ଖେଳ

ଦକ୍ଷିଣ ଆଫ୍ରିକା ପାଇଁ ୨୦୨୩ ବିଶ୍ୱକପ୍‌ ଯୋଗ୍ୟତା ହାସଲ କରିବା କଷ୍ଟକର

ସେଞ୍ଚୁରିଆନ,୨୫।୩: ନିକଟରେ ବାଂଲାଦେଶଠାରୁ ୨-୧ରେ ଦିନିକିଆ ସିରିଜ୍‌ ପରାସ୍ତ ହୋଇଛି ଦକ୍ଷିଣ ଆଫ୍ରିକା। ତେବେ ଏହି ସିରିଜ୍‌ ପରାଜୟ ଯୋଗୁ ଆଗାମୀ ବିଶ୍ୱକପ୍‌ ଲାଗି ଯୋଗ୍ୟତା ହାସଲ କରିବା ପାଇଁ ଦକ୍ଷିଣ ଆଫ୍ରିକା ସଂଘର୍ଷ କରିବାକୁ ପଡ଼ିବ। ୨୦୨୩ ଅକ୍ଟୋବର ଏବଂ…

ପ୍ରଥମ ପ୍ରତିକ୍ରିୟାରେ ଏମିତି କହିଲେ କ୍ୟାପଟେନ ଜାଡେଜା

ମୁମ୍ବାଇ,୨୫।୩: ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କୁ ଆଗାମୀ ଆଇପିଏଲ ଲାଗି ଅଧିନାୟକ ଘୋଷଣା କରିଛି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)। ଆଇପିଏଲ ଆରମ୍ଭରୁ ସିଏସ୍‌କେର ଗୁରୁଦାୟିତ୍ୱ ସମ୍ଭାଳୁ ଥିବା ମହେନ୍ଦ୍ର ସିଂ ଧୋନୀ ଅଧିନାୟକ ପଦରୁ ହଟିବା ସହ ଜାଡେଜାଙ୍କୁ ତାଙ୍କ ଉତ୍ତରାଧିକାରୀ…

ପଡ଼ିଆରେ ବ୍ୟାଟ୍ସମ୍ୟାନ୍‌-ବୋଲର୍‌ଙ୍କ ମଧ୍ୟରେ ରୋଚକ ମୁହୂର୍ତ୍ତ : ଦେଖନ୍ତୁ ଭିଡିଓ

ଲାହୋର,୨୫।୩:ପୂର୍ବ ତୁଳନାରେ ଆଜିକାଲି କ୍ରିକେଟ୍‌ ଏକ ଭଦ୍ରଲୋକଙ୍କ ଖେଳ ଭାବରେ ଉଭା ହେଉଛି। ଅତୀତରେ, ପ୍ରତିଦ୍ୱନ୍ଦ୍ୱୀ ଖେଳାଳିଙ୍କ ସହିତ କ୍ରିକେଟ ପଡ଼ିଆରେ ପରସ୍ପରକୁ ସ୍ଲେଜ କରିବା ଦେଖାଯାଉଥିଲା। ଉଭୟ ଅଷ୍ଟ୍ରେଲିଆ ଏବଂ ପାକିସ୍ତାନ ଦଳ ସେଜିଂ ପାଇଁ ଜଣାଶୁଣା। ନିକଟରେ ଏକ…

ଭାବପ୍ରବଣ ହେଲେ ଧୋନୀଙ୍କ ପ୍ରଶଂସକ

ମୁମ୍ବାଇ,୨୪।୩:ଦୀର୍ଘ ୧୪ ବର୍ଷ ବ୍ୟବଧାନ ପରେ ମହେନ୍ଦ୍ର ସିଂ ଧୋନୀ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକତ୍ୱ ଛାଡିଛନ୍ତି। ୪୦ ବର୍ଷ ବୟସରେ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ରବିନ୍ଦ୍ର ଜାଡେଜାଙ୍କୁ ତାଙ୍କର ନୂତନ ଉତ୍ତରାଧିକାରୀ ଭାବରେ ଚୟନ କରିଛନ୍ତି। ଡିଫେଣ୍ଡିଂ…

ଘରଠାରୁ ୨୦ ମିନିଟ୍‌ ଦୂରରେ ଥାଇ ମଧ୍ୟ ଯାଇପାରୁନାହାନ୍ତି କୋହଲି

ମୁମ୍ବାଇ,୨୪।୩: ପୂର୍ବତନ ଭାରତୀୟ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ଅଧିନାୟକ ବିରାଟ କୋହଲି ଆଜିକାଲି ତାଙ୍କ ଘର ପାଖରେ ଅଛନ୍ତି। ଏହା ସତ୍ତ୍ୱେ ସେ ଘରକୁ ଯାଇପାରୁ ନାହାନ୍ତି। ଏଥିପାଇଁ ସେ ଦୁଃଖ ପ୍ରକାଶ କଛଛନ୍ତି। ଆଇପିଏଲ ୨୦୨୨ ପାଇଁ ଆରସିବି…

ସଚିନ, ସଙ୍ଗାକାରାଙ୍କୁ ପଛରେ ଛାଡ଼ିଲେ ସ୍ମିଥ

ଲାହୋର,୨୪।୩: ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ ବିଶ୍ୱର ଦ୍ରୁତତମ ବ୍ୟାଟର ଭାବେ ଟେଷ୍ଟ କ୍ରିକେଟରେ ୮ ହଜାର ରନ୍‌ ପୂରଣ କରିଛନ୍ତି। ପାକିସ୍ତାନ ବିପକ୍ଷ ୩ୟ ଟେଷ୍ଟ ମ୍ୟାଚ୍‌ର ଦ୍ୱିତୀୟ ଇନିଂସରେ ୧୭ ରନ୍‌ର ପାଳି ଖେଳିବା ଅବସରରେ ଏହି ରେକର୍ଡ ନିଜ…

ଜାଡେଜାଙ୍କୁ ଅଧିନାୟକ କରିବା ଧୋନୀଙ୍କ ନିଷ୍ପତ୍ତି

ନୂଆଦିଲ୍ଲୀ,୨୪।୩: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଅଧିନାୟକ ଭାର ରବୀନ୍ଦ୍ର ଜାଡେଜାଙ୍କୁ ହସ୍ତାନ୍ତର କରିଛନ୍ତି ମହେନ୍ଦ୍ର ସିଂ ଧୋନୀ। ଏ ନେଇ ଚେନ୍ନାଇ ଫ୍ରାଞ୍ଚାଇଜ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। “ଧୋନୀ ସିଏସ୍‌କେର ନେତୃତ୍ୱ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ…

ଟ୍ରେନିଂ ପୂର୍ବରୁ ମିଟିଂରେ ଧୋନୀ ନିଷ୍ପତ୍ତି ଶୁଣାଇଥିଲେ

ନୂଆଦିଲ୍ଲୀ,୨୪।୩: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ର ଅଧିନାୟକ ପଦରୁ ଓହରି ଯାଇଛନ୍ତି ମହେନ୍ଦ୍ର ସିଂ ଧୋନୀ। ଧୋନୀ ଦଳର ନେତୃତ୍ୱ ହସ୍ତାନ୍ତର ପାଇଁ ଚିନ୍ତା କରୁଥିଲେ। ଗୁରୁବାର ଟ୍ରେନିଂ ପୂର୍ବରୁ ଟିମ୍‌ ମିଟିଂ ବସିଥିଲା। ମିଟିଂ ବେଳେ ସେ ତାଙ୍କର ନିଷ୍ପତ୍ତି…

ସିଏସ୍‌କେ ନେତୃତ୍ୱ ଛାଡ଼ିଲେ ଧୋନୀ

ନୂଆଦିଲ୍ଲୀ,୨୪।୩: ପୁଣି ଥରେ ସଭିଙ୍କୁ ଚମକାଇ ଦେଇଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୫ତମ ସଂସ୍କରଣ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ କ୍ୟାପଟେନ କୁଲ ନେଇଛନ୍ତି ବଡ଼ ନିଷ୍ପତ୍ତି। ଚେନ୍ନାଇ ସୁପର…

ବର୍ଷା ପାଇଁ ଅଡ଼ୁଆରେ ଟିମ୍‌ ଇଣ୍ଡିଆ

ଓ୍ବେଲିଂଟନ,୨୪।୩: ଆଇସିସି ମହିଳା ଦିନିକିଆ ବିଶ୍ୱକପ୍‌ରେ ଗୁରୁବାର ଦକ୍ଷିଣ ଆଫ୍ରିକା ଏବଂ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବାକୁ ଥିବା ବର୍ଷାରେ ଧୋଇ ଯାଇଛି। ମ୍ୟାଚ୍‌ ବାତିଲ ହେବା ପୂର୍ବରୁ ମାତ୍ର ୧୦.୫ ଓଭର ଖେଳାଯାଇଥିଲା। ସେଥି ମଧ୍ୟରେ ୪ ଉଇକେଟ କ୍ଷତିରେ ୬୧…

ଦିନେ ମାଗି ଖାଇ କଟୁଥିଲା ଦିନ, ଏବେ କୋଟି କୋଟି ଟଙ୍କାର ମାଲିକ ଏହି କ୍ରିକେଟର୍‌

ଟିମ ଇଣ୍ଡିଆର ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟାଙ୍କୁ ଆଜି ୩୧ ବର୍ଷରେ ପଦାର୍ପଣ କରିଛନ୍ତି। ସେ ମାର୍ଚ୍ଚ ୨୪, ୧୯୯୧ରେ ଗୁଜରାଟର ଅହମ୍ମଦାବାଦରେ ଜନ୍ମଗ୍ରହଣ କରିଥିଲେ। କ୍ରୁନାଲଙ୍କ ସାନଭାଇ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ତାଙ୍କ ଭଳି ଜଣେ ଉଜ୍ଜ୍ୱଳ କ୍ରିକେଟର। ତାଙ୍କର ସ୍ବର୍ଗତ…

କାହା ସହିତ ଓପନିଂ କରିବେ ରୋହିତ ?

ମୁମ୍ବାଇ,୨୪।୩: ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ବର୍ଷ ବର୍ଷ ଧରି ଭିନ୍ନ ଭିନ୍ନ ଓପନିଂ କମ୍ବିନେଶନ ବ୍ୟବହାର କରିଆସୁଛି। ଗତ ସିଜନରେ ରୋହିତ ଶର୍ମାଙ୍କ ସହ ଓପନିଂ କରିଥିଲେ ଦକ୍ଷିଣ ଆଫ୍ରିକୀୟ ଉଇକେଟକିପର କୁଇଣ୍ଟନ ଡି’କକ୍‌। କିନ୍ତୁ ଚଳିତ ବର୍ଷ ଡି’କକ୍‌ ଦଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?