ଆଇପିଏଲ୍ରେ ନିଜ ଭବିଷ୍ୟତକୁ ନେଇ ମୁହଁ ଖୋଲିଲେ ଧୋନୀ
ମୁମ୍ବାଇ,୨।୫: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ରେ ମହେନ୍ଦ୍ର ସିଂ ଧୋନୀ ପୁଣି ଥରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଦାୟିତ୍ୱ ଗ୍ରହଣ କରିଛନ୍ତି। ରବିବାର ଖେଳାଯାଇଥିବା ମ୍ୟାଚରେ ସେ ଦଳର ଅଧିନାୟକ ହୋଇଥିଲେ। ଧୋନୀ ଅଧିନାୟକତ୍ୱ ଗ୍ରହଣ କରିବା ମାତ୍ରେ ଚେନ୍ନାଇ…
ଦଳର ବିଜୟ ପରେ ବି ରାଗିଗଲେ ଗମ୍ଭୀର, ହରାଇଲେ ନିୟନ୍ତ୍ରଣ
ପୁଣେ,୨।୫: ଆଇପିଏଲ ୨୦୨୨ର ୪୫ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଥିଲା। ଲକ୍ଷ୍ନୌ ଦଳ ଶେଷରେ ୬ ରନ୍ରେ ଏହି ମ୍ୟାଚ ଜିତିଥିଲା। ଏହି ମ୍ୟାଚ ଜିତିବା ପରେ ଲକ୍ଷ୍ନୌ…
କାହିଁକି ଅଧିନାୟକ ପଦ ଛାଡିଲେ ଜାଡେଜା, ଧୋନୀ କଲେ ଖୁଲାସା
ମୁମ୍ବାଇ,୨।୫:ଆଇପିଏଲ ୨୦୨୨ର ୪୬ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ୧୩ ରନ୍ରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ବିଜୟ ହାସଲ କରିଛି। ମହେନ୍ଦ୍ର ସିଂ ଧୋନୀଙ୍କ ଅଧିନାୟକତ୍ୱରେ ଏହି ସିଜିନରେ ଚେନ୍ନାଇର ପ୍ରଥମ ଏବଂ ତୃତୀୟ ସାମଗ୍ରିକ ବିଜୟ ଥିଲା। ମ୍ୟାଚ୍ ପରେ…
ଛକା, ଚୌକା ବର୍ଷା କଲେ ଋତୁରାଜ-କନଓ୍ବେ
ପୁଣେ,୧।୫: ସନରାଇଜର୍ସ ହାଇଦ୍ରାବାଦ୍ ବୋଲରଙ୍କ ସହ କେବଳ ଛକା ଓ ଚୌକାରେ କଥାବାର୍ତ୍ତା କରିଥିଲେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଓପନର ଋତୁରାଜ ଗାଏକ୍ୱାଡ ଏବଂ ଡେଭନ କନଓ୍ବେ। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କୌଣସି ବୋଲରଙ୍କୁ କ୍ଷମା ଦେଲେ ନାହିଁ। ଏପରି…
ସେହ୍ବାଗଙ୍କ ଭବିଷ୍ୟବାଣୀ
ମୁମ୍ବାଇ,୧।୫: ଚଳିତ ଆଇପିଏଲର ଅଧାରୁ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ପଦ ଛାଡିଛନ୍ତି ରବୀନ୍ଦ୍ର ଜାଡେଜା। ଏଥିସହ ଚଳିତ ସିଜିନର ବାକି ମ୍ୟାଚ ଗୁଡିକ ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ୱରେ ଖେଳିବ ଦଳ। ଆଇପିଏଲ ଆରମ୍ଭ ହେବାର ଦୁଇ ଦିନ ପୂର୍ବରୁ…
ଲକ୍ଷ୍ନୌକୁ ବଞ୍ଚାଇ ଦେଲେ ମୋହସିନ, ରାହୁଲ
ମୁମ୍ବାଇ,୧।୫ : ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ରବିବାର ଅପରାହ୍ନରେ ଖେଳାଯାଇଥିବା ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ୬ ରନ୍ରେ ଦିଲ୍ଲୀ କ୍ୟାପିଟଲ୍ସକୁ ହରାଇ ଦେଇଛି। ଏହି ବିଜୟ ଯୋଗୁ ଲକ୍ଷ୍ନୌ ୧୪ ପଏଣ୍ଟ ସହ ଅଙ୍କ ତାଲିକାରେ ଦ୍ୱିତୀୟ ସ୍ଥାନକୁ ଉଠିଛି।…
ସ୍ତ୍ରୀଙ୍କ ଜନ୍ମଦିନରେ ଭଗବାନଙ୍କୁ ଧନ୍ୟବାଦ ଦେଲେ କୋହଲି
ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଆଜି ତାଙ୍କର ୩୪ ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ସ୍ବାମୀ ବିରାଟ କୋହଲି ତାଙ୍କୁ ଏକ ବିଶେଷ ଢଙ୍ଗରେ ଶୁଭେଚ୍ଛା ଜଣାଇଛନ୍ତି। ସ୍ତ୍ରୀ ଅନୁଷ୍କାଙ୍କ ସହ ବିରାଟ କୋହଲି ଏକ ସୁନ୍ଦର ଫଟୋ…
ଦିଲ୍ଲୀକୁ ୧୯୬ ରନ୍ର ଟାର୍ଗେଟ୍
ମୁମ୍ବାଇ,୧।୫: ଆଇପିଏଲ ୨୦୨୨ର ୪୫ତମ ମ୍ୟାଚ ଲକ୍ଷ୍ନୌ ସୁପର ଜିଆଣ୍ଟସ (ଏଲ୍ଏସ୍ଜି) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ମଧ୍ୟରେ ଖେଳାଯାଉଛି। ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିଥିବା ଲକ୍ଷ୍ନୌ ୩ ଉଇକେଟ୍ ହରାଇ ୧୯୫ ରନ୍ କରିଛି। ଫଳରେ ଦିଲ୍ଲୀ କ୍ୟାପିଟାଲ୍ସକୁ…
‘ଏହା ଅନୁଚିତ, ମୁଁ ଫାଇନାଲ ଖେଳି ପାରିଥାନ୍ତି’
ମାନିଲା(ଫିଲିପାଇନ୍ସ),୧।୫ : ଦୁଇ ଥର ଅଲିମ୍ପିକ୍ ପଦକଧାରୀ ପି ଭି ସିନ୍ଧୁ ବ୍ୟାଡ୍ମିଣ୍ଟନ ଏସିଆ ଚାମ୍ପିୟନଶିପ୍ରେ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ରହିଛନ୍ତି। ଜାପାନର ଆକାନେ ୟାମାଗୁଚିଙ୍କ ଠାରୁ ସେମିଫାଇନାଲରେ ତାଙ୍କୁ ଦୁର୍ଭାଗ୍ୟବଶତଃ ଭାବେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ମ୍ୟାଚ୍ର ଦ୍ୱିତୀୟ…
ପୂର୍ବତନ ଖେଳାଳିଙ୍କ ଦାବି ଦୁଇ ଥର ୧୬୦ କିମିରୁ ଅଧିକ ବେଗରେ ବୋଲିଂ କରିଛି
କରାଚୀ,୧।୫ : ପୂର୍ବତନ ପାକିସ୍ତାନ ପେସର ମହମ୍ମଦ ସାମି କ୍ୟାରିୟର ଆରମ୍ଭରୁ ଦ୍ରୁତଗତିରେ ବୋଲିଂ କରିବା ପାଇଁ ଜଣାଯାଉଥିଲେ। ସେ ଘଣ୍ଟା ପ୍ରତି ୧୪୫ରୁ ୧୫୦ କିମି ବେଗରେ ବଲ ପକାଉଥିଲେ। ଶୋଏବ ଅଖତରଙ୍କ ସହ ମିଶି ପ୍ରତିପକ୍ଷ ବ୍ୟାଟରଙ୍କୁ ଭୟଭିତ…
ଟସ୍ ଜିତିଲା ଲକ୍ଷ୍ନୌ ସୁପର ଜିଆଣ୍ଟସ
ମୁମ୍ବାଇ,୧।୫: ଆଇପିଏଲ ୨୦୨୨ର ୪୫ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସ (ଏଲ୍ଏସ୍ଜି) ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ସହିତ ମୁହାଁମୁହିଁ ହେଉଛିି। ଲକ୍ଷ୍ନୌ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛିି। ଫଳରେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବୋଲିଂ କରିବ। ଲକ୍ଷୌ୍ନ ଦଳ…
‘ବିଳମ୍ବରେ ହେଉ ପଛେ ଫେରିଲେ’
ମୁମ୍ବାଇ,୧।୫: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୨ ଅଧାରୁ ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକତ୍ୱରୁ ଇସ୍ତଫା ଦେଇଛନ୍ତି ରବିନ୍ଦ୍ର ଜାଡେଜା। ତାଙ୍କ ସ୍ଥାନରେ ମହେନ୍ଦ୍ର ସିଂହ ଧୋନୀଙ୍କୁ ପୁଣି ଥରେ ଦଳର ନେତୃତ୍ୱ ମିଳିଛି। ଏନେଇ ଶନିବାର ଫ୍ରାଞ୍ଚାଇଜ୍ ପକ୍ଷରୁ ଘୋଷଣା କରାଯିବା…

