ମୁଁ ନୁହେଁ ଦାନର ବସ୍ତୁ, ପିତାଙ୍କୁ କନ୍ୟାଦାନ କରିବାକୁ ମନା କଲେ ଆଇଏଏସ୍ ଅଫିସର…
ନୂଆଦିଲ୍ଲୀ, ୧୮।୧୨: ବିବାହରେ କନ୍ୟା ପିତା କନ୍ୟାଦାନ କରିବାର ପରମ୍ପରା ରହିଛି। ମାତ୍ର ଜଣେ ଆଇଏଏସ୍ ଆଧିକାରୀ ନେ ଦାନର ବସ୍ତୁ ନୁହନ୍ତି। ତେଣୁ ପିତାଙ୍କୁ କନ୍ୟାଦାନ କରିବାକୁ ମନା କରିଛନ୍ତି। ସମ୍ପୃକ୍ତ ମହିଳା ଆଇଏଏସ ଅଧିକାରୀ ଏବଂ ଆଇଏଫଏସ ଅଧିକାରୀଙ୍କ…
୪ ବର୍ଷରେ ୧୫ ମିଲିଟାରୀ ହେଲିକପ୍ଟର ଦୁର୍ଘଟଣା-୩୧ ଜଣଙ୍କ ମୃତ୍ୟୁ…
ନୂଆଦିଲ୍ଲୀ, ୧୮।୧୨: ଦେଶରେ ଗତ ୪ ବର୍ଷ ମଧ୍ୟରେ ମାର୍ଚ୍ଚ ୨୦୧୭ଠାରୁ ଇତିମଧ୍ୟରେ ୧୫ ମିଲିଟାରୀ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏସବୁ ଘଟଣାରେ ୩୧ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୦ ଜଣ ଆହତ ହୋଇଛନ୍ତି। ଏନେଇ ସରକାରଙ୍କ ପକ୍ଷରୁ ଲୋକ…
ଲଗାତାର ୭ ଦିନ ଧରି ଦୈନିକ ସଂକ୍ରମଣ ୮ ହଜାର ତଳେ…
ନୂଆଦିଲ୍ଲୀ, ୧୮।୧୨: ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟାରେ ସାମାନ୍ୟ ବ୍ରେକ୍ ଲାଗିଛି। ଲଗାତାର ୮ ଦିନ ଧରି ଦୈନିକ ସଂକ୍ରମଣ ୮ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ୭ ହଜାର…
କାହିଁକି ବିବାଦରେ ଇସି-ପିଏମ୍ଓ ବୈଠକ
ନୂଆଦିଲ୍ଲୀ, ୧୮ା୧୨: ନିର୍ବାଚନ କମିଶନ(ଇସି) ଏକ ସ୍ବତନ୍ତ୍ର ସାମ୍ବିଧାନିକ ସଂସ୍ଥା, ଯାହା କାର୍ଯ୍ୟପାଳିକାଠାରୁ ଭିନ୍ନ ଭାବେ କାମ କରେ। ଏହା ଯେପରି ସରକାରଙ୍କଠାରୁ ଦୂରତା ବଜାୟ ରଖେ ସାହା ସୁନିଶ୍ଚିତ କରିବା ୩ କମିଶନରଙ୍କ କାମ। ତେଣୁ କୌଣସି ସରକାରୀ ଅଧିକାରୀ…
ସରୋଗେସି ବିଲ୍ ପାସ୍
ନୂଆଦିଲ୍ଲୀ, ୧୮।୧୨(ପି.ଟି.): ଲଖିମପୁର ଖେରି ହିଂସା ଘଟଣାରେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ବରଖାସ୍ତ ଦାବିରେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଲୋକ ସଭାରେ ସରୋଗେସି ବିଲ୍ ଗୃହୀତ ହୋଇଯାଇଛି। ସରୋଗେସି (ନିୟନ୍ତ୍ରଣ) ବିଲ୍, ୨୦୧୯ରେ ରାଜ୍ୟ ସଭା ଆଣିଥିବା ସଂଶୋଧନ ଗ୍ରହଣ…
ଆମାଜନକୁ ୨୦୨ କୋଟିର ଜରିମାନା
ନୂଆଦିଲ୍ଲୀ,୧୮।୧୨: ବିଶ୍ୱର ସବୁଠାରୁ ବଡ ଇ- କମର୍ସ କମ୍ପାନୀ ଆମାଜନକୁ ଶୁକ୍ରବାର ବଡ ଝଟକା ଲାଗିଛି। ଭାରତର ପ୍ରତିଯୋଗିତା କମିଶନ ଫ୍ୟୁଚର ଗ୍ରୁପ ସହିତ ଆମାଜନ କରିଥିବା ଚୁକ୍ତି ଉପରେ ରୋକ ଲଗାଇ ଦେଇଛନ୍ତି। ଏଥିସହ ଆମେରିକୀୟ କମ୍ପାନୀ ଆମାଜନ ବ୍ୟବସାୟିକ…
ପଶ୍ଚିମବଙ୍ଗର ତଦନ୍ତ ଉପରେ ସ୍ଥଗିତାଦେଶ
ନୂଆଦିଲ୍ଲୀ, ୧୮।୧୨: ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ଗଠିତ ଜଷ୍ଟିସ୍ ଲୋକୁର କମିଶନ ଦ୍ୱାରା ପେଗାସସ୍ ଗୁପ୍ତଚରଗିରି ମାମଲାର ତଦନ୍ତ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ସ୍ଥଗିତାଦେଶ ଦେଇଛନ୍ତି। ଫଳରେ ମମତା ବାନାର୍ଜୀ ସରକାରଙ୍କୁ ଶକ୍ତ ଝଟ୍କା ଲାଗିଛି। ସର୍ବୋଚ୍ଚ ଅଦାଲତ ମାମଲାର ନିରପେକ୍ଷ…
କୃଷକ ନେତା ଗୁରନାମ ସିଂ ଗଢିବେ ନୂଆ ରାଜନୈତିକ ଦଳ
ଚଣ୍ଡିଗଡ଼,୧୮ ।୧୨: କୃଷକ ନେତା ଗୁରନାମ ସିଂ ଚାରୁଣି ଶନିବାର ଚଣ୍ଡିଗଡ଼ଠାରେ ଏକ ନୂଆ ରାଜନୈତିକ ଦଳ ଗଠନ କରିବାକୁ ଯାଉଥିବା ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଦୀର୍ଘ ପ୍ରାୟ ଦେଢ…
ୟୁପି ବିଧାନସଭା ନିର୍ବାଚନ ମଧ୍ୟରେ ଏଣ୍ଟ୍ରି କଲା ଓମିକ୍ରନ୍: ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧୧୩
ଲକ୍ଷ୍ନୌ,୧୮ ।୧୨: ପାଖେଇ ଆସୁଛି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ । ଏହାକୁ ଦୃଷ୍ଟିରେ ରଖି ସବୁ ରାଜନୈତିକ ଦଳ ବଡ ବଡ ରାଲିର ଆୟୋଜନ କରୁଛନ୍ତି । ଆଉ ଏହାରି ଭିତରେ ଉତ୍ତର ପ୍ରଦେଶର ଗାଜିଆବାଦରେ ଏଣ୍ଟ୍ରି ମାରିଛି କରୋନା…
ଝିଅଙ୍କ ବିବାହ ବୟସ ବୃଦ୍ଧିକୁ ନେଇ ପ୍ରଶ୍ନ: ଓୱାଇଇସି କହିଲେ ୧୮ ବର୍ଷରେ ଯଦି ଏମ୍ପି, ବିଧାୟକ ବାଛିପାରିବେ ଜୀବନ ସାଥି କାହିଁକି ନୁହେଁ
ନୂଆଦିଲ୍ଲୀ,୧୮ ।୧୨: ଝିଅଙ୍କ ବିବାହ ବୟସ ୧୮ରୁ ବୃଦ୍ଧି କରି ୨୧ କରିବା ନିଷ୍ପତ୍ତିକୁ କେନ୍ଦ୍ର ମନ୍ତ୍ରୀମଣ୍ଡଳର ମଞ୍ଜୁରୀ ମିଳିସାରିଛି । ଏବେ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଏଆଇଏମ୍ଆଇଏମ୍ ନେତା ଅସଦୁଦ୍ଦିନ ଓୱାଇଇସି । ସେ କହିଛନ୍ତି ଯଦି ୧୮…
ପୁଣିଥରେ ଖୋଲିଲା ସ୍କୁଲ
ନୂଆଦିଲ୍ଲୀ,୧୮ ।୧୨: ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଯୋଗୁ ପ୍ରାୟ ମାସେ ହେବ ସ୍କୁଲ ବନ୍ଦ ରହିଥିଲା । ଏବେ ଶନିବାର ପୁଣିଥରେ ସ୍କୁଲ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଷଷ୍ଠରୁ ଉପର ଶ୍ରେଶୀ ଗୁଡିକ ଖୋଲାଯିବ ବୋଲି ସୂଚନା…
କୋଭୋଭାକ୍ସକୁ ମିଳିଲା ଡବ୍ଲୁଏଚ୍ଓର ମଞ୍ଜୁରୀ
ନୂଆଦିଲ୍ଲୀ,୧୮ ।୧୨: କରୋନାର ନୂଆ ଭାରିଏଣ୍ଟ ଓମିକ୍ରନର ସଂକ୍ରମଣ ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସିରମ ଇନଷ୍ଟିଚ୍ୟୁଟର ଭ୍ୟାକ୍ସିନ କେଭୋଭାକ୍ସକୁ ଜରୁରୀ କାଳୀନ ସ୍ଥିତିରେ ବ୍ୟବହାର କରିବାକୁ ଅନୁମତି ପ୍ରଦାନ କରିଛି । ଆର ପୁନାୱାଲା ଟୁଇଟ୍ କରି ଏହି ସୂଚନା…
Archives


