ଜାତୀୟ

କୃଷକ ଆନ୍ଦୋଳନର ନେତୃତ୍ୱ ନେବେ କେସିଆର୍‌

ହାଇଦ୍ରାବାଦ, ୨୯ା୮: କେନ୍ଦ୍ର ସରକାରଙ୍କ କୃଷିମାରଣ ନୀତି ବିରୋଧରେ ପୁଣି ଏକ ଜାତୀୟ ଆନ୍ଦୋଳନ ମୁଣ୍ଡ ଟେକୁଛି। କୃଷି କ୍ଷେତ୍ରକୁ ସୁରକ୍ଷିତ ରଖିବା ପାଇଁ ପ୍ରତି ଗ୍ରାମରୁ ଚାଷୀମାନେ ଏହି ଆନ୍ଦୋଳନରେ ସାମିଲ ହେବେ। ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ(କେସିଆର୍‌)ଙ୍କୁ…

କୁପୋଷଣ, ଜଳ ସଂରକ୍ଷଣ ଉପରେ ସଚେତନତା ସୃଷ୍ଟିକୁ ଗୁରୁତ୍ୱ

ନୂଆଦିଲ୍ଲୀ,୨୯।୮(ପି.ଟି.): ଦେଶରୁ କୁପୋଷଣ ଦୂର କରିବା ଏବଂ ଜଳ ସଂରକ୍ଷଣ ବଢ଼ାଇବା ଉପରେ ସାମାଜିକ ସଚେତନତାର ଗୁରୁତ୍ୱ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଜୋର୍‌ ଦେଇଛନ୍ତି। ଏଥିସହିତ ଇଣ୍ଟରନେଟ ସଂଯୋଗର ପ୍ରସାରଣ ଦୁର୍ଗମ ଅଞ୍ଚଳ ବିଶେଷ କରି ଉତ୍ତରପୂର୍ବାଞ୍ଚଳରେ ନୂଆ…

ହାଇଦ୍ରାବାଦ ଆର୍କବିଶପ ହେଲେ ଭାଟିକାନ କାର୍ଡିନାଲ

ହାଇଦ୍ରାବାଦ,୨୯।୮: ହାଇଦ୍ରାବାଦର ଆର୍କବିଶପ ପୁଲା ଆନ୍ଥୋନୀ ଭାଟିକାନର କାର୍ଡିନାଲ ଭାବେ ଅବସ୍ଥାପିତ ହୋଇଛନ୍ତି। ଏଭଳି ପଦବୀ ପାଇବାରେ ଆନ୍ଥୋନୀ ପ୍ରଥମ ତେଲୁଗୁ ଏବଂ ପ୍ରଥମ ଦଳିତ ବ୍ୟକ୍ତି। ଏଥିପାଇଁ ଭାଟିକାନ ସିଟିରେ ଥିବା ସେଣ୍ଟ ପିଟର୍ସ ବାସିଲିକାରେ ଶନିବାର ଅନୁଷ୍ଠିତ ଉତ୍ସବରେ…

‘ବିସ୍ଫୋରଣ ବଟନ୍‌ ଦବାଇବା ପରେ କାନ୍ଦିଥିଲି’

ନୋଏଡା, ୨୯ା୮: ଉତ୍ତରପ୍ରଦେଶର ନୋଏଡାରେ ବେଆଇନ ଭାବେ ନିର୍ମାଣ କରାଯାଇଥିବା ସୁପରଟେକ୍‌ ଟୁଇନ୍‌ ଟାଓ୍ବାର ବିସ୍ଫୋରଣ ଦାୟିତ୍ୱ ନେଇଥିବା ଏଡିଫିସ୍‌ ଇଞ୍ଜିନିୟରିଂ କମ୍ପାନୀର ଜଣେ ଅଧିକାରୀ ଚେତନ ଦତ୍ତ ତାଙ୍କ ଅନୁଭୂତି ବାଣ୍ଟିଛନ୍ତି। ପ୍ରାୟ ୧୦୦ ମିଟର ଉଚ୍ଚ ଅଟ୍ଟାଳିକାରେ ବିସ୍ଫୋରଣ…

ପକ୍ଷୀ ଉପରେ ବସି ଜେଲ ବାହାରକୁ ଯାଉଥିଲେ ସାବରକର

ବେଙ୍ଗାଲୁରୁ,୨୯।୮: ଭାଜପା ନେତୃତ୍ୱାଧୀନ ସରକାର ଇତିହାସର ପୁନର୍ଲିଖନ ପ୍ରୟାସ କରୁଥିବାରୁ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି। କର୍ନାଟକ ପାଠ୍ୟପୁସ୍ତକ ସଂଶୋଧନ କମିଟି ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଇତିହାସ ବହିରେ ବିନାୟକ ଦାମୋଦର ସାବରକରଙ୍କ ଉପରେ ଏକ ଅଧ୍ୟାୟ…

ଫରେନ୍ସିକ୍‌ ତଦନ୍ତ ବାଧ୍ୟତାମୂଳକ ହେବ

ଗାନ୍ଧୀନଗର,୨୯ା୮: ଯେଉଁ ଅପରାଧ ଘଟାଇଲେ ଦୋଷୀଙ୍କୁ ୬ ବର୍ଷରୁ ଅଧିକ ଅବଧିର ଦଣ୍ଡ ଦିଆଯାଇଥାଏ, ତାହାର ତଦନ୍ତରେ ଫରେନ୍ସିକ୍‌ ଯାଞ୍ଚକୁ ବାଧ୍ୟତାମୂଳକ କରାଯିବ। କେନ୍ଦ୍ର ସରକାର ଅପରାଧଗୁଡ଼ିକରେ ଦଣ୍ଡବିଧାନ ହାର ବୃଦ୍ଧି ପାଇଁ ଏହି ନିଷ୍ପତ୍ତି ନେବାକୁ ଗମ୍ଭୀରତା ସହ ବିଚାର…

ସିବିଆଇକୁ ବିହାର ମନା

ପାଟନା,୨୯।୮ : କେନ୍ଦ୍ରର ଭାଜପା ନେତୃତ୍ୱାଧୀନ ସରକାର ରାଜନୈତିକ ଫାଇଦା ପାଇଁ ସିବିଆଇର ଦୁରୁପଯୋଗ କରୁଥିବାରୁ ବିହାରର ଶାସକ ମହାଗଠବନ୍ଧନର ନେତାମାନେ ଏହି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ଦିଆଯାଇଥିବା ସାଧାରଣ ସହମତି ପ୍ରତ୍ୟାହାର କରିନେବା ଲାଗି ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀ ସ୍ପେଶାଲ…

ଅକ୍ଟୋବର ୧୭ରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ

ନୂଆଦିଲ୍ଲୀ,୨୯।୮ (ପି.ଟି.) : ସମସ୍ତ କଳ୍ପନାଜଳ୍ପନାର ଅବସାନ ଘଟାଇ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଆଗାମୀ ଅକ୍ଟୋବର ୧୭ରେ କରିବା ପାଇଁ ରବିବାର ଦଳ ପକ୍ଷରୁ ଘୋଷଣା କରାଯାଇଛି। ଦୁଇଦିନ ପରେ ଅର୍ଥାତ୍‌ ଅକ୍ଟୋବର ୧୯ରେ ଫଳାଫଳ ପ୍ରକାଶ ପାଇବ। ନିର୍ବାଚନ ଲାଗି…

ବାର୍ଷିକ ବିପର୍ଯ୍ୟୟ ରିଲିଫ୍‌ ୧୧ ଶହ କୋଟି

ନୂଆଦିଲ୍ଲୀ,୨୯ା୮(ଆଇଏଏନ୍‌ଏସ୍‌) ଓଡ଼ିଶା ପ୍ରତି ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଭୟ ସବୁବେଳେ ରହିଆସିଛି। ରାଜ୍ୟବାସୀ ପ୍ରତିବର୍ଷ ଏକାଧିକ ବିପର୍ଯ୍ୟୟକୁ ସାମ୍ନା କରିଆସୁଥିବାବେଳେ ଓଡ଼ିଶା ସରକାର ବିପନ୍ନଙ୍କୁ ରିଲିଫ୍‌ ବଣ୍ଟନ ବାବଦକୁ ବାର୍ଷିକ ହାରାହାରି ପ୍ରାୟ ୧,୧୦୦ କୋଟି ଟଙ୍କା…

ମୂର୍ତ୍ତି ବିସର୍ଜନ ସମୟରେ ଯମୁନାରେ ବୁଡି ୫ ମୃତ

ନୂଆଦିଲ୍ଲୀ,୨୯ ।୮: ଦକ୍ଷିଣ-ପୂର୍ବ ଦିଲ୍ଲୀରେ ରବିବାର ଏକ ଦୁର୍ଘଟଣା ଘଟିଛି । ଡିଏମଡି ପୋଲ ନିକଟରେ ଗ୍ରେଟର ନଏଡାରେ ମୁର୍ତ୍ତି ବିସର୍ଜନ କରିବାକୁ ଆସିଥିବା ୫ ଜଣ ଯୁବକ ଯମୁନାରେ ବୁଡି ଯାଇଥିଲେ । ଖବର ପାଇବା ପରେ ପୋଲିସ, ଦମକଳ…

ଭାଙ୍ଗିଲା ଟ୍ୱିନ ଟାୱାର, ପାଖ ସୋସାଇଟିର କାନ୍ଥ କ୍ଷତିଗ୍ରସ୍ତ, ଫାଟି ଯାଇଛିି କିଛି ଆପାର୍ଟମେଣ୍ଟ ଝରକା କାଚ

ନୋଏଡା,୨୯ ।୮: ଉତ୍ତର ପ୍ରଦେଶ ନୋଏଡାର ସେକ୍ଟର-୯୩ଏରେ ସୁପରଟେକ୍ର ଟ୍ୱିନ ଟାୱାରକୁ ରବିବାର ଦିନ ୨ଟା ୩୦ ମିନିଟରେ ମାଟିରେ ମିଶାଇ ଦିଆଯାଇଛି । ଏହାପରେ ଟ୍ୱିନ ଟାୱାର ନିକଟରେ ଥିବା ଘର ଗୁଡିକ ସୁରକ୍ଷିତ ନଜର ଆସିଛି । ହେଲେ…

ବିଷାକ୍ତ ପାଣି ପିଇ ଚାଲିଗଲା ଛାତ୍ରଙ୍କ ଜୀବନ, ୫୦ ଅସୁସ୍ଥ

କୋଲକାତା,୨୮।୮: ପଶ୍ଚିମବଙ୍ଗ ନଦିୟା ଜିଲା ମଥୁଆପୁରରେ ବିଷାକ୍ତ ଜଳ ପିଇ ଜଣେ ୧୨ ବର୍ଷର ଛାତ୍ରଙ୍କ ମୃତ୍ୟୁ ଘଟିଛି। ଏପରିକି ୫୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ ଅସୁସ୍ଥ ହୋଇପଡିଛନ୍ତି। ସ୍କୁଲରୁ ଫେରିବା ପରେ ପାଣି ପିଇ ଛାତ୍ର ଶୁଭଦୀପ ହଳଧର ଅସୁସ୍ଥ ହୋଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri