ଖେଳ

ଟସ୍‌ ଜିତିଲା ପଞ୍ଜାବ: ଆରମ୍ଭରୁ ଲକ୍ଷ୍ନୌକୁ ଝଟ୍‌କା

ପୁଣେ,୨୯।୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୨ରେ ଶନିବାର ପଞ୍ଜାବ କିଙ୍ଗ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ମଧ୍ୟରେ ମୁକାବିଲା ଆରମ୍ଭ ହୋଇଛି। ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମୁକାବିଲାରେ ପଞ୍ଜାବ ଅଧିନାୟକ ମୟଙ୍କ ଅଗ୍ରଓ୍ବାଲ ଟସ୍‌ ଜିତି…

କୋହଲିଙ୍କ ମନରେ କ’ଣ ଚାଲିଛି ଜାଣେନା: ଗାଙ୍ଗୁଲି ଦେଲେ ବଡ଼ ବୟାନ

ମୁମ୍ବାଇ,୨୯।୪: ଆଇପିଏଲ୍‌-୨୦୨୨ରେଭାରତୀୟ ଟିମ୍‌ର ଅଧିନାୟକ ରୋହିତ ଶର୍ମା ଏବଂ ପୂର୍ବ ଅଧିନାୟକ ବିରାଟ କୋହଲି ନିରାଶ କରିଛନ୍ତି। ଲଗାତାର ଦୁଇଥର ଗୋଲ୍ଡେନ୍‌ ଡକ୍‌ରେ ଆଉଟ୍‌ ହୋଇଛନ୍ତି କୋହଲି। ସେହିଭଳି ଏଯାବତ ଗୋଟିଏ ବି ମ୍ୟାଚ୍‌ ଜିତିପାରୁନାହିଁ ମୁମ୍ବାଇ ଇଣ୍ଡିଆନ୍ସ। ଏହାକୁ ନେଇ…

ଯୁବତୀ ବେଶରେ ହାଇଦ୍ରାବାଦର ଖେଳାଳି: ପ୍ରଶଂସକ କହୁଛନ୍ତି…

ମୁମ୍ବାଇ,୨୯।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)-୨୦୨୨ ଉଲ୍ଲେଖନୀୟ ପ୍ରଦର୍ଶନ କରି ଆସୁଛି ସନରାଇଜର୍ସ ହାଇଦ୍ରାବାଦ। କେନ୍‌ ଓ୍ବିଲିୟମ୍‌ସନ ନେତୃତ୍ୱାଧୀନ ଏହି ଟିମ୍‌ ଏଯାବତ ୮ ମୁକାବିଲା ଖେଳିଥିବା ବେଳେ ୫ଟିରେ ବିଜେତା ହୋଇଛି। ଟୁର୍ନାମେଣ୍ଟ ଅଙ୍କତାଲିକାରେ ଦଳ ତୃତୀୟ ସ୍ଥାନରେ ରହିଛି। ଏସବୁ…

କିଏ ସେ ଈଶା ନେଗୀ? ପନ୍ତଙ୍କ ଭଉଣୀଙ୍କ ସହ ଷ୍ଟାଡିୟମ୍‌ରେ…

ମୁମ୍ବାଇ,୨୯।୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୨ ସିଜନ୍‌ରେ ଗୁରୁବାର ଦିଲ୍ଲୀ କ୍ୟାପିଟାଲ୍ସ ଏବଂ କୋଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ମୁକାବିଲା ଥିଲା। ମ୍ୟାଚ୍‌ରେ ଋଷଭ ପନ୍ତ ନେତୃତ୍ୱାଧିନ ଦିଲ୍ଲୀ ଟିମ୍‌ ୪ ଉଇକେଟରେ ବିଜେତା ହୋଇଥିଲା। କୁଲଦୀପ ଯାଦବ ଏଥିରେ ୪…

ବନ୍ଧୁ ହେବ ତ ଏମିତି; ଚହଲ ଜିତନ୍ତୁ ବୋଲି କହି ଚର୍ଚ୍ଚାରେ କୁଲଦୀପ

ମୁମ୍ବାଇ,୨୯।୪: ଚଳିତ ବର୍ଷ ଟି-୨୦ କ୍ରିକେଟର ସବୁଠାରୁ ବଡ଼ ଟୁର୍ନାମେଣ୍ଟ ‘ଆଇସିସି ଟି୨୦ ବିଶ୍ୱକପ୍‌’ର ଆୟୋଜନ ହେବାକୁ ଯାଉଛି। ଏବେ ଆଇପିଏଲ୍‌ ଚାଲିଥିବାରୁ ସମସ୍ତ ଦେଶର ନଜର ନିଜ ନିଜ ଖେଳାଳିଙ୍କ ଉପରେ ରହିଛି। ଏହି କ୍ରମରେ ଭାରତୀୟ କ୍ରିକେଟ ଟିମ୍‌ରେ…

‘ଶୂନ’ରେ ଆଉଟ୍‌ ହେବା ପରେ ଏମିତି କାମ କରି ଟ୍ରୋଲ୍‌ ହେଲେ ରସେଲ

ମୁମ୍ବାଇ,୨୯।୪: ଆଇପିଏଲ ୨୦୨୨ର ୪୧ ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଖେଳାଯାଇଥିବା କୋଲକାତା ନାଇଟ ରାଇଡର୍ସ (କେକେଆର୍‌)କୁ ୪ ଉଇକେଟରେ ପରାସ୍ତ କରିଛି। କୋଲକାତା ନାଇଟ ରାଇଡର୍ସ (କେକେଆର୍‌) ପାଇଁ ଏହି ମ୍ୟାଚରେ ଷ୍ଟାର ଅଲରାଉଣ୍ଡର ଆଣ୍ଡ୍ରେ ରସେଲଙ୍କ ପ୍ରଦର୍ଶନ ଅତ୍ୟନ୍ତ…

ଆଇପିଏଲ୍‌ ଇତିହାସ ରଚିଲେ ଓ୍ବାର୍ଣ୍ଣର

ମୁମ୍ବାଇ,୨୯।୪: ଆଇପିଏଲ ୨୦୨୨ରେ ଡେଭିଡ ୱାର୍ଣ୍ଣର ନିଜର ପ୍ରଭାବଶାଳୀ ପ୍ରଦର୍ଶନ ବଜାୟ ରଖିଛନ୍ତି। ସେ ୬ଟି ମ୍ୟାଚରେ ୩ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ଡିସି ଏବଂ କେକେଆର ଖେଳାଯାଇଥିବା ଏକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ଏହି ଓପନର୍‌ ବ୍ୟାଟ୍ସମ୍ୟାନ କୋଲକାତା ନାଇଟ…

ଆଇପିଏଲ୍‌ରେ ପୁଅ କରୁଛନ୍ତି ଚମତ୍କାର, ସେପଟେ ରାସ୍ତାକଡ଼ରେ ଫଳ ବିକୁଛନ୍ତି ବାପା

ମୁମ୍ବାଇ,୨୯।୪:ଆଇପିଏଲ୍‌ ୨୦୨୨ରେ ଭାରତୀୟ ଯୁବ ଦ୍ରୁତ ବୋଲର ଉମ୍‌ରାନ ମଲିକଙ୍କ ଚର୍ଚ୍ଚା ସବୁଠି ଚାଲିଛି। ଉମ୍‌ରାନଙ୍କ ବୋଲିଂ ଗତି ଦେଖି କେବଳ କ୍ରିକେଟ୍‌ ପ୍ରଶଂସକ ନୁହେଁ,କ୍ରିକେଟ୍‌ ବିଶେଷଜ୍ଞ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି। କଶ୍ମୀରର ଏହି ଯୁବ ବୋଲର ଭାରତର ଭବିଷ୍ୟତ ବୋଲି…

କେକେଆର୍‌କୁ ହରାଇଲେ କୁଲଦୀପ

ମୁମ୍ବାଇ,୨୮।୪ : ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ଉଇକେଟରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌)କୁ ହରାଇ ଦେଇଛି। ମ୍ୟାଚ୍‌ରେ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ ଦିଲ୍ଲୀ କ୍ୟାପିଟାଲ୍ସ ସ୍ପିନର କୁଲଦୀପ ଯାଦବ। ସେ ୩…

୧୪୬ ରନ୍‌ରେ ଅଟକିଲା କୋଲକାତା

ମୁମ୍ବାଇ,୨୮।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଗୁରୁବାର ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ରିଷଭ ପନ୍ତ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାକୁ ସଠିକ୍‌ ପ୍ରମାଣ କରିଥିଲେ ବୋଲର ଚେତନ ସାକାରିଆ। ସାକାରିଆ କୋଲକାତା ନାଇଟ୍‌ ରାଇଡର୍ସର ଓପନର ଆରୋନ…

ଚକ୍ରବର୍ତ୍ତୀଙ୍କ ବିନା ଓହ୍ଲାଇଲା କେକେଆର

ମୁମ୍ବାଇ,୨୮।୪: ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମ୍‌ରେ ଗୁରୁବାର ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୪୧ତମ ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯାଉଛି। ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ରିଷଭ ପନ୍ତ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅନ୍ୟପକ୍ଷରେ…

ମୁମ୍ବାଇ ଇଣ୍ଡିଆନ୍ସରେ ଯୋଗ ଦେବେ ନୂଆ ସ୍ପିନର

ମୁମ୍ବାଇ,୨୮।୪: ମୁମ୍ବାଇ ଇଣ୍ଡିଆନ୍ସ ସ୍ପିନର ମହମ୍ମଦ ଅର୍ଶାଦ ଖାନ ଆହତ ସମସ୍ୟା କାରଣରୁ ଚଳିତ ଆଇପିଏଲର ଅବଶିଷ୍ଟାଂଶରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ ବଦଳରେ ବାମହାତୀ ସ୍ପିନର କୁମାର କାର୍ତ୍ତିକେୟା ସିଂ ମୁମ୍ବାଇ ଦଳରେ ସାମିଲ ହୋଇଛନ୍ତି। ତାଙ୍କୁ ୨୦ ଲକ୍ଷ ଟଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?