ନୂଆ ଘରକୁ ଶିଫ୍ଟ ହେବେ ବିରୁଷ୍କା: ମାସକୁ ଭଡା ଏତିକି ଟଙ୍କା
ଅଭିନେତ୍ରୀ ଅନୁଷ୍କା ଶର୍ମା ସ୍ବାମୀ ବିରାଟ କୋହଲିଙ୍କ ସହ ଏବେ ନୂଆ ଘରକୁ ଶିଫ୍ଟ ହେବାକୁ ଯାଉଛନ୍ତି। ନିକଟରେ ଦୁହେଁ ଏକ ନୂତନ ଭଡା ଘର ନେଇଛନ୍ତି। ବିରୁଷ୍କା ଜୁହୁରେ ୧୬୫୦ ବର୍ଗଫୁଟ ଫ୍ଲାଟ ପାଇଁ ୭.୫୦ ଲକ୍ଷ ଟଙ୍କା ଜମା…
ବଡ଼ କୀର୍ତ୍ତିମାନ ହାସଲ କଲେ ସୂର୍ଯ୍ୟକୁମାର
ନୂଆଦିଲ୍ଲୀ,୨୩।୧୧: ଆଇସିସି ଟି-୨୦ ର଼୍ୟାଙ୍କିଙ୍ଗ୍ରେ ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କ ଦବ୍ଦବା ଜାରି ରହିଛି। ସର୍ବଶେଷ ଆଇସିସି ର଼୍ୟାଙ୍କିଙ୍ଗରେ ସେ ମଧ୍ୟ ପ୍ରଥମ ସ୍ଥାନରେ ରହିଛନ୍ତି। ଟି-୨୦ ବିଶ୍ୱକପରେ ୨୩୯ ରନ ସ୍କୋର କରିଥିବା ସୂର୍ଯ୍ୟକୁମାର ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ…
ବାଲାଂଦେଶ ଗସ୍ତ ପୂର୍ବରୁ ଭାରତୀୟ ଦଳକୁ ଝଟ୍କା
ନୂଆଦିଲ୍ଲୀ,୨୩।୧୧: ଟିମ୍ ଇଣ୍ଡିଆ ଏବେ ନ୍ୟୁଜିଲାଣ୍ଡ ଗସ୍ତରେ ଅଛି। ନିକଟରେ ଉଭୟ ଦଳ ମଧ୍ୟରେ ଟି୨୦ ସିରିଜ ଶେଷ ହୋଇଥିବା ବେଳେ ଦିନିକିଆ ସିରିଜ ଖେଳିବା ବାକି ରହିଛି। ଏହି ସିରିଜ ପରେ ଭାରତୀୟ କ୍ରିକେଟ ଟିମ୍ ବାଲାଂଦେଶ ଗସ୍ତ କରିବ।…
‘ମୁଁ ଏବେ ବ୍ୟାଟିଂର ମଜା ନେଉଛି’
ନାପିଅର,୨୩।୧୧: ନାପିଅରରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚ ଟାଇ ହୋଇଯାଇଥିଲା। ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଆୟୋଜକମାନେ ୧୯.୪ ଓଭରରେ ୧୬୦ ରନ ସଂଗ୍ରହ କରି ଅଲଆଉଟ ହୋଇଥିଲେ। ବର୍ଷା ହେତୁ ୯ ଓଭର…
ବାସନ ମାଜିଲେ କୋହଲି
ମୁମ୍ବାଇ,୨୩।୧୧: ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ଭେଟେରାନ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏବଂ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଦେଶର ପାଓ୍ବାରଫୁଲ୍ ଦମ୍ପତି ଭାବରେ ଜଣାଶୁଣା। ଉଭୟ ସୋସିଆଲ ମିଡିଆରେ ମଧ୍ୟ ବହୁତ ସକ୍ରିୟ। ପ୍ରଶଂସକଙ୍କ ସହ ସେମାନଙ୍କ ଜୀବନର…
ଫିଫା ବିଶ୍ୱକପ: ବୁଧବାର ୪ ମ୍ୟାଚ୍ରେ ୮ ଟିମ୍ ମୁହାଁମୁହିଁ…
ଦୋହା,୨୩।୧୧ : ବୁଧବାର ଫିଫା ବିଶ୍ୱକପରେ ଚାରୋଟି ମ୍ୟାଚ ଖେଳାଯିବ। ଜର୍ମାନୀ, ସ୍ପେନ, କ୍ରୋଏସିଆ ଏବଂ ବେଲଜିୟମ ଭଳି ବଡ ଦଳ ପ୍ରତିପକ୍ଷ ଟିମ୍ଙ୍କ ସହିତ ମ୍ୟାଚ୍ ଖେଳିବେ। ଚାରିଥର ବିଶ୍ୱ ଚାମ୍ପିଅନ ଜର୍ମାନୀ ଜାପାନ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବ ।…
ଇଂଲଣ୍ଡର ବୃହତ ବିଜୟ
ଦୋହା,୨୩।୧୧: କାତାରରେ ଅନୁଷ୍ଠିତ ଫିଫା ବିଶ୍ୱକପ୍ ୨୦୨୨ର ଦ୍ୱିତୀୟ ମ୍ୟାଚରେ ବୃହତ ବିଜୟ ହାସଲ କରିଛି ଇଂଲଣ୍ଡ। ଓ୍ବିଙ୍ଗର ବୁକାୟୋ ସାକାଙ୍କ ଡବଲ ଗୋଲ ବଳରେ ୬-୨ରେ ଇରାନକୁ ପରାସ୍ତ କରିଥିଲା ଇଂଲଣ୍ଡ। ଖଲିଫା ଷ୍ଟାଡିୟମରେ ଆତସବାଜି ପ୍ରଦର୍ଶନ ପରେ ମ୍ୟାଚ…
ଫିଫାକୁ ସମାଲୋଚନା କଲେ ବ୍ଲିଙ୍କେନ୍
ଦୋହା,୨୩।୧୧(ପି.ଟି.): ଓ୍ବାନ୍ ଲଭ୍ ଆର୍ମବ୍ୟାଣ୍ଡକୁ ନେଇ ଫିଫା ପକ୍ଷରୁ ଜାରି କରାଯାଇଥିବା ନୂତନ ନିୟମକୁ ସମାଲୋଚନା କରିଛନ୍ତି ଆମେରିକୀୟ କୂଟନୀତିଜ୍ଞ ଆଣ୍ଟୋନୀ ବ୍ଲିଙ୍କେନ୍। ମାନବାଧିକାର ଓ ସମଲିଙ୍ଗୀଙ୍କ ସମର୍ଥନରେ ଓ୍ବାନ ଲଭ୍ ଆର୍ମବ୍ୟାଣ୍ଡ ପିନ୍ଧିବା ନେଇ ପୂର୍ବରୁ ନିର୍ଦ୍ଦେଶନାମା ଜାରି କରିଥିଲେ…
ଆର୍ଜେଣ୍ଟିନାକୁ ହରାଇ ବିପର୍ଯ୍ୟୟ ଘଟାଇଲା ସୌଦୀ ଆରବ
ଲୁସେଲ (କାତାର), ୨୩।୧୧: ଚଳିତ ଫିଫା ବିଶ୍ୱକପ୍ର ତୃତୀୟ ଦିବସରେ ସବୁଠାରୁ ବଡ଼ ବିପର୍ଯ୍ୟୟ ଘଟାଇଛି ସୌଦୀ ଆରବ। ଲୁସେଲ ଷ୍ଟାଡିୟମରେ ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ଏହି ଦଳ ୨ ଥର ଚାମ୍ପିୟନ ତଥା ଟାଇଟଲ ଫେଭରାଇଟ ଆର୍ଜେଣ୍ଟିନାକୁ ପରାସ୍ତ କରି…
ଏସବୁ ୬୫ ଖେଳରେ ପଦକ ମିଳିଲେ ସରକାରୀ ଚାକିରି ପକ୍କା…
ନୂଆଦିଲ୍ଲୀ,୨୩।୧୧ : ଖେଳାଳିଙ୍କୁ ଚାକିରି ଏବଂ ପଦୋନ୍ନତି ଦେବା ପାଇଁ ଭାରତ ସରକାର ନିୟମ ଜାରି କରିଛନ୍ତି। ଗତ ସପ୍ତାହରେ, ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗକୁ ଏହି ନିୟମ ଅନୁଯାୟୀ କ୍ରୀଡ଼ାବିତଙ୍କୁ ଚାକିରି କିମ୍ବା ପଦୋନ୍ନତି ଦେବାକୁ କୁହାଯାଇଛି। ଯଦି କୌଣସି…
ନୂଆ ଫର୍ମାଟରେ ଖେଳାଯିବ ଆସନ୍ତା ଟି୨୦ ବିଶ୍ୱକପ୍
ନୂଆଦିଲ୍ଲୀ, ୨୨ା୧୧: ନୂଆ ଫର୍ମାଟରେ ଖେଳାଯିବ ଆସନ୍ତା ଟି୨୦ କ୍ରିକେଟ ବିଶ୍ୱକପ୍ ୨୦୨୪। ଏଥିରେ ଅଂଶଗ୍ରହଣ କରିବାକୁ ଥିବା ୨୦ଟି ଦଳକୁ ୪ଟି ଗ୍ରୁପ୍ରେ ବିଭକ୍ତ କରାଯିବ। ପ୍ରଥମ ରାଉଣ୍ଡ ପରେ ସୁପର ୮ ପର୍ଯ୍ୟାୟ ଖେଳାଯିବ। ୨୦୨୧ ଓ ୨୦୨୨…
ଇଂଲଣ୍ଡ ବିପକ୍ଷରେ ଓ୍ବାର୍ନରଙ୍କ ବିସ୍ଫୋରକ ବ୍ୟାଟିଂ: ଭାଙ୍ଗିଲେ ଏକାଧିକ ରେକର୍ଡ
ମେଲବୋର୍ନ,୨୨।୧୧: ଇଂଲଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ ବିସ୍ଫୋରକ ବ୍ୟାଟିଂ ସହ ଅନେକ ରେକର୍ଡ ଭାଙ୍ଗିଛନ୍ତି ଅଷ୍ଟ୍ରେଲିଆ ଓପନର୍ ଡେଭିଡ୍ ଓ୍ବାର୍ନର। ମ୍ୟାଚ୍ରେ ସେ ୯୭ ବଲ୍ରେ ନିଜର ୧୯ତମ ଦିନିକିଆ ଶତକ ମାରିଥିଲେ। ୧୦୪୩ ଦିନ ପରେ ଦିନିକିଆରେ ଏଭଳି ସଫଳତା…

