ଖେଳ

ଧାଓ୍ବନଙ୍କ ଧୂଆଁଧାର ବ୍ୟାଟିଂ: ମୁମ୍ବାଇ ଆଗରେ ୧୯୯ ରନ୍‌ର ବିଜୟ ଲକ୍ଷ୍ୟ

ମୁମ୍ବାଇ,୧୩ା୪: ବୁଧବାର ମୁମ୍ବାଇ ଇଣ୍ଡିଆନ୍ସ(ଏମ୍‌ଆଇ) ବିପକ୍ଷରେ ଚାଲିଥିବା ଆଇପିଏଲ୍‌ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍‌ସର ଖେଳାଳିଙ୍କ ଧୂଆଁଧାର ବ୍ୟାଟିଂ ଦେଖିବାକୁ ମିଳିଛି। ପ୍ରଥମେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଏମ୍‌ଆଇ। ପଞ୍ଜାବ ବ୍ୟାଟିଂ ନିମନ୍ତ୍ରଣ ପାଇ ୨୦ ଓଭରରେ ୫ ଉଇକେଟ…

ଟସ୍‌ ଜିତିଲା ମୁମ୍ବାଇ, ବ୍ୟାଟିଂ କରୁଛି ପଞ୍ଜାବ

ମୁମ୍ବାଇ,୧୩।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୨ରେ ବୁଧବାର ପଞ୍ଜାବ କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍‌ ଜାରି ରହିଛି। ଏଥିରେ ମୁମ୍ବାଇ ଟସ୍‌ ଜିତି ପ୍ରଥମେ ବୋଲିଂ କରିବା ନିଷ୍ପତ୍ତି ନେଇଛି। ପୂର୍ବରୁ ଖେଳିଥିବା ଚାରି ମ୍ୟାଚ୍‌ରେ ପରାଜିତ ହୋଇଥିବା…

ଧୋନୀଙ୍କ ଜାଲରେ କୋହଲି ଫସିଗଲେ

ମୁମ୍ବାଇ,୧୩।୪: ଚଳିତ ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ(ଏମ୍‌ଆଇ) ବିପକ୍ଷରେ ୪୮ ରନ୍‌ର ଇନିଂସ ଖେଳିଥିଲେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)ର ପୂର୍ବ ଅଧିନାୟକ ବିରାଟ କୋହଲି। ଏଣୁ ମଙ୍ଗଳବାର ଚେନ୍ନାଇ ବିପକ୍ଷ ମ୍ୟାଚ୍‌ରେ ସେ ବଡ଼ ସ୍କୋର କରିବେ ବୋଲି ଆଶା କରାଯାଉଥିଲା। ହେଲେ…

ଆର୍‌ସିବିକୁ ଜିତାଇ ଦେଇଥାନ୍ତେ କାର୍ତ୍ତିକ! କ୍ୟାଚ୍‌ ଧରି ଏଭଳି ସେଲିବ୍ରେଶନ କରିଥିଲେ ଜାଡେଜା

ମୁମ୍ବାଇ,୧୩।୪: ଚଳିତ ଆଇପିଏଲ୍‌ରେ ଟ୍ରାକ୍‌କୁ ଫେରିଛି ଚେନ୍ନାଇ ସୁପର କିଙ୍ଗ୍ସ। ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ଦଳ ସିଜନର ପ୍ରଥମ ବିଜୟ ନିଜ ନାମରେ କରିଛି। ପ୍ରଥମେ ଉଲ୍ଲେଖନୀୟ ବ୍ୟାଟିଂ କରି ବଡ଼ ସ୍କୋର ଛିଡ଼ା କରିଥିଲା ସିଏସ୍‌କେ। ଏହାର ଜବାବରେ ରୟାଲ…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକ ପରେ ଏହି ପ୍ରଶଂସକ ଚାକିରିରୁ ଇସ୍ତଫା ଦେଲେ କି? ଟୁଇଟର୍‌ରେ ଚାଲିଛି ଟ୍ରେଣ୍ଡ୍‌

ମୁମ୍ବାଇ,୧୩।୪: ଆଇପିଏଲ୍‌ ୨୦୨୨ରେ ଗୁଜରାଟ ଟାଇଟାନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଜଣେ ପ୍ରଶଂସକ ଟୁଇଟରରେ ବହୁତ ଟ୍ରେଣ୍ଡ କରୁଛନ୍ତି। ନିକଟରେ ଏହି ପ୍ରଶଂସକ ସନରାଇଜର୍ସ ହାଇଦ୍ରାବାଦ (ଏସ୍‌ଆର୍‌ଏଚ୍‌) ବିପକ୍ଷ ମ୍ୟାଚରେ ଏକ ନିଆରା ପୋଷ୍ଟର ଧରି ଆସିଥିଲେ। ଏପ୍ରିଲ ୧୧ରେ ସନରାଇଜର୍ସ…

ଟି-୨୦ ମ୍ୟାଚ୍‌ରେ ଚମତ୍କାର: ୬ ବଲ୍‌ରେ ୬ ଉଇକେଟ୍‌! ଦେଖନ୍ତୁ ଭିଡିଓ

କାଠମାଣ୍ଡୁ,୧୩।୪:ଯଦି ଏକ କ୍ରିକେଟ ମ୍ୟାଚରେ ବ୍ୟାଟିଂ କରୁଥିବା ଦଳ ୬ଟି ବଲରେ ୬ଟି ଉଇକେଟ ହରାଇଥାଏ, ତେବେ ବୋଧହୁଏ ଏହାକୁ ସହଜରେ କେହି ବିଶ୍ୱାସ କରି ପାରିବେ ନାହିଁ, କିନ୍ତୁ ନେପାଳର କ୍ଲବ କ୍ରିକେଟ (ନେପାଳ ପ୍ରୋ କ୍ଲବ ଚାମ୍ପିଅନସିପ)ରେ ଏହି…

‘ଆର୍‌ସିବି ଆଇପିଏଲ୍‌ ଚାମ୍ପିଅନ୍‌ ନ ହେବା ପର୍ଯ୍ୟନ୍ତ ମୁଁ ବିବାହ କରିବି ନାହିଁ’

ମୁମ୍ବାଇ,୧୩।୪: ଆଇପିଏଲ୍‌ ଇତିହାସରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ଦଳ ଥରେ ବି ଟାଇଟଲ ଜିତିପାରି ନାହିଁ। ଆଇପିଏଲ ୨୦୨୨ର ପ୍ରାରମ୍ଭରେ ଆରସିବିର ଭଲ ପ୍ରଦର୍ଶନ ରହିଛି। ପ୍ରଶଂସକ ଆଶା ରଖିଛନ୍ତି ଚଳିତବର୍ଷ ଦଳ ଚାମ୍ପିଅନ୍‌ ହେବ। ଚଳିତ ଆଇପିଏଲ୍‌ର ୨୨ତମ ମ୍ୟାଚରେ…

ସିଏସ୍‌କେର ପ୍ରଥମ ବିଜୟ…

ମୁମ୍ବାଇ, ୧୨।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣରେ ମଙ୍ଗଳବାର ଚେନ୍ନାଇ ସୁପର କିଙ୍ଗସ୍‌ (ସିଏସ୍‌କେ) ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗୋଲୋର(ଆର୍‌ସିବି) ବିପକ୍ଷରେ ପ୍ରଥମ ବିଜୟ ହାସଲ କରିଛି । ଧାର୍ଯ୍ୟ ୨୧୭ ରନ୍ ଲକ୍ଷ୍ୟର ପିଛା କରି ଆରସିବି ୨୦ ଓଭରରେ…

ଆର୍‌ସିବି ପାଇଁ ବିଜୟ ଲକ୍ଷ୍ୟ ୨୧୭ …

ମୁମ୍ବାଇ, ୧୨।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣରେ ମଙ୍ଗଳବାର ଚେନ୍ନାଇ ସୁପର କିଙ୍ଗସ୍‌ (ସିଏସ୍‌କେ) ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗୋଲୋର(ଆର୍‌ସିବି) ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମହାରାଷ୍ଟ୍ର ନଭି ମୁମ୍ବାଇର ଡି.ଓ୍ବାଇ, ପାଟିଲ ସ୍ପୋର୍ଟସ୍‌ ଷ୍ଟାଡିୟମ୍‌ରେ…

ଟସ୍‌ ଜିତିଲା ଆର୍‌ସିବି, ବୋଲିଂ ନିଷ୍ପତ୍ତି…

ମୁମ୍ବାଇ, ୧୨।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣରେ ମଙ୍ଗଳବାର ଚେନ୍ନାଇ ସୁପର କିଙ୍ଗସ୍‌ (ସିଏସ୍‌କେ) ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗୋଲୋର(ଆର୍‌ସିବି) ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମହାରାଷ୍ଟ୍ର ନଭି ମୁମ୍ବାଇର ଡି.ଓ୍ବାଇ, ପାଟିଲ ସ୍ପୋର୍ଟସ୍‌ ଷ୍ଟାଡିୟମ୍‌ରେ…

ଶାମୀଙ୍କୁ ଗାଳି ଦେଲେ ହାର୍ଦ୍ଦିକ; ଭିଡିଓ ଭାଇରାଲ ପରେ…

ମୁମ୍ବାଇ,୧୨।୪: ଗୁଜରାଟ ଟାଇଟନ୍ସ ଆଇପିଏଲ୍‌ ୨୦୨୨ରେ ପ୍ରଥମ ପରାଜୟର ସମ୍ମୁଖୀନ ହୋଇଛି । ସୋମବାର ଖେଳାଯାଇଥିବା ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ ଏକତରଫା ଭାବେ ମ୍ୟାଚ୍‌କୁ ୮ ଉଇକେଟରେ ଜିତି ନେଇଥିଲା। ତେବେ ହାଇଦ୍ରାବାଦର ବ୍ୟାଟିଂ ସମୟରେ ହାର୍ଦ୍ଦିକ ଖରାପ ଫିଲ୍ଡିଂ ପାଇଁ…

ଆଇପିଏଲ୍‌ ଛାଡ଼, ଦେଶର ସମର୍ଥନରେ ଛିଡ଼ା ହୁଅ: ରଣତୁଙ୍ଗା

କଲମ୍ବୋ,୧୨।୪: ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଥିବା ଶ୍ରୀଲଙ୍କା ନିଜକୁ ଦେବାଳିଆ ଘୋଷଣା କରିଛି। ସ୍ଥିତି ଦିନକୁ ଦିନ ବିଗିଡ଼ୁଥିବାରୁ ଏସବୁର ପ୍ରଭାବ ଏବେ ଆଇପିଏଲ୍‌ ଉପରେ ପଡ଼ିବା ଆଶଙ୍କା ପ୍ରକାଶ ପାଇଛି। କାରଣ ଆଇପିଏଲ ଖେଳୁଥିବା କିମ୍ବା ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?