ପାଓ୍ବରପ୍ଲେରେ ଧୋଇଲେ ମୟଙ୍କ, ଶିଖର
ମୁମ୍ବାଇ,୨୭।୩: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଦ୍ୱାରା ଧାର୍ଯ୍ୟ ୨୦୬ ରନ୍ର ବିଜୟ ଲକ୍ଷ୍ୟ ପିଛା କରୁଥିବା ପଞ୍ଜାବ କିଙ୍ଗ୍ସକୁ ପାଓ୍ବାରପ୍ଲେରେ ବିସ୍ଫୋରକ ଆରମ୍ଭ ଦେଇଛନ୍ତି ଶିଖର ଧାଓ୍ବନ ଏବଂ ମୟଙ୍କ ଅଗ୍ରଓ୍ବାଲ। ଦୁହେଁ ୬ ଓଭରରେ ୬୪ ରନ୍ କରିଛନ୍ତି।…
ଛକା, ଚୌକା ବର୍ଷା କଲେ ଡୁ’ପ୍ଲେସି, କାର୍ତ୍ତିକ
ମୁମ୍ବାଇ,୨୭।୩: ସ୍ଥାନୀୟ ଡି ଓ୍ବାଇ ପାଟିଲ ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଖେଳାଯାଇଥିବା ପଞ୍ଜାବ କଙ୍ଗ୍ସ ବିପକ୍ଷ ମ୍ୟାଚ୍ରେ ୮୮ ରନ୍ର ବିସ୍ଫୋରକ ପାଳି ଖେଳିଛନ୍ତି ନୂଆ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ଅଧିନାୟକ ଫାଫ ଡୁ’ପ୍ଲେସି। ଆରମ୍ଭରୁ ଧିମା ବ୍ୟାଟିଂ କରିଥିବା…
ମୁମ୍ବାଇ ପାଟିରୁ ଛଡ଼ାଇ ଆଣିଲେ ମ୍ୟାଚ୍
ମୁମ୍ବାଇ,୨୭।୩: ସର୍ବାଧିକ ୫ ଥର ଆଇପିଏଲ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଏଥର ବି ବିଜୟ ସହ ଆଇପିଏଲ ସିଜନ୍ ଆରମ୍ଭ କରିପାରିନାହିଁ। ୧୭୮ ରନ୍ର ଚ୍ୟାଲେଞ୍ଜିଂ ଟାର୍ଗେଟ ଛିଡ଼ା କରିବା ପରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧା ଦଳକୁ ୭୨ ରନ୍ ମଧ୍ୟରେ…
ମୁମ୍ବାଇକୁ ୧୭୭ରେ ପହଞ୍ଚାଇଲା ଇଶାନଙ୍କ ବିସ୍ଫୋରକ ଅର୍ଦ୍ଧଶତକ
ମୁମ୍ବାଇ,୨୭।୩: ଚଳିତ ଆଇପିଏଲର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଚାଲିଥିବା ଲିଗ୍ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ଭଲ ଆରମ୍ଭ ଦେଇଥିଲେ ରୋହିତ ଶର୍ମା ଏବଂ ଇଶାନ କିଷନ। ଦୁହେଁ ୮ ଓଭରରେ ୬୭ ରନ୍ କରିଥିଲେ। କିନ୍ତୁ ରୋହିତ ଶର୍ମା (୪୧) ଆଉଟ୍…
ସିନ୍ଧୁଙ୍କୁ ଆଉ ଏକ ଟ୍ରଫି
ନୂଆଦିଲ୍ଲୀ,୨୭।୩: ଷ୍ଟାର ମହିଳା ଶଟଲର ପି ଭି ସିନ୍ଧୁ ରବିବାର କ୍ୟାରିୟରରେ ଆଉ ଏକ ଟାଇଟଲ ହାସଲ କରିଛନ୍ତି। ସେ ଥାଇଲାଣ୍ଡର ବୁସାନାନ ଓଙ୍ଗବାମରୁନଫାନଙ୍କୁ ଫାଇନାଲରେ ହରାଇ ହାତେଇଛନ୍ତି ସୁଇସ୍ ଓପନ ଟ୍ରଫି। ସିନ୍ଧୁ ପ୍ରତିପକ୍ଷ ଖେଳାଳିଙ୍କୁ ୨୧-୧୬, ୨୧-୮ ଗେମ୍ରେ…
ଭାରତର ପରାଜୟ ଦେଖି ନାଚିଲେ ଓ୍ବେଷ୍ଟଇଣ୍ଡିଜ୍ ଖେଳାଳି: ଦେଖନ୍ତୁ ଭିଡିଓ
ଖ୍ରୀଷ୍ଟଚର୍ଚ୍ଚ,୨୭।୩: ମହିଳା ଦିନିକିଆ ବିଶ୍ୱକପ ୨୦୨୨ରୁ ଟିମ ଇଣ୍ଡିଆ ବାଦ୍ ପଡିଛି। ଶେଷ ଲିଗ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଭାରତକୁ ତିନି ଉଇକେଟ୍ରେ ପରାସ୍ତ କରିଛି। ଭାରତୀୟ ଦଳର ପରାଜୟରେ ଓ୍ବେଷ୍ଟଇଣ୍ଡିଜ୍ ଦଳ ଅତ୍ୟନ୍ତ ଖୁସି ହୋଇଛି। ଟିମ ଇଣ୍ଡିଆର ପରାଜୟ…
ଦିଲ୍ଲୀ ପାଖରେ ନାହାନ୍ତି ବିଦେଶୀ ଖେଳାଳି
ମୁମ୍ବାଇ,୨୭।୩: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୫ତମ ସଂସ୍କରଣ ଆରମ୍ଭ ହେବାର ଗୋଟିଏ ଦିନ ପରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ବ୍ରାବୋର୍ନେ ଷ୍ଟାଡିୟମରେ ରବିବାର ଅପରାହ୍ନରେ ମୁମ୍ବାଇ ବିପକ୍ଷ ମ୍ୟାଚ୍ରେ ମାତ୍ର ୨ ବିଦେଶୀ ଖେଳାଳି(ଟିମ୍ ସେଫର୍ଟ ଓ…
ଇତିହାସ ରଚିଲେ ମିତାଲି
ଖ୍ରୀଷ୍ଟଚର୍ଚ୍ଚ,୨୭।୩: ଆଇସିସି ମହିଳା ବିଶ୍ୱକପରେ ଭାରତ ଦକ୍ଷିଣ ଆଫ୍ରିକାଠାରୁ ପରାସ୍ତ ହୋଇ ବିଶ୍ୱକପ୍ ସେମିଫାଇନାଲ୍ରୁ ବାଦ୍ ପଡିଛି। ଶେଷ ଲିଗ୍ ମ୍ୟାଚରେ ଟିମ ଇଣ୍ଡିଆର ଅଧିନାୟକ ମିତାଲି ରାଜ ତାଙ୍କ ପାଇଁ ଆଉ ଏକ ସଫଳତା ହାସଲ କରିଛନ୍ତି। ଖ୍ରୀଷ୍ଟଚର୍ଚର ହାଗଲି…
ଧୋନୀ ମଇଦାନରେ ଥିଲେ ବିରୋଧୀ ଭୟ କରନ୍ତି
ମୁମ୍ବାଇ,୨୭।୩: ଆଇପିଏଲ୍ ୨୦୨୨ର ପ୍ରଥମ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି କୋଲକତା ନାଇଟ୍ ରାଇଡର୍ସ। କୋଲକାତା ଦଳ ୧୮.୩ ଓଭରରେ ୪ ଉଇକେଟ ହରାଇ ୧୩୨ରନ୍ର ବିଜୟ ଲକ୍ଷ୍ୟକୁ ହାସଲ କରିନେଇଥିଲା। ମ୍ୟାଚ୍ରେ ଆକର୍ଷଣ କେନ୍ଦ୍ରବିନ୍ଦୁ ଥିଲେ ଚେନ୍ନାଇର…
ନୋ’ ବଲ୍ ସବୁ ବିଗାଡି ଦେଲା: ଭାରତ ବିଶ୍ୱକପ୍ରୁ ବିଦା
ଖ୍ରୀଷ୍ଟଚର୍ଚ୍ଚ,୨୭।୩: ମହିଳା ବିଶ୍ୱକପ୍ରୁ ବାଦ୍ ପଡିଛି ଭାରତୀୟ ମହିଳା ଦଳ। ଭାରତୀୟ ଦଳର ସେମିଫାଇନାଲରେ ପ୍ରବେଶ କରିବାର ସ୍ବପ୍ନ ଭାଙ୍ଗି ଯାଇଛି। ମିତାଲି ରାଜଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଶେଷ ଲିଗ ମ୍ୟାଚରେ ଦକ୍ଷିଣ ଆଫ୍ରିକା ହାତରୁ ତିନି ଉଇକେଟରେ ପରାସ୍ତ…
କର ବା ମର ମ୍ୟାଚ୍: ୨୭୫ ରନ୍ର ବିଜୟ ଲକ୍ଷ୍ୟ ଦେଲା ଭାରତ
ଖ୍ରୀଷ୍ଟଚର୍ଚ୍ଚ,୨୭।୩: ଆଇସିସି ମହିଳା ବିଶ୍ୱକପ୍ ୨୦୨୨ର ୨୮ତମ ମ୍ୟାଚ୍ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ରବିବାର ଖେଳାଯାଉଛି। ସେମିଫାଇନାଲରେ ପହଞ୍ଚିବାକୁ ହେଲେ ଭାରତୀୟ ଦଳକୁ ଏହି ମ୍ୟାଚ୍ ଜିତିବାକୁ ହେବ। ଏହି କର ବା ମର ମ୍ୟାଚ୍ରେ ଭାରତୀୟ ଅଧିନାୟକ…
୬ ୱିକେଟ୍ରେ କେକେଆର୍ ବିଜୟୀ…
ମୁମ୍ବାଇ, ୨୬।୩ : ଆଇପିଏଲ୍ ସିଜିନ୍ ୧୫ର ପ୍ରଥମ ମ୍ୟାଚ୍ରେ କୋଲକାତା ନାଇଟ ରାଇଡର୍ସ(କେକେଆର୍) ମୁମ୍ବାଇର ଓ୍ବାଙ୍ଖେଡ୍ ଷ୍ଟାଡିୟମ୍ରେ ୧୮.୩ ଓଭରରେ ୪ ୱିକେଟ ହରାଇ ୧୩୩ ରନ୍ ହାସଲ କରି ବିଜୟୀ ହୋଇଛି। ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍କେ) ର ୧୩୨…

