ଜାତୀୟ

ତୈଳ, ସିଏନଜି ଦର ବୃଦ୍ଧି ପ୍ରତିବାଦରେ ଅଟୋ,ଟ୍ୟାକ୍ସି, ମିନି ବସ ଡ୍ରାଇଭରଙ୍କ ଦୁଇ ଦିନିଆ ଧର୍ମଘଟ, ବନ୍ଦ ରହିବ ୧୦୦୦୦ ଆରଟିଭି ବସ

ନୂଆଦିଲ୍ଲୀ,୧୮ ।୪: ରାଜଧାନୀ ଦିଲ୍ଲୀରେ ଅଟୋ, ଟ୍ୟାକ୍ସି ଓ ମିନିବସ ଡ୍ରାଇଭରଙ୍କ ବିଭିନ୍ନ ସଙ୍ଗଠନ ସୋମବାରଠାରୁ ଧର୍ମଘଟ କରିବେ ବୋଲି ଘୋଷଣା କରିଛନ୍ତି । ଏହାଦ୍ୱାରା ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି । ବିଭିନ୍ନ ୟୁନିୟନ ପକ୍ଷରୁ ଭଡା ବୃଦ୍ଧି…

ଭାରତରେ କୋଭିଡ୍‌ ମୃତ୍ୟୁ ୪୦ ଲକ୍ଷ

ନୂଆଦିଲ୍ଲୀ,୧୮।୪ : ବିଶ୍ୱବ୍ୟାପୀ କୋଭିଡ୍‌ ମହାମାରୀଜନିତ ମୃତ୍ୟୁସଂଖ୍ୟାକୁ ସାର୍ବଜନିନ କରିବା ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଉଦ୍ୟମ କରୁଥିବାବେଳେ ଏହାକୁ ଭାରତ ଅଟକାଇଥିବା ଖବର ପ୍ରକାଶ ପାଇଛି। ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଡବ୍ଲ୍ୟୁଏଚ୍‌ଓର କୋଭିଡ୍‌ ମୃତ୍ୟୁ ଆକଳନ…

ରାଜ୍ୟ ସରକାରଙ୍କ ଅଧିକାର ସୁରକ୍ଷା କରନ୍ତୁ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୮।୪ (ଆଇଏଏନ୍‌ଏସ୍‌): ସୁପ୍ରିମକୋର୍ଟ ବିଭିନ୍ନ ରାୟରେ ଭାରତୀୟ ୟୁନିୟନର ବିଶେଷତ୍ୱ ସମ୍ପର୍କରେ ମନ୍ତବ୍ୟ ଦେବା ସହ ସଂଘୀୟ ବ୍ୟବସ୍ଥାର ପ୍ରତିଷ୍ଠା ଓ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଆସିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନେଇ ଭାରତୀୟ ୟୁନିୟନ ଗଠିତ। ତେବେ…

ଲଖିମପୁର ଖେରି: ବିଧାୟକଙ୍କ ଗାଡି ମାଡିଯିବାରୁ ବାଇକ ଚାଳକ ଦୁଇ ଭାଇ ମୃତ

ଲଖିମପୁର ଖେରି,୧୮ ।୪: ଉତ୍ତର ପ୍ରଦେଶର ଲଖିମପୁର ଖେରି ପୁଣିଥରେ ଚର୍ଚ୍ଚାକୁ ଆସିଛି । ଏଠାରେ ବିଧାୟକ ଷ୍ଟିକର ଲାଗିଥିବା ଏକ ଗାଡି ଦୁର୍ଘଟଣାରେ ଦୁଇ ଭାଇଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଦ୍ରୁତ ଗତିରେ ଯାଉଥିବା ଏକ ସ୍କର୍ପିଓ ବାଇକରେ…

ଘରେ ଆଣ୍ଠୁଏ ପାଣି

ନୂଆଦିଲ୍ଲୀ,୧୮ା୪: ପଡ଼ୋଶୀ ଶ୍ରୀଲଙ୍କା, ପାକିସ୍ତାନ ଓ ନେପାଳ ଭଳି ଭାରତରେ ମଧ୍ୟ ଆର୍ଥିକ ସଙ୍କଟ ମୁଣ୍ଡ ଟେକିଲାଣି। ଦେଶରେ ପେଟ୍ରୋଲ, ଡିଜେଲଠାରୁ ନେଇ ଖାଇବା ତେଲ, ଔଷଧ ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଦରଦାମ ଆକାଶଛୁଅଁା ହୋଇଛି। ଡଲାର ତୁଳନାରେ ଟଙ୍କାର…

ତିନି ଦିନିଆ ଭାରତ ଗସ୍ତରେ ଗୁଜରାଟ ଆସିବେ ଡବ୍ଲୁଏଚଓ ମୁଖ୍ୟ

ନୂଆଦିଲ୍ଲୀ,୧୮ ।୪: କରୋନା ଭାଇରସରେ ଦେଶରେ ହୋଇଥିବା ମୃତ୍ୟୁ ସଂଖ୍ୟାର ଗଣନାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ)ର ପ୍ରକ୍ରିୟା ଉପରେ ଭାରତ ଆପତ୍ତି କରିଛି । ଏହି ବିବାଦ ଭିତରେ ସୋମବାର ଡବ୍ଲୁଏଚଓ ମୁଖ୍ୟ ଗୁଜରାଟ ଗସ୍ତ କରୁଛନ୍ତି । ଡବ୍ଲୁଏଚଓର…

ରାସାୟନିକ କାରଖାନାରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ,୧୭।୪: ହରିୟାଣାର ଶୋନିପତର କୁଣ୍ଡୁଲି ଅଞ୍ଚଳରେ ଥିବା ରାସାୟନିକ କାରଖାନାରେ ରବିବାର ଏକ ଅଗ୍ନିକାଣ୍ଡ ଘଟିଛି। ନିଆଁକୁ ଆୟତ୍ତ ପାଇଁ ଏବେ ଚେଷ୍ଟା କରାଯାଉଛି। ହରିୟାଣା ସରକାରଙ୍କ ନିବେଦନ କ୍ରମେ ଉଦ୍ଧାର କାର୍ଯ୍ୟ ପାଇଁ ଦିଲ୍ଲୀରୁ ଦମକଳବାହିନୀକୁ ପଠାଯାଇଛି। ନିଆଁ ଲାଗିବାର…

ଜାହାଙ୍ଗିରପୁରୀ ହିଂସାକାଣ୍ଡ: ଆଉ ୬ ଗିରଫ

ନୂଆଦିଲ୍ଲୀ,୧୭।୪: ଦିଲ୍ଲୀ ଆଉ ୬ ଜଣଙ୍କୁ ଗିରଫ ହିଂସା ମାମଲାରେ ରବିବାର ପୋଲିସ ଆଉ ୬ ଜଣଙ୍କୁ ଗିରଫ କରିଛି। ଏହାକୁ ମିଶାଇ ଏହି ଘଟଣାରେ ୨୦ ଜଣଙ୍କୁ ଗିରଫ କରାଯାଇଛି। ଏମାନଙ୍କ ମଧ୍ୟରେ ୨ ଜଣ ନାବାଳକ ଅଛନ୍ତି। ସେମାନଙ୍କଠାରୁ…

ଆସାମରେ କଂଗ୍ରେସକୁ ଝଟକା

ଗୁଆହାଟି,୧୭ ।୪: ଆସାମ କଂଗ୍ରେସର ବରିଷ୍ଠ ନେତା ରିପୁନ ବୋରା କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି । ଆସାମର ପୂର୍ବତନ ଏମପି ତଥା ରାଜ୍ୟର ପୂର୍ବତନ ଅଧ୍ୟକ୍ଷ ରିପୁନ ବୋରା ତାଙ୍କ ଇସ୍ତଫା ପତ୍ରରେ କହିଛନ୍ତି, ଭାରତୀୟ ଜନତା ପାର୍ଟି(ଭାଜପା) ବିରୋଧରେ…

‘କରୋନାରେ ୫ ଲକ୍ଷ ନୁହେଁ, ୪୦ ଲକ୍ଷ ଲୋକଙ୍କ ପ୍ରାଣ ଯାଇଛି’

ନୂଆଦିଲ୍ଲୀ,୧୭।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦେଶରେ କରୋନା କାରଣରୁ ମୃତ୍ୟୁର ସରକାରୀ ଆକଳନକୁ ମିଥ୍ୟା ବୋଲି କହିଛନ୍ତି। ସରକାରଙ୍କ ଅବହେଳା ଯୋଗୁ କରୋନା ମହାମାରୀ ସମୟରେ ୪୦ ଲକ୍ଷ ଭାରତୀୟଙ୍କର ମୃତ୍ୟୁ ହୋଇଥିବା ସେ ଦାବି କରିଛନ୍ତି। ରାହୁଲ ଗାନ୍ଧି…

ଦେଶରେ ଦାରିଦ୍ର୍ୟତା ୧୨.୩ ପ୍ରତିଶତ ହ୍ରାସ ପାଇଛି, ବିଶ୍ୱବ୍ୟାଙ୍କ ରିପୋର୍ଟ…

ନୂଆଦିଲ୍ଲୀ, ୧୭।୪ : ଦେଶରେ ଦାରିଦ୍ର୍ୟତା ୧୨.୩ ପ୍ରତିଶତ ହ୍ରାସ ପାଇଛି। ବିଶ୍ୱବ୍ୟାଙ୍କର ନୀତି ଅନୁସନ୍ଧାନର ଏକ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ରିପୋର୍ଟରେ କୁହାଯାଇଛି ଯେ ଭାରତରେ ଦାରିଦ୍ର୍ୟତା ୨୦୧୯ରେ ୨୦୧୧ ତୁଳନାରେ ୧୨.୩ ପ୍ରତିଶତ ହ୍ରାସ ପାଇ ୧୦.୨ରେ…

ଉପହାର ସିନେମା ହଲ୍‌ରେ ପୁଣି ଅଗ୍ନିକାଣ୍ଡ, ମନେପଡ଼ିଲା ୧୯୯୭ର ଛାତିଥରା ଦୃଶ୍ୟ…

ନୂଆଦିଲ୍ଲୀ, ୧୭।୪ : ପୁଣିଥରେ ଦିଲ୍ଲୀର ଉପହାର ସିନେମା ହଲରେ ଅଗ୍ନିକାଣ୍ଡ ଘଟିଛି। ରବିବାର ସକାଳେ ଅଗ୍ନିଶମ ବିଭାଗ ଗ୍ରୀନ ପାର୍କ ମେଟ୍ରୋ ଷ୍ଟେଶନ ନିକଟରେ ଥିବା ଏକ କୋଠାରେ ନିଆଁ ଲାଗିଥିବା ଖବର ପାଇ ସେଠାରେ ପହଞ୍ଚିବା ପରେ ଉପହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?