ଅଷ୍ଟ୍ରେଲିଆ ପାଇଁ ବଢ଼ିଲା ସଙ୍କଟ
ମେଲବୋର୍ନ,୨୯ା୧୦(ପି.ଟି.): ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଟି୨୦ ବିଶ୍ୱକପ୍ର ଦୁଇଟି ମ୍ୟାଚ୍ ବର୍ଷା ପାଇଁ ବାଧାପ୍ରାପ୍ତ ହୋଇଛି। ଶୁକ୍ରବାର ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ ବନାମ ଇଂଲଣ୍ଡ ଓ ଆୟର୍ଲାଣ୍ଡ ବନାମ ଆଫଗାନିସ୍ତାନ ମ୍ୟାଚ୍ ବାତିଲ ହୋଇଯାଇଛି। ଉଭୟ ମ୍ୟାଚ୍ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବାର…
ମନଦୀପଙ୍କ ଡବଲରେ ଜିତିଲା ଭାରତ
ଭୁବନେଶ୍ୱର, ୨୯ା୧୦(ସ୍ପୋଟର୍ସବ୍ୟୁରୋ): ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ପ୍ରୋ ହକି ଲିଗର ଉଦ୍ଘାଟନୀ ମୁକାବିଲାରେ ବିଜୟୀ ହୋଇଛି ଭାରତ। ଅନ୍ତିମ କ୍ୱାର୍ଟରରେ ଷ୍ଟ୍ରାଇକର ମନଦୀପ୍ ସିଂଙ୍କ ଡବଲ ଗୋଲ ବଳରେ ଭାରତ ୪-୩ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ଭାରତ ୩-୨ରେ…
ଭାରତ-ଅଷ୍ଟ୍ରେଲିଆ ଫାଇନାଲ
ଜୋହର (ମାଲେସିଆ),୨୯ା୧୦ (ପି.ଟି.): ସୁଲ୍ତାନ ଅଫ୍ ଜୋହର କପ୍ ହକି ଟୁର୍ନାମେଣ୍ଟର ଫାଇନାଲ ଶନିବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ। ରାଉଣ୍ଡ ରବିନ ଲିଗ୍ ପର୍ଯ୍ୟାୟ ଶେଷ ପରେ ଟେବୁଲରେ ଅଷ୍ଟ୍ରେଲିଆ ପ୍ରଥମ ଏବଂ ଭାରତ ଦ୍ୱିତୀୟ ସ୍ଥାନରେ ରହି…
ବର୍ଷା ଲାଗି ବାତିଲ ହେଲା ୨ ମ୍ୟାଚ୍
ମେଲବୋର୍ନ,୨୮ା୧୦: ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଟି ୨୦ ବିଶ୍ୱକପ୍ର ଦୁଇଟି ମ୍ୟାଚ ବର୍ଷା ପାଇଁ ବାଧାପ୍ରାପ୍ତ ହୋଇଛି। ଶୁକ୍ରବାର ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ-ଇଂଲଣ୍ଡ ଏବଂ ଆୟର୍ଲାଣ୍ଡ-ଆଫଗାନିସ୍ତାନ ମ୍ୟାଚ୍ ବାତିଲ ହୋଇଯାଇଛି। ଉଭୟ ମ୍ୟାଚ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଖେଳିବା ନେଇ ସ୍ଥିର ହୋଇଥିଲା।…
ଆର ସପ୍ତାହରେ ସେଫିଫାଇନାଲରୁ ଭାରତ ଫେରିବ: ଶୋଏବ
ଲାହୋର,୨୮।୧୦: ଟି୨୦ ବିଶ୍ୱକପ୍ର ସୁପର-୧୨ଚରଣରେ ପାକିସ୍ତାନ ଟିମ୍ ଲଗାତାର ଖରାପ ପ୍ରଦର୍ଶନ କରୁଛି। ଗୁରୁବାର ଦଳ ଦ୍ୱିତୀୟ ମ୍ୟାଚ୍ରେ ଜିମ୍ବାଓ୍ବେଠାରୁ ୧ ରନ୍ରେ ପରାଜିତ ହୋଇଛି। ଏହାକୁ ନେଇ ପାକିସ୍ତାନ କ୍ରିକେଟଜଗତରେ ତୁ ତୁ ମେଁ ମେଁ ଆରମ୍ଭ ହୋଇଛି। ଏହି…
ଅଷ୍ଟ୍ରେଲିଆ-ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବାତିଲ; ଉଭୟ ଟିମ୍କୁ…
ମେଲବୋର୍ନ,୨୮।୧୦: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଏଠାରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍ର ସୁପର-୧୨ ରାଉଣ୍ଡ ମୁକାବିଲା ବର୍ଷା କାରଣରୁ ବାତିଲ୍ ହୋଇଛି। ଏହି ମୁକାବିଲାରେ ଟସ୍ ବି ପଡ଼ି ପାରିନାହିଁ। ଉଭୟ ଟିମ୍ ଲାଗି ଏହି ମ୍ୟାଚ୍ ସେମିଫାଇନାଲରେ ପହଞ୍ଚିବା…
ଏସୀୟ ମହିଳା କ୍ରିକେଟରେ ଭାରତର ଆଧିପତ୍ୟ
ଏସିଆ କପ୍ ମହିଳା କ୍ରିକେଟର ଅଷ୍ଟମ ସଂସ୍କରଣ ନିକଟରେ ବାଂଲାଦେଶରେ ଅନୁଷ୍ଠିତ ହୋଇଯାଇଛି। ଟୁର୍ନାମେଣ୍ଟର ସବୁଠାରୁ ସଫଳ ଦଳଭାବେ ଭାରତ ସପ୍ତମ ଥରପାଇଁ ଚାମ୍ପିୟନ ହୋଇଛି। ଏସୀୟ କ୍ରିକେଟରେ ଭାରତୀୟ ମହିଳା ଦଳର ଆଧିପତ୍ୟ ଅବ୍ୟାହତ ରହିଥିବା ଏଥିରୁ ପ୍ରମାଣ ମିଳିଛି……
ଅଜାତଶତ୍ରୁ ରୋଜର ବିନ୍ନି
ବିନ୍ନିଙ୍କ ବ୍ୟକ୍ତିତ୍ୱ ପଡିଆ ଭିତରେ ଓ ବାହାରେ ସର୍ବଦା ନିର୍ବିବାଦୀୟ। ସେ ବଲ୍କୁ ସୁଇଂ କରିବାରେ ମାହିର ଥିବା ବେଳେ ବିଦେଶୀ ପିଚରେ ତାଙ୍କୁ ମିଳୁଥିଲା ଅପାର ସଫଳତା। ତେବେ ଭାରତର ଫ୍ଲାଟ ଟ୍ରାକରେ ଏହି କିମ୍ବଦନ୍ତୀ ଅଲରାଉଣ୍ଡର ଏତେଟା ସଫଳ…
ବର୍ଷା ଯୋଗୁ ଆଫଗାନିସ୍ତାନ-ଆୟାର୍ଲାଣ୍ଡ ମ୍ୟାଚ୍ ବାତିଲ୍
ମେଲବୋର୍ନ,୨୮।୧୦: ମେଲବୋର୍ନରେ ଲଗାତାର ବର୍ଷା ହେତୁ ଆଫଗାନିସ୍ତାନ ଏବଂ ଆୟାର୍ଲାଣ୍ଡ ମଧ୍ୟରେ ମ୍ୟାଚ ବାତିଲ୍ ହୋଇଯାଇଛି। ଏହି ମ୍ୟାଚରେ ଏତେ ଜୋର ବର୍ଷା ହୋଇଥିଲା ଯେ ଟସ ମଧ୍ୟ ନ ଥିଲା। ଉଭୟ ଦଳକୁ ଗୋଟିଏ ଲେଖାଏ ପଏଣ୍ଟ ଦିଆଯାଇଛି। ସୁପର-୧୨ରେ…
ଯୁବରାଜଙ୍କୁ ଟପିଲେ ହିଟ୍ମ୍ୟାନ୍
ପର୍ଥ,୨୮।୧୦: ଟି-୨୦ ବିଶ୍ୱକପରେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ସୁପର -୧୨ ରାଉଣ୍ଡର ଗ୍ରୁପ -୨ରେ ପାକିସ୍ତାନ ପରେ ଭାରତ ମଧ୍ୟ ନେଦରଲ୍ୟାଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହିତ ଟିମ ଇଣ୍ଡିଆ…
ପାକିସ୍ତାନ କ୍ରିକେଟ୍ ଦଳକୁ ଟ୍ରୋଲ୍ କଲେ ଜିମ୍ବାଓ୍ବେ ରାଷ୍ଟ୍ରପତି
ପର୍ଥ,୨୮।୧୦: ଟି-୨୦ ବିଶ୍ୱକପ ୨୦୨୨ର ବହୁତ ରୋମାଞ୍ଚକର ମ୍ୟାଚରେ ଜିମ୍ବାୱେ ପାକିସ୍ତାନକୁ ୧ ରନ୍ରେ ପରାସ୍ତ କରି ଏକ ଐତିହାସିକ ବିଜୟ ହାସଲ କରିଛି। ଏହି ବିଜୟ ପରେ ଜିମ୍ବାୱେର ରାଷ୍ଟ୍ରପତି ଏମର୍ସନ ଡାମ୍ବୁଜୋ ମନ୍ନାଗୱା ଏକ ଟୁଇଟ କରି ତାଙ୍କ…
କୋଭିଡ୍ ପଜିଟିଭ ସତ୍ତ୍ୱେ ଖେଳିପାରନ୍ତି ଓ୍ବେଡ୍
ମେଲବୋର୍ନ, ୨୮ା୧୦(ପି.ଟି.): ଟି୨୦ ବିଶ୍ୱକପ୍ରେ ଇଂଲଣ୍ଡ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ପୂର୍ବରୁ ଅଷ୍ଟ୍ରେଲୀୟ ଉଇକେଟକିପର ମାଥ୍ୟୁ ଓ୍ବେଡ୍ କୋଭିଡ୍ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ୧୫ ଜଣିଆ ଅଷ୍ଟ୍ରେଲିଆ ଦଳରେ ଜଣେ ମାତ୍ର ଉଇକେଟକିପର। ତାଙ୍କ ନକିଟରେ କରୋନାର ସାମାନ୍ୟ ଲକ୍ଷଣ…

