ଜାତୀୟ

୧୧ରେ ମାଉଣ୍ଟଆବୁ ଯିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨ା୯: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୧୧ରେ ରାଜସ୍ଥାନର ମାଉଣ୍ଟ ଆବୁ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ଅବସ୍ଥିତ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ଏକ ଆନ୍ତର୍ଜାତିକ ସମାବେଶରେ ଭାଷଣ ଦେବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ସହ ଦୁଇ କେନ୍ଦ୍ରମନ୍ତ୍ରୀ…

କମୁଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ,୨।୯: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬,୧୬୮ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏଥିସହ ୩୬ ଜଣଙ୍କର ମୃତ୍ୟୁ ଘଟିଛି। ନୂତନ ମାମଲା…

ତୀର୍ଥଯାତ୍ରୀଙ୍କ ଉପରେ କାର୍‌ ମାଡିଯିବା ଘଟଣା: ମୃତକଙ୍କ ପରିବାରକୁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଅହମ୍ମଦାବାଦ, ୨।୯: ଗୁଜୁରାଟର ଆରାଭାଲୀ ଜିଲାର ଅମ୍ବାଜୀରେ ଶୁକ୍ରବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଥିବା ଜଣାପଡିଛି। ତେବେ ଏହି ଦୁର୍ଘଟଣାରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର…

ନୌସେନାରେ ସାମିଲ ହେଲା ସ୍ବଦେଶୀ ଆଏନଏସ୍‌ ବିକ୍ରାନ୍ତ

କୋଚି,୨।୯: ଭାରତୀୟ ନୌସେନା ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ପ୍ରଥମ ସ୍ବଦେଶୀ ବିମାନବାହକ ଯୁଦ୍ଧପୋତ ଆଇଏନଏସ୍‌ ବିକ୍ରାନ୍ତକୁ ନୌସେନାରେ ସାମିଲ କରାଯାଇଛି। କୋଚିଠାରେ ଥିବା ନୌସେନା ବେସ୍‌ରେ ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଦେଶ ପାଇଁ…

ଶ୍ରମିକଙ୍କୁ ଗୁଳିମାଡ କଲେ ଆତଙ୍କବାଦୀ

ଶ୍ରୀନଗର,୨।୯: ଜମ୍ମୁକଶ୍ମୀରର ପୁଲୱାମାରେ ଜଣେ ଶ୍ରମିକଙ୍କ ଉପରେ ଆତଙ୍କବାଦୀମାନେ ଆଖିବୁଜା ଗୁଳିମାଡ କରିଛନ୍ତି। ଏଥିରେ ଶ୍ରମିକ ଜଣଙ୍କ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଅଞ୍ଚଳରେ ସିୁକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେଶନ ଜାରି ରହିଛି। ଆହତ ଶ୍ରମିକ ମୁନିରୁଲ…

ତୀର୍ଥଯାତ୍ରୀଙ୍କ ଉପରେ ମାଡିଗଲା କାର୍‌: ଚାଲିଗଲା ୬ ଜୀବନ

ଅହମ୍ମଦାବାଦ,୨।୯: ଗୁଜରାଟର ଅମ୍ବାଜୀରେ ଶୁକ୍ରବାର ସକାଳେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ଦ୍ରୁତଗାମୀ କାର ତୀର୍ଥଯାତ୍ରୀଙ୍କୁ ଚଢିଯିବାରୁ ୬ ଜଣଙ୍କର ମୃତ୍ୟୁ ଘଟିଛି। ୭ ଜଣ ଆହତ ହୋଇଛନ୍ତି। ପୋଲିସ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିବା ପରେ ତଦନ୍ତ…

ଏଏପି ବିଧାୟକ ବଲଜିନ୍ଦର କୌରଙ୍କୁ ମାଡ ମାରିଲେ ସ୍ୱାମୀ ସୁଖରାଜ: ଭିଡିଓ ଭାଇରାଲ

ଚଣ୍ଡିଗଡ଼,୨ ।୯: ଆମ ଆଦମୀ ପାର୍ଟି(ଏଏପି) ବିଧାୟକ ବଲଜିନ୍ଦର କୌରଙ୍କୁ ତାଙ୍କ ସ୍ୱାମୀ ମାଡ ମାରିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ୧୦ ଜୁଲାଇରେ ଶୁଟିଂ କରାଯାଇଥବା ଏହି ଭିଡିଓରେ ତଲୱଣ୍ଡିରୁ ୨ ଥର…

ବଳାତ୍କାର ଅଭିଯୁକ୍ତ ମହନ୍ତଙ୍କୁ ସମର୍ଥନ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ!

ବେଙ୍ଗାଲୁରୁ,୨ ।୯: କର୍ନାଟକର ପ୍ରସିଦ୍ଧ ଲିଙ୍ଗାୟତ ମଠ ମହନ୍ତଙ୍କ ଉପରେ ଏକ ବଡ ଧରଣର ଅଭିଯୋଗ ଆସିଛି । ଅଭିଯୁକ୍ତ ମହନ୍ତ ସନ୍ଥ ଶିବମୂର୍ତ୍ତି ମୁରୁଗା ଶରଣାରୁ ୨ ନାବାଳିକା ଛାତ୍ରୀଙ୍କୁ ବଳାତ୍କାର କରିଥିବା ଅଭିଯୋଗ ଆସିବା ପରେ ଗୁରୁବାର ତାଙ୍କୁ…

ଆଇଏନଏସ ବିକ୍ରାନ୍ତରେ ଲାଗିଛି ୪ଟି ଏଫିଲ ଟାୱାର ସହ ସମାନ ହେଲାଭଳି ଲୁହା-ଷ୍ଟିଲ, ଏକାଥରେ ରହିପାରିବ ୩୦ଟି ବିମାନ

ନୂଆଦିଲ୍ଲୀ,୨ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସ୍ୱଦେଶୀ ବିମାନ ବାହକ ଯୁଦ୍ଧଜାହାଜ ଆଇଏନଏସ ବିକ୍ରାନ୍ତକୁ ନୌସେନାକୁ ସମର୍ପଣ କରିବେ । ଶୁକ୍ରବାର ସକାଳ ୯ଟା ୩୦ମିନିଟରେ କୋଚିରେ କୋଚିନ ଶିପୟାଡ ଲିମିଟେଡ ଏହି ଯୁଦ୍ଧ ଜାହାଜକୁ ନୌସେନାରେ ସାମିଲ କରିବ…

କଂଗ୍ରେସର ଅଧ୍ୟକ୍ଷ ପଦକୁ ନେଇ ବଡ ଖବର, ଭୋଟର ଲିଷ୍ଟ ଜାରି କରିବାକୁ ଦାବି କଲେ ଥରୁର

ନୂଆଦିଲ୍ଲୀ,୨ ।୯: କଂଗ୍ରେସର ସଙ୍କଟ ଶେଷ ହେଉନାହିଁ । ଏବେ ଅଧ୍ୟକ୍ଷ ପଦକୁ ନେଇ କଂଗ୍ରେସରେ ଟଣାଭିଡା ଆରମ୍ଭ ହୋଇଗଲାଣି । ସମସ୍ତ ଅସ୍ତୁଷ୍ଟ ନେତାଙ୍କ ପରେ ଏବେ କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର ଭୋଟର ଲିଷ୍ଟ ଜାରି କରିବାକୁ…

ଭିଜା ପାଇଁ ଫିଙ୍ଗରପ୍ରିଣ୍ଟ ସର୍ଜରି

ହାଇଦ୍ରାବାଦ, ୧ା୯: ବେଆଇନ ଭାବେ ଭିଜା ତିଆରି ଅଭିଯୋଗରେ ତେଲଙ୍ଗାନା ପୋଲିସ ଗୁରୁବାର ଦୁଇ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ ଫିଙ୍ଗରପ୍ରିଣ୍ଟ ସର୍ଜରି ଦ୍ୱାରା କୁଏଟ୍‌ରେ ଚାକିରି କରିବାକୁ ଚାହୁଁଥିବା ଲୋକଙ୍କୁ ଭିଜା ଯୋଗାଉଥିଲେ। ରାଜସ୍ଥାନ ଓ କେରଳରେ ଏହି ଦୁଇ…

୫ରେ ଭାରତ ଆସିବେ ହାସିନା

ନୂଆଦିଲ୍ଲୀ,୧ା୯: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନା ଆସନ୍ତା ୫ରେ ଭାରତ ଆସିବେ। ହାସିନା ୫ରୁ ୮ ତାରିଖ ପର୍ଯ୍ୟନ୍ତ ଭାରତରେ ରହିବେ ବୋଲି ଗୁରୁବାର ବହିର୍ବ୍ୟାପାର ମନ୍ତ୍ରଣାଳୟ ସଚିବ ଅରିନ୍ଦମ ବାଗ୍‌ଚୀ ସୂଚନା ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?