ଜାତୀୟ

ମନ୍ତ୍ରୀଙ୍କ ଘରେ ପଶିଲା ଇଡି: କୋଟି କୋଟି ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ

ମୁମ୍ବାଇ,୨୬।୫: ମହାରାଷ୍ଟ୍ରର ମନ୍ତ୍ରୀ ତଥା ଶିବସେନା ନେତା ଅନିଲ ପାରବଙ୍କ ପୁଣେ ଏବଂ ମୁମ୍ବାଇରେ ଥିବା ସାତୋଟି ସ୍ଥାନରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଗୁରୁବାର ଚଢାଉ କରିଛି। ଅନିଲଙ୍କ ବିରୋଧରେ କୋଟି କୋଟି ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ରହିଛି।…

ପୁଣି ବଢ଼ିଲା ସକ୍ରିୟ ମାମଲା, ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୨୬।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ…

କୁପଓ୍ବାରାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ୩ ଆତଙ୍କବାଦୀ ନିହତ…

ଶ୍ରୀନଗର, ୨୬।୫ : ଜମ୍ମୁ-କଶ୍ମୀରର କୁପଓ୍ବାରାରେ ଏକ ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇଛି। ସୁରକ୍ଷାର୍କମୀଙ୍କ ଏନ୍‌କାଉଣ୍ଟରରେ ଗୁରୁବାର ସକାଳେ ତିନି ଜଣ ଲଶ୍କର-ଇ-ତୋଏବା ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଆଇଜିପି କଶ୍ମୀର ବିଜୟ କୁମାର ଏହି ସୂଚନା ଦେଇଛନ୍ତି। ଆଇଜିପି କହିଛନ୍ତି, ନିହତ…

୮ ବର୍ଷରେ ୮ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ…

ନୂଆଦିଲ୍ଲୀ, ୨୬।୫ : ଭାଜପା ନେତୃତ୍ୱାଧୀନ ନ୍ୟାଶନାଲ ଡେମୋକ୍ରାଟିକ ଆଲାଏନ୍ସ ୨୬ ମେ’ରେ ଆଠ ବର୍ଷ କ୍ଷମତା ପୂର୍ଣ୍ଣ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟକାଳ ଦେଶର ସନ୍ତୁଳିତ ବିକାଶ, ସାମାଜିକ…

୨୪ ପରିବାରର କୋଟିଏ ଟଙ୍କା ଚଳୁ

ଭୋପାଳ,୨୬ା୫: ଅତି ଲୋଭ କରି ମଧ୍ୟପ୍ରଦେଶ ସାଗର ଜିଲାର ବୀଣା ଅଞ୍ଚଳର ସବ୍‌-ପୋଷ୍ଟ ଅଫିସ ପୋଷ୍ଟମାଷ୍ଟର ବିଶାଳ ଅହିରଓ୍ବାର ଏବେ ପୋଲିସ ହାଜତରେ। ସେ ୨୪ ଜମାକାରୀଙ୍କ ଏଫ୍‌ଡି (ଫିକ୍ସ ଡିପୋଜିଟ୍‌)କୁ ଆଇପିଏଲ୍‌ ବେଟିଂରେ ଉଡ଼ାଇ ଦେଇଛନ୍ତି। ତାହାର ପରିମାଣ ପ୍ରାୟ…

ପ୍ରଥମ ମହିଳା ଯୁଦ୍ଧବିମାନ ପାଇଲଟ୍‌ ସମ୍ମାନିତ

ନୂଆଦିଲ୍ଲୀ,୨୬।୫: କ୍ୟାପ୍ଟେନ୍‌ ଅଭିଳାଷା ବାରାକ ସ୍ଥଳସେନାର ପ୍ରଥମ ମହିଳା ଯୁଦ୍ଧବିମାନ ଚାଳିକା ହୋଇପାରିଛନ୍ତି। ଆର୍ମିର ଯୁଦ୍ଧ ବିମାନ ଉଡାଣ ପାଇଁ ଥିବା ସ୍ବତନ୍ତ୍ର କୋର୍ସ କରିବା ପରେ ଅଭିଳାଷାଙ୍କୁ ଏହି ସଫଳତା ମିଳିଛି। ନାସିକର କମ୍ବାଟ୍‌ ଆର୍ମି ଆଭିଏଶନ୍‌ ଟ୍ରେନିଂ ସ୍କୁଲରେ…

ଚାରଧାମ ଯାତ୍ରା ସମୟରେ ହୃଦଘାତରେ ଆଉ ୮ ଜଣଙ୍କ ମୃତ୍ୟୁ

ରୁଦ୍ରପ୍ରୟାଗ,୨୬ ।୫: ଦୀର୍ଘ ପ୍ରାୟ ୨ ବର୍ଷ ପରେ ଚଳିତ ବର୍ଷ ଆରମ୍ଭ ହୋଇଥିବା ଚାରଧାମ ଯାତ୍ରାରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଜାରି ରହିଛି । ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ହୃଦଘାତରେ ୮ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ କେବଳ…

୨୧ରୁ ‘ଶ୍ରୀ ରାମାୟଣ ଯାତ୍ରା’ ଟ୍ରେନ୍‌

ଲକ୍ଷ୍ନୌ, ୨୬ା୫: ଜୁନ୍‌ ୨୧ ତାରିଖରେ ଇଣ୍ଡିଆନ୍‌ ରେଲ୍‌ଓ୍ବେ କ୍ୟାଟରିଂ ଆଣ୍ଡ ଟୁରିଜମ୍‌ କର୍ପୋରେଶନ (ଆଇଆର୍‌ସିଟିସି) ଏକ ୧୮ ଦିନିଆ ସ୍ବତନ୍ତ୍ର ଟ୍ରେନ୍‌ ‘ଶ୍ରୀ ରାମାୟଣ ଯାତ୍ରା’ ଆରମ୍ଭ କରିବାକୁ ଯାଉଛି। ଶ୍ରଦ୍ଧାଳୁମାନେ ଶ୍ରୀରାମଙ୍କ ଜୀବନୀ ସହ ଜଡ଼ିତ ସ୍ଥାନଗୁଡ଼ିକୁ ଏହି…

ଆତଙ୍କବାଦୀଙ୍କ ଗୁଳିରେ ଅଭିନେତ୍ରୀ ନିହତ

ଶ୍ରୀନଗର, ୨୬ା୫: ଜମ୍ମୁ-କଶ୍ମୀରର ବୁଦ୍‌ଗାମ ଜିଲାରେ ବୁଧବାର ଆତଙ୍କବାଦୀଙ୍କ ଗୁଳିରେ ଜଣେ ଟେଲିଭିଜନ ଅଭିନେତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତା ହେଲେ ହିଶୋରା ଚଦୋରାର ବାସିନ୍ଦା ଆମ୍ରିନ୍‌ ଭଟ୍ଟ(୩୫)। ଗୁଳି ବାଜି ତାଙ୍କ ୧୦ ବର୍ଷୀୟ ପୁତୁରା ଆହତ ହୋଇଛନ୍ତି। ଉଭୟେ ଘର…

ଶିବରାଜଙ୍କ ଅଭିନବ ପ୍ରୟାସ

ଭୋପାଳ,୨୬ା୫: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ମଙ୍ଗଳବାର ରାଜଧାନୀ ଭୋପାଳରେ ବୁଲି ବୁଲି କଣ୍ଢେଇ, ପୁସ୍ତକ ଆଦି ସଂଗ୍ରହ କରୁଥିବା ଦେଖିବାକୁ ମିଳିଥିଲା। ତାଙ୍କ ସହ ଡାକ୍ତରୀ ଶିକ୍ଷା ମନ୍ତ୍ରୀ ବିଶ୍ୱବ ସାରଙ୍ଗ ଓ ସ୍ଥାନୀୟ ବିଧାୟକ କ୍ରିଷ୍ଣା ଗୌର…

କଂଗ୍ରେସ ଛାଡିବା ସହଜ ନ ଥିଲା: ସିବଲ

ନୂଆଦିଲ୍ଲୀ,୨୫।୫: କଂଗ୍ରେସରୁ ଇସ୍ତଫା ଦେଇ ସମାଜବାଦୀ ପାର୍ଟି ସମର୍ଥନରେ ରାଜ୍ୟ ସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି କପିଲ ସିବଲ। ବୁଧବାର ସେ କହିଛନ୍ତି, ୨୦୨୪ରେ ଆମେ ଏକାଠି ଲୋକଙ୍କ ସ୍ବର ଉତ୍ତୋଳନ କରିବୁ। ଜନସାଧାରଣଙ୍କ ସ୍ବାର୍ଥ ରକ୍ଷା ପାଇଁ…

୩ ଲୋକସଭା, ୭ ବିଧାନସଭା ଉପନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ

ନୂଆଦିଲ୍ଲୀ,୨୫।୫: ଉତ୍ତରପ୍ରଦେଶ ସମେତ ପାଞ୍ଚଟି ରାଜ୍ୟ ତଥା ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ଲୋକସଭା ତଥା ବିଧାନସଭା ଉପ-ନିର୍ବାଚନର ତାରିଖ ଘୋଷଣା କରାଯାଇଛି। ନିର୍ବାଚନ ଆୟୋଗଙ୍କ ଅନୁଯାୟୀ ଉତ୍ତରପ୍ରଦେଶ, ପଞ୍ଜାବ, ତ୍ରିପୁରା, ଆନ୍ଧ୍ରପ୍ରଦେଶ, ଦିଲ୍ଲୀ ଏବଂ ଝାଡଖଣ୍ଡରେ ୩ଟି ଲୋକସଭା ଏବଂ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri