ଭୂପେଶ ବଘେଲାଙ୍କୁ ଗୁଳି କରିବା ଲାଗି ରାଷ୍ଟ୍ରପତିଙ୍କ ଅନୁମତି ଲୋଡ଼ିଲେ ଯୁବକ…
ନୂଆଦିଲ୍ଲୀ, ୨୨।୫ : ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲଙ୍କୁ ଗୁଳି କରିବା ପାଇଁ ଜଣେ ଯୁବକ ରାଷ୍ଟ୍ରପତିଙ୍କ ଅନୁମତି ଲୋଡ଼ିଛନ୍ତି। ଏନେଇ ସେ ଫେସବୁକରେ ଏହି ଅନୁମତି ମାଗିଛନ୍ତି। ଏହା ପରେ ପୋଲିସ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛି। ଏହି ମାମଲା…
ସ୍ବାମୀଙ୍କ ସମ୍ପର୍କୀୟ ଦର୍ଶାଇ କାହାକୁ ଅଭିଯୁକ୍ତ କରାଯାଇ ପାରିବ ନାହିଁ, କୋର୍ଟଙ୍କ ରାୟ…
ନୂଆଦିଲ୍ଲୀ, ୨୨।୫ : ପାରିବାରିକ ହିଂସା ମାମଲାରେ ଦିଲ୍ଲୀର ଏକ କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଅଦାଲତ କହିଛନ୍ତି ଯେ ଘରୋଇ ହିଂସା ମାମଲାରେ କୌଣସି ମହିଳା ଅତୀତ କିମ୍ବା ବର୍ତ୍ତମାନ ତାଙ୍କ ସହ ଗୋଟିଏ ଛାତ ତଳେ ରହୁ…
ବାଂଲାଦେଶ ଭୋଟର ତାଲିକାରେ ତୃଣମୂଳ କଂଗ୍ରେସ ନେତ୍ରୀଙ୍କ ନାମ…
କୋଲକାତା, ୨୨।୫ : ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ନେତ୍ରୀଙ୍କ ନାଗରିକତ୍ୱ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ୨୦୨୧ରେ ପଶ୍ଚିମବଙ୍ଗରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବାଂଲାଦେଶୀ ମହିଳା ଆଲୋ ରାନୀ ସରକାରଙ୍କୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟିକେଟ ଦେଇଥିଲେ। ବର୍ତ୍ତମାନ ଏହା…
ଦୈନିକ ମୃତ୍ୟୁ ସଂଖ୍ୟା ୬୫, ସକ୍ରିୟ ମାମଲା ୧୫ ହଜାର ତଳେ…
ନୂଆଦିଲ୍ଲୀ, ୨୨।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ…
ଆଧାରରେ ଯୋଡ଼ି ହେବ ପରିବାର କାର୍ଡ, ଜଣଙ୍କୁ ଚାକିରି…
ଲକ୍ଷ୍ନୌ, ୨୧।୫ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ଲୋକଙ୍କ ସାମାଜିକ ତଥା ଅର୍ଥନୈତିକ ସ୍ଥିତିର ସଠିକ ମୂଲ୍ୟାଙ୍କନ ପାଇଁ ପରିବାର କାର୍ଡ ପ୍ରସ୍ତୁତ କରିବାକୁ ଯାଉଛନ୍ତି। ଏହି କାର୍ଡ ଆଧାର ସହିତ ଲିଙ୍କ ହେବ। ଗୋଟିଏ ପରିବାରର ଅତି…
ଉଜ୍ୱଳା ଯୋଜନାରେ ମିଳିବ ୨୦୦ ଟଙ୍କା ସବସିଡି , ୯ କୋଟି ହିତାଧିକାରୀ ହେବେ ଉପକୃତ…
ନୂଆଦିଲ୍ଲୀ, ୨୧।୫ : ଗ୍ୟାସ୍ ସିଲିଣ୍ଡର ପେଟ୍ରୋଲ ଏବଂ ଡିଜେଲର ବଢୁଥିବା ଦାମ ନେଇ ଦେଶର ଲୋକେ ହଇରାଣ ହେଉଥିବାବେଳେ କେନ୍ଦ୍ର ସରକାର ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ଅର୍ଥମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାରେ…
ଅଣ୍ଟା ସଳଖିବ କଂଗ୍ରେସ, ପ୍ରତିମାସରେ ସମସ୍ତ ରାଜ୍ୟରେ ମିନି କର୍ମଶାଳା…
ନୂଆଦିଲ୍ଲୀ, ୨୧।୫ : ରାଜସ୍ଥାନରେ ଅନୁଷ୍ଠିତ ଚିନ୍ତନ ଶିବୀର ପରେ କଂଗ୍ରେସ ଏହି ଘୋଷଣାକୁ କାର୍ଯ୍ୟକାରୀ କରିବା ଆରମ୍ଭ କରିଛି। ଦଳ ବର୍ତ୍ତମାନ ପ୍ରତି ରାଜ୍ୟରେ ସମାନ ଦୁଇ ଦିନିଆ ଚିନ୍ତନ ଶିବିର ଆୟୋଜନ କରିବାକୁ ଯାଉଛି। ଏଥିରେ ଏମ୍ପି, ବିଧାୟକ,…
ଚୌତାଲା ଦୋଷୀ ସାବ୍ୟସ୍ତ, ମେ’୨୬ରେ ଦଣ୍ଡାଦେଶ…
ନୂଆଦିଲ୍ଲୀ, ୨୧।୫ : ବେଆଇନ ସମ୍ପତ୍ତି ମାମଲାରେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌତାଲଙ୍କୁ ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଶନିବାର ଶୁଣାଣି ସମୟରେ ଓମ ପ୍ରକାଶ ଚୌତାଲା କୋର୍ଟ ପରିସରରେ ଉପସ୍ଥିତ ଥିଲେ। ମେ’…
ଗୀତରେ ଗୀତରେ ମୋଦିଙ୍କୁ ଟାର୍ଗେଟ…
ହାଇଦ୍ରାବାଦ୍, ୨୧।୫ : ଆସନ୍ତା ୨୦୨୩ରେ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେବେ ଏବେଠାରୁ ରାଜ୍ୟରେ ରାଜନୈତିକ ଉଷ୍ମତରା ବଢ଼ିବାରେ ଲାଗିଛି। ଏହି କ୍ରମରେ ଶାସକ ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ) ଭାଜପାକୁ ଘେରିବା ଆରମ୍ଭ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ଭିଡ଼ ହିଂସା ନେଇ ଶିବରାଜ-କମଳନାଥ ମୁହାଁମୁହିଁ…
ଭୋପାଳ, ୨୧।୫ : ଦେଶରେ ମଧ୍ୟପ୍ରଦେଶର ନିମଚରେ ଭିଡ଼ ହିଂସା ମାମଲାରେ କଂଗ୍ରେସ ଭାଜପା ମୁହାଁମୁହିଁ ହୋଇଛନ୍ତି। ଏଠାରେ ଜଣେ ବୃଦ୍ଧଙ୍କୁ କିଛି ଲୋକ ପିଟିପିଟି ହତ୍ୟା କରିଛନ୍ତି। କୁହାଯାଉଛି ଯେ ବୃଦ୍ଧ ଜଣଙ୍କୁ ମୁସଲମାନ ଭାବି ମାଡ ଦିଆଯାଇଥିଲା, କିନ୍ତୁ…
ପାନ ମସଲା ବିଜ୍ଞାପନ, ଅମିତାଭ-ରଣବୀର-ଅଜୟ-ଶାହାରୁଖଙ୍କ ବିରୋଧରେ ମାମଲା…
ମୁମ୍ବାଇ, ୨୧।୫ : ବଲିଉଡର ପ୍ରସିଦ୍ଧ ଅଭିନେତା ବିଗ ବି ଅମିତାଭ ବଚ୍ଚନ, ଅଜୟ ଦେବଗନ, କିଙ୍ଗ ଖାନ ଶାହାରୁଖ ଏବଂ ରଣଭୀର ସିଂଙ୍କ ବିରୋଧରେ ଏକ ମାମଲା ପଞ୍ଜିକୃତ ହୋଇଛି। ପାନ ମସଲାର ବିଜ୍ଞାପନ ନେଇ ଏହି ଚାରି ଜଣଙ୍କ…
ନବନୀତଙ୍କ ଘର ଉପରେ ବୁଲ୍ଡୋଜର ଚାଲିବା ଆଶଙ୍କା…
ମୁମ୍ବାଇ, ୨୧।୫ : ଲାଉଡ ସ୍ପିକର ଏବଂ ହନୁମାନ ଚାଳିଶା ବିବାଦ ମଧ୍ୟରେ ଶିବସେନାଙ୍କ ଆଗରେ ହାରିଯାଇଥିବା ରାଣା ଦମ୍ପତିଙ୍କ ସମସ୍ୟା ହ୍ରାସ ପାଇବା ଭଳି ମନେ ହେଉନାହିଁ। ମାତୋଶ୍ରୀ ବାହାରେ ହନୁମାନ ଚାଳିଶା ପାଠ କରିବା ପରେ ଜେଲ ଯାଇଥିବା…
Archives


