ଖେଳ

ଇତିହାସ ରଚିଲେ ଏହି ଅଷ୍ଟ୍ରେଲିୟ କ୍ରିକେଟର: ପଛରେ ପଡ଼ିଲେ ସଚିନ-ସେହ୍ବାଗ…

ଲାହୋର,୨୨।୩: ପାକିସ୍ତାନ ବିପକ୍ଷ ତୃତୀୟ ଟେଷ୍ଟରେ ଇତିହାସ ରଚିଛନ୍ତି ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍‌ ଷ୍ଟିଭ ସ୍ମିଥ୍‌। ଟେଷ୍ଟର ପ୍ରଥମ ଇନିଂସରେ ସ୍ମିଥ ୫୯ ରନର ଇନିଂସ ଖେଳି ବିଶ୍ୱ ରେକର୍ଡ କରିଛନ୍ତି। ସେ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ, ବିରେନ୍ଦ୍ର…

ବାକି ସମସ୍ତଙ୍କଠାରୁ ଭିନ୍ନ ଲକ୍ଷ୍ନୌର ଜର୍ସି-ଆନ୍ଥେମ୍‌

ନୂଆଦିଲ୍ଲୀ,୨୨।୩: ଆଇପିଏଲ୍‌ର ୧୫ତମ ସଂସ୍କରଣରେ ଡେବ୍ୟୁ କରିବାକୁ ଯାଉଛି ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ । ମଙ୍ଗଳବାର ଟିମ୍‌ ପକ୍ଷରୁ ଜର୍ସି ଏବଂ ଟିମ୍‌ ଆନ୍ଥେମ୍‌ ରିଲିଜ କରାଯାଇଛି। ଏଥିରେ ଲକ୍ଷ୍ନୌର ଜର୍ସିର ରଙ୍ଗ ବାକି ଟିମ୍‌ଙ୍କଠାରୁ ଭିନ୍ନ ରହିଛି। ଏଥିସହ ଆନ୍ଥେମ୍‌କୁ…

ଦୁଇ ଶତ୍ରୁ ଏବେ ମିତ୍ର

ନୂଆଦିଲ୍ଲୀ,୨୨।୩: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)- ୨୦୧୯ ସମୟରେ ରାଜସ୍ଥାନ ରୟାଲ୍ସ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଜୋସ ବଟଲର ଏବଂ କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବର ରବିଚନ୍ଦ୍ରନ ଅଶ୍ୱିନଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ଏହାକୁ ୩ ବର୍ଷ ବିତିଥିବା ବେଳେ ସେତେବେଳର ଏହି ଦୁଇ ଶତ୍ରୁ…

ଅନ୍‌ସୋଲ୍ଡ ସତ୍ତ୍ୱେ ଫେରିଲେ ‘ମିଷ୍ଟର ଆଇପିଏଲ୍‌’

ନୂଆଦିଲ୍ଲୀ,୨୨।୩: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଷ୍ଟାର ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ଅନ୍ୟତମ ତଥା ‘ମିଷ୍ଟର ଆଇପିଏଲ୍‌’ ଭାବେ ଜଣାଶୁଣା ସୁରେଶ ରାଇନାଙ୍କୁ ୨୦୨୨ ସିଜନ୍‌ ଲାଗି କେହି କିଣି ନ ଥିଲେ। ସର୍ବଦା ସେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇ ଆସିଥିବାରୁ ତାଙ୍କ…

ବାଂଲାଦେଶକୁ ୧୧୯ରେ ରୋକିଦେଲା ଭାରତ

ହାମିଲଟନ,୨୨।୩: ଚଳିତ ଆଇସିସି ମହିଳା ଦିନିକିଆ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ମ୍ୟାଚ୍‌କୁ ୧୧୦ ରନ୍‌ର ବୃହତ୍‌ ବ୍ୟବଧାନରେ ଜିତି ନେଇଛି ଭାରତ। ୨୨୯ ରନ୍‌ କରିଥିବା ଭାରତୀୟ ଦଳ ପ୍ରତିପକ୍ଷ ବାଂଲାଦେଶ ଟିମ୍‌କୁ ୧୧୯ ରନ୍‌ରେ ରୋକି ଦେଇଛି।…

ବିପର୍ଯ୍ୟୟ ସତ୍ତ୍ୱେ ୨୩୦ ରନ୍‌ର ଟାର୍ଗେଟ ଛିଡ଼ା କଲା ଭାରତ

ହାମିଲଟନ,୨୨।୩: ଚଳିତ ଆଇସିସି ମହିଳା ଦିନିକିଆ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଉଥିବା କର ବା ମର ମ୍ୟାଚ୍‌ରେ ବାଂଲାଦେଶ ଆଗରେ ୨୩୦ ରନ୍‌ର ଟାର୍ଗେଟ ଛିଡ଼ା କରିଛି ଟିମ୍‌ ଇଣ୍ଡିଆ। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଭାରତୀୟ ଦଳକୁ ୭୪…

କର ବା ମର ମ୍ୟାଚ୍‌ରେ ୫ ବଲରେ ୩ ଉଇକେଟ ହରାଇଲା ଟିମ୍‌ ଇଣ୍ଡିଆ

ହାମିଲଟନ,୨୨।୩: ଚଳିତ ମହିଳା ଦିନିକିଆ ବିଶ୍ୱକପ୍‌ରେ ବାଂଲାଦେଶ ବିପକ୍ଷ କର ବା ମର ମ୍ୟାଚ୍‌ରେ ଭଲ ଆରମ୍ଭ ମିଳିବା ପରେ ଟିମ୍‌ ଇଣ୍ଡିଆ ଲଗାତାର ୩ ଉଇକେଟ ହରାଇଛି। ସ୍ମ୍ରିତି ମନ୍ଧାନା (୩୦ ରନ୍‌, ୩ ଚୌକା) ଏବଂ ଶେଫାଳି ବର୍ମା…

ଖେଳାଳିଙ୍କୁ ଜାଣିବା ପାଇଁ କୋଚ ରିକି ପଣ୍ଟିଂଙ୍କ ନୂଆ ଫର୍ମୁଲା

ମୁମ୍ବାଇ,୨୧।୩: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ଆସନ୍ତା ମାର୍ଚ୍ଚ ୨୬ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। କୋଚ୍‌ ରିକି ପଣ୍ଟିଂଙ୍କ ନେତୃତ୍ୱରେ ଦଳ ଗତ ସିଜିନରେ ଜବରଦସ୍ତ ପ୍ରଦର୍ଶନ କରିଛି। ଏଥର ମଧ୍ୟ ଦଳ…

ଶେଷ ହେଉ ନାହିଁ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସର ସମସ୍ୟା

ମୁମ୍ବାଇ,୨୧।୩: ଆଗାମୀ ଆଇପିଏଲରେ ପ୍ରଥମ ଥର ପାଇଁ ଭାଗ ନେବାକୁ ଯାଉଥିବା ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ ଦଳର ସମସ୍ୟା ଶେଷ ହେଉ ନାହିଁ। ଇଂଲଣ୍ଡ ପେସର ମାର୍କ ଉଡ୍‌ ଆଇପିଏଲ-୧୫ରୁ ଓହରିବା ପରେ ଫ୍ରାଞ୍ଚାଇଜ ପକ୍ଷରୁ ବାଂଲାଦେଶ ପେସର ତାସ୍କିନ ଅହମ୍ମଦଙ୍କ…

ଟାଏକୋଣ୍ଡୋରେ ୧୮ ସ୍ବର୍ଣ୍ଣ, ୭ ରୌପ୍ୟ, ୫ ବ୍ରୋଞ୍ଜ ପଦକ ହାସଲ

ଛତ୍ରପୁର,୨୧।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ଟାଏକୋଣ୍ଡୋ କ୍ରୀଡାବିତ୍‌ମାନେ ଆନ୍ତର୍ଜାତିକ ସ୍ତରରେ ପ୍ରଭାବଶାଳୀ ପ୍ରଦର୍ଶନ କରିଛନ୍ତି। ଛତ୍ରପୁରସ୍ଥିତ କେଏମ୍‌ପି ସ୍ପୋଟର୍‌ସ ଏକାଡେମୀର ମୁଖ୍ୟ ପ୍ରଶିକ୍ଷକ ତଥା ୫ମ ଡାନ୍‌ ବ୍ଲାକ ବେଲ୍ଟଧାରୀ ଆନ୍ତର୍ଜାତିକ କୋଚ ତଥା ରେଫରୀ କେ. ମନୋଜ ପ୍ରଧାନଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନ…

ଦ୍ୱିତୀୟ ଇନିଂସରେ ବି ନଟ୍‌ ଆଉଟ୍‌ ଫେରିଲେ

ବାରବଡସ,୨୧।୩: ଦ୍ୱିତୀୟ ଇନିଂସରେ ଅଧିନାୟକ କ୍ରେଗ ବ୍ରାଥଓ୍ବେଟ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଯୋଗୁ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟକୁ ଓ୍ବେଷ୍ଟଇଣ୍ଡିଜ ଡ୍ର’ କରିବାକୁ ସକ୍ଷମ ହୋଇଛି। ପ୍ରଥମ ଇନିଂସରେ ୧୬୦ ରନ୍‌ର ଲଢ଼ୁଆ ପାଳି ଖେଳିଥିବା ବ୍ରାଥଓ୍ବେଟ ଦ୍ୱିତୀୟ ପାଳିରେ ୧୮୪ ବଲର…

ଭାଙ୍ଗିଲା ଅପରାଜେୟ ଧାରା

ଇଣ୍ଡିଆନ ଓ୍ବେଲ୍ସ,୨୧।୩: ଚଳିତ ବର୍ଷ ଲଗାତାର ୧୯ ମ୍ୟାଚ୍‌ ଜିତିବା ପରେ ସ୍ପାନିଶ କିମ୍ବଦନ୍ତୀ ରାଫାଲ ନାଡାଲ ପ୍ରଥମ ଥର ପାଇଁ ପରାଜୟ ସ୍ବାଦ ଚାଖିଛନ୍ତି। ଏଠାରେ ଚାଲିଥିବା ଇଣ୍ଡିଆନ୍‌ ଓ୍ବେଲ୍ସ ମାଷ୍ଟର୍ସ ଫାଇନାଲରେ ୨୧ ଗ୍ରାଣ୍ଡସ୍ଲାମ ଚାମ୍ପିୟନ ନାଡାଲଙ୍କୁ ୩-୬,୬-୭(୫/୭)ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?