ସୁଇଜରଲାଣ୍ଡର ବିଜୟୀରେ ଖୁସି ମନାଇପାରି ନ ଥିଲେ ଇମ୍ବୋଲା
କାତାର, ୨୪।୧୧: ବ୍ରିଲ ଇମ୍ବୋଲାଙ୍କ ଗୋଲ ବଳରେ ସୁଇଜରଲାଣ୍ଡ ଚଳିତ ଫିଫା ବିଶ୍ୱକପ୍ରେ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ଗୁରୁବାର ଅନୁଷ୍ଠିତ ଗ୍ରୁପ୍ ‘ଜି’ ମ୍ୟାଚରେ ସୁଇଜରଲାଣ୍ଡ ୧-୦ ଗୋଲରେ କାମେରୁନକୁ ପରାସ୍ତ କରିଛି। ମ୍ୟାଚର ୪୮ତମ ମିନିଟରେ ଇମ୍ବୋଲା…
ହୃଦୟ ଜିତିଲେ ଜାପାନ ପ୍ରଶଂସକ
କାତାର,୨୪।୧୧: ଫିଫା ବିଶ୍ୱକପ ୨୦୨୨ ଜାପାନ ଜର୍ମାନୀ ବିରୋଧରେ ଏକ ଐତିହାସିକ ବିଜୟ ହାସଲ କରିଛି। ଏହି ମ୍ୟାଚରେ ପ୍ରଥମେ ଜାପାନର ଖେଳାଳିମାନେ ନିଜ ଖେଳ ସହିତ ଜଲଓ୍ବା ଦେଖାଇଥିବାବେଳେ, ତା’ପରେ ଜାପାନୀ ପ୍ରଶଂସକମାନେ ଭଲ କାର୍ଯ୍ୟ କରି ସମସ୍ତଙ୍କ ହୃଦୟ…
କ୍ରିକେଟରେ ହିଟ୍, ଏବେ ଅଭିନୟ ଦୁନିଆରେ ପାଦ ଥାପିବେ ଏହି କ୍ରିକେଟର…
ଇସଲାମାବାଦ,୨୪।୧୧: ପାକିସ୍ତାନର ଲୋକପ୍ରିୟ କ୍ରିକେଟରଙ୍କ ମଧ୍ୟରୁ ନସିମ ଶାହା ଜଣେ। ସେ ନିଜର ଦ୍ରୁତ ବୋଲିଂ ସହ ସୁନ୍ଦର ଚେହେରାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଏବେ କିନ୍ତୁ ସେ କ୍ରିକେଟ ବ୍ୟତିତ ଆଉ କିଛି କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେଇଟି ହେଲା…
‘ସୂର୍ଯ୍ୟକୁମାରଙ୍କୁ କିଣିବାକୁ ଆମ ପାଖରେ ଟଙ୍କା ନାହିଁ’
ସିଡନୀ,୨୪।୧୧:ଅଷ୍ଟ୍ରେଲିଆର ବିସ୍ଫୋରକ ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ଟିମ ଇଣ୍ଡିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଏକ ଅଜବ ମନ୍ତବ୍ୟ ଦେଇଛନ୍ତି। ଗ୍ଲେନ ମ୍ୟାକ୍ସୱେଲ କହିଛନ୍ତି, ବିଗ ବାସ୍ ଲିଗରେ ସୂର୍ଯ୍ୟକୁମାର ଯାଦବଙ୍କ ପରି ଜଣେ ବ୍ୟାଟ୍ସମ୍ୟାନ କିଣିବା ସମ୍ଭବ ନୁହେଁ।…
ବର୍ଷକ ପାଇଁ ନିଲମ୍ବିତ ହେଲେ ଏହି ଶ୍ରୀଲଙ୍କା କ୍ରିକେଟର
ନୂଆଦିଲ୍ଲୀ,୨୪।୧୧: ଅଲରାଉଣ୍ଡର ଚାମୁକା କରୁଣାରତ୍ନେଙ୍କୁ କ୍ରିକେଟର ସମସ୍ତ ଫର୍ମାଟରୁ ବର୍ଷକ ପାଇଁ ନିଲମ୍ବିତ କରିଛି ଶ୍ରୀଲଙ୍କା କ୍ରିକେଟ(ଏସ୍ସିଏଲ୍)। ଟି୨୦ ବିଶ୍ୱକପ୍ ସମୟରେ ଖେଲାଳିଙ୍କ ଚୁକ୍ତିନାମାର ଅନେକ ନିୟମ ସେ ଉଲ୍ଲଂଘନ କରିଥିବା ଜଣାପଡ଼ିଛି। ତିନିଜଣିଆ ପ୍ୟାନେଲ ଦ୍ୱାରା ଶୃଙ୍ଖଳାଗତ ଅନୁସନ୍ଧାନ ପରେ…
ଟି୨୦ରେ ଦ୍ରାବିଡ଼ଙ୍କୁ ନୁହେଁ, ନେହେରାଙ୍କୁ କୋଚ୍ ନିଯୁକ୍ତ କର: ହରଭଜନ
ନୂଆଦିଲ୍ଲୀ,୨୪।୧୧: ଟି୨୦ ବିଶ୍ୱକପ୍ରେ ନିରାଶାଜନକ ପ୍ରଦର୍ଶନ ଯୋଗୁ ସେମିଫାଇନାଲରୁ ବିଦା ହୋଇଥିଲା ଭାରତୀୟ କ୍ରିକେଟ ଟିମ୍। ଏହାପରଠାରୁ ଦଳରେ କୋଚ୍ ଏବଂ ଅଧିନାୟକ ପରିବର୍ତ୍ତନକୁ ନେଇ ଆଲୋଚନା ହେଉଛି। ଏସବୁ ମଧ୍ୟରେ ଦଳର ପୂର୍ବତନ ସ୍ପିନର ହରଭଜନ ସିଂ ନିଜର ପ୍ରତିକ୍ରିୟା…
ପ୍ରଶଂସକଙ୍କ ଫୋନ ଭାଙ୍ଗିବା ରୋନାଲ୍ଡୋଙ୍କ ପାଇଁ ପଡିଲା ମହଙ୍ଗା: ୨ ମ୍ୟାଚ୍ରୁ ବାସନ୍ଦ, ୫୦ ଲକ୍ଷ ଜୋରିମନା
ନୂଆଦିଲ୍ଲୀ,୨୪।୧୧: ଫୁଟବଲ କିମ୍ବଦନ୍ତୀ ତଥା ପୂର୍ବତନ ମାଞ୍ଚେଷ୍ଟର ୟୁନାଇଟେଡ ଖେଳାଳି କ୍ରିଷ୍ଟିଆନୋ ରୋନାଲଡୋ ତାଙ୍କ ପ୍ରଶଂସକଙ୍କ ଫୋନ ଭାଙ୍ଗିବା ମହଙ୍ଗା ପଡିଛି। ସେ ଚଳିତ ବର୍ଷ ପ୍ରାରମ୍ଭରେ ଏଭର୍ଟନରେ ଜଣେ ପ୍ରଶଂସକଙ୍କଠାରୁ ମୋବାଇଲ ଫୋନ ଛଡ଼ାଇ ନେଇଥିଲେ। ଏହି ପ୍ରସଙ୍ଗରେ ପଦକ୍ଷେପ…
ଖୁବ୍ଶୀଘ୍ର ଆଥିଆ-ରାହୁଲଙ୍କ ହେବ ବିବାହ
ବି-ଟାଉନରେ ଆଉ ଏକ ଶାହାନାଇ ବାଜିବାକୁ ଯାଉଛି। ବଲିଉଡ ଅଭିନେତା ସୁନୀଲ ଶେଟ୍ଟୀଙ୍କ ଝିଅ ଆଥିଆ ଏବଂ କ୍ରିକେଟର କେ.ଏଲ ରାହୁଲ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଉଭୟଙ୍କ ବିବାହ ତାରିଖ ଖୁବଶୀଘ୍ର ଘୋଷଣା କରାଯିବ। ଆଥିଆ ନିଜ ବ୍ୟକ୍ତିଗତ…
ବିବାଦରେ ରବିନ୍ଦ୍ର ଜାଡେଜାଙ୍କ ସ୍ତ୍ରୀ ରିଭାବା
ଜାମନଗର,୨୪।୧୧: ଗୁଜୁରାଟ ବିଧାନସଭାର ଉତ୍ତର ଜାମନଗର ଆସନ ନିର୍ବାଚନ ବହୁ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଆସନରୁ କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ସ୍ତ୍ରୀ ରିଭାବା ଲଢୁଛନ୍ତି। ଗୋଟିଏ ପଟେ ନଣନ୍ଦ ନୈନା କଂଗ୍ରେସ ଦଳର ହୋଇଥିବାରୁ ରିବାଭାଙ୍କୁ ବିରୋଧ କରୁଛନ୍ତି ଅନ୍ୟ…
ଜର୍ମାନୀର ଅଭିନବ ପ୍ରତିବାଦ
ଦୋହା,୨୪ା୧୧(ପି.ଟି.): ଫିଫା ପକ୍ଷରୁ ଓ୍ବାନ୍ ଲଭ୍ ବ୍ୟାଣ୍ଡ ପିନ୍ଧିବା ଉପରେ ନିଷେଧାଦେଶ ଜାରି କରାଯିବା ପରେ ଏକ ଅଭିନବ ଉପାୟରେ ବିରୋଧାଭାସ ଜାହିର କରିଛି ଜର୍ମାନୀ। ବୁଧବାର ଜାପାନ ବିପକ୍ଷ ମ୍ୟାଚରେ ଦଳର ସମସ୍ତ ଖେଳାଳି ମୁହଁ ବନ୍ଦ କରିବା ସହିତ…
କ୍ରମାଗତ ବିପର୍ଯ୍ୟୟ
ଦୋହା, ୨୪।୧୧: କାତାର ଫିଫା ବିଶ୍ୱକପରେ କ୍ରମାଗତ ବିପର୍ଯ୍ୟୟ ଘଟିବାର ଲାଗିଛି। ଆର୍ଜେଣ୍ଟିନାକୁ ସାଉଦି ଆରବ ହରାଇବାର ଦିନକପରେ ୪ଥର ଚାମ୍ପିୟନ ଜର୍ମାନୀକୁ ପରାସ୍ତ କରି ବିସ୍ମୟ ସୃଷ୍ଟି କରିଛି ଜାପାନ। ଖଲିଫା ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ବୁଧବାର ଅନୁଷ୍ଠିତ ଏହି ମ୍ୟାଚରେ…
ସ୍କୁଲ ସ୍ତରରୁ ଫୁଟ୍ବଲର ବିକାଶ ପାଇଁ ଉଦ୍ୟମ
ଭୁବନେଶ୍ୱର, ୨୪।୧୧ (କ୍ରୀଡ଼ା ପ୍ରତିନିଧି): କାତାରରେ ଚାଲିଛି ଫିଫା ବିଶ୍ୱକପ୍। ତେଣୁ ସ୍ବାଭାବିକ ଭାବେ କ୍ରୀଡ଼ା ଜଗତରେ ଏବେ ଫୁଟ୍ବଲକୁ ନେଇ ଚର୍ଚ୍ଚା ଚାଲିଥିବାବେଳେ ୟୁନିଟ-୬ ଆଥ୍ଲେଟିକ ଆସୋସିଏଶନ ପକ୍ଷରୁ କରାଯାଇଛି ଏକ ଅଭିନବ ପ୍ରୟାସ। ସ୍କୁଲ ପିଲାଙ୍କୁ ଫୁଟବଲ ପ୍ରତି…

