ସାଥୀ ଖେଳାଳିଙ୍କୁ ଖାସ୍ ମେସେଜ୍ ଦେଲେ ରୋହିତ ଶର୍ମା
ଧର୍ମଶାଳା,୨୮।୨: ଭାରତୀୟ କ୍ରିକେଟ ଦଳର ବିଜୟ ଧାରା ଜାରି ରହିଛି। ରୋହିତ ଶର୍ମାଙ୍କ ନେତୃତ୍ୱରେ ଦଳ ରବିବାର ସିରିଜର ତୃତୀୟ ତଥା ଅନ୍ତିମ ଟି -୨୦ ମ୍ୟାଚରେ ଶ୍ରୀଲଙ୍କାକୁ ୬ ଉଇକେଟରେ ପରାସ୍ତ କରିଛି। ଏହିପରି, ଆୟୋଜକ ଦଳ ୩ ମ୍ୟାଚ…
କ୍ଲିନ ସୁଇପ୍ ସହ ରେକର୍ଡ ସମକକ୍ଷ ହେଲା ଟିମ୍ ଇଣ୍ଡିଆ
ଧର୍ମଶାଳା,୨୭।୨: ସ୍ଥାନୀୟ ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ମ୍ୟାଚ୍ରେ ଶ୍ରୀଲଙ୍କାକୁ ୬ ଉଇକେଟରେ ହରାଇ ଦେଇଛି ଭାରତୀୟ ଦଳ। ଏଥିସହିତ ଘରୋଇ ଦଳ ୩ ମ୍ୟାଚ୍ ବିଶିଷ୍ଟ ସିରିଜ୍କୁ ୩-୦ରେ ମୂଳ ପୋଛ…
ରେକର୍ଡ ପାଇଁ ଦରକାର ୧୪୭ ରନ୍
ଧର୍ମଶାଳା,୨୭।୨: ପ୍ରାରମ୍ଭିକ ବିପର୍ଯ୍ୟୟ ସତ୍ତ୍ୱେ ଶ୍ରୀଲଙ୍କା ସମ୍ମାନଜନକ ସ୍କୋର ଛିଡ଼ା କରିଛି। ଅଧିନାୟକ ଦସୁନ ଶନାକା (୭୪ ରନ)ଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଯୋଗୁ ଶ୍ରୀଲଙ୍କା ୨୦ ଓଭରରେ ୫ ଉଇକେଟ ହରାଇ ୧୪୬ ରନ୍ କରିପାରିଛି। ଏହି ମ୍ୟାଚ୍ରେ ବିଜୟୀ ହେଲେ…
ରୋହିତଙ୍କ କୀର୍ତ୍ତିମାନ
ଧର୍ମଶାଳା,୨୭।୨: ଅନ୍ତର୍ଜାତୀୟ ଟି୨୦ କ୍ରିକେଟରେ ସର୍ବାଧିକ ମ୍ୟାଚ୍ ଖେଳିବାର ରେକର୍ଡର ଅଧିକାରୀ ହୋଇଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା। ରବିବାର ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ଅନ୍ତିମ ତଥା ତୃତୀୟ ଟି୨୦ ମୁକାବିଲା ଥିଲା ତାଙ୍କ କ୍ୟାରିୟରର ୧୨୫ତମ ମ୍ୟାଚ୍। ଏହି ଧାରାରେ…
୪ ପରିବର୍ତ୍ତନ ସହ ଓହ୍ଲାଇଲା ଭାରତ
ଧର୍ମଶାଳା,୨୭।୨: ଏଠାରେ ଖେଳାଯିବାକୁ ଥିବା ଅନ୍ତିମ ତଥା ନିର୍ଣ୍ଣାୟକ ଟି୨୦ ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ଶ୍ରୀଲଙ୍କା ଅଧିନାୟକ ଦାସୁନ ଶନାକା। ମ୍ୟାଚ୍ରେ ୪ ପରିବର୍ତ୍ତନ ସହ ଓହ୍ଲାଇଛି ଭାରତୀୟ ଦଳ। ଆହତ ସମସ୍ୟା କାରଣରୁ…
ମ୍ୟାଚ୍ରୁ ବାଦ୍ ପଡ଼ିଲେ ଭାରତୀୟ ଓପନର
ଧର୍ମଶାଳା,୨୭।୨: ଭାରତୀୟ ଉଇକେଟକିପର ବ୍ୟାଟର ଇଶାନ କିଷନ ଶ୍ରୀଲଙ୍କା ବିପକ୍ଷ ଅନ୍ତିମ ତଥା ତୃତୀୟ ଟି୨୦ ମ୍ୟାଚ୍ରୁ ବାଦ୍ ପଡ଼ିଛନ୍ତି। ଦ୍ୱିତୀୟ ମ୍ୟାଚ୍ରେ ବ୍ୟାଟିଂ କଲା ବେଳେ ତାଙ୍କ ହେଲମେଟରେ ବଲ ବାଜିଥିଲା। ଚେକ୍ ଅପ୍ ପାଇଁ କିଷନଙ୍କୁ ହସ୍ପିଟାଲକୁ ନିଆଯାଇ…
ସିଏସ୍କେ-କେକେଆର୍ ମ୍ୟାଚ୍ରୁ ଆରମ୍ଭ ହେବ ଆଇପିଏଲ୍
ମୁମ୍ବାଇ,୨୭।୨: ଆଗାମୀ ଆଇପିଏଲ ସଂସ୍କରଣ ଆସନ୍ତା ୨୬ ତାରିଖରେ ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରୁ ଆରମ୍ଭ ହେବ। ଗତ ଥରର ଦୁଇ ଫାଇନାଲିଷ୍ଟ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଏବଂ କୋଲକାତା ନାଇଟ୍ ରାଇଡର୍ସ (ଆରସିବି) ପ୍ରଥମ ମ୍ୟାଚ୍ରେ ପରସ୍ପରକୁ ଭେଟିବେ। ମୁମ୍ବଇର…
ଇଲ୍ୟୁଜନ ଟି-ଶାର୍ଟ
ଅନେକେ ଚାଲିଥିବା ଟ୍ରେଣ୍ଡ ଓ ଫ୍ୟାଶନ୍ଠାରୁ କିଛି ଭିନ୍ନ ଫ୍ୟାଶନ ଆପଣେଇ ସମସ୍ତଙ୍କଠାରୁ ଅଲଗା ଦେଖାଯିବାକୁ ପସନ୍ଦ କରିଥା’ନ୍ତି। ତେଣୁ ଭିଡ଼ ଭିତରୁ ବାରି ହେବା ଭଳି କିଛି ପିନ୍ଧିବାକୁ ଚାହୁଁଥିଲେ ଏହି ଇଲ୍ୟୁଜନ ଟି-ଶାର୍ଟ ବେଷ୍ଟ ଚଏସ୍ ହୋଇପାରେ। ଏହାକୁ…
ସ୍ମୃତିଙ୍କ ମୁଣ୍ଡରେ ବାଜିଲା ବଲ୍, ଛାଡିଲେ ପଡିଆ
ଓଭାଲ,୨୭।୨: ଆଇସିସି ମହିଳା ବିଶ୍ୱକପ ଆରମ୍ଭ ପାଇଁ ଆଉ କିଛି ଦିନ ବାକି ଅଛି। ଏହା ପୂର୍ବରୁ ଭାରତୀୟ ଦଳକୁ ଝଟ୍କା ଲାଗିଛି। ରବିବାର ଦକ୍ଷିଣ ଆଫ୍ରିକା ବିପକ୍ଷ ୱାର୍ମ ଅପ ମ୍ୟାଚରେ ଭାରତର ଅଭିଜ୍ଞ ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧନାଙ୍କ ମୁଣ୍ଡରେ…
କୈଫ୍ଙ୍କ ଚେତାବନୀ: ରୋହିତଙ୍କ ସହ ହାତ ମିଳାଇବା ବେଳେ ରୁହନ୍ତୁ ସାବଧାନ
ଧର୍ମଶାଳା,୨୭।୨: ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ବିଜୟ ରଥରେ ଚଢିଛି। ଶନିବାର ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତୀୟ ଦଳ ଶ୍ରୀଲଙ୍କାକୁ ୭ ଉଇକେଟରେ ପରାସ୍ତ କରି ୩ ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ରେ ଅଗ୍ରଣୀ ହାସଲ କରିଛି। ସିରିଜରେ…
କଫି ଅଫର୍ କଲେ ‘ହିଟ୍ମ୍ୟାନ୍’
ଧର୍ମଶାଳା,୨୭।୨: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ ଟି -୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଟିମ ଇଣ୍ଡିଆ ଶ୍ରୀଲଙ୍କାକୁ ୭ ଉଇକେଟ୍ରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୨୦ ଓଭରରେ ୫ ଉଇକେଟ ହରାଇ ୧୮୩ ରନ…
ହାର୍ଦ୍ଦିକଙ୍କ ପରେ ଏହି କ୍ରିକେଟରଙ୍କ ପ୍ରେମରେ ପଡ଼ିଥିଲେ ଉର୍ବଶୀ
ବଲିଉଡ ଜଣେ ଜଣାଶୁଣା ଅଭିନେତ୍ରୀ ଉର୍ବଶୀ ରୌତେଲା ନିଜର ଲୁକ ଓ ଅଭିନୟ ପାଇଁ ପ୍ରାୟତଃ ଲାଇମ୍ଲାଇଟରେ ରୁହନ୍ତି। କମ ବୟସରେ ସେ ଅଭିନୟ ଜଗତରେ ପାଦ ଦେଇଥିଲେ। ଉର୍ବଶୀ ଜାତୀୟ ସ୍ତରରେ ଜଣେ ବାସ୍କେଟ ବଲ ଖେଳାଳୀ ମଧ୍ୟ। ସୋସିଆଲ…

