ଜାତୀୟ

ଉଜ୍ୱଳା ଯୋଜନାରେ ମିଳିବ ୨୦୦ ଟଙ୍କା ସବସିଡି , ୯ କୋଟି ହିତାଧିକାରୀ ହେବେ ଉପକୃତ…

ନୂଆଦିଲ୍ଲୀ, ୨୧।୫ : ଗ୍ୟାସ୍‌ ସିଲିଣ୍ଡର ପେଟ୍ରୋଲ ଏବଂ ଡିଜେଲର ବଢୁଥିବା ଦାମ ନେଇ ଦେଶର ଲୋକେ ହଇରାଣ ହେଉଥିବାବେଳେ କେନ୍ଦ୍ର ସରକାର ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ଅର୍ଥମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାରେ…

ଅଣ୍ଟା ସଳଖିବ କଂଗ୍ରେସ, ପ୍ରତିମାସରେ ସମସ୍ତ ରାଜ୍ୟରେ ମିନି କର୍ମଶାଳା…

ନୂଆଦିଲ୍ଲୀ, ୨୧।୫ : ରାଜସ୍ଥାନରେ ଅନୁଷ୍ଠିତ ଚିନ୍ତନ ଶିବୀର ପରେ କଂଗ୍ରେସ ଏହି ଘୋଷଣାକୁ କାର୍ଯ୍ୟକାରୀ କରିବା ଆରମ୍ଭ କରିଛି। ଦଳ ବର୍ତ୍ତମାନ ପ୍ରତି ରାଜ୍ୟରେ ସମାନ ଦୁଇ ଦିନିଆ ଚିନ୍ତନ ଶିବିର ଆୟୋଜନ କରିବାକୁ ଯାଉଛି। ଏଥିରେ ଏମ୍‌ପି, ବିଧାୟକ,…

ଚୌତାଲା ଦୋଷୀ ସାବ୍ୟସ୍ତ, ମେ’୨୬ରେ ଦଣ୍ଡାଦେଶ…

ନୂଆଦିଲ୍ଲୀ, ୨୧।୫ : ବେଆଇନ ସମ୍ପତ୍ତି ମାମଲାରେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌତାଲଙ୍କୁ ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଶନିବାର ଶୁଣାଣି ସମୟରେ ଓମ ପ୍ରକାଶ ଚୌତାଲା କୋର୍ଟ ପରିସରରେ ଉପସ୍ଥିତ ଥିଲେ। ମେ’…

ଗୀତରେ ଗୀତରେ ମୋଦିଙ୍କୁ ଟାର୍ଗେଟ…

ହାଇଦ୍ରାବାଦ୍‌, ୨୧।୫ : ଆସନ୍ତା ୨୦୨୩ରେ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେବେ ଏବେଠାରୁ ରାଜ୍ୟରେ ରାଜନୈତିକ ଉଷ୍ମତରା ବଢ଼ିବାରେ ଲାଗିଛି। ଏହି କ୍ରମରେ ଶାସକ ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ) ଭାଜପାକୁ ଘେରିବା ଆରମ୍ଭ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଭିଡ଼ ହିଂସା ନେଇ ଶିବରାଜ-କମଳନାଥ ମୁହାଁମୁହିଁ…

ଭୋପାଳ, ୨୧।୫ : ଦେଶରେ ମଧ୍ୟପ୍ରଦେଶର ନିମଚରେ ଭିଡ଼ ହିଂସା ମାମଲାରେ କଂଗ୍ରେସ ଭାଜପା ମୁହାଁମୁହିଁ ହୋଇଛନ୍ତି। ଏଠାରେ ଜଣେ ବୃଦ୍ଧଙ୍କୁ କିଛି ଲୋକ ପିଟିପିଟି ହତ୍ୟା କରିଛନ୍ତି। କୁହାଯାଉଛି ଯେ ବୃଦ୍ଧ ଜଣଙ୍କୁ ମୁସଲମାନ ଭାବି ମାଡ ଦିଆଯାଇଥିଲା, କିନ୍ତୁ…

ପାନ ମସଲା ବିଜ୍ଞାପନ, ଅମିତାଭ-ରଣବୀର-ଅଜୟ-ଶାହାରୁଖଙ୍କ ବିରୋଧରେ ମାମଲା…

ମୁମ୍ବାଇ, ୨୧।୫ : ବଲିଉଡର ପ୍ରସିଦ୍ଧ ଅଭିନେତା ବିଗ ବି ଅମିତାଭ ବଚ୍ଚନ, ଅଜୟ ଦେବଗନ, କିଙ୍ଗ ଖାନ ଶାହାରୁଖ ଏବଂ ରଣଭୀର ସିଂଙ୍କ ବିରୋଧରେ ଏକ ମାମଲା ପଞ୍ଜିକୃତ ହୋଇଛି। ପାନ ମସଲାର ବିଜ୍ଞାପନ ନେଇ ଏହି ଚାରି ଜଣଙ୍କ…

ନବନୀତଙ୍କ ଘର ଉପରେ ବୁଲ୍‌ଡୋଜର ଚାଲିବା ଆଶଙ୍କା…

ମୁମ୍ବାଇ, ୨୧।୫ : ଲାଉଡ ସ୍ପିକର ଏବଂ ହନୁମାନ ଚାଳିଶା ବିବାଦ ମଧ୍ୟରେ ଶିବସେନାଙ୍କ ଆଗରେ ହାରିଯାଇଥିବା ରାଣା ଦମ୍ପତିଙ୍କ ସମସ୍ୟା ହ୍ରାସ ପାଇବା ଭଳି ମନେ ହେଉନାହିଁ। ମାତୋଶ୍ରୀ ବାହାରେ ହନୁମାନ ଚାଳିଶା ପାଠ କରିବା ପରେ ଜେଲ ଯାଇଥିବା…

ଦେଶରେ କରୋନାର ଚତୁର୍ଥ ଲହର ନେଇ ଏମ୍ସ୍‌ର ପୂର୍ବତନ ନିର୍ଦ୍ଦେଶକ ଦେଲେ ଏଭଳି ଉତ୍ତର…

ନୂଆଦିଲ୍ଲୀ, ୨୧।୫ : ଦେଶରେ କରୋନା ମହାମାରୀ ସଂକ୍ରମଣର ଚତୁର୍ଥ ଲହର ନେଇ ଏମ୍ସ୍‌ର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଏମସି ମିଶ୍ର କହିଛନ୍ତି ଯେ ତୃତୀୟ ଲହରରେ କରୋନା ମାମଲା ଲକ୍ଷ ଲକ୍ଷରେ ପହଞ୍ଚିବା ପରେ ସଂକ୍ରମଣର ଗତି ବନ୍ଦ ହୋଇଯାଇଥିଲା।…

ଶ୍ରୀଶ୍ରୀ ଦାଦାଙ୍କ ଅସ୍ଥି ବିସର୍ଜନ

ହରିଦ୍ୱାର,୨୧।୫: ହରିଦ୍ବାରଠାରେ ସତ୍‌ସଙ୍ଗର ପୂର୍ବତନ ଆଚାର୍ଯ୍ୟଦେବ ଶ୍ରୀଶ୍ରୀ ଦାଦା (ଶ୍ରୀଶ୍ରୀ ଅଶୋକ ଚକ୍ରବର୍ତ୍ତୀ)ଙ୍କ ପବିତ୍ର ଅସ୍ଥି ଓ ଚିତାଭସ୍ମ ବିସର୍ଜନ କରାଯାଇଛି। ତାଙ୍କର କନିଷ୍ଠାତ୍ମଜ ପୂଜନୀୟ ଅନିନ୍ଦ୍ୟଦ୍ୟୁତି ଚକ୍ରବର୍ତ୍ତୀ (ପୂଜନୀୟ ବିଙ୍କିଦା)ଙ୍କ ଦ୍ବାରା ହଜାର ହଜାର ସତ୍‌ସଙ୍ଗୀଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ…

ଯୋଗୀ ସରକାରଙ୍କୁ କେନ୍ଦ୍ରର ଚେତାବନୀ, ବକେୟା ନଦେଲେ ବିଦ୍ୟୁତ୍‌ କଟାଯିବ…

ନୂଆଦିଲ୍ଲୀ, ୨୧।୫ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ କଡ଼ ାଚେତାବନୀ ଦିଆଯାଇଛି। ରାଜ୍ୟ ସରକାର 9692 କୋଟି ଟଙ୍କାର ଶକ୍ତି ଉତ୍ପାଦନକାରୀ କମ୍ପାନୀ (ଜେନକୋ) ଏବଂ କୋଇଲା ଇଣ୍ଡିଆର ବକେୟା ୯୬୯୨ କୋଟି ଟଙ୍କାର…

ମୋଦିଙ୍କ ରଣନୀତିରେ ରାଜସ୍ଥାନ ନିର୍ବାଚନ ଲଢ଼ିବ ଭାଜପା

ଜୟପୁର,୨୧।୫: ଭାଜପା ପାଇଁ ମୋଦି ମ୍ୟାଜିକ୍‌ କାମ କରୁଥିବାରୁ ରାଜସ୍ଥାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାବମୂର୍ତ୍ତିରେ ନିର୍ବାଚନ ଲଢ଼ିବାକୁ ଯାଉଛି ଦଳ। ଶନିବାର ଦଳର ରାଜ୍ୟ ଅଧ୍ୟକ୍ଷ ସତୀଶ ପୁନିଆ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ବର୍ତ୍ତମାନ କେନ୍ଦ୍ରୀୟ ନେତୃତ୍ୱରେ…

ସକ୍ରିୟ ମାମଲା ୧୫ ହଜାର ତଳେ, ଦୈନିକ ମୃତ୍ୟୁ ସଂଖ୍ୟା ୨୫…

ନୂଆଦିଲ୍ଲୀ, ୨୧।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri