ଜେଲ୍ରେ ପ୍ରଥମ ରାତି କାଟିଲେ ସିଦ୍ଧୁ
ଚଣ୍ଡିଗଡ଼,୨୧।୫: ପଞ୍ଜାବ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ନବଜ୍ୟୋତ ସିଂ ସିଦ୍ଧୁ କୋର୍ଟରେ ଆତ୍ମସମର୍ପଣ କରିବା ପରେ ତାଙ୍କୁ ଜେଲ୍କୁ ପଠାଇ ଦିଆଯାଇଛି। ଏହାପରେ ଜେଲ୍ରେ ତାଙ୍କର ପ୍ରଥମ ରାତି କଟିଛି। ସିଦ୍ଧୁଙ୍କୁ ପଟିଆଲା କେନ୍ଦ୍ରୀୟ ସଂଶୋଧନ ଗୃହକୁ ପଠାଯାଇଛି। ଏଠାରେ ତାଙ୍କୁ…
୧୦୮ବର୍ଷ ପରେ ତୁଟିଲା ବିହାର ଜମି ବିବାଦ
ପାଟନା,୨୧।୫: ଜମି ସଂକ୍ରାନ୍ତ ଏକ ମାମଲାର ସମାଧାନ ପାଇଁ ୧୦ କି ୨୦ ବର୍ଷ ନୁହେଁ ଲାଗିଯାଇଛି ୧୦୮ ବର୍ଷ। ପାଟନାର ଭୋଜପୁର ଜିଲାର ଏ ଘଟଣା। ଦରବାରି ସିଂ ନାଥୁନି ଖାନ୍ ନାମରେ ଜଣେ ବ୍ୟକ୍ତିଙ୍କଠାରୁ ଜମି କିଣିଥିଲେ ।…
ରୁଷିଆ-ୟୁକ୍ରେନ ଯୁଦ୍ଧ: ହୀରା ବ୍ୟବସାୟ ପ୍ରଭାବିତ
ଗାନ୍ଧୀନଗର,୨୧।୫: ସୁରାଟକୁ ଭାରତୀୟ ହୀରା ବ୍ୟବସାୟର କେନ୍ଦ୍ରସ୍ଥଳ କୁହାଯାଉଥିବାବେଳେ ରୁଷିଆ ଏବଂ ୟୁକ୍ରେନ୍ ଯୁଦ୍ଧ ପାଇଁ ବ୍ୟବସାୟ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି। ଜେମ୍ସ ଆଣ୍ଡ୍ ଜୁଏଲରୀ ଏକ୍ସପୋର୍ଟ ପ୍ରୋମୋଶନ୍ କାଉନସିଲର ରିଜିଓନାଲ ଚେୟାରମ୍ୟାନ୍ ଦିନେଶ ନାଭଡିଆ ଏହା କହିଛନ୍ତି। ହରା…
ସିଦ୍ଧୁଙ୍କଠାରୁ ମୁହଁ ଫେରାଇନେଲେ କଂଗ୍ରେସ ନେତା
ଚଣ୍ଡିଗଡ଼,୨୧।୫: ଦୀର୍ଘ ୩୪ବର୍ଷ ତଳର ଏକ ସଡ଼କ ହିଂସା ମାମଲାରେ ସୁପ୍ରିମକୋର୍ଟ କଂଗ୍ରେସ ନେତା ନବଜ୍ୟୋତ ସିଂହ ସିଦ୍ଧୁଙ୍କୁ ବର୍ଷେ ଜେଲ୍ ଦଣ୍ଡାଦେଶ ଦେବାର ଦିନକ ପରେ ଶୁକ୍ରବାର ପଟିଆଲା କୋର୍ଟରେ ସେ ଆତ୍ମସମର୍ପଣ କରିଛନ୍ତି। ତେବେ ଏହି ସମୟରେ ସିଦ୍ଧୁଙ୍କୁ…
ପଞ୍ଜାବର ପୂର୍ବତନ ମନ୍ତ୍ରୀଙ୍କ ପରଲୋକ
ଚଣ୍ଡିଗଡ,୨୧।୫: ଶିରୋମଣୀ ଅକାଳୀ ଦଳର ବରିଷ୍ଠ ନେତା ତଥା ପଞ୍ଜାବର ପୂର୍ବତନ ମନ୍ତ୍ରୀ ଜଥେଦାର ତୋତା ସିଂହଙ୍କ ପରଲୋକ ଘଟିଛି। ଶନିବାର ସକାଳେ ମୋହାଲି ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ…
ଅରୁଣାଚଳ ପ୍ରଦେଶ ଗସ୍ତ କରିବେ ସ୍ବରାଷ୍ଟ୍ରମନ୍ତ୍ରୀ
ନୂଆଦିଲ୍ଲୀ,୨୧।୫: ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶନିବାରରୁ ଅରୁଣାଚଳ ପ୍ରଦେଶକୁ ଦୁଇ ଦିନିଆ ଗସ୍ତରେ ଯିିବେ। ଯେଉଁଥିରେ ସେ ଅନେକ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ କରିବା ସହ ମୂଳଦୁଆ ପକାଇବେ। ଶାହ ଲୋହିତ ଜିଲାର ୱାକ୍ରୋରେ ୫୧ଫୁଟ ଉଚ୍ଚର ଋଷି ପର୍ଶୁରାମଙ୍କ ମୂର୍ତ୍ତିର…
ଓ୍ବାଜୁଖାନା ସିଲ୍ ପରେ କଡ଼ା ସୁରକ୍ଷାରେ ହେଲା ନମାଜ ପାଠ
ବାରାଣସୀ,୨୧।୫: ଜ୍ଞାନବାପି ମସ୍ଜିଦ ସର୍ଭେ ରିପୋର୍ଟରେ ସେଠାରେ ହିନ୍ଦୁ ଦେବଦେବୀଙ୍କ ଭଗ୍ନାବଶେଷ, ତ୍ରିଶୂଳ ଓ ସ୍ବସ୍ତିକ ଚିହ୍ନ ରହିଥିବା ଜଣାପଡ଼ିବା ପରେ ବିବାଦ ବଢ଼ିଛି। ଫଳରେ କଡ଼ା ସୁରକ୍ଷା ମଧ୍ୟରେ ସେଠାରେ ନମାଜ ପାଠ କରାଯାଇଛି। ନମାଜକୁ ଦୃଷ୍ଟିରେ ରଖି କାଶୀ…
ରାଜୀବଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ସୋନିଆ-ପ୍ରିୟଙ୍କା
ନୂଆଦିଲ୍ଲୀ,୨୧।୫: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୩୧ତମ ପୁଣ୍ୟତିଥିରେ ଶନିବାର ଦେଶ ତାଙ୍କୁ ମନେପକାଇ ସ୍କୁତିଚାରଣ କରିଛି। ୧୯୯୧ରେ ଏହି ଦିନ ରାଜୀବ ଗାନ୍ଧୀଙ୍କୁ ଆତ୍ମଘାତୀ ବିସ୍ଫୋରଣରେ ହତ୍ୟା କରାଯାଇଥିଲା। ଏହି ଅବସରରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ…
୨୬ରେ ତେଲେଙ୍ଗାନା ଯିବେ ମୋଦି
ନୂଆଦିଲ୍ଲୀ,୨୧।୫: ଭାଜପାର ବରିଷ୍ଠ ନେତା ଜେପି ନଡ୍ଡା ଏବଂ ଅମିତ ଶାହାଙ୍କ ତେଲେଙ୍ଗାନା ଗସ୍ତ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଆସନ୍ତା ୨୬ରେ ତେଲେଙ୍ଗାନା ଗସ୍ତରେ ଆସିବେ। ଏହି ଅବସରରେ ହାଇଦ୍ରାବାଦର ଇଣ୍ଡିଆନ ସ୍କୁଲ ଅଫ ବିଜିନେସ୍ ର ବାର୍ଷିକ…
ଗୁଜରାଟ, ହିମାଚଳରେ ସତ୍ତା ହରାଇବ କଂଗ୍ରେସ
ନୂଆଦିଲ୍ଲୀ,୨୧।୫: କଂଗ୍ରେସ ସଂଗଠନକୁ ପୁନର୍ଜୀବିତ କରିବା ଲାଗି ଯୋଜନା ପ୍ରସ୍ତୁତ କରିବାକୁ ରାଜସ୍ଥାନର ଉଦୟପୁରରେ ନିକଟରେ ଶେଷ ହୋଇଥିବା ଚିନ୍ତନ ଶିବିର ତଥା ମାନସ ମନ୍ଥନ ଅଧିବେଶନ ବିଫଳ ହୋଇଛି। ତେଣୁ ଚଳିତ ବର୍ଷ ଶେଷ ଭାଗରେ ହେବାକୁ ଥିବା ଗୁଜରାଟ…
ନିର୍ମାଣାଧୀନ ସୁଡ଼ଙ୍ଗ ଭୁଶୁଡ଼ିଲା
ଜମ୍ମୁ,୨୧।୫: ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଏକ ନିର୍ମାଣାଧୀନ ସୁଡ଼ଙ୍ଗର କିଛି ଅଂଶ ଭୁଶୁଡ଼ି ପଡ଼ିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ ୩ ଜଣଙ୍କୁ ଉଦ୍ଧାର କରାଯାଇଛି। ଅନ୍ୟ ୯ ଜଣଙ୍କ ପତ୍ତା ମିଳୁନାହିଁ। ସେମାନେ ଭଗ୍ନାବଶେଷ ତଳେ ପୋତି ହୋଇପଡ଼ିଥିବାବେଳ ଉଦ୍ଧାର…
ମଦ ପାଇଁ ନେପାଳରେ ବିହାରୀ
ନୂଆଦିଲ୍ଲୀ,୨୧।୫: ବିହାରରେ ମହିଳାଙ୍କ ପ୍ରତି ଘରୋଇ ହିଂସା ବଢ଼ିବାରେ ଲାଗିଥିଲା। ମଦକୁ ଏହାର କାରଣ ଭାବେ ଧରିନେଇ ମହିଳାମାନେ ରାଜ୍ୟରେ ନିଶା ବିରୋଧୀ ଆନ୍ଦୋଳନ ଚଳାଇଥିଲେ। ୨୦୧୫ ବିଧାନସଭା ନିର୍ବାଚନ ବେଳେ ପ୍ରଚାର ପାଇଁ ଯାଇଥିବା ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଗାଁରେ…
Archives


