ଖେଳ

କୋହଲି ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌

ଦୁବାଇ, ୮ା୧୧:ଷ୍ଟାର ବ୍ୟାଟର ବିରାଟ କୋହଲି ସୋମବାର ଅକ୍ଟୋବର ମାସ ପାଇଁ ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ବିବେଚିତ ହୋଇଛନ୍ତି। ଅଷ୍ଟ୍ରେଲିଆରେ ଚାଲିଥିବା ଟି୨୦ ବିଶ୍ୱକପ୍‌ରେ ତାଙ୍କର ପ୍ରଭାବୀ ପ୍ରଦର୍ଶନ ଯୋଗୁ ଭାରତ ସେମିଫାଇନାଲରେ ପ୍ରବେଶ କରିପାରିଛି। ମହିଳା ବିଭାଗରେ…

ନ୍ୟୁଜିଲାଣ୍ଡ ଲାଗି ଇତିହାସ ରଚିବା ସୁଯୋଗ

ଚଳିତ ଆଇସିସି ଟି୨୦ କ୍ରିକେଟ ବିଶ୍ୱକପ୍‌ର ଗ୍ରୁପ୍‌ ପର୍ଯ୍ୟାୟ ଶେଷ ହୋଇଛି। ଏବେ ଆସୁଛି ନକ୍‌ଆଉଟ ପର୍ଯ୍ୟାୟ। ସୁପର-୧୨ରେ ଭଲ ପ୍ରଦର୍ଶନ କରି ପଏଣ୍ଟ ଭିତ୍ତିରେ ୪ଟି ଦଳ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଗ୍ରୁପ୍‌ ‘ଏ’ରୁ ଆସିଛନ୍ତି ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ…

ସେମିଫାଇନାଲ ପୂର୍ବରୁ ଭାରତକୁ ବଡ଼ ଝଟ୍‌କା

ମେଲବୋର୍ନ,୮।୧୧: ନଭେମ୍ବର ୧୦ରେ ଇଂଲଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚ ପୂର୍ବରୁ ଆଡିଲେଡରେ ଟିମ ଇଣ୍ଡିଆକୁ ଏକ ବଡ଼ ଝଟ୍‌କା ଲାଗିଛି। ଅଭ୍ୟାସ ଅଧିବେଶନରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଆହତ ହୋଇଛନ୍ତି। ତାଙ୍କ ଡାହାଣ ହାତରେ ଆଘାତ ଲାଗିଥିବା କୁହାଯାଉଛି। ତେବେ…

‘ଅନ୍ୟ ଏକ ଗ୍ରହରୁ ଆସିଛନ୍ତି ସୂର୍ଯ୍ୟକୁମାର’

ଇସଲାମାବାଦ,୭।୧୧: ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ସୂର୍ଯ୍ୟକୁମାର ଯାଦବ ଏବେ ଜବରଦସ୍ତ ଫର୍ମରେ ଅଛନ୍ତି। ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଟି୨୦ ବିଶ୍ୱକପ୍‌ରେ ସେ ଏଯାବତ ୫ ମ୍ୟାଚ୍‌ରେ ୩ ଅର୍ଦ୍ଧଶତକ ମାରିଛନ୍ତି। ଏହାକୁ ନେଇ ପାକିସ୍ତାନର କ୍ରିକେଟରମାନେ ମଧ୍ୟ ତାଙ୍କ ପ୍ରଶଂସାରେ ଶତମୁଖ…

ଅଷ୍ଟ୍ରେଲିଆରେ ଗିରଫ ହେବା ପରେ ଏହି କ୍ରିକେଟରଙ୍କୁ ନିଲମ୍ବନ କଲା ଶ୍ରୀଲଙ୍କା କ୍ରିକେଟ ବୋର୍ଡ

କଲମ୍ବୋ,୭।୧୧: ଶ୍ରୀଲଙ୍କା କ୍ରିକେଟ ବୋର୍ଡ ସୋମବାର ଏହାର ଜାତୀୟ ଦଳର ଖେଳାଳି ଦନୁଷ୍କା ଗୁନାଥିଲାକାଙ୍କୁ ସମସ୍ତ ପ୍ରକାର କ୍ରିକେଟ ଫର୍ମାଟରୁ ନିଲମ୍ବିତ କରିଛି। ବିଶ୍ୱକପ୍‌ ସମୟରେ ଅଷ୍ଟ୍ରେଲିଆର ଜଣେ ମହିଳାଙ୍କୁ ବଳାତ୍କାର ଅଭଯୋଗରେ ସେ ଗିରଫ ହେବା ପରେ ବୋର୍ଡ ଏହି…

ଆଇସିସି ପ୍ଲେୟର ଅଫ ଦି ମନ୍ଥ ହେଲେ ବିରାଟ କୋହଲି, ସିକନ୍ଦର ରାଜା, ଡେଭିଡ ମିଲରଙ୍କୁ ପକାଇଲେ ପଛରେ

ନୂଆଦିଲ୍ଲୀ,୭ ।୧୧: ଇଣ୍ଟରନ୍ୟାଶନାଲ କ୍ରିକେଟ କାଉନସିଲ(ଆଇସିସି) ଅକ୍ଟୋବର ମାସ ପାଇଁ ପ୍ଲେୟାର ଅଫ୍ ଦ ମନ୍ଥ ପାଇଁ ଆୱାର୍ଡର ଘୋଷଣା କରିଛି । ଏଥର ଏହି ଆୱାର୍ଡ ଭାରତର ବ୍ୟାଟସ୍ ମ୍ୟାନ ବିରାଟ କୋହଲିଙ୍କୁ ଦିଆଯାଇଛି । ଦକ୍ଷିଣ ଆଫ୍ରିକା ବିପକ୍ଷରେ…

ଟି-୨୦ ବିଶ୍ୱକପ୍‌ ସେମିଫାଇନାଲ, ଫାଇନାଲରେ ବର୍ଷା ହେଲେ କିଏ ହେବ ବିଜେତା

ନୂଆଦିଲ୍ଲୀ,୭।୧୧: ଆଇସିସି ଟି-୨୦ ବିଶ୍ୱକପ ବର୍ତ୍ତମାନ ଶେଷ ଆଡକୁ ଗତି କରୁଛି। ଭାରତ, ପାକିସ୍ତାନ, ନ୍ୟୁଜିଲାଣ୍ଡ ଏବଂ ଇଂଲଣ୍ଡର ଦଳ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଏହି ଟୁର୍ନାମେଣ୍ଟରେ ବର୍ଷା ଆୟୋଜକ ଅଷ୍ଟ୍ରେଲିଆ ସମେତ ଅନେକ ବଡ ଦଳର ଖେଳକୁ ନଷ୍ଟ କରିଦେଇଛି।…

ବଡ଼ ରେକର୍ଡ ହାସଲ କଲେ ରୋହିତ ଶର୍ମା

ମେଲବୋର୍ନ,୭।୧୧: ଅଷ୍ଟ୍ରେଲିଆରେ ଚାଲିଥିବା ଟି-୨୦ ବିଶ୍ୱକପ୍‌ର ସେମିଫାଇନାଲରେ ଭାରତୀୟ ଦଳ ପହଞ୍ଚିଛି। ଏବେ ନକଆଉଟ ମ୍ୟାଚରେ ଭାରତ ଇଂଲଣ୍ଡକୁ ଭେଟିବ। ଯଦିଓ ଟିମ ଇଣ୍ଡିଆ ସେମିଫାଇନାଲରେ ପହଞ୍ଚିଛି, କିନ୍ତୁ ଅଧିନାୟକ ରୋହିତ ଶର୍ମାଙ୍କ ଫର୍ମ ଏହି ଟୁର୍ନାମେଣ୍ଟକୁ ଚିନ୍ତାର ବିଷୟ ପାଲଟିଛି।…

ଖୋର୍ଦ୍ଧା ଚାମ୍ପିୟନ, କିଟ୍‌-କିସ୍‌କୁ ବ୍ରୋଞ୍ଜ

ଭୁବନେଶ୍ୱର, ୭ା୧୧(ସ୍ପୋଟର୍‌ସ ବ୍ୟୁରୋ): ହକି ଆସୋସିଏଶନ୍‌ ଅଫ୍‌ ଓଡ଼ିଶା (ଏଚ୍‌ଏଓ) ଜୁନିୟର ମହିଳା ହକି ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ ପଦକ ହାସଲ କରିଛି କିଟ୍‌-କିସ୍‌ ଦଳ। ଏଚ୍‌ଏଓ ଏବଂ କିଟ୍‌ ବିଶ୍ୱବିଦ୍ୟାଳୟର ମିଳିତ ଉଦ୍ୟମରେ ଏହି ଟୁର୍ନାମେଣ୍ଟ ଆୟୋଜନ କରାଯାଇଥିଲା। ୨ ନଭେମ୍ବରରୁ…

ମଦର୍ସ ପବ୍ଲିକ୍‌ ସ୍କୁଲ ଚାମ୍ପିୟନ୍‌

ଭୁବନେଶ୍ୱର, ୭ା୧୧(ସ୍ପୋଟର୍‌ସ ବ୍ୟୁରୋ): ଓଡିଏମ୍‌ ଗ୍ଲୋବାଲ ସ୍କୁଲ ପରିସରରେ ରବିବାର ପ୍ରୋ ସ୍କୁଲ ବାସ୍କେଟବଲ୍‌ ଲିଗ୍‌ ଉଦ୍‌ଯାପିତ ହୋଇଯାଇଛି। ଉଭୟ ବାଳକ ଓ ବାଳିକା ବର୍ଗରେ ମଦର୍ସ ପବ୍ଲିକ୍‌ ସ୍କୁଲ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି। ବାଳକ ବର୍ଗରେ ବ୍ରହ୍ମପୁରର ଜ୍ଞାନ…

ଗୋଆ-ରାଜସ୍ଥାନ ଫାଇନାଲ

ଅନୁଗୋଳ ଅଫିସ, ୭ା୧୧: ଅନୁଗୋଳ କଦମ ପଡ଼ିଆରେ ବାଜି ରାଉତ କପ୍‌ ଜାତୀୟ ଫୁଟବଲ ଟୁର୍ନାମେଣ୍ଟର ୨ଟି ସେମି ଫାଇନାଲ ମ୍ୟାଚ୍‌ ରବିବାର ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ମ୍ୟାଚ୍‌ରେ ଗୋଆର ଚର୍ଚ୍ଚିଲ ବ୍ରଦର୍ସ ୫-୧ ଗୋଲ୍‌ରେ ମୁମ୍ବାଇ କେଂକ୍ରେ ଫୁଟ୍‌ବଲ କ୍ଲବକୁ…

ରୋହିତ ଶର୍ମାଙ୍କୁ ଦେଖି କାନ୍ଦିଲେ ପ୍ରଶଂସକ: ଏବେ ଦେବେ ଜୋରିମନା

ମେଲବୋର୍ନ,୭।୧୧: ସୁପର-୧୨ ରାଉଣ୍ଡର ଶେଷ ମ୍ୟାଚ ମେଲବୋର୍ନରେ ଭାରତ ଏବଂ ଜିମ୍ବାୱେ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ଭାରତ ଜିମ୍ବାୱେକୁ ୭୧ ରନରେ ପରାସ୍ତ କରି ଗ୍ରୁପ-୨ର ଶୀର୍ଷରେ ରହି ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛି। ମ୍ୟାଚ ସମୟରେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?