ମଧ୍ୟପ୍ରଦେଶରେ ଦିନକୁ ୨୯ ପିଲା ନିଖୋଜ
ନୂଆଦିଲ୍ଲୀ, ୨୩ା୫: ଦେଶରେ ଶିଶୁ ନିଖୋଜ ମାମଲା ଉଦ୍ବେଗଜନକ ସ୍ଥିତିରେ ରହିଛି। ବିଶେଷକରି ଉତ୍ତର ଭାରତର ୪ ପ୍ରମୁଖ ରାଜ୍ୟରେ ବହୁ ସଂଖ୍ୟାରେ ଶିଶୁ ଗାଏବ ହେଉଥିବା ଶିଶୁ ଅଧିକାର ଏନ୍ଜିଓ ଚାଇଲ୍ଡ ରାଇଟ୍ସ ଆଣ୍ଡ୍ ୟୁ (କ୍ରାଏ) ପକ୍ଷରୁ ରବିବାର…
ବିଦେଶୀ ପିଲାଙ୍କ ପାଇଁ ଆଇଆଇଟି-ଜେଇଇ
ନୂଆଦିଲ୍ଲୀ,୨୩।୫: ଆମେରିକା, ଭିଏତ୍ନାମ ସମେତ ୨୫ ଦେଶରେ ଏକସଙ୍ଗେ ଆଇଆଇଟି-ଜେଇଇ (ଆଇଆଇଟି ଯୁଗ୍ମ ପ୍ରବେଶିକା ପରୀକ୍ଷା) କରାଇବାକୁ ଭାରତ ସରକାର ଯୋଜନା କରିଛନ୍ତି। ଫଳରେ ବିଦେଶୀ ଛାତ୍ରୀଛାତ୍ର ଭାରତୀୟ ଶିକ୍ଷାନୁଷ୍ଠାନଗୁଡ଼ିକରେ ଶିକ୍ଷାଗ୍ରହଣ କରିବାର ସୁଯୋଗ ପାଇବେ। ଗତବର୍ଷ କୁଆଲାଲମ୍ପୁର ଏବଂ ଲାଗୋସରେ…
କେନ୍ଦ୍ର ହ୍ରାସ ରାଜ୍ୟକୁ ଚାପ
ନୂଆଦିଲ୍ଲୀ/ଭୁବନେଶ୍ୱର,୨୩।୫ : କେନ୍ଦ୍ର ସରକାର ଶନିବାର ରାତିରେ ପେଟ୍ରୋଲ୍ ଓ ଡିଜେଲ ଉପରୁ ଏକ୍ସାଇଜ ଡ୍ୟୁଟି (ଉତ୍ପାଦ ଶୁଳ୍କ) ଯଥାକ୍ରମେ ୮ଟଙ୍କା ଏବଂ ୭ଟଙ୍କା ହ୍ରାସ କରିଛନ୍ତି। ତାହାର ପ୍ରଭାବରେ ରବିବାର ସକାଳ ୬ଟାରୁ ପେଟ୍ରୋଲ ୯.୫୦ଟଙ୍କା ଏବଂ ଡିଜେଲ ୭ଟଙ୍କା…
ଦୌଡ଼ରେ ସିବଲ, ଆନନ୍ଦ ଶର୍ମା, ଚିଦାମ୍ବରମ
ନୂଆଦିଲ୍ଲୀ,୨୩।୫: ରାଜ୍ୟ ସଭାରେ ଖାଲି ପଡ଼ିଥିବା ଆସନ ଲାଗି ଆସନ୍ତା ମାସରେ ନିର୍ବାଚନ ହେବାକୁ ଥିବାବେଳେ କଂଗ୍ରେସରୁ ବରିଷ୍ଠ ନେତା କପିଲ ସିବଲ, ଆନନ୍ଦ ଶର୍ମା ଏବଂ ପି. ଚିଦାମ୍ବରମ ଉଚ୍ଚ ସଦନକୁ ଯିବା ଲାଗି ଦୌଡ଼ରେ ଥିବା ଜଣାପଡ଼ିଛି। କଂଗ୍ରେସ…
‘ମୁଁ ରାଗିବା ସ୍ଥିତିରେ ନାହିଁ’
ଲକ୍ଷ୍ନୌ,୨୨।୫: ସମାଜବାଦୀ ପାର୍ଟିର ବରିଷ୍ଠ ନେତା ତଥା ରାମପୁର ବିଧାୟକ ନିକଟରେ ଜାମିନ ପାଇ ଜେଲ୍ରୁ ମୁକୁଳିଛନ୍ତି। ଦଳର ସୁପ୍ରିମୋ ଅଖିଳେଶ ଯାଦବ ତଥା ଦଳ ଉପରେ ଅସନ୍ତୋଷ ବିଷୟରେ ରବିବାର ଆଜାମ ଖାନ୍ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ମୁଁ…
୮ ଘଣ୍ଟାର ପରିଶ୍ରମ ବେକାର: ୩୦୦ ଫୁଟ ବୋରଓ୍ବେଲ୍ରୁ ଉଦ୍ଧାର ଶିଶୁର ଚାଲିଗଲା ଜୀବନ
ଅମୃତସର,୨୨ା୫: ପଞ୍ଜାବର ହୋଶିଆରପୁର ଜିଲା ଗାଡ଼ିୱାଲା ଅଞ୍ଚଳର ବାଇରାମପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ୩୦୦ ଫୁଟ ଗଭୀର ବୋରୱେଲ୍ରେ ପଡ଼ି ଜଣେ ୬ ବର୍ଷର ଶିଶୁଙ୍କର ମୃତ୍ୟୁ ଘଟିଛି। ଶିଶୁର ନାମ ହ୍ରିତିକ। ୮ ଘଣ୍ଟାର ସଂଘର୍ଷ ପରେ…
ସ୍କୁଲ ଛାତ୍ରୀଙ୍କୁ ମାଡ଼ମାରିବା ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
ରାଞ୍ଚି,୨୨ା୫: ଝାଡ଼ଖଣ୍ଡର ପାକୁରରେ ଜଣେ ସ୍କୁଲ ଛାତ୍ରୀଙ୍କୁ ଜନୈକ ଯୁବକ ଗୋଡ଼ାଇ ଗୋଡ଼ାଇ ପିଟୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଏହି ଭିଡିଓ ଭାଇରାଲ୍ ହେବା ପରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ବିଷୟକୁ…
ଭାଜପାକୁ ବଡ଼ ଝଟ୍କା
କୋଲକତା,୨୨।୫: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ପଶ୍ଚିମବଙ୍ଗ ଗସ୍ତର ଏକ ମାସ ମଧ୍ୟରେ ଭାରତୀୟ ଜନତା ପାର୍ଟିକୁ ରାଜ୍ୟରେ ଆଉ ଏକ ଝଟ୍କା ଲାଗିଛି। କୋଲକତାରେ ଦଳର ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ଉପସ୍ଥିତିରେ ଭାଜପାର ଲୋକ ସଭା ଏମ୍ପି…
ବନ୍ୟା ନେଲାଣି ୧୮ ଜୀବନ, ୮ଲକ୍ଷ ଲୋକ ପ୍ରଭାବିତ
ଗୁଆହାଟୀ,୨୨।୫: ବନ୍ୟା ଯୋଗୁ ଆସାମରେ ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ବନ୍ୟାରେ ରବିବାର ଆଉ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି। ସେହିପରି ବନ୍ୟା ଯୋଗୁ ୩୧ଟି ଜିଲା ପ୍ରଭାବିତ…
୨୦୩୦ ସୁଦ୍ଧା ଭାରତରେ ସର୍ବାଧିକ ହୃଦ୍ଘାତ ଜନିତ ମୃତ୍ୟୁ ହେବ, ଏହାର କାରଣ କହିଲେ ବିଶେଷଜ୍ଞ
ବେଙ୍ଗାଲୁରୁ,୨୨ା୫: ଜଣାଶୁଣା ହୃଦ୍ରୋଗ ବିଶେଷଜ୍ଞ ଡକ୍ଟର ସିଏନ ମଞ୍ଜୁନାଥ ଚେତାବନୀ ଦେଇଛନ୍ତି ଯେ, ଭାରତରେ ୨୦୩୦ ସୁଦ୍ଧା ବିଶ୍ୱରେ ସର୍ବାଧିକ ହୃଦ୍ଘାତ ଜନିତ ମୃତ୍ୟୁ ରେକର୍ଡ କରିବ। ଜୟଦେବ ଇନ୍ଷ୍ଟିଚ୍ୟୁଟ୍ ଅଫ କାର୍ଡିଓ ଭାସ୍କୁଲାର୍ ସାଇନ୍ସ ଏବଂ ରିସର୍ଚ୍ଚ ହେଲ୍ଥ ମେଡିକନ…
ୟୁନିଫର୍ମ ସିଭିଲ କୋଡ୍ ଆଇନ ଆଣିବାକୁ ମୋଦିଙ୍କୁ ଅନୁରୋଧ କଲେ ରାଜ୍ ଠାକ୍ରେ
ପୁଣେ,୨୨।୫: ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୟୁନିଫର୍ମ ସିଭିଲ କୋଡ ଏବଂ ଜନସଂଖ୍ୟା ନିୟନ୍ତ୍ରଣ ଉପରେ ଏକ ଆଇନ ଆଣିବାକୁ ଅନୁରୋଧ କରିଛନ୍ତି। ତାଙ୍କ ଅଯୋଧ୍ୟା ଯାତ୍ରା ବାତିଲ କରିବା ପରେ ପୁଣେରେ…
‘ରାହୁଲ ବାବା ଇଟାଲୀ ଚଷମା କାଢ଼, ଜାଣିପାରିବ ୮ ବର୍ଷରେ କ’ଣ ହୋଇଛି’
ଇଟାନଗର,୨୨।୫: ଅରୁଣାଚଳ ପ୍ରଦେଶ ଗସ୍ତରେ ଆସିଥିବା ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏକ କାର୍ଯ୍ୟକ୍ରମରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ରାହୁଲ ଗାନ୍ଧୀଙ୍କୁ ଉଦ୍ଦେଶ୍ୟରେ ଶାହା କହିଛନ୍ତି, ରାହୁଲ ବାବା, ଆଖି ଖୋଲନ୍ତୁ .. ଇଟାଲୀର ଚଷମା କାଢି ଭାରତୀୟ ଚଷମା ପିନ୍ଧନ୍ତୁ, ତେବେ…
Archives


