ଜାତୀୟ

ଭାରତ ପାକିସ୍ତାନ ବିରୋଧରେ କେବେ କରିବ ସାମରିକ କାର୍ଯ୍ୟାନୁଷ୍ଠାନ ? ଆମେରିକା ଗୁପ୍ତଚର ରିପୋର୍ଟ…

ଓ୍ବାଶିଂଟନ/ନୂଆଦିଲ୍ଲୀ, ୧୨।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପାକିସ୍ତାନ ବିରୋଧରେ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ସମ୍ଭାବନା ଅଧିକ। ଆମେରିକା ଇଣ୍ଟେଲିଜେନ୍ସ କମ୍ୟୁନିଟିର ରିପୋର୍ଟ ଅନୁଯାୟୀ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିବାଦ ମଧ୍ୟ ଚିନ୍ତାର ବିଷୟ ପାଲଟିଛି।…

ବିରସା ମୁଣ୍ଡା ଜେଲ ପହଞ୍ଚିବା ପରେ ବେହୋସ ହୋଇଗଲେ ଆଇଏଏସ ପୂଜା ସିଂଘଲ

ରାଞ୍ଚି,୧୨ ।୫: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ୧୮ କୋଟି ମନରେଗା ଘୋଟାଲା ମାମଲାରେ ଆଇଏଏସ ପୂଜା ସିଂଘଲଙ୍କୁ ଗିରଫ କରିଛି । ସେ ଗୁରୁବାରଠାରୁ ୫ ଦିନିଆ ଇଡି ରିମାଣ୍ଡରେ ରହିବେ । ଏଥିଲାଗି ଇଡି ଗୁରୁବାର ଦିନ ୧୦ଟା ୧୫ ମିନିଟରେ…

ରକ୍ତ ଚାହେଁ ଏ ଜମି, ବିବାଦୀୟ ସାଇନ ବୋର୍ଡ ଭାଇରାଲ…

ଭୋପାଳ, ୧୨।୫ : ମଧ୍ୟପ୍ରଦେଶର ଛତ୍ରପୁର ଜିଲାର ଏକ ଛୋଟ ଗାଁରେ ଲଗାଯାଇଥିବା ବିବାଦୀୟ ସାଇନ ବୋର୍ଡକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ସାଇନ ବୋର୍ଡ ଏକ ଘରୋଇ ଜମିରେ ଲଗାଯାଇଛି। ଏଁଥିରେ ଲେଖା ଅଛି ଯେ ଏହି…

ଉଦୟପୁରରେ କଂଗ୍ରେସର ଚିନ୍ତନ ଶିବିର, ସୋନିଆ-ରାହୁଲଙ୍କ ସମେତ ୪୩୦ ପ୍ରତିନିଧି ହେବେ ସାମିଲ

ନୂଆଦିଲ୍ଲୀ,୧୨ ।୫: ବେଶ କିଛି ବର୍ଷ ହେବ ପଛକୁ ପଛକୁ ଯାଇ ସତ୍ତା ହରାଇବା ପରିସ୍ଥିତିରେ ଥିବା କଂଗ୍ରେସ ଦଳ ଏବେ ଆତ୍ମମନ୍ଥନ କରିବାକୁ ବାହାରିଛି । ଉଦୟପୁରରେ କଂଗ୍ରେସର ୩ ଦିନିଆ ଚିନ୍ତନ ଶିବିର ପାଇଁ ସମସ୍ତ ପ୍ରସ୍ତୁତି ସରିଲାଣି…

ରେଲଓ୍ବେର ବଡ଼ କାର୍ଯ୍ୟାନୁଷ୍ଠାନ, ୧୯ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର…

ନୂଆଦିଲ୍ଲୀ, ୧୨।୫ : ରେଲୱେ ବୋର୍ଡ ଗୋଟିଏ ଦିନରେ ୧୯ ଜଣ ବରିଷ୍ଠ ପ୍ରଥମ ଶ୍ରେଣୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛି। ସେମାନଙ୍କୁ ସ୍ବେଚ୍ଛାକୃତ ଅବସର (ଭିଆର୍‌ଏସ୍‌) ପ୍ରଦାନ କରାଯାଇଛି । ସେମାନ କାର୍ଯ୍ୟର ସମୀକ୍ଷା କରିବା ପରେ, ଏହି ଅଧିକାରୀମାନେ…

ରାୟଗଡ଼ର କରନି ଗାଁରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ହିଂସାତ୍ମକ ସଂଘର୍ଷ, ଅଭିଯୁକ୍ତଙ୍କ ଘରେ ନିଆଁ ଲଗାଇଲେ ଉତ୍ୟକ୍ତ ଲୋକେ

ରାୟଗଡ଼,୧୨ ।୫: ମଧ୍ୟପ୍ରଦେଶ ରାୟଗଡ଼ର କରନି ଗାଁରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ଜମିଜମା ବିବାଦ ତ୍ରୀବ୍ର ରୂପ ଧାରଣ କରିଛି । ଉଭୟଙ୍କ ମଧ୍ୟରେ ମାଡପିଟ ପରେ ଭଙ୍ଗାରୁଜା ହୋଇଛି । ଉତ୍ତେଜନା ପରିସ୍ଥିତିକୁ ଦେଖି ଗାଁରେ ପୋଲିସ ମୁତୟନ କରାଯାଇଛି…

୧୯ % ଘରେ ବ୍ୟବହାର ହେଉନି ଶୌଚାଳୟ

ନୂଆଦିଲ୍ଲୀ,୧୨।୫: ନ୍ୟାଶନାଲ୍‌ ଫ୍ୟାମିଲି ହେଲ୍‌ଥ ସର୍ଭେ (ଏନ୍‌ଏଫ୍‌ଏଚ୍‌ଏସ୍‌) ରିପୋର୍ଟ ଅନୁସାରେ ଦେଶରେ ୧୯ ପ୍ରତିଶତ ଲୋକ ଘରେ ଶୌଚାଳୟ ବ୍ୟବହାର କରୁନାହାନ୍ତି। ଅର୍ଥାତ୍‌ ସେମାନେ ବର୍ତ୍ତମାନ ସୁଦ୍ଧା ବାହାରେ ମଳତ୍ୟାଗ କରୁଛନ୍ତି। ୨୦୧୯ରୁ ୨୦୨୧ ମସିହାର ତଥ୍ୟ ଏହି ରିପୋର୍ଟରେ ଉଲ୍ଲେଖ…

ୟୁପି ଡିଜିପି ମୁକୁଲ ଗୋଏଲ ବହିଷ୍କୃତ

ଲକ୍ଷ୍ନୌ, ୧୨ା୫: ଉତ୍ତରପ୍ରଦେଶ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ମୁକୁଲ ଗୋଏଲଙ୍କୁ ବୁଧବାର ତାଙ୍କ ପଦରୁ ବହିଷ୍କୃତ କରାଯାଇଛି। କର୍ତ୍ତବ୍ୟରେ ହେଳା ଏବଂ ସରକାରୀ ନିର୍ଦ୍ଦେଶ ଅବମାନନା କରୁଥିବାରୁ ତାଙ୍କୁ ଏହି ପଦବୀରୁ ହଟାଯାଇଥିବା ୟୁପି ସରକାରଙ୍କ ପକ୍ଷରୁ କୁହାଯାଇଛି। ମୁକୁଲ ଗୋଏଲଙ୍କୁ…

ଶତ୍ରୁ ଦେଶର ହନିଟ୍ରାପରେ ଭାରତୀୟ ବାୟୁସେନା ଯବାନ, ଗିରଫ କଲା ଦିଲ୍ଲୀ କ୍ରାଇମ ବ୍ରାଞ୍ଚ

ନୂଆଦିଲ୍ଲୀ,୧୨ ।୫: ଏବେ ଶ୍ରତୁ ଦେଶ ଉପରେ ଆକ୍ରମଣ କରିବାକୁ ଗୁପ୍ତଚରଙ୍କୁ ଅସ୍ତ୍ର ଭାବେ ବ୍ୟବହାର କରାଯାଉଛି । ଏଥିରେ କିଛି ଦେଶ ହନିଟ୍ରାପ ବ୍ୟବହାର କରି ଶତ୍ରୁ ଦେଶର ଯବାନମାନଙ୍କୁ ଟାର୍ଗେଟ କରିଛନ୍ତି । ଫଳରେ ସୁରକ୍ଷା ସହ ଜଡିତ…

‘ତାଜମହଲ ଆମ ସମ୍ପତ୍ତି’

ଜୟପୁର,୧୧।୫: ଜୟପୁରର ପୂର୍ବତନ ରାଜ ପରିବାର ସଦସ୍ୟା ଆଗ୍ରାର ତାଜମହଲ ନିଜ ସମ୍ପତ୍ତି ବୋଲି ଦାବି କରିଛନ୍ତି। ଭାରତୀୟ ଜନତା ପାର୍ଟିର ଏମ୍‌ପି ତଥା ଜୟପୁରର ପୂର୍ବତନ ରାଜ କୁମାରୀ ଦୀୟା କୁମାରୀ ଏହି ଦାବି କରିଛନ୍ତି। ତାଙ୍କ ପରିବାର ସଦସ୍ୟଙ୍କ…

ଟଳିପଡିଲେ ଜଣେ ଆତଙ୍କବାଦୀ

ଶ୍ରୀନଗର,୧୧।୫:ଜମ୍ମୁ-କଶ୍ମୀର ବାନ୍ଦିପୋରାର ସାଲିନ୍ଦର ଜଙ୍ଗଲ ଅଞ୍ଚଳରେ ଏନକାଉଣ୍ଟର ବେଳେ ଜଣେ ଆତଙ୍କବାଦୀଙ୍କ ନିହତ ହୋଇଛନ୍ତି। ଏହା ସହିତ ସୁରକ୍ଷା ବାହିନୀର ଏକ ବଡ ଟିମ୍‌ ସମଗ୍ର ଅଞ୍ଚଳରେ ସର୍ଚ୍ଚ ଅପରେସନରେ ନିୟୋଜିତ ଅଛନ୍ତି। ନିୟନ୍ତ୍ରଣ ରେଖା ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ…

ଆଇଏଏସ୍‌ ଅଫିସର ପୂଜା ସିଂଘଲ ଗିରଫ

ରାଞ୍ଚି,୧୧।୫: ଝାଡଖଣ୍ଡର ଖଣି ସଚିବ ପୂଜା ସିଂଘଲଙ୍କୁ ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗିରଫ କରିଛି। ଦୀର୍ଘ ଦିନର ପଚରାଉଚରା ପରେ ଇଡି ଶେଷରେ ତାଙ୍କୁ ଗିରଫ କରିଛି। ମନରେଗା ସ୍କାମ, ଆୟରୁ ଅଧିକ ସମ୍ପତ୍ତି ଓ ଦୁର୍ନୀତି ଭଳି ସଙ୍ଗୀନ ଅଭିଯୋଗ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri