ଜାତୀୟ

ଓ୍ବାଲର୍‌ଡ ହେଲ୍‌ଥ ଆସେମ୍ବ୍ଲି ମୁଖ୍ୟ କମିଟିର ଅଧ୍ୟକ୍ଷ ହେଲେ ରାଜେଶ ଭୂଷଣ

ନୂଆଦିଲ୍ଲୀ,୨୫।୫:କେନ୍ଦ୍ରୀୟ ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କୁ ୭୫ତମ ଓ୍ବାଲର୍‌ଡ ହେଲ୍‌ଥ ଆସେମ୍ବ୍ଲି ମୁଖ୍ୟ କମିଟିର ଅଧ୍ୟକ୍ଷ ଭାବେ ବଛାଯାଇଛି। ବୈଶ୍ୱିକ ସ୍ବାସ୍ଥ୍ୟ ସଦସ୍ୟଙ୍କ ସହ ପ୍ରସାଶନିକ ଏବଂ ଅର୍ଥ ସମ୍ବନ୍ଧୀୟ ଆଲୋଚନା ଉକ୍ତ କମିଟିର ମୁଖ୍ୟ ଉଦ୍ଦେଶ୍ୟ। ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ ବାର୍ଷିକ…

ଭାଜପା ନେତାଙ୍କ ହତ୍ୟା ଘଟଣା: ସ୍ବତନ୍ତ୍ର ଟିମ୍‌ ଗଠନ

ଚେନ୍ନାଇ,୨୫।୫: ଚେନ୍ନାଇର ଭାଜପା ନେତା ବାଲଚନ୍ଦ୍ରଙ୍କୁ ମଙ୍ଗଳବାର ସନ୍ଧ୍ୟାରେ ୩ ଜଣ ଦୁର୍ବୃତ୍ତ ହତ୍ୟା କରିଛନ୍ତି। ସେ ଚେନ୍ନାଇ ଭାଜପା ସେଣ୍ଟ୍ରାଲ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଅଧ୍ୟକ୍ଷ ଥିଲେ। ଚିନ୍ତାଦ୍ରିପେଟ୍‌ଠାରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ଗୁରୁତର ଅବସ୍ଥାରେ…

ପୂଜାସ୍ଥଳ ଅଧିନିୟମ-୧୯୯୧କୁ ଚ୍ୟାଲେଞ୍ଜ କରି ସୁପ୍ରିମ୍‌କୋର୍ଟରେ ପିଟିଶନ…

ନୂଆଦିଲ୍ଲୀ, ୨୫।୫ : କାଶୀର ପ୍ରସିଦ୍ଧ ଜ୍ଞାନବାପି ମାମଲାର ଶୁଣାଣି ବାରାଣସୀ ଜିଲା କୋର୍ଟରେ ଜାରି ରହିଛି। ଏପରିସ୍ଥଳେ କାଶୀର ଜଣେ ସାଧୁ ସୁପ୍ରିମକୋର୍ଟରେ ପୂଜାସ୍ଥଳ ଅଧିନିୟମ-୧୯୯୧କୁ ଚ୍ୟାଲେଞ୍ଜ କରିଛନ୍ତି। ଅଲ ଇଣ୍ଡିଆର ସନ୍ଥ ସମିତିର ସାଧାରଣ ସମ୍ପାଦକ ଜିତେନ୍ଦ୍ରାନନ୍ଦ ସରସ୍ବତୀ…

ଆଇନକୁ ମାନୁଥିବା ବ୍ୟକ୍ତି ହିଁ ଅଧିକାରର ଦାବି କରିପାରିବେ, ସୁପ୍ରିମ୍‌କୋର୍ଟଙ୍କ କଡ଼ା ଟିପ୍ପଣୀ…

ନୂଆଦିଲ୍ଲୀ, ୨୫।୫ : ମୌଳିକ ଅଧିକାର ନାମରେ, ଯେକୌଣସି ସୁରକ୍ଷା କବଚ କେବଳ ସେହି ଲୋକମାନଙ୍କ ପାଇଁ ଉପଲବ୍ଧ ହୋଇପାରିବ ଯେଉଁମାନେ ଆଇନକୁ ଅନୁସରଣ କରନ୍ତି ଏବଂ ଆଇନଗତ ପ୍ରକ୍ରିୟାକୁ ସମ୍ମାନ ପ୍ରଦାନ କରନ୍ତି। ଏକ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ…

ଭ୍ରମଣ-ପର୍ଯ୍ୟଟନ ସୂଚକାଙ୍କରେ ୮ ସ୍ଥାନ ତଳକୁ ଖସିଲା ଭାରତ…

ନୂଆଦିଲ୍ଲୀ/କ୍ଲୋଗନୀ, ୨୫।୫ : ଭ୍ରମଣ ଏବଂ ପର୍ଯ୍ୟଟନ ପାଇଁ ସବୁଠାରୁ ଅନୁକୂଳ ଦେଶ ଦୃଷ୍ଟିରୁ ଭାରତ ପର୍ଯ୍ୟଟନ ସୂଚକାଙ୍କରେ ୮ ସ୍ଥାନ ତଳକୁ ଖସିଛି। ଏହା ୫୪ ତମ ସ୍ଥାନକୁ ଖସି ଆସିଛି। ଏହାପୂର୍ବରୁ ୨୦୧୯ରେ ଭାରତ ୪୬ ତମ ସ୍ଥାନ…

ଦୈନିକ ସଂକ୍ରମଣ ପୁଣି ବଢ଼ିଲା, ମୃତ୍ୟୁ ସଂଖ୍ୟା ୨୦ ତଳେ…

ନୂଆଦିଲ୍ଲୀ, ୨୫।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ…

ଆଜି ଭାରତ ବନ୍ଦ

ନୂଆଦିଲ୍ଲୀ,୨୫।୫: ଅଲ ଇଣ୍ଡିଆ ବ୍ୟାକୱାର୍ଡ ଆଣ୍ଡ ମାଇନରିଟି କମ୍ୟୁନିଟିଜ ଏମପ୍ଲଇଜ ଫେଡେରେସନ(ବିଏଏମ୍‌ସିଇଏଫ୍‌) ବୁଧବାର ଭାରତ ବନ୍ଦ ଡାକରା ଦେଇଛି। ଅନ୍ୟ ପଛୁଆ ବର୍ଗ ଓବିସିଙ୍କ ପାଇଁ ଜାତି ଆଧାରରେ ଜନଗଣନା କରାଯାଉ ନ ଥିବାରୁ କେନ୍ଦ୍ର ସରକାରଙ୍କ ବିରୋଧରେ ଏହି ବନ୍ଦ…

ଜେଲରେ ସିଦ୍ଧୁଙ୍କ ଡାଏଟ ପ୍ଲାନ

ପଟିଆଲା,୨୫ ।୫: ପଞ୍ଜାବ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ ଏବେ ଜେଲର ଚାରିକାନ୍ଥ ଭିତରେ । ରୋଡ ରେଜ ମାମଲାରେ ସୁପ୍ରିମକୋର୍ଟ ତାଙ୍କୁ ଏକ ବର୍ଷ ସଜା ଶୁଣାଇଥିବା ବେଳେ ଏବେ ସେ ପଞ୍ଜାବର ପଟିଆଲା ଜେଲରେ ଏହି…

ଅଙ୍ଗନୱାଡି ଶିଶୁଙ୍କୁ ସହଯୋଗର ହାତ ବଢାଇଲେ ଅକ୍ଷୟ

ଭୋପାଳ,୨୫ ।୫: ମଧ୍ୟପ୍ରଦେଶ ସରକାରଙ୍କ ଦ୍ୱାରା ଅଙ୍ଗନୱାଡି କେନ୍ଦ୍ର ପାଇଁ ଆରମ୍ଭ କରାଯାଇଥିବା ଯୋଜନାରେ ସାମିଲ ହେଲେ ବଲିଉଡର ଖିଲାଡି ବୟ ଅକ୍ଷୟ କୁମାର । ଅଭିନେତାଙ୍କ ଏହି ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ତାଙ୍କୁ ଧନ୍ୟବାଦ ଦେଇଛନ୍ତି…

ମନ୍ତ୍ରୀଙ୍କ ଘରେ ନିଆଁ ଲଗାଇଲେ ବିକ୍ଷୋଭକାରୀ

ହାଇଦ୍ରାବାଦ,୨୫।୫: ଆନ୍ଧ୍ରପ୍ରଦେଶର ନବଗଠିତ ଜିଲା କୋନାସୀମା ନଁା ବଦଳାଇ ଏହାକୁ ବି.ଆର୍‌. ଆମ୍ବେଡ୍‌କର କୋନାସୀମା କରିବା ପ୍ରସ୍ତାବ ବିରୋଧରେ ଆନ୍ଦୋଳନ ମଙ୍ଗଳବାର ହିଂସାତ୍ମକ ରୂପ ନେଇଛି। ଅମଲାପୁରମ୍‌ ସହରରେ ଉତ୍ତ୍ୟକ୍ତ ବିକ୍ଷୋଭକାରୀ ରାଜ୍ୟ ପରିବହନ ମନ୍ତ୍ରୀ ପି. ବିଶ୍ୱରୂପଙ୍କ ଘରେ ନିଆଁ…

ଜମ୍ମୁ-କଶ୍ମୀର ପୋଲିସ ମେଡାଲରୁ ଶେଖ୍‌ ଅବ୍‌ଦୁଲ୍ଲାଙ୍କ ଛବି ହଟିବ

ନୂଆଦିଲ୍ଳୀ,୨୫।୫: ଜମ୍ମୁ-କଶ୍ମୀର ପୋଲିସ ମେଡାଲରେ ଥିବା ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶେଖ୍‌ ଅବଦୁଲ୍ଲାଙ୍କ ଛବି ହଟାଯିବା ନେଇ ଜମ୍ମୁ-କଶ୍ମୀର ସରକାର ନିଷ୍ପତ୍ତି ନେଇଛନ୍ତି। ଅବଦୁଲ୍ଳାଙ୍କ ଛବି ବଦଳରେ ଅଶୋକ ସ୍ତମ୍ଭର ଚିତ୍ର ରଖାଯିବ ବୋଲି ରାଜ୍ୟ ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।…

କ୍ୱାଡ୍ ସମ୍ମିଳନୀରୁ ଫେରିଲେ ମୋଦି, ଦିନ ୧୧ଟାରେ କେନ୍ଦ୍ରୀୟ କ୍ୟାବିନେଟ ବୈଠକରେ ହେବେ ସାମିଲ

ନୂଆଦିଲ୍ଲୀ,୨୫ ।୫: ଜାପାନରେ ଅନୁଷ୍ଠିତ କ୍ୱାଡ୍ ଶିଖର ସମ୍ମିଳନୀରେ ଯୋଗ ଦେଇ ଦୁଇଦିନିଆ ବିଦେଶ ଗସ୍ତରୁ ଫେରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୁଧବାର ସକାଳେ ପାଲମ ସ୍ଥିତ ବାୟୁସେନା ଷ୍ଟେଶନରେ ତାଙ୍କ ବିମାନ ଅବତରଣ କରିଛି । ଏହାପରେ ମୋଦି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri