇଜ ପକ୍ଷରୁ ସ୍ପଷ୍ଟ କରାଯାଇଛି। ପୂର୍ବତନ ପେସର ଏବେ ମୁଖ୍ୟ କୋଚ୍ ରିକି ପଣ୍ଟିଂ, ବୋଲିଂ କୋଚ୍ ଜେମ୍ସ…
ଟି୨୦ ର଼୍ୟାଙ୍କିଙ୍ଗ୍ରେ ବଡ଼ ଜମ୍ପ ମାରିଲେ
ଦୁବାଇ,୨୩।୨: ଭାରତୀୟ କ୍ରିକେଟ ଦଳର ମଧ୍ୟକ୍ରମର ବ୍ୟାଟର ସୂର୍ଯ୍ୟକୁମାର ଯାଦବ ଓ ଭେଙ୍କଟଶ ଆୟାର ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ୍ରେ ବଡ଼ ଜମ୍ପ ମାରିଛନ୍ତି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ଭଲ ପ୍ରଦର୍ଶନ ପାଇଁ ଦୁହେଁ ଆଇସିସି ଟି୨୦ ବ୍ୟାଟର…
ବାଦ୍ ପଡ଼ିଲେ ହସରଙ୍ଗା
ନୂଆଦିଲ୍ଲୀ,୨୩।୨: ଭାରତ ବିପକ୍ଷରେ ଟି-୨୦ ସିରିଜ ଖେଳିବା ପୂର୍ବରୁ ଶ୍ରୀଲଙ୍କା ଟିମ୍କୁ ଲାଗିଛି ଝଟ୍କା। ଦଳର କିମ୍ବଦନ୍ତୀ ଖେଳାଳି ଓ୍ବାନିଣ୍ଡୁ ହସରଙ୍ଗା ଏହି ସିରିଜରୁ ବାଦ୍ ପଡ଼ିଛନ୍ତି। ଅଷ୍ଟ୍ରେଲିଆରେ ମଙ୍ଗଳବାର କରାଯାଇଥିବା ରାପିଡ୍ ଆଣ୍ଟିଜେନ୍ ଟେଷ୍ଟରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା।…
‘ପୂଜାରା, ରାହାନେଙ୍କୁ ବାଦ୍ ଦିଆଯିବା ଉଚିତ ନ ଥିଲା’
ନୂଆଦିଲ୍ଲୀ,୨୩।୨: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ରୁ ବାଦ୍ ପଡ଼ିଥିବା ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାନେଙ୍କ ସମର୍ଥନରେ ବାହାରିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଅଜୟ ଜାଡେଜା। ଏହି ଭେଟେରାନ ଯୋଡ଼ିକୁ ଦଳରୁ ବାଦ୍ ଦିଆଯିବା ଉଚିତ ନୁହେଁ ବୋଲି ସେ କହିଛନ୍ତି।…
ହାରିବା ପରେ ଅମ୍ପାୟରଙ୍କୁ ମାଡ଼
ମେକ୍ସିକୋ,୨୩।୨: ଜର୍ମାନ ଟେନିସ ଖେଳାଳି ଆଲେକ୍ସଜାଣ୍ଡର ଜେରେଭ ପରାଜୟ ପରେ ଚିୟାର ଅମ୍ପାୟରଙ୍କୁ ଲଗାତାର ରାକେଟ୍ରେ ମାଡ଼ ମାରିଛନ୍ତି। ଏଭଳି ଘଟଣା ଘଟିଛି ଚଳିତ ମେକ୍ସିକାନ ଓପନର ପୁରୁଷ ଡବଲ୍ସ ଟୁର୍ନାମେଣ୍ଟର ପ୍ରି କ୍ୱାର୍ଟର ଫାଇନାଲ ମ୍ୟାଚ୍ରେ। ବ୍ରାଜିଲ ଖେଳାଳି ମାର୍ସେଲୋ…
ଟିମ୍ ଇଣ୍ଡିଆକୁ ଡବଲ୍ ଝଟ୍କା
ନୂଆଦିଲ୍ଲୀ,୨୩।୨: ଗୁରୁବାରଠାରୁ ଶ୍ରୀଲଙ୍କା ବିପକ୍ଷରେ ଟି-୨୦ ସିରିଜ ଖେଳିବ ଭାରତ। ଏହା ପୂର୍ବରୁ ଟିମ୍ ଇଣ୍ଡିଆକୁ ଡବଲ୍ ଝଟ୍କା ଲାଗିଛି। ଦଳର ଦୁଇ ଷ୍ଟାର ଖେଳାଳି ଏହି ସିରିଜରୁ ବାଦ ପଡ଼ିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜରେ ଦମଦାର ବ୍ୟାଟିଂ କରିଥିବା…
ରୋହିତ ଶର୍ମାଙ୍କୁ ଟ୍ରୋଲ୍ କଲେ ସ୍ତ୍ରୀ
ନୂଆଦିଲ୍ଲୀ,୨୩।୨: ଭାରତୀୟ କ୍ରିକେଟ ଦଳ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଏବେ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରିଚାଲିଛି। ୱେଷ୍ଟଇଣ୍ଡିଜକୁ ପରାସ୍ତ କରିବା ପରେ ଟିମ ଇଣ୍ଡିଆ ବର୍ତ୍ତମାନ ଶ୍ରୀଲଙ୍କୁକୁ ହରାଇବାକୁ ପ୍ରସ୍ତୁତ ହେଉଛି। ଦୁଇ ଦଳ ମଧ୍ୟରେ ୩ ମ୍ୟାଚ…
୩୧ ଲକ୍ଷ ଟଙ୍କା ସହାୟତା କରି ବାଳକଙ୍କ ଜୀବନ ବଞ୍ଚାଇଲେ
ନୂଆଦିଲ୍ଲୀ,୨୨।୨: ଟିମ ଇଣ୍ଡିଆର ଓପନିଂ ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲ ଏକ ମହାନ କାମ କରିଛନ୍ତି। ଏକ ବିରଳ ରୋଗରେ ଆକ୍ରାନ୍ତ ଥିବା ୧୧ ବର୍ଷୀୟ ବାଳକ ବରଦର ଅସ୍ତ୍ରୋପଚାର ପାଇଁ ରାହୁଲ ସହାୟତାର ହାତ ବଢ଼ାଇଛନ୍ତି। ବରଦ ଅପ୍ଲାଷ୍ଟିକ ଏନିମିଆ ଭଳି…
ଦୁନିଆ ପାଇଁ ‘କିଙ୍ଗ କୋହଲି’, ହେଲେ ମୋ ପାଇଁ ତୁ ‘ଚିକୁ’ ହୋଇ ରହିବୁ: ଯୁବରାଜ
ନୂଆଦିଲ୍ଲୀ,୨୨।୨: ଦୁନିଆ ପାଇଁ ତୁ କିଙ୍ଗ କୋହଲି ହୋଇଥାଇପାରୁ, ହେଲେ ମୋ’ ପାଇଁ ସର୍ବଦା ଚିକୁ ହୋଇ ରହିବୁ। କିଛି ଏଭଳି ଢଙ୍ଗରେ କୋହଲିଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ। ଶୁକ୍ରବାର ସୋସିଆଲ ମିଡିଆରେ…
ଶ୍ରୀଲଙ୍କା ବିପକ୍ଷ ସିିରିଜ ପୂର୍ବରୁ ଭାରତକୁ ବଡ଼ ଝଟ୍କା
ନୂଆଦିଲ୍ଲୀ,୨୨।୨: ଫେବୃୟାରୀ ୨୪ରୁ ଶ୍ରୀଲଙ୍କା ବିପକ୍ଷରେ ଟିମ୍ ଇଣ୍ଡିଆ ୩ ଟି-୨୦ ଏବଂ ୨ ଟେଷ୍ଟ ମ୍ୟାଚ୍ ସିରିଜ ଖେଳିବ। ହେଲେ ଏହା ପୂର୍ବରୁ ଭାରତୀୟ ଟିମ୍କୁ ଲାଗିଛି ଝଟ୍କା। ଷ୍ଟାର ବୋଲର ଦୀପକ ଚହର ଏବେ ସିରିଜରୁ ବାଦ୍ ପଡ଼ିଛନ୍ତି।…
ଟି-୨୦ରେ ଯାହା କରିପାରିଲେନି କ୍ରିସ ଗେଲ୍, ତାହା କରିଦେଖାଇବେ ରୋହିତ ଶର୍ମା !
ନୂଆଦିଲ୍ଲୀ,୨୨।୨: ଭାରତର ତାରକା ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ନିଜର ବିସ୍ଫୋରକ ବ୍ୟାଟିଂ ପାଇଁ ସାରା ବିଶ୍ୱରେ ଜଣାଶୁଣା। ସେ ଦୁନିଆର ପ୍ରତ୍ୟେକ ମଇଦାନରେ ରନ୍ ସ୍କୋର କରିଛନ୍ତି। ନିକଟରେ ତାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଦିନିକିଆ ଏବଂ ଟି-୨୦ ସିରିଜରେ ଓ୍ବେଷ୍ଟଇଣ୍ଡିଜକୁ…

