କୁତବ ମିନାର ଖନନ ନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ: କେନ୍ଦ୍ର ସଂସ୍କୃତି ମନ୍ତ୍ରୀ
ନୂଆଦିଲ୍ଲୀ,୨୨।୫: କୁତବ ମିନାର କମ୍ପ୍ଲେକ୍ସରେ ଖନନ କରିବାକୁ ପ୍ରତ୍ନତାତ୍ତ୍ୱିକ ସର୍ଭେ ଅଫ ଇଣ୍ଡିଆ (ଏଏସ୍ଆଇ)କୁ ଆଦେଶ ଦିଆଯାଇ ନ ଥିବା କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି.କେ ରେଡ୍ଡୀ କହିଛନ୍ତି। ସେ ଗଣମାଧ୍ୟମର ରିପୋର୍ଟକୁ ଖଣ୍ଡନ କରି ସେପରି କୌଣସି ନିଷ୍ପତ୍ତି ନିଆଯାଇ…
ଆରମ୍ଭ ହେଲା ସର୍ବ ବୃହତ ଜିଓପଲିଟିକ୍ସ୍ ଗେମ୍, ପୃଥିବୀ ଦୁଇ ଭାଗ ହେବା ଆଶଙ୍କା…
ନୂଆଦିଲ୍ଲୀ/ଓ୍ବାଶିଂଟନ/ଟୋକିଓ, ୨୨।୫ : ୟୁକ୍ରେନ ଯୁଦ୍ଧ ସହିତ ପୃଥିବୀକୁ ଦୁଇ ଭାଗରେ ବିଭକ୍ତ କରିବା ଲାଗି ସର୍ବ ବୃହତ ଜିଓ ପଲିଟିକ୍ସ୍ ଗେମ୍ ଆରମ୍ଭ ହୋଇଛି। ଏହାର ପ୍ରଭାବ ସମଗ୍ର ପୃଥିବୀକୁ ପ୍ରଭାବିତ କରିବାକୁ ଯାଉଛି। ଏହି ଭୌଗୋଳିକ ଖେଳ ଅଧୀନରେ…
ଭାରତ-ପାକିସ୍ତାନ ସୀମା ଉପରେ ନଜର, କେନ୍ଦ୍ରୀୟ ଦୂରସଂଚାର ବିଭାଗର ସ୍ବତନ୍ତ୍ର ଅପରେଶନ…
ଜୟପୁର, ୨୨।୫ : ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନ ପକ୍ଷରୁ ହେଉଥିବା ବେଆଇନ କାର୍ଯ୍ୟକଳାପକୁ ରୋକିବା ପାଇଁ କେନ୍ଦ୍ରୀୟ ଦୂରସଂଚାର ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର ଅପରେଶନ ଆରମ୍ଭ କରାଯାଇଛି। ଏହାଦ୍ୱାରା ସୀମା ଉପରେ ନଜର ରଖାଯାଇପାରିବ। ପାକିସ୍ତାନ ସହିତ ଅନ୍ତର୍ଜାତୀୟ…
ହନି ଟ୍ରାପ୍ ମାମଲା, ଭାରତୀୟ ଯବାନ ଗିରଫ ପରେ ପଚରାଉଚରା ଜାରି…
ଜୟପୁର, ୨୨।୫ : ପାକିସ୍ତାନୀ ମହିଳା ଏଜେଣ୍ଟଙ୍କ ହନି ଟ୍ରାପ୍ରେ ପଡ଼ି ଦେଶର ଗୁପ୍ତ ସୂଚନା ଦେଇଥିବା ଅଭିଯୋଗରେ ଭାରତୀୟ ଯବାନଙ୍କୁ ଗିରଫ କରାଯାଇଛି। ରାଜସ୍ଥାନ ପୋଲିସ ଯବାନଙ୍କ ଗିରଫଦାରୀ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ରାଜସ୍ଥାନ ପୋଲିସ କହିଛି ଯେ…
ହାଇଓ୍ବେରେ ଓଲଟିଲା ଖାଇବା ତେଲ ବୋଝେଇ ଟ୍ୟାଙ୍କର୍ , ବାସନ କୁସନରେ ବୋହି ନେଲେ ଲୋକେ…
ପାଲଘର, ୨୨।୫ : ମହାରାଷ୍ଟ୍ରର ବ୍ୟସ୍ତବହୁଳ ମୁମ୍ବାଇ-ଅହମ୍ମଦାବାଦ ରାଜପଥରେ ଖାଇବା ତେଲ ନେଇଥିବା ଏକ ଟ୍ୟାଙ୍କର୍ ଓଲଟି ପଡିଥିଲା। ଯେଉଁଥିପାଇଁ ପ୍ରାୟ ତିନି ଘଣ୍ଟା ଧରି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ରବିବାର ପୋଲିସ ଏ ସମ୍ପର୍କରେ ସୂଚନା ଦେଇଛି। ପୋଲିସ…
କୁତବ ମିନାରରେ ହେବ ପ୍ରତ୍ନତତ୍ତ୍ୱ ବିଭାଗର ଖନନ…
ନୂଆଦିଲ୍ଲୀ, ୨୨।୫ : ଦିଲ୍ଲୀର ସାକେତ କୋର୍ଟରେ କେନ୍ଦ୍ରୀୟ ସାଂସ୍କୃତିକ ମନ୍ତ୍ରଣାଳୟ କୁତବ ମିନାର ପରିସରରେ ଖନନ କରିବାକୁ ପ୍ରତ୍ନତତ୍ତ୍ୱ ବିଭାଗକୁ କହିଛି। ମନ୍ତ୍ରଣାଳୟ ମଧ୍ୟ ଏହାର ରିପୋର୍ଟ ମାଗିଛି। କୁତବ ମିନାରର ଦକ୍ଷିଣରେ ମସଜିଦ୍ ଠାରୁ ୧୫ ମିଟର ଦୂରରେ…
ସମୁଦ୍ର ଉପରେ ନଜର ରଖିବ କ୍ୱାଡ୍, ଚାଇନାର ବଢ଼ିଲା ଚିନ୍ତା…
ନୂଆଦିଲ୍ଲୀ, ୨୨।୫ : ରୁଷିଆ-ୟୁକ୍ରେନ ଯୁଦ୍ଧକୁ ତିନି ମାସ ପୂରଣ ହୋଇଛି। ଏପରିସ୍ଥଳେ ଆୟୋଜିତ ହେଉଥିବା କ୍ୱାଡ ସମ୍ମିଳନୀ ଉପରେ ସମଗ୍ର ବିଶ୍ୱର ଆଖି ରହିଛି। କ୍ୱାଡର ଏହି ସମ୍ମିଳନୀ ମେ ୨୪ରେ ଜାପାନର ରାଜଧାନୀ ଟୋକିଓରେ ଅନୁଷ୍ଠିତ ହେବ। ଏହି…
ଭୂପେଶ ବଘେଲାଙ୍କୁ ଗୁଳି କରିବା ଲାଗି ରାଷ୍ଟ୍ରପତିଙ୍କ ଅନୁମତି ଲୋଡ଼ିଲେ ଯୁବକ…
ନୂଆଦିଲ୍ଲୀ, ୨୨।୫ : ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲଙ୍କୁ ଗୁଳି କରିବା ପାଇଁ ଜଣେ ଯୁବକ ରାଷ୍ଟ୍ରପତିଙ୍କ ଅନୁମତି ଲୋଡ଼ିଛନ୍ତି। ଏନେଇ ସେ ଫେସବୁକରେ ଏହି ଅନୁମତି ମାଗିଛନ୍ତି। ଏହା ପରେ ପୋଲିସ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛି। ଏହି ମାମଲା…
ସ୍ବାମୀଙ୍କ ସମ୍ପର୍କୀୟ ଦର୍ଶାଇ କାହାକୁ ଅଭିଯୁକ୍ତ କରାଯାଇ ପାରିବ ନାହିଁ, କୋର୍ଟଙ୍କ ରାୟ…
ନୂଆଦିଲ୍ଲୀ, ୨୨।୫ : ପାରିବାରିକ ହିଂସା ମାମଲାରେ ଦିଲ୍ଲୀର ଏକ କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଅଦାଲତ କହିଛନ୍ତି ଯେ ଘରୋଇ ହିଂସା ମାମଲାରେ କୌଣସି ମହିଳା ଅତୀତ କିମ୍ବା ବର୍ତ୍ତମାନ ତାଙ୍କ ସହ ଗୋଟିଏ ଛାତ ତଳେ ରହୁ…
ବାଂଲାଦେଶ ଭୋଟର ତାଲିକାରେ ତୃଣମୂଳ କଂଗ୍ରେସ ନେତ୍ରୀଙ୍କ ନାମ…
କୋଲକାତା, ୨୨।୫ : ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ନେତ୍ରୀଙ୍କ ନାଗରିକତ୍ୱ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ୨୦୨୧ରେ ପଶ୍ଚିମବଙ୍ଗରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବାଂଲାଦେଶୀ ମହିଳା ଆଲୋ ରାନୀ ସରକାରଙ୍କୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟିକେଟ ଦେଇଥିଲେ। ବର୍ତ୍ତମାନ ଏହା…
ଦୈନିକ ମୃତ୍ୟୁ ସଂଖ୍ୟା ୬୫, ସକ୍ରିୟ ମାମଲା ୧୫ ହଜାର ତଳେ…
ନୂଆଦିଲ୍ଲୀ, ୨୨।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ…
ଆଧାରରେ ଯୋଡ଼ି ହେବ ପରିବାର କାର୍ଡ, ଜଣଙ୍କୁ ଚାକିରି…
ଲକ୍ଷ୍ନୌ, ୨୧।୫ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ଲୋକଙ୍କ ସାମାଜିକ ତଥା ଅର୍ଥନୈତିକ ସ୍ଥିତିର ସଠିକ ମୂଲ୍ୟାଙ୍କନ ପାଇଁ ପରିବାର କାର୍ଡ ପ୍ରସ୍ତୁତ କରିବାକୁ ଯାଉଛନ୍ତି। ଏହି କାର୍ଡ ଆଧାର ସହିତ ଲିଙ୍କ ହେବ। ଗୋଟିଏ ପରିବାରର ଅତି…
Archives


