ଖେଳ

ମିଳିଲା ଭିଜା, ସନ୍ଧ୍ୟାରେ ପହଞ୍ଚିବେ

ମୁମ୍ବାଇ,୨୪।୩: ଇଂଲଣ୍ଡ ଅଲରାଉଣ୍ଡର ମୋଇନ ଅଲିଙ୍କ ଅପେକ୍ଷାର ଅନ୍ତ ଘଟିଛି। ତାଙ୍କୁ ଭାରତ ଗସ୍ତ କରିବା ପାଇଁ ବୁଧବାର ରାତିରେ ଭିଜା ଏବଂ ଅନ୍ୟ ଆବଶ୍ୟକୀୟ ଡକ୍ୟୁମେଣ୍ଟ ମିଳିଛି। ଏହାକୁ ସ୍ପଷ୍ଟ କରିଛି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)। ସେ ଭିଜା…

ଏଥର ଆଇପିଏଲ୍‌ରେ ଚମକିବେ ଏହି ୪ ଅନକ୍ୟାପ୍‌ଡ ଅଲରାଉଣ୍ଡର

ଆଇପିଏଲ୍‌ ୨୦୨୨ ଆରମ୍ଭ ପାଇଁ ଆଉ ୨ ଦିନ ବାକି ଅଛି । ଏହି ସିଜିନ୍‌ରେ ଅନେକ ଯୁବ ଖେଳାଳିଙ୍କଠାରୁ ଭଲ ପ୍ରଦର୍ଶନ ଆଶା କରାଯାଏ। ଏଥିମଧ୍ୟରେ ଅଣ୍ଡର -୧୯ ବିଶ୍ୱକପ୍‌ରେ ଚମତ୍କାର କରିଥିବା ରାଜବର୍ଦ୍ଧନ ହଙ୍ଗରଗେକର ଏବଂ ଘରୋଇ କ୍ରିକେଟରେ…

ଇତିହାସ ରଚିଲା ବାଂଲାଦେଶ

ସେଞ୍ଚୁରିଆନ,୨୩।୩: ଇତିହାସ ରଚିଲା ବାଂଲାଦେଶ କ୍ରିକେଟ ଦଳ। ପୂର୍ବରୁ ଦକ୍ଷିଣ ଆଫ୍ରିକାରେ କଦାପି ଗୋଟିଏ ଦିନିକିଆ ମ୍ୟାଚ୍‌ ଜିତି ନ ଥିବା ବାଂଲାଦେଶ ଏଥର ସିରିଜ୍‌ ଜିତି ଇତିହାସ ସୃଷ୍ଟି କରିଛି। ସେଞ୍ଚୁରିଆନଠାରେ ଖେଳାଯାଇଥିବା ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍‌କୁ ଏକତରଫା…

ଶେଷ ହେଲା ଲକ୍ଷ୍ନୌର ଖେଳାଳି ଖୋଜିବା ପ୍ରକ୍ରିୟା

ନୂଆଦିଲ୍ଲୀ,୨୩।୩: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୫ତମ ସଂସ୍କରଣ ପୂର୍ବରୁ ଆହତ ସମସ୍ୟା କାରଣରୁ ମାର୍କ ଉଡ୍‌ ଓହରିବା ପରେ ତାଙ୍କ ବଦଳ ଖେଳାଳି ଖୋଜୁଥିଲା ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ। ପ୍ରଥମ ଥର ପାଇଁ ଆଇପିଏଲ୍‌ରେ ଭାଗ ନେବାକୁ ଯାଉଥିବା ନୂଆ…

ଇତିହାସ ରଚିବା ପାଇଁ ବାଂଲାଦେଶକୁ ଦରକାର ୧୫୫ ରନ୍‌

ସେଞ୍ଚୁରିଆନ,୨୩।୩: ଇତିହାସ ରଚିବା ଠାରୁ ହାତେ ଦୂରରେ ଅଛି ବାଂଲାଦେଶ। ଦକ୍ଷିଣ ଆଫ୍ରିକାରେ ପୂର୍ବରୁ କଦାପି ଗୋଟିଏ ଦିନିକିଆ ମ୍ୟାଚ୍‌ ଜିତି ନ ଥିବା ବାଂଲାଦେଶ ପାଖରେ ଏବେ ସିରିଜ୍‌ ଜିତିବାର ସୁଯୋଗ ଅଛି। ସେଞ୍ଚୁରିଆନଠାରେ ଖେଳାଯାଉଥିବା ନିର୍ଣ୍ଣାୟକ ତଥା ତୃତୀୟ…

ଆଇପିଏଲ୍‌ ମ୍ୟାଚ୍‌ ଦେଖିବାକୁ ଦର୍ଶକଙ୍କୁ ଅନୁମତି

ନୂଆଦିଲ୍ଲୀ,୨୩।୩: ଆସନ୍ତା ୨୬ରୁ ଆରମ୍ଭ ହେବ ବହୁ ପ୍ରତିକ୍ଷୀତ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)। ଏହି ଟୁର୍ନାମେଣ୍ଟରେ ଦର୍ଶକଙ୍କ ଏଣ୍ଟ୍ରିକୁ ଏବେ ଗ୍ରୀନ୍‌ ସିଗ୍ନାଲ ଦେଇଛି ବିସିସିଆଇ। ଫଳରେ କ୍ରିକେଟ ପ୍ରେମୀ ଷ୍ଟାଡିୟମ ଭିତରକୁ ଯାଇ ନିଜ ପସନ୍ଦର କ୍ରିକେଟରଙ୍କୁ ଚିୟର୍ସ କରିପାରିବେ…

ପୁଣି ଶୀର୍ଷକୁ ଫେରିଲେ ଜାଡେଜା

ଦୁବାଇ,୨୩।୩: ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ପୁଣି ଥରେ ଆଇସିସି ଟେଷ୍ଟ ଅଲରାଉଣ୍ଡରଙ୍କ ର଼୍ୟାଙ୍ଗିଙ୍ଗ୍‌ରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ଗତ ସପ୍ତାହରେ ତାଙ୍କ ଠାରୁ ଶ୍ରେଷ୍ଠ ଟେଷ୍ଟ ଅଲରାଉଣ୍ଡର ମାନ୍ୟତା ଛଡ଼ାଇ ନେଇଥିଲେ ଓ୍ବେଷ୍ଟଇଣ୍ଡିଜ ଅଲରାଉଣ୍ଡର ଜାସନ ହୋଲ୍ଡର। କିନ୍ତୁ…

ଏପର୍ଯ୍ୟନ୍ତ ମୋଇନଙ୍କୁ ଭିଜା ମିଳିନାହିଁ

ନୂଆଦିଲ୍ଲୀ,୨୩।୩: ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ୧୬ ତାରିଖରେ ଗତ ଥରର ରନର୍ସଅପ୍‌ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌)କୁ ଭେଟିବାକୁ ଯାଉଛି। ଏହି ମ୍ୟାଚ୍‌ରେ ସିଏସ୍‌କେକୁ ଇଂଲଣ୍ଡ ଅଲରାଉଣ୍ଡର ମୋଇନ ଅଲିଙ୍କ ବିନା ଖେଳିବାକୁ ପଡ଼ିବ। ଭିଜା ସମସ୍ୟା…

୨୫ ବର୍ଷରେ ଘୋଷଣା କଲେ ସନ୍ନ୍ୟାସ

ସିଡ୍‌ନୀ,୨୩।୩: ବିଶ୍ୱର ନମ୍ବର ୧ ମହିଳା ଟେନିସ ଖେଳାଳି ଆଶଲେ ବାର୍ଟି ବୁଧବାର ସନ୍ନ୍ୟାସ ଘୋଷଣା କରିଛନ୍ତି। ସ୍ବପ୍ନ ପୂରା କରିସାରିଥିବାରୁ ମାତ୍ର ୨୫ ବର୍ଷ ବୟସରେ ସେ ଅବସର ନିଷ୍ପତ୍ତି ନେଇଥିବା କହିଛନ୍ତି। ୪୪ ବର୍ଷ ପରେ ପ୍ରଥମ ଅଷ୍ଟ୍ରେଲିଆ…

ଦିଲ୍ଲୀ କ୍ୟାପିଟାଲ୍ସକୁ ମିଳିଲା ବଡ଼ ଆଶ୍ୱସ୍ତି

ମୁମ୍ବାଇ,୨୩।୩: ଦକ୍ଷିଣ ଆଫ୍ରିକୀୟ ପେସର ଅନରିଚ ନର୍ଟଜେ ଆସନ୍ତା ଅପ୍ରିଲରୁ ଖେଳିବା ପାଇଁ ଫିଟ୍‌ ହୋଇଯିବେ। ଏହା ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ସବୁଠୁ ବଡ଼ ଆଶ୍ୱସ୍ତି। ଦକ୍ଷିଣ ଆଫ୍ରିକୀୟ ପେସର କ୍ୟାପିଟାଲ୍ସର ତୃତୀୟ ମ୍ୟାଚ୍‌ରୁ ଉପଲବ୍ଧ ହେବେ ବୋଲି ଫ୍ରାଞ୍ଚାଇଜର ଜଣେ…

ଏହି ବିସ୍ଫୋରକ ଓପନରଙ୍କୁ ଇସିବି କଲା ବ୍ୟାନ୍‌; ଦେବାକୁ ହେବ…

ନୂଆଦିଲ୍ଲୀ,୨୩।୩: ଇଂଲଣ୍ଡର ପ୍ରସିଦ୍ଧ କ୍ରିକେଟର ତଥା ବିସ୍ଫୋରକ ଓପନର ଜେସନ ରୟଙ୍କୁ ବ୍ୟାନ କରିଛି ଇଂଲଣ୍ଡ ଆଣ୍ଡ ଓ୍ବାଲ୍ସ କ୍ରିକେଟ ବୋର୍ଡ(ଇସିବି)। ଦୁଇଟି ମ୍ୟାଚ୍‌ରୁ ବ୍ୟାନ୍‌ ସହ ତାଙ୍କ ଉପରେ ୨୫୦୦ ୟୁରୋ ଜରିମାନା ମଧ୍ୟ ଲଗାଇଛି। ଖରାପ ବ୍ୟବହାର ପାଇଁ…

ଆଇପିଏଲ୍‌ ପୂର୍ବରୁ କୋହଲି ଶେୟାର କଲେ ଏମିତି ଫଟୋ: ପ୍ରଶଂସକ କହିଲେ…

ମୁମ୍ବାଇ,୨୩।୩: ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ଇଣ୍ଡିଆନ ପ୍ରିମିୟର ଲିଗର ୧୫ତମ ସିଜନରେ ଖେଳାଯିବ। ମାର୍ଚ୍ଚ ୨୬ରୁ ଆରମ୍ଭ ହେବ। ବିରାଟ ପୁଣି ଥରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳକୁ ପ୍ରତିନିଧିତ୍ୱ କରିବେ। ଏହାପୂର୍ବରୁ ବିରାଟ ସୋସିଆଲ ମିଡିଆରେ ନିଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?