Posted inଖେଳ

ସଫଳତାର ରାଜ୍‌ ଖୋଲିଲେ ଜାଡେଜା

ଲଣ୍ଡନ,୩।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଶେଷ ଟେଷ୍ଟ ମ୍ୟାଚ ଏଜବାଷ୍ଟନଠାରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଟସ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ଭାରତ ୪୧୬ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ରିଷଭ ପନ୍ତ ଏବଂ ରବିନ୍ଦ୍ର ଜାଡେଜା ଭାରତ ପାଇଁ ଶତକ ହାସଲ କରିଥିଲେ। ପନ୍ତ ୧୧୧ ବଲରେ ୧୪୬ ରନ ସଂଗ୍ରହ କରିଥିବାବେଳେ ଜାଡେଜା ୧୯୪ ବଲରେ ୧୦୪ ରନ ସଂଗ୍ରହ କରିଥିଲେ। ଷଷ୍ଠ ଉଇକେଟ ପାଇଁ ପନ୍ତ ଏବଂ ଜାଡେଜାଙ୍କ ମଧ୍ୟରେ ୨୨୨ ରନ ଭାଗିଦାରୀ ହୋଇଥିଲା। ଶତକୀୟ ଇନିଂସ ପରେ ନିଜ ସଫଳତାର ରାଜ୍‌ ଖୋଲିଛନ୍ତି ଜାଡେଜା।
ବିଦେଶରେ ରବିନ୍ଦ୍ର ଜାଡେଜାଙ୍କର ଏହା ପ୍ରଥମ ଶତକ ଥିଲା। ଏଡବାଷ୍ଟନ ଠାରେ ତୃତୀୟ ଦିନର ଖେଳ ପରେ ସେ କହିଛନ୍ତି, ମୁଁ ବହୁତ ଖୁସି ଯେ. ମୁଁ ଭାରତ ବାହାରେ ତାହା ପୁଣି ଇଂଲଣ୍ଡରେ ପ୍ରଥମ ଶତକ ସ୍କୋର କରିଛି। ଏହା ଜଣେ ଖେଳାଳିଙ୍କ ପାଇଁ ଏକ ବଡ଼ କଥା। ମୁଁ ଭାବୁଥିଲି ଯେ ଯଦି ମୁଁ ଭଲ ବଲ ପାଏ ତେବେ ମୁଁ କିଛି କରିପାରିବି ନାହିଁ, କିନ୍ତୁ ଅନ୍ତତଃପକ୍ଷେ ମୁଁ ଖରାପ ସଟ ଖେଳିବାକୁ ଚେଷ୍ଟା କରିବି ନାହିଁ। ଯଦି ବଲ ମୋ ପରିସର ମଧ୍ୟରେ ଆସେ, ମୁଁ ଏହାକୁ ମାରିବି। ମୁଁ କୌଣସି ‘ଟ୍ୟାଗ’ରେ ବିଶ୍ୱାସ କରେ ନାହିଁ। ଦଳର ଆବଶ୍ୟକତା ଅନୁଯାୟୀ ଖେଳିବାକୁ ଚେଷ୍ଟା କରେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏସ୍‌ଆର୍‌ଏଚ୍‌ ପାଇଁ ବିଜୟ ଲକ୍ଷ୍ୟ ୧୭୮…

ମୁମ୍ବାଇ, ୧୪।୫: ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୬୧ତମ ମ୍ୟାଚ୍‌ରେ ଶନିବାର କୋଲକାତା ନାଇଟ୍‌ ରାଇଡର୍ସ୍‌(କେକେଆର) ସନ୍‌ ରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ବିପକ୍ଷରେ ଟସ ଜିତି ପ୍ରଥମେ...

ଦୀନେଶ କାର୍ତ୍ତିକଙ୍କୁ କାରଣ ଦର୍ଶାଅ ନୋଟିସ

ନୂଆଦିଲ୍ଲୀ, ୭ା୯ (ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କ୍ରିକେଟର ଦୀନେଶ କାର୍ତ୍ତିକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି। ଦୀନେଶ ବଲିଉଡ ସୁପର...

କୋଭିଡ୍‌-୧୯: ଜାତୀୟ ଫେଡେରେଶନଗୁଡିକୁ ୟୁଫାର ଅନୁଦାନ

ପ୍ୟାରିସ୍‌,୨୮।୪(ଏପି): କୋଭିଡ୍‌-୧୯ ମହାମାରୀ ଦ୍ୱାରା ସାରା ବିଶ୍ୱ ଫୁଟବଲ ପ୍ରଭାବିତ ହୋଇଥିବାରୁ ୟୁନିୟନ ଅଫ୍‌ ୟୁରୋପିଆନ ଫୁଟବଲ ଆସୋସିଏଶନ (ୟୁଫା) ତା’ର ଜାତୀୟ ଫେଡେରେଶଗୁଡିକୁ ସାହାଯ୍ୟର...

ଏହି ଭାରତୀୟ ଖେଳାଳିଙ୍କୁ ଦେଖି ଥରହର ପାକିସ୍ତାନ: ଟି-୨୦ ବିଶ୍ୱକପ୍‌ ସାବ୍ୟସ୍ତ ହୋଇପାରନ୍ତି ‘ଡେଞ୍ଜର ମ୍ୟାନ୍‌’

ଇସଲାମାବାଦ୍‌,୨୦।୯: ଆଇସିସି ଟି -୨୦ ବିଶ୍ୱକପ ୨୦୨୧ରେ ଟିମ ଇଣ୍ଡିଆ ଅକ୍ଟୋବର ୨୪ରେ ଦୁବାଇ ଆନ୍ତର୍ଜାତୀୟ ଷ୍ଟାଡିୟମରେ ପାକିସ୍ତାନ ବିପକ୍ଷ ଉଦଘାଟନୀ ମ୍ୟାଚ ଖେଳିବ। ଜଣେ...

ରାଓ୍ବଲପିଣ୍ଡି ଟେଷ୍ଟ: ପାକିସ୍ତାନର ଇନିଂସ ବିଜୟ

ରାଓ୍ବଲପିଣ୍ଡି, ୧୦।୨ (ଏଏଫ୍‌ପି)- ସ୍ଥାନୀୟ ରାଓ୍ବଲପିଣ୍ଡି କ୍ରିକେଟ୍‌ ଷ୍ଟାଡିୟମରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ପାକିସ୍ତାନ ଇନିଂସ ଓ ୪୪ ରନରେ ବାଂଲାଦେଶକୁ ପରାସ୍ତ...

ନୋଏଡାର ପୂଜାଙ୍କୁ ଦେଖି ‘ବୋଲ୍ଡ’ ହୋଇଯାଇଥିଲେ ଏହି କ୍ରିକେଟର; ଭିନ୍ନ ଧର୍ମର ସତ୍ତ୍ୱେ…

ନୂଆଦିଲ୍ଲୀ,୬।୮: ଭାରତୀୟ ଦଳର ପୂର୍ବ ଅଲରାଉଣ୍ଡର ମହମ୍ମଦ କୈଫ ଦେଶର ଖ୍ୟାତନାମା କ୍ରିକେଟରଙ୍କ ମଧ୍ୟରୁ ଜଣେ। ସେ ଦଳ ପାଇଁ ଅନେକ ଶ୍ରେଷ୍ଠ ପାଳି ଖେଳିଛନ୍ତି।...

ବିସିସିଆଇକୁ ଚିଠି ଲେଖିବ ଓସିଏ: ବାରବାଟୀକୁ ଟେଷ୍ଟ ଭେନ୍ୟୁ ମାନ୍ୟତା ଉଦ୍ୟମ

କଟକ ଅଫିସ,୬ା୧୧-ବାରବାଟୀ ଷ୍ଟାଡିୟମରେ ଅନ୍ତର୍ଜାତୀୟ ଟେଷ୍ଟ ମ୍ୟାଚ୍‌ କରାଯିବାକୁ ଚେଷ୍ଟା କରାଯାଉଛି। ରାଜ୍ୟର ଏହି ଏକମାତ୍ର ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମକୁ ଟେଷ୍ଟ ଭେନ୍ୟୁ ମାନ୍ୟତା ଫେରାଇ...

ଦିଲ୍ଲୀ କ୍ୟାପିଟାଲ୍ସର ଚତୁର୍ଥ ବିଜୟ

ଦୁବାଇ, ୬।୧୦-ପୃଥ୍ବୀ ଶ’ଙ୍କ ବିସ୍ଫୋରକ ବ୍ୟାଟି୍‌ଂ, ମାର୍କୁସ ଷ୍ଟୋଇନିସଙ୍କ ଅପରାଜିତ ଅର୍ଦ୍ଧଶତକ ପରେ ବୋଲରଙ୍କ ଆକର୍ଷଣୀୟ ପ୍ରଦର୍ଶନ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ସୋମବାର ଇଣ୍ଡିଆନ ପ୍ରିମିୟର...

Advertisement
Archives

Model This Week