ଜାତୀୟ

ସରକାରୀ ବାସଭବନ ଛାଡ଼ିବେ ଏୟାର ଇଣ୍ଡିଆ କର୍ମଚାରୀ, ଜୁଲାଇ ୨୬ ପର୍ଯ୍ୟନ୍ତ ସମୟ…

ନୂଆଦିଲ୍ଲୀ, ୨୪।୫ : ଏୟାର ଇଣ୍ଡିଆର କର୍ମଚାରୀମାନଙ୍କୁ ଶୀଘ୍ର ସେମାନଙ୍କର ସରକାରୀ ବାସଭବନ ଖାଲି କରିବାକୁ ପଡିପାରେ। ଏକ ସରକାରୀ ତଥ୍ୟ ଅନୁଯାୟୀ, ଟାଟା ଗ୍ରୁପ ମାଲିକାନା ଏୟାର ଇଣ୍ଡିଆ ଏହାର କର୍ମଚାରୀମାନଙ୍କୁ ଜୁଲାଇ ୨୬ ସୁଦ୍ଧା ସରକାରୀ କଲୋନୀରେ ଘର…

ବିଧାନ ପରିଷଦ ନିର୍ବାଚନ: ପ୍ରାର୍ଥୀ ଘୋଷଣା କଲା ଭାଜପା, ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅଙ୍କୁ ମିଳିଲାନି ଟିକେଟ୍‌

ବେଙ୍ଗାଲୁରୁ,୨୪।୫: କର୍ନାଟକରେ ହେବାକୁ ଥିବା ବିଧାନ ପରିଷଦ ନିର୍ବାଚନ ପାଇଁ ଏମ୍‌ଏଲ୍‌ସି ପ୍ରାର୍ଥୀ ଘୋଷଣା କରିଛି । ଭାଜପା ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ଚଲୁବାଦୀ ନାରାୟଣସ୍ବାମୀ, ହେମଲତା ନାୟକ, ଏସ କେଶବ ପ୍ରସାଦ ଏବଂ ଲକ୍ଷ୍ମଣା ସଓ୍ବଦୀ । ସେହିଭଳି ଶିକ୍ଷକ…

ଜ୍ଞାନବାପି ମାମଲା, ୨୬ ମେ’ରେ ଶୁଣାଣି…

ବାରାଣସୀ, ୨୪।୫ : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଜ୍ଞାନବାପି ମାମଲାର ଶୁଣାଣି ବାରାଣସୀର ଜିଲା ଜଜଙ୍କ କୋର୍ଟରେ ଅନୁଷ୍ଠିତ ହୋଇଥିଲା। ଉଭୟ ପକ୍ଷର ଶୁଣାଣି ପରେ କୋର୍ଟ ପ୍ରଥମେ କେଉଁ ମାମଲାର ଶୁଣାଣି କରିବେ ତାହା ମେ ୨୬ ପର୍ଯ୍ୟନ୍ତ ସଂରକ୍ଷିତ ରଖିଛନ୍ତି।…

କୁତବ ମିନାର ପରିସରରେ ପୂଜା ଅଧିକାର, ୯ ଜୁନରେ ରାୟ…

ନୂଆଦିଲ୍ଲୀ, ୨୪।୫ : ଦେଶର ରାଜଧାନୀ ଦିଲ୍ଲୀର ମେହେରୁଲିଠାରେ କୁତବ ମିନାର କମ୍ପ୍ଲେକ୍ସରେ ୨୭ଟି ହିନ୍ଦୁ ଏବଂ ଜୈନ ମନ୍ଦିରର ପୁନରୁଦ୍ଧାର ସମ୍ପର୍କିତ ଏକ ଆବେଦନ ଉପରେ ମଙ୍ଗଳବାର ସାକେତ କୋର୍ଟରେ ଏକ ଶୁଣାଣି ହୋଇଥିଲା। ସମସ୍ତ ପକ୍ଷର ଯୁକ୍ତି ଶୁଣିବା…

ଦୈନିକ ମୃତ୍ୟୁ ସଂଖ୍ୟା ୩୧, ସକ୍ରିୟ ମାମଲା ୧୫ ହଜାର ତଳେ…

ନୂଆଦିଲ୍ଲୀ, ୨୪।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ…

ସମଲୀଙ୍ଗୀଙ୍କୁ ନେଇ ପ୍ରତିକ୍ରିୟା ରଖିଲେ ନୀତିଶ

ପାଟନା,୨୪।୫: ପାଟନାର ମଗଧ ମହିଲା କଲେଜରେ ନିର୍ମିତ ନୂତନ ହଷ୍ଟେଲର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସାମିଲ ହୋଇ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସମଲୀଙ୍ଗୀଙ୍କ ଉପରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଯଦି ପୁଅ ପୁଅକୁ ବିବାହ କରିବେ ତେବେ ବଂଶବୃଦ୍ଧି ହେବ…

ଦୁର୍ନୀତି ଅଭିଯୋଗରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ପଦରୁ ହଟାଇଲେ ମାନ

ଚଣ୍ଡିଗଡ଼,୨୪।୫: ଦୁର୍ନୀତି ବିରୋଧରେ ଶକ୍ତ ମନୋଭାବ ଦେଖାଇ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଦୁର୍ନୀତି ଅଭିଯୋଗରେ ନିଜ ସ୍ବାସ୍ଥ୍ୟମନ୍ତ୍ରୀ ବିଜୟ ସିଙ୍ଗଲାଙ୍କୁ ଭଗଓ୍ବନ୍ତ ମାନ ବରଖାସ୍ତ କରିଛନ୍ତି। ସିଙ୍ଗଲାଙ୍କ ବିରୋଧରେ ଦୁର୍ନୀତିର ପ୍ରମାଣ ମିଳିବା…

ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ସରପଞ୍ଚ ହତ୍ୟା ଘଟଣାରେ ସମ୍ପୃକ୍ତ ୫ ଆତଙ୍କବାଦୀ ଗିରଫ

ଶ୍ରୀନଗର,୨୪।୫: ଜମ୍ମୁ-କଶ୍ମୀର ପୋଲିସ ଲଶ୍କର-ଇ-ତୋଏବାର ୫ ଆତଙ୍କବାଦୀଙ୍କୁ ଗିରଫ କରିଛି। ଗିରଫ ୩ଜଣ ଆତଙ୍କବାଦୀ ବାରମୁଳା ଜିଲା ସରପଞ୍ଚ ହତ୍ୟା କାଣ୍ଡରେ ସମ୍ପୃକ୍ତ ଥିଲେ ବୋଲି ପୋଲିସ ସୁଚନା ଦେଇଛି। ମଙ୍ଗଳବାର ସ୍ବତନ୍ତ୍ର ଅପରେଶନ୍‌ ଦ୍ୱାରା ବାରମୁଳାରୁ ୩ ଏବଂ ଶ୍ରୀନଗରରୁ…

୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଗଠନ ହେଲା ଟାସ୍କ ଫୋର୍ସ

ନୂଆଦିଲ୍ଲୀ,୨୪।୫: ଆସନ୍ତା ୨୦୨୪ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ଏବେଠାରୁ ନିଜର ରଣନୀତି ପ୍ରସ୍ତୁତ କରିବାକୁ ଲାଗିପଡ଼ିଲାଣି। ମଙ୍ଗଳବାର ଦଳର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ କଂଗ୍ରେସରେ ଆଠ ଜଣିଆ ସଦସ୍ୟ ବିଶିଷ୍ଟ ରାଜନୈତିକ ବ୍ୟାପାର କମିଟି ଏବଂ ୨୦୨୪…

ରକ୍ତ ଜୁଡ଼ୁବୁଡ଼ୁ କୁରାଢ଼ି ଧରି ଥାନାରେ ପହଞ୍ଚିଲେ କକା

ଲକ୍ଷ୍ନୌ,୨୪।୫: ଉତ୍ତର ପ୍ରଦେଶର କନ୍ନୌଜରେ ଏକ ବିବତ୍ସ ହତ୍ୟାକାଣ୍ଡ ଘଟିଛି। ସୁରଜ ପାଲ୍‌ ନାମକ ଜଣେ ବ୍ୟକ୍ତି ତାଙ୍କର ୩୨ବର୍ଷୀୟ ପୁତୁରାଙ୍କୁ କୁରାଢ଼ିରେ ହାଣି ହତ୍ୟା କରିବା ପରେ ରକ୍ତଲଗା ମାରଣାସ୍ତ୍ର ଧରି ଥାନାରେ ପହଞ୍ଚି ଆତ୍ମସମର୍ପଣ କରିଛନ୍ତି। ସୂଚନା ଯୋଗ୍ୟ,…

ମୁଖ୍ୟମନ୍ତ୍ରୀଙ୍କ ଉପରେ ଆପତ୍ତିଜନକ ପୋଷ୍ଟ କଲେ ୧୫ ବର୍ଷର ବାଳକ: ମିଳିଲା ନିଆରା ଦଣ୍ଡ

ମୁରାଦାବାଦ୍‌,୨୪।୫: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପରେ ସୋସିଆଲ୍‌ ମିଡିଆରେ ଆପତ୍ତିଜନକ ପୋଷ୍ଟ କରିବା ଅଭିଯୋଗରେ ୧୫ ବର୍ଷୀୟ ବାଳକଙ୍କୁ ଏକ ନିଆରା ଦଣ୍ଡ ଦିଆଯାଇଛି। କିଶୋର ନ୍ୟାୟ ବୋର୍ଡ(ଜେଜେବି) ପକ୍ଷରୁ ବାଳକଙ୍କୁ ଦଣ୍ଡ ସ୍ବରୂପ ୧୫ ଦିନ ପାଇଁ…

‘ମୁଁ ଜଣେ ହିନ୍ଦୁ, ଚାହିଁଲେ ଗୋମାଂସ ଖାଇପାରିବି’

ବେଙ୍ଗାଲୁରୁ,୨୪।୫: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ସିଦ୍ଧରମୈୟା ଗୋମାଂସ ନିଷେଧ ବିବାଦକୁ ପୁଣି ତାଜା କରିଦେଇଛନ୍ତି। ସେ କହିଛନ୍ତି, ମୁଁ ଜଣେ ହିନ୍ଦୁ ଏବଂ ଏପର୍ଯ୍ୟନ୍ତ ଗୋମାଂସ ଖାଇ ନାହିଁ, କିନ୍ତୁ ମୁଁ ଚାହିଁଲେ ନିଶ୍ଚିତ ଭାବରେ ଏହାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri