କେକେଆର୍ ପାଇଁ ବିଜୟ ଲକ୍ଷ୍ୟ ୧୩୨…
ମୁମ୍ବାଇ, ୨୬।୩ : ଆଇପିଏଲ୍ ସିଜିନ୍ ୧୫ର ପ୍ରଥମ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍କେ) ଏବଂ କୋଲକାତା ନାଇଟ ରାଇଡର୍ସ(କେକେଆର୍) ମୁମ୍ବାଇର ଓ୍ବାଙ୍ଖେଡ୍ ଷ୍ଟାଡିୟମ୍ରେ ମୁହାଁମୁହିଁ ହୋଇଛନ୍ତି। ଟସ୍ ଜିତି କେକେଆର୍ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବାବେଳେ ସିଏସ୍କେ ୫…
ପନ୍ତଙ୍କୁ ନେଇ ଏଭଳି କହିଲେ ପଣ୍ଟିଂ
ମୁମ୍ବାଇ,୨୬।୩: ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କ ପ୍ରଶଂସାରେ ଶତମୁଖ ହେଲେ ଦୁଇଥର ବିଶ୍ୱବିଜେତା ଅଷ୍ଟ୍ରେଲିଆ ଟିମ୍ର ଅଧିନାୟକ ରିକି ପଣ୍ଟିଂ। ଭବିଷ୍ୟତରେ ଯଦି ନେତୃତ୍ୱ କଥା ଉଠେ ତେବେ ପନ୍ତ ଜଣେ ସଫଳ ଅଧିନାୟକ ସାବ୍ୟସ୍ତ ହେବେ ବୋଲି ସେ…
୬୧ ରନ୍ରେ ୫ ଓ୍ବିକେଟ ହରାଇଲା ସିଏସ୍କେ…
ମୁମ୍ବାଇ, ୨୬।୩ : ଆଇପିଏଲ୍ ସିଜିନ୍ ୧୫ର ପ୍ରଥମ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍କେ) ଏବଂ କୋଲକାତା ନାଇଟ ରାଇଡର୍ସ(କେକେଆର୍) ମୁହାଁମୁହିଁ ହୋଇଛନ୍ତି। ଟସ୍ ଜିତି କେକେଆର୍ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇ ସିଏସ୍କେର ବିପର୍ଯ୍ୟୟ ଘଟାଇଛି। ମୁମ୍ବାଇର ଓ୍ବାଙ୍ଖେଡ୍…
ସିଏସ୍କେର ୨ ଓପନର ପାଭିଲିୟନ ଫେରିଲେ…
ମୁମ୍ବାଇ, ୨୬।୩ : ଆଇପିଏଲ୍ ସିଜିନ୍ର ୧୫ତମ ସଂସ୍କରଣରେ ଶନିବାର ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ କୋଲକାତା ନାଇଟ ରାଇଡର୍ସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମୁମ୍ବାଇର ଓ୍ବାଙ୍ଖେଡ୍ ଷ୍ଟାଡିୟମ୍ରେ ଖେଳାଯାଉଥିବା ମ୍ୟାଚ୍ରେ କୋଲକାତା ନାଇଟ ରାଇଡର୍ସ…
ଟସ୍ ଜିତିଲା କେକେଆର୍, ବୋଲିଂ ନିଷ୍ପତ୍ତି…
ମୁମ୍ବାଇ, ୨୬।୩ : ଆଇପିଏଲ୍ ସିଜିନ୍ର ୧୫ତମ ସଂସ୍କରଣରେ ଶନିବାର ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ କୋଲକାତା ନାଇଟ ରାଇଡର୍ସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମୁମ୍ବାଇର ଓ୍ବାଙ୍ଖେଡ୍ ଷ୍ଟାଡିୟମ୍ରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଚେନ୍ନାଇର ରବିନ୍ଦ୍ର…
ଆଜିଠୁ ଆଇପିଏଲ୍ ମହାସମର: ପ୍ରଥମ ମ୍ୟାଚ୍ କେବେ, କେଉଁଠାରେ ଦେଖିବେ ଜାଣନ୍ତୁ
ମୁମ୍ବାଇ,୨୬।୩: ଆଇପିଏଲ ୨୦୨୨ର ଓପନିଂ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ମାର୍ଚ୍ଚ ୨୬ ଅର୍ଥାତ୍ ଆଜିଠାରୁ ଖେଳାଯିବ। ଉଭୟ ଦଳ ଗତ ସିଜିନର ଫାଇନାଲିଷ୍ଟ ଦଳ। ଏଥର ଦୁଇ ଅଧିନାୟକଙ୍କ ମଧ୍ୟରେ ଏକ ମଜାଦାର…
ଦିନକ ପୂର୍ବରୁ ବିବାଦ! ରାଜସ୍ଥାନ ଅଧିନାୟକ ସଞ୍ଜୁ ଖପ୍ପା, ଫ୍ରାଞ୍ଚାଇଜ୍ ନେଲା…
ନୂଆଦିଲ୍ଲୀ,୨୫।୩: ବହୁପ୍ରତିକ୍ଷୀତ ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍) ଆରମ୍ଭ ହେବାକୁ ଆଉ କିଛି ଘଣ୍ଟା ବାକି। ମାର୍ଚ୍ଚ ୨୬ରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ପ୍ରଥମ ମୁକାବିଲା ଖେଳାଯିବ। ହେଲେ ଟୁର୍ନାମେଣ୍ଟ ଆରମ୍ଭ ହେବା ପୂର୍ବରୁ ରାଜସ୍ଥାନ…
ବିସିସିଆଇର ସବୁଜ ସଙ୍କେତ; ଆସନ୍ତା ବର୍ଷରୁ ହୋଇପାରେ ମହିଳା ଆଇପିଏଲ୍
ନୂଆଦିଲ୍ଲୀ,୨୫।୩: ପୁରୁଷ ଭଳି ମହିଳା ଆଇପିଏଲ୍ ଆୟୋଜନ କରିବାକୁ ସବୁଜ ସଙ୍କେତ ଦେଇଛି ବିସିସିଆଇ। ୨୦୨୨ ଆଇପିଏଲ୍ ଆରମ୍ଭ ପୂର୍ବରୁ ଆୟୋଜିତ ପରିଚାଳନା ପରିଷଦ ବୈଠକରେ ଏନେଇ ବିସ୍ତୃତ ଭାବେ ଆଲୋଚନା କରାଯାଇଛି। ଏଣୁ ଆସନ୍ତା ବର୍ଷ ଅର୍ଥାତ ୨୦୨୩ରେ ଏହା…
ଧୋନୀ ଆଇପିଏଲ୍ରୁ ସନ୍ୟାସ ନେବାକୁ ନେଇ ଏପରି କହିଲେ ସିଏସ୍କେ ସିଇଓ
ନୂଆଦିଲ୍ଲୀ,୨୫।୩: ଥରେ କିମ୍ବା ଦୁଇଥର ନୁହେଁ, ଚେନ୍ନାଇ ସୁପରକିଙ୍ଗ୍ସକୁ ଚାରିଥର ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍)ରେ ବିଜେତା କରିଛନ୍ତି ମହାନ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ। ହେଲେ ସେ ହଠାତ୍ ରବିନ୍ଦ୍ର ଜାଡେଜାଙ୍କୁ ତାଙ୍କର ଉତ୍ତରାଧିକାରୀ ଘୋଷଣା କରି ପ୍ରଶଂସକଙ୍କୁ ଚମକାଇ ଦେଇଛନ୍ତି।…
‘୨୦୨୨ ହିଁ ଶେଷ; ଆଇପିଏଲ୍ର ପରବର୍ତ୍ତୀ ସିଜନରେ ଖେଳିବେ ନାହିଁ ’
ନୂଆଦିଲ୍ଲୀ,୨୫।୩: ଦୀର୍ଘ ୧୪ ବର୍ଷ ଧରି ଚେନ୍ନାଇ ସୁପର କିଙ୍ଗ୍ସ ସହ ଯୋଡ଼ି ହୋଇ ରହିଛନ୍ତି ମହାନ ଉଇକେଟକିପର ବ୍ୟାଟ୍ସମ୍ୟାନ୍ ମହେନ୍ଦ୍ର ସିଂହ ଧୋନୀ। ହେଲେ ହଠାତ ସିଏସ୍କେ ଅଧିନାୟକ ପଦରୁ ହଟିଯାଇ ସେ ସମସ୍ତଙ୍କୁ ଚମକାଇଦେଇଛନ୍ତି। ଫ୍ରାଞ୍ଚାଇଜ୍ ୧୬ କୋଟି…
୧୪୫ ବର୍ଷର କ୍ରିକେଟ ଇତିହାସରେ ଦ୍ୱିତୀୟ ଥର ପାଇଁ ଘଟିଲା ଏମିତି
ଗ୍ରେନେଡା,୨୫।୩: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ୩ୟ ଟେଷ୍ଟର ପ୍ରଥମ ଦିନରେ ଇଂଲଣ୍ଡକୁ ବ୍ୟାଟିଂ ବିପର୍ଯ୍ୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। କିନ୍ତୁ ଇଂଲଣ୍ଡ ଦଳର ସମ୍ମାନ ବଞ୍ଚାଇ ଦେଇଥିଲା ୧୦ ଏବଂ ୧୧ ନଂ ବ୍ୟାଟିଂ କରିବାକୁ ଆସିଥିବା ସାକିବ ମହମ୍ମମୁଦ ଏବଂ ଜ୍ୟାକ…
ଚକିତ କରିପାରେ ପଞ୍ଜାବ କିଙ୍ଗ୍ସ
ନୂଆଦିଲ୍ଲୀ,୨୫।୩: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୫ତମ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଦୁଇ ନୂଆ ଫ୍ରାଞ୍ଚାଇଜ ସମେତ ୧୦ ଦଳ ଭଲ ସ୍କାଡ ଗଠନ କରିଛନ୍ତି। କିନ୍ତୁ ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କରଙ୍କ ମତରେ ପଞ୍ଜାବ କିଙ୍ଗ୍ସ…

