ଦୋସା ନା ବିରିୟାନି କିଏ ଅଧିକ ଲୋକପ୍ରିୟ, ଉତ୍ତର ଦେଲେ ଭାରତୀୟ-ପାକିସ୍ତାନୀ ଛାତ୍ରୀଛାତ୍ର…
ନୂଆଦିଲ୍ଲୀ, ୧୩।୮ : ଉଭୟ ଭାରତ ଏବଂ ପାକିସ୍ତାନ ସ୍ବାଧୀନତାର ୭୫ ବର୍ଷ ପୂରଣ କରିଛନ୍ତି। ଉଭୟ ଦେଶ ସେମାନଙ୍କର ୭୬ତମ ସ୍ବାଧୀନତା ଦିବସ ପାଳନ କରିବାକୁ ଯାଉଛନ୍ତି। ଏହି ଅବସରରେ ଭାରତରେ ସ୍ବାଧୀନତା ଅମୃତ ମହୋତ୍ସବ ପାଳନ କରାଯାଉଛି। ଏହି…
ବିପକ୍ଷଙ୍କ ମୋଦି ଫୋବିୟା, ପିଏମ୍ ପଦ ପାଇଁ ଦୁଇ ଡର୍ଜନ ପ୍ରାର୍ଥୀଙ୍କ ନାମ ତାଲିକା ପ୍ରସ୍ତୁତ, ନକଭିଙ୍କ କଟାକ୍ଷ…
ନୂଆଦିଲ୍ଲୀ,୧୩।୮ : ବିହାରରେ ମହାମେଣ୍ଟ କ୍ଷମତାକୁ ଆସିବା ସହିତ ବିରୋଧୀ ଦଳଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ପ୍ରାର୍ଥୀତ୍ୱ ଉପରେ ଆଲୋଚନା ତୀବ୍ର ହୋଇଛି। କେହି କେହି ମମତା ବାନାର୍ଜୀଙ୍କୁ ପ୍ରଧାନମନ୍ତ୍ରୀ ପଦର ଚେହେରା ବୋଲି କହୁଥିବା ବେଳେ କେହି କେହି ବିହାରର ମୁଖ୍ୟମନ୍ତ୍ରୀ…
ପୁଣି ସଙ୍କଟ ଘନେଇଲା…
ନୂଆଦିଲ୍ଲୀ, ୧୩।୮ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ…
‘ଜଣେ ବିଧାୟକ-ଗୋଟିଏ ପେନ୍ସନ’ ବିଲ୍କୁ ରାଜ୍ୟପାଳଙ୍କ ମଞ୍ଜୁରୀ
ଚଣ୍ଡିଗଡ଼,୧୩।୮: ପଞ୍ଜାବରେ ଦଶନ୍ଧି ଧରି ଏକରୁ ଅଧିକ ପେନ୍ସନ ପ୍ରଦାନ କରାଯାଉଥିବା ଆଇନ ଏବେ ଶେଷ ହୋଇଛି। ରାଜ୍ୟପାଳ ବନୱାରିଲାଲ ପୁରୋହିତ ଜଣେ ବିଧାୟକ-ଗୋଟିଏ ପେନ୍ସନ’ ଆଇନକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ପଞ୍ଜାବରେ ମାନ ସରକାରଙ୍କ ପକ୍ଷରୁ ପାସ୍ ହୋଇଥିବା ବିଲ୍କୁ…
୧୮ହଜାର ଫୁଟ୍ ଉଚ୍ଚରେ ରାଷ୍ଟ୍ରଧ୍ୱଜ ଉଡ଼ାଇଲେ ଆଇଟିବିପି ଯବାନ
ଲଦାଖ,୧୩।୮: କେନ୍ଦ୍ର ସରକାରଙ୍କ ଆଜାଦୀର ଅମୃତ ମହୋତ୍ସବ ଅବସରରେ ଦେଶବ୍ୟାପୀ ‘ହର ଘର ତିରଙ୍ଗା’ ଅଭିଯାନରେ ଆଇଟିବିପି ଯବାନ ମଧ୍ୟ ସାମିଲ ହୋଇଛନ୍ତି। ଲଦାଖରେ ୧୮,୪୦୦ ଫୁଟ ଉଚ୍ଚରେ ଆଇଟିବିପି ଯବାନ ତ୍ରିରଙ୍ଗା ପତାକା ଉଡାଇଥିବା ଦେଖିବାକୁ ମିଳିଛି। ଏହି ଐତିହାସିକ…
ପତ୍ନୀଙ୍କ ସହ ଘରେ ତ୍ରିରଙ୍ଗା ଲଗାଇଲେ ଶାହା
ନୂଆଦିଲ୍ଲୀ,୧୩।୮: କେନ୍ଦ୍ର ସରକାରଙ୍କ ଆଜାଦୀର ଅମୃତ ମହୋତ୍ସବ ଅବସରରେ ଦେଶବ୍ୟାପୀ ‘ହର ଘର ତିରଙ୍ଗା’ ଅଭିଯାନ ଶନିବାରଠାରୁ ଆରମ୍ଭ ହୋଇଛି। ଏହି ଅଭିଯାନରେ ଦେଶର ଅନେକ ଲୋକ ସାମିଲ ହୋଇ ନିଜ ଘରେ ତ୍ରିରଙ୍ଗା ପତାକା ଲଗାଇଥିବାର ଦେଖିବାକୁ ମିଳିଛି। ଏହିକ୍ରମରେ…
ଜନ୍ମରୁ ମୁସଲମାନ ନ ଥିଲେ ସମିର ୱାନଖେଡେ, ନବାବ ମଲିକଙ୍କୁ ଲାଗିଲା ଆଉ ଏକ ଝଟକା
ନୂଆଦିଲ୍ଲୀ,୧୩ ।୮: ଏନସିବିର ପୂର୍ବତନ ଜୋନାଲ ଅଧିକାରୀ ସମିର ୱାନଖେଡେ ମାମଲାରେ ନବାବ ମଲିକଙ୍କୁ ଆଉ ଏକ ଝଟକା ଲାଗିଛି । ମଲିକଙ୍କ ପକ୍ଷରୁ ୱାନଖେଡେଙ୍କ ଜାତିକୁ ନେଇ କରାଯାଇଥିବା ଅଭିଯୋଗ ଉପରେ ଯାଞ୍ଚ କମିଟିର ରିପୋର୍ଟ ଆସିଛି । କମିଟି…
ଅଗ୍ନିପଥ ଯୋଜନା ହିଂସା: ପୋଲିସର ସମନ ଭୟରେ ଯୁବକଙ୍କ ଆତ୍ମହତ୍ୟା
ହାଇଦ୍ରାବାଦ,୧୩।୮: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ବିରୋଧ କରି ତେଲେଙ୍ଗାନାର ସିକନ୍ଦରାବାଦର ରେଳ ଷ୍ଟେଶନରେ ଜୁନ ୧୭ରେ ଏକ ବଡ଼ ଧରଣର ହିଂସାକାଣ୍ଡ ଘଟିଥିଲା। ଏଥିରେ ସମ୍ପୃକ୍ତ ଥିବା ଜଣେ ଯୁବକଙ୍କୁ ପୋଲିସ ଅଗଷ୍ଟ ୩ରେ ଥାନାରେ ହାଜର ହେବାକୁ ଏକ…
ଚାଇନା ଗୁଡି ସୂତା ନେଲା ଆଉ ଜଣଙ୍କ ଜୀବନ
ନୂଆଦିଲ୍ଲୀ,୧୩ ।୮: ରାଜଧାନୀ ଦିଲ୍ଲୀରେ ଚାଇନା ଗୁଡି ଉଡାଇବା ଘଟଣା କମିବାର ନାଁ ନେଉନି । ଦିଲ୍ଲୀର ଶାସ୍ତ୍ରୀ ପାର୍କ ଅଞ୍ଚଳରେ ଚାଇନା ଗୁଡି ସୂତାରେ କଟିଯାଇ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ମୃତକ ହେଲେ ବିପିନ କୁମାର…
ସୋନିଆଙ୍କୁ ପୁଣି କରୋନା
ନୂଆଦିଲ୍ଲୀ,୧୨।୮: କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ପୁଣି ଥରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଶନିବାର ତାଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି। ସେ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ପ୍ରୋଟୋକଲ୍ ପାଳନ କରିବା ସହ ଆଇସୋଲେଶନ୍ରେ ରହିବେ। ତାଙ୍କ ସ୍ବାସ୍ଥ୍ୟାାବସ୍ଥା…
ଘରର ୪ ସଦସ୍ୟଙ୍କୁ ହତ୍ୟାକଲେ ସାନବୋହୂ
କୋଲକାତା,୧୩।୮: ପାରିବାରିକ କଳହକୁ କେନ୍ଦ୍ରକରି କୋଲକାତା ହାଓ୍ବଡ଼ାସ୍ଥିତ ଏମ୍ସି ଘୋଷ ଲେନ୍ରେ ଏକ ଅଭାବନୀୟ ଘଟଣା ଘଟିଛି। ସାନବୋହୂ ପଲ୍ଲବୀ ଶାଶୁ, ଦେଢ଼ଶୁର, ଯାଆ ଓ ଝିଆରୀଙ୍କୁ ହତ୍ୟା କରିଛନ୍ତି। ଘଟଣାରେ ପଲ୍ଲବୀଙ୍କ ସ୍ବାମୀଙ୍କ ସମ୍ପୃକ୍ତି ମଧ୍ୟ ରହିଛି। ସ୍ଥାନୀୟ ପୋଲିସ…
କଶ୍ମୀର ପଣ୍ଡିତଙ୍କ ହତ୍ୟା ଅଭିଯୁକ୍ତଙ୍କ ପତ୍ନୀ, ହିଜବୁଲ ଆତଙ୍କବାଦୀ ସଲାଉଦ୍ଦିନଙ୍କ ପୁଅ ସମେତ ୪ଜଣଙ୍କୁ ସରକାରୀ ଚାକିରିରୁ ବରଖାସ୍ତ
ଜମ୍ମୁ,୧୩ ।୮: ଜମ୍ମୁ-କଶ୍ମୀର ପ୍ରଶାସନ ଆତଙ୍କବାଦୀ ସଙ୍ଗଠନ ସହ ଜଡିତ ୪ ସରକାରୀ କର୍ମଚାରୀଙ୍କ ଉପରେ ବଡ କାର୍ଯ୍ୟାନୁଷ୍ଠାନ ନେଇଛି । ଏମାନଙ୍କ ମଧ୍ୟରେ ବିଟ୍ଟା କରାଟେଙ୍କ ପତ୍ନୀ ଜମ୍ମୁ-କଶ୍ମୀର ପ୍ରଶାସନ ସେବାରେ ଥିବାବେଳେ ତାଙ୍କୁ ଚାକିରିରୁ ବାହାର କରି ଦିଆଯାଇଛି…
Archives


