ଜାତୀୟ

ସାଧାରଣ ସହମତି ପ୍ରତ୍ୟାହାର କରିବ ମହାଗଠବନ୍ଧନ, ଆଗରୁ କରିଛନ୍ତି ୯ ରାଜ୍ୟ

ପାଟନା,୨୮।୮: କେନ୍ଦ୍ରର ଭାଜପା ନେତୃତ୍ୱାଧୀନ ସରକାର ରାଜନୈତିକ ଫାଇଦା ପାଇଁ ସିବିଆଇର ଦୁରୁପଯୋଗ କରୁଥିବାରୁ ବିହାରର ଶାସକ ମହାଗଠବନ୍ଧନର ନେତାମାନେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ଦିଆଯାଇଥିବା ସାଧାରଣ ସହମତି ପ୍ରତ୍ୟାହାର କରିନେବା ଲାଗି ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀ ସ୍ପେଶାଲ ପୋଲିସ ଏଷ୍ଟାବ୍ଲିଶମେଣ୍ଟ…

କଂଗ୍ରେସ ଛାଡ଼ିଲେ ଏମ୍‌.ଏ. ଖାନ୍‌

ହାଇଦ୍ରାବାଦ,୨୮।୮: ଜଣକ ପରେ ଜଣେ ବରିଷ୍ଠ ନେତା କଂଗ୍ରେସ ଛାଡ଼ିବାରେ ଲାଗିଛନ୍ତି। ତେଲଙ୍ଗାନାର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ରାଜ୍ୟ ସଭା ସଦସ୍ୟ ଏମ୍‌.ଏ. ଖାନ୍‌ ଶନିବାର ଦଳରୁ ଇସ୍ତଫା ଦେଇଛନ୍ତି। ୪ ଦଶନ୍ଦି ଧରି ଦଳ ପାଇଁ କାର୍ଯ୍ୟ…

ପିକ୍‌ନିକ ହେଲା କାଳ: ପାଣିରେ ବୁଡି ଗଲା ୪ ଜୀବନ, ୨ ନିଖୋଜ

ରାୟପୁର,୨୮।୮: ଛତିଶଗଡର କୋରିଆ ଜିଲାରେ ଅବସ୍ଥିତ ରାମଦା ଜଳପ୍ରପାତରେ ଏକ ବଡ଼ ଦୁର୍ଘଟଣା ଘଟିଛି। ପିକନିକ ପାଇଁ ଏଠାକୁ ଆସିଥିବା ୭ ଜଣ ଲୋକ ପାଣିରେ ବୁଡ଼ି ଯାଇଛନ୍ତି। ଗାଧୋଇବାବେଳେ ଏହି ଦୁର୍ଘଟଣା ଘଟିଥିଲା । ଏଥିମଧ୍ୟରୁ ୪ ଜଣଙ୍କର ମୃତ୍ୟୁ…

ଦୁବାଇର ସବୁଠାରୁ ଦାମୀ ଘର କିଣିଲେ ମୁକେଶ ଅମ୍ବାନୀଙ୍କ ସାନ ପୁଅ

ନୂଆଦିଲ୍ଳୀ,୨୮।୮: ଦୁବାଇର ସବୁଠାରୁ ଦାମୀ ଘର କିଣିଛନ୍ତି ରିଲାଏନ୍ସ ଗ୍ରୁପ୍‌ର ମାଲିକ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ। ସମୁଦ୍ରକୂଳରେ ଏହି ଘର ରହିଥିବାବେଳେ ଏହାକୁ ୮୦ ମିଲିୟନ୍‌ ଡଲାର ବିନିମୟରେ କିଣାଯାଇଛି। ଦୁବାଇର ପାଲ୍ମ ଜୁମେରାହରେ ଏହି ପ୍ରପର୍ଟି…

ଭୁଶୁଡିଲା ଟୁଇନ ଟାଓ୍ବାର: ସୁପରଟେକ୍‌କୁ ୫୦୦ କୋଟି ଟଙ୍କା କ୍ଷତି

ନୂଆଦିଲ୍ଲୀ,୨୮।୮: ଦିଲ୍ଲୀ ଉପକଣ୍ଠ ନୋଏଡ଼ା ସେକ୍ଟର ୯୩-ଏ ସ୍ଥିତ ପ୍ରାୟ ୧୦୦ ମିଟର ଉଚ୍ଚତାବିଶିଷ୍ଟ ସୁପରଟେକ୍‌ ଟୁଇନ ଟାଓ୍ବାର ରବିବାର ମାତ୍ର ୯ ସେକେଣ୍ଡରେ ଧ୍ୱଂସାବଶେଷରେ ପରିଣତ ହୋଇଛି। ଅପରାହ୍ନ ପ୍ରାୟ ସାଢ଼େ ୨ଟାରେ ୩୨ ମହଲାର ଆପେକ୍ସ ଟାଓ୍ବାର ଏବଂ…

ସ୍ତ୍ରୀଙ୍କ ସହ ଝଗଡା କରି ତାଳ ଗଛରେ ରହୁଥିଲେ ସ୍ବାମୀ, ୩୨ ଦିନ ପରେ…

ଲକ୍ଷ୍ନୌ,୨୮।୮: ଉତ୍ତରପ୍ରଦେଶର ମାଉ ଜିଲାର ଜଣେ ବ୍ୟକ୍ତି ସ୍ତ୍ରୀଙ୍କ ସହ ଝଗଡା କରି ତାଳ ଗଛ ଉପରେ ରହୁଥିଲେ। ଦୀର୍ଘ ୩୨ ଦିନ ପରେ ରବିବାର ପ୍ରାୟ ୭୫ ଘଣ୍ଟାର ପରିଶ୍ରମ କରି ପୋଲିସ ତାଙ୍କୁ ତଳକୁ ଆଣିଛି। ବ୍ୟକ୍ତିଙ୍କୁ ତଳକୁ…

ସୁଶୀଲ ମୋଦିଙ୍କୁ ଟାର୍ଗେଟ କଲେ ନୀତୀଶ

ପାଟନା,୨୮ ।୮: ବିହାରରେ ଜେଡିୟୁ ଭାରତୀୟ ଜନତା ପାର୍ଟି(ଭାଜପା) ଠାରୁ ଅଲଗା ହୋଇ ସରକାର ଗଠନ କରିବା ପରେ ଏବେ ରାଜ୍ୟ ସଭା ଏମପି ସୁଶୀଲ ମୋଦି ଓ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପରସ୍ପର ବିରୋଧରେ ବୟାନ ଦେବା ଆରମ୍ଭ…

ଝାଡ଼ଖଣ୍ଡରେ ସ୍ୱାଇନ ଫ୍ଲୁ, ତିନି ଜିଲାରେ ୪ ଜଣଙ୍କ ରିପୋର୍ଟ ପଜିଟିଭ

ରାଞ୍ଚି,୨୮ ।୮: ଝାଡ଼ଖଣ୍ଡରେ ସ୍ୱାଇନ ଫ୍ଲୁ ଏଣ୍ଟ୍ରି କରିଛି । କୁହାଯାଉଛି କି ରାଜ୍ୟରେ ୪ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ବୋକାରୋ, ରାଞ୍ଚି ଓ ଗିରିହିଡ ଜିଲାରେ ସ୍ୱାଇନ ଫ୍ଲୁ ମାମଲା ସାମ୍ନାକୁ ଆସିଛି । ହାଇ ଆଲର୍ଟରେ…

‘ଆମ ସରକାର ଭାଙ୍ଗି ଦିଅ, କେନ୍ଦ୍ର ସରକାର ତୁମ ଉପରେ ଖୁସି ହେବେ’

ପାଟନା,୨୮।୮: ବିହାରରେ ଜେଡିୟୁ ଭାଜପା ସହ ସମ୍ପର୍କ ଭାଙ୍ଗିବା ପରେ ପରସ୍ପର ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଲାଗି ରହିଛି। ନୀତୀଶ କୁମାର ସରକାରଙ୍କ ପତନ ହେବାର ଭବିଷ୍ୟବାଣୀ ସେ କରିଥିବା ନିକଟରେ ଭାଜପାର ବରିଷ୍ଠ ନେତା ସୁଶୀଲ କୁମାର ମୋଦି କହିଥିଲେ। ଏହାର…

ସୋନାଲି ଫୋଗଟ୍‌ ମୃତ୍ୟୁ ମାମଲାରେ ଡ୍ରଗ୍ସ ଡିଲର ଗିରଫ, ସଂଖ୍ୟା ୫କୁ ବୃଦ୍ଧି

ପଣଜୀ,୨୮ା୮: ଭାଜପା ନେତ୍ରୀ ସୋନାଲି ଫୋଗଟ୍‌ ହତ୍ୟା ମାମଲାରେ ଗୋଆ ପୋଲିସ ଆଉ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ ଡ୍ରଗ୍ସ ଡିଲର ବୋଲି ଜଣାପଡିଛି। ପୋଲିସ ଶନିବାର ରାତିରେ ତାଙ୍କୁ ଗିରଫ କରିଛି। ଡ୍ରଗ୍ସ ଡିଲରଙ୍କୁ ମିଶାଇ…

ଅକ୍ଟୋବର ୧୭ରେ କଂଗ୍ରେସ ସଭାପତି ନିର୍ବାଚନ, ୧୯ରେ ଫଳାଫଳ

ନୂଆଦିଲ୍ଲୀ,୨୮।୮: କଂଗ୍ରେସ ସଭାପତି ନିର୍ବାଚନ ତାରିଖ ରବିବାର ଘୋଷଣା କରାଯାଇଛି। ଅକ୍ଟୋବର ୧୭ରେ କଂଗ୍ରେସ ସଭାପତି ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ୨୨ ସେପ୍ଟେମ୍ବରରେ ବିଜ୍ଞପ୍ତି ଜାରି କରାଯିବ। ନାମାଙ୍କନ ୨୪ ସେପ୍ଟେମ୍ବରରୁ ଆରମ୍ଭ ହେବ। ୧୭ ଅକ୍ଟୋବରରେ ଭୋଟ ଗ୍ରହଣ…

ଦେଶବାସୀଙ୍କୁ ଏହି ଧାରାବାହିକ ଦେଖିବାକୁ ଅନୁରୋଧ କଲେ ମୋଦି

ନୂଆଦିଲ୍ଲୀ,୨୮।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦେଶବାସୀଙ୍କୁ ‘ମନ କି ବାତ୍‌’ କାର୍ଯ୍ୟକ୍ରମରେ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ସେ ଦୂରଦର୍ଶନରେ ‘ସ୍ବରାଜ-ଭାରତ କେ ସ୍ବତନ୍ତ୍ରତା ସଂଗ୍ରାମ କି ସମଗ୍ର ଗାଥା’ ଧାରାବାହିକ ଦେଖିବାକୁ ଅନୁରୋଧ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri