ଭାରତରେ ୧୫୦% ବଢ଼ିଛି ମଧୁମେହ
ନୂଆଦିଲ୍ଲୀ,୮।୬: ବିଶ୍ୱର ଦ୍ୱିତୀୟ ସର୍ବାଧିକ ମଧୁମେହ ଆକ୍ରାନ୍ତ ବୟସ୍କ ବ୍ୟକ୍ତି ଭାରତରେ ରହିଛନ୍ତି। ପ୍ରତି ୬ ମଧୁମେହ ରୋଗୀଙ୍କ ମଧ୍ୟରେ ଜଣେ ଭାରତୀୟ ବୋଲି ଜଣାପଡ଼ିଛି। ଗତ ୩ ଦଶନ୍ଧି ମଧ୍ୟରେ ଦେଶରେ ଡାଇବେଟିସ୍ ରୋଗୀ ସଂଖ୍ୟା ୧୫୦ ପ୍ରତିଶତ ବୃଦ୍ଧି…
ସିଡିଏସ୍ ନିଯୁକ୍ତି ଲାଗି ବଦଳିଲା ନିୟମ
ନୂଆଦିଲ୍ଲୀ,୮।୬: ଦେଶର ପରବର୍ତ୍ତୀ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ନିଯୁକ୍ତି ଲାଗି କେନ୍ଦ୍ର ସରକାର ପ୍ରତିରକ୍ଷା ନିୟମାବଳୀରେ ସଂଶୋଧନ କରିଛନ୍ତି। ସରକାରଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ୬୨ ବର୍ଷରୁ କମ୍ କାର୍ଯ୍ୟରତ କିମ୍ବା ଅବସରପ୍ରାପ୍ତ ଲ୍ୟୁଟ୍ନାଣ୍ଟ ଜେନେରାଲ, ଏୟାର…
ଭାଜପାର ଲକ୍ଷ୍ମଣରେଖା
ନୂଆଦିଲ୍ଲୀ, ୮ା୬: ଭାଜପାର ପୂର୍ବତନ ମୁଖପାତ୍ର ନୂପୁର ଶର୍ମା ଓ ନବୀନ କୁମାର ଜିନ୍ଦଲ ପ୍ରଫେଟ୍ ମହମ୍ମଦଙ୍କ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ଥମୁନି। ଗୋଟିଏ ପରେ ଗୋଟିଏ ଇସ୍ଲାମୀୟ ଦେଶ ଏହାକୁ ନିନ୍ଦା କରିବା ସହ ଭାରତ ଉପରେ…
ନେତାଙ୍କ ମନ୍ତବ୍ୟରେ ଲଗାମ, ଭାଜପା ପକ୍ଷରୁ ଜାରି ହେଲା ୮ ସୂତ୍ରୀ ମାର୍ଗଦର୍ଶିକା…
ନୂଆଦିଲ୍ଲୀ, ୭।୬ : ମହାପୁରୁଷ ମହମ୍ମଦଙ୍କ ଉପରେ ନୁପୁର ଶର୍ମାଙ୍କ ମନ୍ତବ୍ୟ ପରେ ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ବିବାଦ ଯୋଗୁଁ ଭାଜପା ସତର୍କ ହୋଇପଡିଛି। ଦଳ ପକ୍ଷରୁ ନେତାଙ୍କ ମନ୍ତବ୍ୟରେ ଲଗାମ ଲଗାଯାଇଛି। ବର୍ତ୍ତମାନ ନେତା ତଥା ଟିଭି ବିତର୍କକୁ ଯାଉଥିବା…
ସିଡ଼ିଏସ୍ ନିଯୁକ୍ତି ନିୟମରେ ସଂଶୋଧନ, ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି…
ନୂଆଦିଲ୍ଲୀ, ୭।୬ : ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଚି ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ) ନିଯୁକ୍ତି ସହ ଜଡିତ ଥିବା ତିନି ପ୍ରତିରକ୍ଷା ବାହିନୀ ପାଇଁ ନିୟମକୁ ସଂଶୋଧନ କରିବା ଲାଗି ଏକ ଗେଜେଟ ବିଜ୍ଞପ୍ତି ଜାରି କରିଛି। ସଂଶୋଧନ ପରେ,…
ଦୁର୍ଗମ ଅଞ୍ଚଳରେ ନିର୍ବାଚନ ଡ୍ୟୁଟି କଲେ ମିଳିବ ଦୁଇଗୁଣା ପାରିଶ୍ରମିକ, ନିର୍ବାଚନ କମିଶନଙ୍କ ନିଷ୍ପତ୍ତି…
ନୂଆଦିଲ୍ଲୀ, ୭।୬ : ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଉତ୍ତରାଖଣ୍ଡର ଏକ ଦୁର୍ଗମ ମତଦାନ ବୁଥକୁ ପରିଦର୍ଶନ କରିବାର କିଛି ଦିନ ପରେ ନିର୍ବାଚନ ଆୟୋଗ ମଙ୍ଗଳବାର ଏଭଳି ମତଦାନ କେନ୍ଦ୍ରକୁ ଡ୍ୟୁଟିରେ ଯାଉଥିବା ନିର୍ବାଚନ ଅଧିକାରୀଙ୍କ ଦରମାକୁ ଦ୍ୱିଗୁଣିତ…
ସତ୍ୟେନ୍ଦ୍ରଙ୍କ ଘରେ ଚଢ଼ାଉ, ମିଳିଲା ନଗଦ ୨.୮୨ କୋଟି ସହିତ ୧୩୩ ସୁନା ମୁଦ୍ରା…
ନୂଆଦିଲ୍ଲୀ, ୭।୬ : ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ସମସ୍ୟା ପୁଣି ବଢ଼ିଛି। ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ସତ୍ୟେନ୍ଦ୍ର ଏବଂ ତାଙ୍କ ଘନିଷ୍ଠ ସହଯୋଗୀଙ୍କ ଘରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି)…
ସୀମାରେ ଡ୍ରୋନ୍ ଦ୍ୱାରା ନିଶା କାରବାର, ୧୫ କୋଟି ଟଙ୍କାର ହେରୋଇନ ଜବତ…
ଶ୍ରୀଗଙ୍ଗାନଗର, ୭।୬ : ଇଣ୍ଡୋ-ପାକ ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନର ଘୃଣ୍ୟ କାର୍ଯ୍ୟ ବନ୍ଦ ହେବାର ନା ଧରୁନି। ଭାରତ-ପାକ ସୀମାରେ ଥିବା ଶ୍ରୀଗଙ୍ଗନଗର ଜିଲାରେ ସାଢ଼େ ୩ କିଲୋଗାମ୍ ହେରୋଇନ ବିଏସ୍ଏଫ୍ ପକ୍ଷରୁ ଜବତ ହୋଇଛି। ଏହା ସହିତ ଚାରିଜଣ ଚୋରା…
ଜୀବନ ଦେଇଦେବି ପଛେ ପଶ୍ଚିମବଙ୍ଗର ବିଭାଜନ ହେବାକୁ ଦେବିନି, କହିଲେ ମମତା…
କୋଲକାତା, ୭।୬ : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମସି) ଅଧ୍ୟକ୍ଷା ମମତା ବାନାର୍ଜୀ ଭାଜପାକୁ ଟାର୍ଗେଟ କରଛନ୍ତି। ସେ କହିଛନ୍ତି ଯେ ମୁଁ ମୋ ଜୀବନ ଦେବି ପଛେ କିନ୍ତୁ ଭାଜପାକୁ ପଶ୍ଚିମବଙ୍ଗକୁ ବିଭାଜନ କରିବାକୁ ଦେବି ନାହିଁ।…
ପରିବେଶ ସଂରକ୍ଷଣ ତାଲିକାରେ ଭାରତ ତଳେ…
ନୂଆଦିଲ୍ଲୀ, ୭।୬ : ପରିବେଶ ସଂରକ୍ଷଣ ନେଇ ସମଗ୍ର ବିଶ୍ୱରେ ଏକ ଅଭିଯାନ ଚାଲିଛି ଏବଂ ଏହାର ସୁରକ୍ଷା ପାଇଁ ସଚେତନତା ସୃଷ୍ଟି କରାଯାଉଛି। ବିଭିନ୍ନ ଦେଶ ପରିବେଶକୁ ବଞ୍ଚାଇବା ପାଇଁ ଏକ ଅଭିଯାନ ଚଳାଉଛନ୍ତି। ଭାରତରେ ମଧ୍ୟ ଏହି ଅଭିଯାନ…
ପାକିସ୍ତାନୀ ଡ୍ରୋନ୍କୁ ଗୁଳି କରି ଖସାଇଲେ ବିଏସ୍ଏଫ୍ ଯବାନ…
ଶ୍ରୀନଗର, ୭।୬ : ଜମ୍ମୁ-କଶ୍ମୀରର କାନାଚକ ଅଞ୍ଚଳରେ ସୁରକ୍ଷା ବାହିନୀ ପୁଣିଥରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଷଡଯନ୍ତ୍ରକୁ ପଣ୍ଡ କରିଛନ୍ତି। ସୀମା ଆରପାରିକୁ ପଠାଯାଇଥିବା ଏକ ଡ୍ରୋନ୍କୁ ବିଏସ୍ଏଫ୍ ପକ୍ଷରୁ ଗୁଳି କରି ଖସାଇ ଦିଆଯାଇଛି। ସୋମବାର-ମଙ୍ଗଳବାର ବିଳମ୍ବିତ ରାତିରେ ଅନ୍ତର୍ଜାତୀୟ ସୀମାରେ…
୩ ମାସରେ ୭୮୮ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ…
ଲକ୍ଷ୍ନୌ, ୭।୬ : ଉତ୍ତରପ୍ରଦେଶରେ ନୂତନ ସରକାର ଗଠନ ହେବା ପରଠାରୁ ଗ୍ୟାଙ୍ଗଷ୍ଟର ଅଧିନିୟମ ଅନୁଯାୟୀ ଗତ ୩ ମାସରେ ମୋଟ ୭୮୮ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଦ୍ୱିତୀୟ ପାଳିରେ ମାଫିଆଙ୍କ ବିରୋଧରେ କଡ଼ା…
Archives


