ଆକାଶଦୀପଙ୍କ ହ୍ୟାଟ୍ରିକ୍ ସତ୍ତ୍ୱେ ଭାରତ ପରାସ୍ତ
ଆଡିଲେଡ୍, ୨୭।୧୧(ପି.ଟି.): ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ହକି ଟେଷ୍ଟ ସିରିଜ ଆରମ୍ଭ ହୋଇଛି। ଶନିବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଆକାଶଦୀପ ସିଂଙ୍କ ହ୍ୟାଟ୍ରିକ ସତ୍ତ୍ୱେ ଶେଷ ମୁହୂର୍ତ୍ତରେ ଦୁଇଟି ଗୋଲ ବରଣ କରିବାରୁ ଭାରତ ୪-୫…
ବିଶ୍ୱନାଥ, ଦେବୀକା, ବଂଶରାଜଙ୍କୁ ସ୍ବର୍ଣ୍ଣ ପଦକ
ନୂଆଦିଲ୍ଲୀ, ୨୭।୧୧(ପି.ଟି.): ସ୍ପେନର ଲା ନୁସିଆଠାରେ ଚାଲିଥିବା ଆଇବିଏ ୟୁଥ୍ ପୁରୁଷ ଓ ମହିଳା ବିଶ୍ୱ ଚାମ୍ପିୟନଶିପ୍ରେ ଭାରତୀୟ ବକ୍ସର ବିଶ୍ୱନାଥ ସୁରେଶ, ବଂଶରାଜ ଓ ଦେବୀକା ଘୋରପଡେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଏହି ସମ୍ମାନଜନକ ଚାମ୍ପିୟନଶିପ୍ରେ ଚେନ୍ନାଇରେ ଜନ୍ମିତ…
ଓଡ଼ିଶା ଓମେନ୍ସ ଲିଗ୍ ଜର୍ସି ଉନ୍ମୋଚିତ
ଭୁବନେଶ୍ୱର,୨୭।୧୧(ସ୍ପୋଟର୍ସ ବ୍ୟୁରୋ): ଓଡ଼ିଶା ଓମେନ୍ସ ଫୁଟ୍ବଲ ଲିଗ୍-୨୦୨୨ ପାଇଁ ଶନିବାର ଜର୍ସି ଉନ୍ମୋଚିତ ହୋଇଛି। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଏବଂ ଫାଓ (ଫୁଟ୍ବଲ ଆସୋସିଏଶନ ଅଫ୍ ଓଡ଼ିଶା) ସମ୍ପାଦକ…
ଭାରତର ବ୍ୟାଟିଂ ଆଭିମୁଖ୍ୟ ଉପରେ ନଜର
ହାମିଲଟନ୍,୨୭।୧୧(ପି.ଟି.): ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ପରାଜିତ ହେବା ପରେ ରବିବାର ହାମିଲଟନରେ ଭାରତ ଖେଳିବ ଦ୍ୱିତୀୟ ମ୍ୟାଚ୍। ଏହି ମ୍ୟାଚରେ ଭାରତର ବ୍ୟାଟିଂ ଲାଇନଅପ୍ ଓ ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର ରହିବ।…
ଭାରତୀୟ ଅଲିମ୍ପିକ ଆସୋସିଏଶନ୍ ଅଧ୍ୟକ୍ଷ ପଦ ଲାଗି ନାମାଙ୍କନପତ୍ର ଦାଖଲ କଲେ ପି.ଟି. ଉଷା
ନୂଆଦିଲ୍ଲୀ,୨୬।୧୧: ଭାରତର ଭେଟେରାନ ଆଥଲେଟ ପି.ଟି ଉଷା ଭାରତୀୟ ଅଲିମ୍ପିକ ଆସୋସିଏଶନର ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେ ନିଜେ ଟୁଇଟ୍ କରି ଏ ବିଷୟରେ ସୂଚନା ଦେଇଛନ୍ତି। ଆଥଲେଟ୍ସ କମିଶନଙ୍କ ଦ୍ୱାରା ମନୋନୀତ ହୋଇଥିବା ୮ ଜଣ…
ଭାରତ ପାଇଁ ‘କର ବା ମର’ ମୁକାବିଲା
ନୂଆଦିଲ୍ଲୀ,୨୬।୧୧: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ ରବିବାର ଖେଳାଯିବ। ହାମିଲଟନ୍ର ସିଡନ୍ ପାର୍କରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବ। ସିରିଜର ପ୍ରଥମ ମ୍ୟାଚ୍ରେ ପରାଜିତ ହୋଇଥିବାରୁ ଭାରତ ପାଇଁ ଏହି ମ୍ୟାଚ୍ ‘କର ବା…
ଫିଫା ବିଶ୍ୱକପ ପ୍ରଶଂସକ ଗ୍ରାମରେ ଅଗ୍ନିକାଣ୍ଡ…
ଦୋହା,୨୬।୧୧ : କତାରରେ ଖେଳାଯାଉଥିବା ଫିଫା ବିଶ୍ୱକପ୍ର ପ୍ରଶଂସକ ଗ୍ରାମରେ ନିଆଁ ଲାଗିବାର ଘଟଣା ସାମ୍ନାକୁ ଆସିଛି। କତାରର ବିଶ୍ୱକପ ସିଟି ଲୁସେଲରେ ଏହି ଘଟଣା ଘଟିଥିବା ଜଣାଯାଇଛି। ଭିଡ଼ିଓ ଫୁଟେଜରେ ଅକାଶରେ ବହଳ କଳା ଧୂଆଁ ବ୍ୟାପିଥିବାର ଦେଖାଯାଉଛି। କ୍ୱେଟଫାନ…
କିଟ୍ ପୁରୁଷ ଦଳର ବିଜୟ ଅଭିଯାନ
ଭୁବନେଶ୍ୱର, ୨୬।୧୧ (କ୍ରୀଡ଼ା ପ୍ରତିନିଧି): ବାରିପଦାରେ ଚାଲିଥିବା ପୂର୍ବାଞ୍ଚଳ ଆନ୍ତଃ ବିଶ୍ୱବିଦ୍ୟାଳୟ କବାଡ଼ି ଟୁର୍ନାମେଣ୍ଟରେ କିଟ୍ ପୁରୁଷ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ଶୁକ୍ରବାର କିଟ୍ ଦଳ ମଧ୍ୟପ୍ରଦେଶର ମହାତ୍ମା ଗାନ୍ଧୀ ଚିତ୍ରକୁଟ ଗ୍ରାମୋଦ୍ୱୟ ବିଶ୍ୱବିଦ୍ୟାଳୟକୁ ୪୮-୧୪ ଏବଂ…
ଭୁବନେଶ୍ୱରରେ ସନ୍ତୋଷ ଟ୍ରଫି
ନୂଆଦିଲ୍ଲୀ, ୨୬।୧୧ (ପି.ଟି.): ଜାତୀୟ ଫୁଟବଲ ଚାମ୍ପିୟନଶିପ୍ ସନ୍ତୋଷ ଟ୍ରଫିର ୭୬ତମ ସଂସ୍କରଣ ଡିସେମ୍ବର ୨୩ରୁ ଆରମ୍ଭ ହେବ। ସର୍ବଭାରତୀୟ ଫୁଟବଲ ଫେଡେରେଶନ (ଏଆଇଏଫଏଫ) ଏଥର ୩ ଭେନ୍ୟୁ ଭୁବନେଶ୍ୱର, ଦିଲ୍ଲୀ ଏବଂ କୋଝିକୋଡେରେ ମ୍ୟାଚ ଗୁଡ଼ିକ କରାଇବାକୁ ନିଷ୍ପତ୍ତି ନେଇଛି।…
ନେମାରଙ୍କ ଡାହାଣ ଗୋଇଠିରେ ଆଘାତ
ଲୁସେଲ (କାତାର),୨୬।୧୧ (ଏପି): ବ୍ରାଜିଲ ଫୁଟ୍ବଲ ଦଳର ଷ୍ଟାର ଖେଳାଳି ନେମାରଙ୍କ ଡାହାଣ ଗୋଇଠିରେ ଆଘାତ ଲାଗିଛି। ସେ ଯନ୍ତ୍ରଣା ଅନୁଭବ କରୁଛନ୍ତି। ତାଙ୍କର ଚିକିତ୍ସା ଚାଲିଥିବା ବ୍ରାଜିଲ ଟିମ୍ ଡାକ୍ତର ରୋଡ୍ରିଗୋ ଲାସ୍ମାର କହିଛନ୍ତି। ସର୍ବିୟା ବିପକ୍ଷ ୨-୦ ବିଜୟ…
ଦୁଇ ଦଳରେ ଖେଳୁଛନ୍ତି ଦୁଇ ଭାଇ
ଦୋହା, ୨୬।୧୧(ଏପି): ବିଶ୍ୱକପ୍ରେ ଗୋଟିଏ ପରିବାରର ଦୁଇଭାଇ ଦୁଇଟି ଦେଶରୁ ପ୍ରତିନିଧିତ୍ୱ କରୁଛନ୍ତି। ଓ୍ବିଲିୟମ୍ସ ଭ୍ରାତା ଦ୍ୱୟ ହେଉଛନ୍ତି ଇନାକି ଓ ନିକୋ। ଉଭୟଙ୍କ ଜନ୍ମ ହେଉଛି ସ୍ପେନ୍ରେ। ହେଲେ ସେମାନଙ୍କ ପିତାମାତା ହେଉଛନ୍ତି ଘାନା ଦେଶର। ନିକୋ ହେଉଛନ୍ତି ଯୁବ…
ଭାରତ-ଅଷ୍ଟ୍ରେଲିଆ ହକି ସିରିଜ ଆଜିଠାରୁ
ଆଡିଲେଡ, ୨୬।୧୧: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ହକି ସିରିଜର ପ୍ରଥମ ମ୍ୟାଚ ଶନିବାର ଏଠାରେ ଅନୁଷ୍ଠିତ ହେବ। ୨୦୨୩ ହକି ବିଶ୍ୱକପ କ୍ରମେ ପାଖେଇ ଆସିଥିବାବେଳେ ବିଶ୍ୱର ନମ୍ବରଓ୍ବାନ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ ଭାରତ…

