ଖେଳ

ପୁଣି ହାରିଲା ଭାରତ

ଖ୍ରୀଷ୍ଟଚର୍ଚ୍ଚ,୧୬।୩: ଦିନିକିଆ ମହିଳା ବିଶ୍ୱକପ -୨୦୨୨ର ଏକ ମ୍ୟାଚରେ ବୁଧବାର ଇଂଲଣ୍ଡ ଭାରତୀୟ ମହିଳା କ୍ରିକେଟ ଦଳକୁ ୪ ଉଇକେଟରେ ପରାସ୍ତ କରିଛି। ଟୁର୍ନାମେଣ୍ଟରେ ମିତାଲି ରାଜଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳର ଏହା ହେଉଛି ଦ୍ୱିତୀୟ ପରାଜୟ। ୩୬.୨ ଓଭରରେ ୧୩୪…

ଖସିଲେ ବିରାଟ କୋହଲି

ନୂଆଦିଲ୍ଲୀ,୧୬।୩: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜ ପରେ ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ ପ୍ରକାଶ କରିଛି। ଭାରତୀୟ ଦ୍ରୁତ ବୋଲର ଜଶପ୍ରୀତ ବୁମ୍‌ରା ବୋଲିଂରେ ୬ ପାହ୍ୟା ଉନ୍ନତି କରି ଷଷ୍ଠ ସ୍ଥାନରେ ପହଞ୍ଚିଛନ୍ତି। ଏଥିସହିତ ବିରାଟ କୋହଲି…

ଆଇପିଏଲ୍‌ରେ କେହି କିଣି ନ ଥିଲେ; ଏବେ ଢାକା ପ୍ରିମିୟର ଲିଗ୍‌ରେ ଦମ୍‌ ଦେଖାଇବେ…

ମୁମ୍ବାଇ,୧୫।୩: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ବିକ୍ରି ହୋଇ ନ ଥିବା ୭ ଭାରତୀୟ କ୍ରିକେଟର ଢାକା ପ୍ରିମିୟର ଲିଗ(ଡିପିଏଲ)ରେ ଭାଗ ନେବେ। ଏମାନଙ୍କ ମଧ୍ୟରେ ଅଛନ୍ତି ଟିମ ଇଣ୍ଡିଆର ନୂଆ ଟେଷ୍ଟ ସ୍ପେଶାଲିଷ୍ଟ ହନୁମା ବିହାରୀ, ବେଙ୍ଗଲ ଅଧିନାୟକ ଅଭିମନ୍ୟୁ ଈଶ୍ୱରନ,…

ଏଥର ବାୟୋ ବବଲ୍‌ ନିୟମ ଭାଙ୍ଗିବା ପଡ଼ିବ ମହଙ୍ଗା: ଦେବାକୁ ହେବ କୋଟିଏ ଜରିମାନା, ମ୍ୟାଚ୍‌ରୁ ବ୍ୟାନ୍‌…

ନୂଆଦିଲ୍ଲୀ,୧୫।୩: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ଆରମ୍ଭ ହେବାକୁ ଆଉ ଦୁଇ ସପ୍ତାହରୁ କମ୍‌ ଦିନ ବାକି। ଏହାକୁ ନେଇ ସମସ୍ତ ଟିମ୍‌ ନିଜ ନିଜର ରଣନୀତି ପ୍ରସ୍ତୁତରେ ବ୍ୟସ୍ତ ଥିବା ବେଳେ ଆଇପିଏଲ୍‌କୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଆଇପିଏଲ୍‌…

ପୁଣିଥରେ ଆଇପିଏଲ୍‌କୁ ଫେରିଲେ ଏହି ଅଷ୍ଟ୍ରେଲିୟ ଅଲରାଉଣ୍ଡର; ଦିଲ୍ଲୀ ଟିମ୍‌ରେ…

ମୁମ୍ବାଇ,୧୫।୩: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଆଗାମୀ ସଂସ୍କରଣରେ ଅଷ୍ଟ୍ରେଲିଆର ପୂର୍ବତନ ଅଲରାଉଣ୍ଡର ଶେନ ଓ୍ବାଟ୍‌ସନଙ୍କୁ ନୂତନ ଦାୟତ୍ୱ ମିଳିଛି। ସେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ସହକାରୀ ପ୍ରଶିକ୍ଷକ ଭାବେ ଦାୟିତ୍ୱ ତୁଲାଇବେ। ଏହାପୂର୍ବରୁ ୪୦ ବର୍ଷୀୟ ରିକି ପଣ୍ଟିଂଙ୍କୁ(ମୁଖ୍ୟ କୋଚ୍‌), ପ୍ରବୀଣ…

ଆଇପିଏଲ୍‌ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସକୁ ଲାଗିପାରେ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୫।୩: ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)। ଏହାପୂର୍ବରୁ ମୁମ୍ବାଇ ଇଣ୍ଡିଆନକୁ ବଡ଼ ଝଟ୍‌କା ଲାଗିପାରେ ବୋଲି କୁହାଯାଉଛି। ଆହତ ସମସ୍ୟା ଦେଇ ଗତି କରୁଥିବା ଦଳର ଷ୍ଟାର ଖେଳାଳି ସୂର୍ଯ୍ୟ କୁମାର ଯାଦବ ଏପ୍ରିଲ…

ପ୍ଲେ-ଅଫ୍‌ରେ ମ୍ୟାଚ୍‌ ଟାଇ ହେଲେ ସୁପର ଓଭର ବିନା ବି ବାହାରିବ ଫଳାଫଳ

ମୁମ୍ବାଇ,୧୫।୩: ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ୧୫ତମ ଆଇପିଏଲ। ଏହି ସିଜନର ପ୍ଲେ-ଅଫ୍‌ସ କିମ୍ବା ଫାଇନାଲ ମ୍ୟାଚ୍‌ ଟାଇ ହେଲେ ବିନା ସୁପର ଓଭରରେ ମଧ୍ୟ ଫଳାଫଳ ନିର୍ଣ୍ଣୟ ହୋଇପାରିବ। ସୁପର ଓଭର କିମ୍ବା ଲଗାତାର ସୁପର ଓଭର…

ପ୍ରଥମ ଖେଳାଳି ଭାବେ ଡବ୍ଲ୍ୟୁଟିସିରେ ରେକର୍ଡ

ବେଙ୍ଗାଲୁରୁ,୧୫।୩: ଭାରତୀୟ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ କ୍ୟାରିୟରରେ ଆଉ ଏକ ସଫଳତା ହାସଲ କରିଛନ୍ତି। ଶ୍ରୀଲଙ୍କା ବିପକ୍ଷ ଦିବାରାତ୍ର ତଥା ଦ୍ୱିତୀୟ ଟେଷ୍ଟରେ ଅଶ୍ୱିନ ଉଭୟ ଇନିଂସରେ ମୋ ୬ ଉଇକେଟ ନେଇଥିଲେ। ଏଥିସହିତ ସେ ଡବ୍ଲ୍ୟୁଟିସି ଟେଷ୍ଟ ଚାମ୍ପିୟନଶିପ୍‌…

ଏଥର ଏହି ବ୍ୟକ୍ତିଙ୍କ ହାତରେ ଟ୍ରଫି ଦେଲେ ରୋହିତ ଶର୍ମା

ବେଙ୍ଗାଲୁରୁ,୧୫।୩: ବେଙ୍ଗାଲୁରୁରେ ଖେଳାଯାଇଥିବା ପିଙ୍କ-ବଲ ଟେଷ୍ଟରେ ଭାରତ ଶ୍ରୀଲଙ୍କାକୁ ୨୩୮ ରନରେ ପରାସ୍ତ କରି ଟେଷ୍ଟ ସିରିଜକୁ ୨-୦ରେ କବ୍ଜା କରିଛି। ତୃତୀୟ ଦିନରେ ଭାରତ ଏହି ଟେଷ୍ଟ ମ୍ୟାଚ ଜିତିଛି। ଏହାପୂର୍ବରୁ ଟିମ ଇଣ୍ଡିଆ ମଧ୍ୟ ତିନି ଦିନ ମଧ୍ୟରେ…

ଆଜି କ୍ରିକେଟ୍‌ ଇତିହାସରେ ଏକ ସ୍ମରଣୀୟ ଦିନ: ୧୪୫ ବର୍ଷ ପୂର୍ବେ…

ଆଜି ଅର୍ଥାତ୍‌ ମାର୍ଚ୍ଚ ୧୫ କ୍ରିକେଟ ଇତିହାସରେ ଏକ ବିଶେଷ ଦିନ। ୧୪୫ ବର୍ଷ ପୂର୍ବେ ମାର୍ଚ୍ଚ ୧୫ ୧୮୭୭ରେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯାଇଥିଲା। ଦୁଇ ଦଳ ମଧ୍ୟରେ ଏହି ଐତିହାସିକ ମ୍ୟାଚ ମେଲବୋର୍ଣ୍ଣରେ…

ଟେଷ୍ଟ ସିରିଜ୍‌ ପୋଛିଲା ଟିମ୍‌ ଇଣ୍ଡିଆ

ବେଙ୍ଗାଲୁରୁ,୧୪।୩: ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଶ୍ରୀଲଙ୍କା ବିପକ୍ଷରେ ଅନୁଷ୍ଠିତ ଦିବାରାତ୍ର ଟେଷ୍ଟକୁ ଭାରତୀୟ ଦଳ ୩ ଦିନ ମଧ୍ୟରେ ଜିତି ନେଇଛି। ଦ୍ୱିତୀୟ ଟେଷ୍ଟରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ୨୩୮ ରନ୍‌ରେ ଶ୍ରୀଲଙ୍କାକୁ ହରାଇ ଦେଇଛି। ଏଥିଯୋଗୁ ୨…

ବିରୋଧୀ ଖେଳାଳିଙ୍କ ପିଠି ଥାପୁଡାଇଲେ ଦ୍ରାଭିଡ

ବେଙ୍ଗାଲୁରୁ,୧୪।୩: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ରାହୁଲ ଦ୍ରାବିଡ ଏବଂ ପୂର୍ବତନ ଅଧିନାୟକ ବିରାଟ କୋହଲି ଶ୍ରୀଲଙ୍କାର ଦ୍ରୁତ ବୋଲର ସୁରଙ୍ଗା ଲାକମାଲଙ୍କୁ ତାଙ୍କର ଜବରଦସ୍ତ ଅନ୍ତର୍ଜାତୀୟ କ୍ୟାରିୟର ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଲାକମଲ ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?