ସହପାଠୀଙ୍କ ପାଦତଳେ ପଡ଼ି ଭୋଟ ଭିକ୍ଷା କଲେ ଛାତ୍ରନେତା
ଜୟପୁର,୨୭ା୮: ରାଜସ୍ଥାନରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଛାତ୍ର ସଂଗଠନର ନେତାମାନେ ସହପାଠୀଙ୍କ ପାଦତଳେ ପଡ଼ି ସେମାନଙ୍କ ସପକ୍ଷରେ ଭୋଟ ଦେବାକୁ ନିବେଦନ କରୁଥିବା ଦେଖିବାକୁ ମିଳିଛି। ଯାହା ଦେଖି ସେଠାରେ ଉପସ୍ଥିତ ସମସ୍ତ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି…
କନଷ୍ଟେବଳରୁ ସିଧା ଡିଏସ୍ପି ହେଲେ ମହିଳା…
ପାଟନା, ୨୭।୮ : ବିହାର ପୋଲିସର ମହିଳା କନଷ୍ଟେବଳ ବବଲି କୁମାରୀଙ୍କ କାହାଣୀ ପ୍ରତ୍ୟେକଙ୍କ ପାଇଁ ଏକ ପ୍ରେରଣା ପାଲଟିଛି। ବବୁଲି କେବଳ ଏକ କାମ କରି ନୁହେଁ, ବରଂ ଘରେ ଜଣେ ଶିଶୁକନ୍ୟା ଏବଂ ଜଣେ ମା’ କ୍ଷୀର ପିଉଥିବା…
ବିଲକିସ ବାନୋ ମାମଲା, ୧୩୪ ପୂର୍ବତନ ଅଧିକାରୀ ସିଜେଆଇଙ୍କୁ ଲେଖିଲେ ଚିଠି, ଭୁଲ ଫଇସଲାକୁ ସୁଧାରିବାକୁ ଅନୁରୋଧ…
ନୂଆଦିଲ୍ଲୀ, ୨୭।୮ : ବିଲକିସ ବାନୋ ମାମଲାରେ ଶନିବାର ୧୩୪ ଜଣ ପୂର୍ବତନ ସରକାରୀ ଅଧିକାରୀ ୧୧ ଜଣ ଦୋଷୀଙ୍କୁ ସମୟପୂର୍ବରୁ ମୁକ୍ତ କରିବା ବିରୋଧରେ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ୟୁୟୁ ଲଳିତଙ୍କୁ ଏକ ଚିଠି ଲେଖିଛନ୍ତି। ଏହି ଭୟାବହ…
ଖଦୀ ଉତ୍ସବ, ମୋଦି ଚଳାଇଲେ ଚରଖା…
ଅହମଦାବାଦ, ୨୭।୮ : ଗୁଜରାଟର ରାଜଧାନୀ ଅହମଦାବାଦରେ ଚାଲିଥିବା ଖଦୀ ଉତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ସାବରମତିର ଏହି କୂଳ ଆଜି ଧନ୍ୟ ହୋଇଛି। ସ୍ବାଧୀନତାର ୭୫ ବର୍ଷକୁ ସ୍ମରଣ କରିବା…
ଗୁଲାମନବୀଙ୍କ ଘରେ ଜି-୨୩ ନେତାଙ୍କ ବୈଠକ…
ନୂଆଦିଲ୍ଲୀ, ୨୭।୮ : କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲ୍ୟୁଡିସି) ବୈଠକ ରବିବାର ଅନୁଷ୍ଠିତ ହେବ। ବୈଠକରେ ଦଳର ପରବର୍ତ୍ତୀ ଅଧ୍ୟକ୍ଷ ନିର୍ବାଚନର ତାରିଖ ସ୍ଥିର କରାଯିବ। ଏହାପୂର୍ବରୁ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିବା ଗୁଲାମ ନବୀ ଆଜାଦଙ୍କ ବାସଭବନରେ ବିଦ୍ରୋହୀ ଜି-୨୩…
କେସିଆର ସରକାରଙ୍କୁ କ୍ଷମତାଚ୍ୟୁତ କରିବା ଆବଶ୍ୟକ, କହିଲେ ନଡ୍ଡା…
ହାଇଦ୍ରାବାଦ, ୨୭।୮ : ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ତେଲେଙ୍ଗାନା ଗସ୍ତରେ ଅଛନ୍ତି। ଡ୍ସେ ଶନିବାର ଓ୍ବାରଙ୍ଗଲସ୍ଥିତ ଭଦ୍ରକାଳୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଏହା ପରେ ୱାରଙ୍ଗଲରେ ଏକ ରାଲିକୁ ସମ୍ବୋଧିତ କରିବାବେଳେ କହିଥିଲେ ଯେ ଆଗାମୀ ଦିନରେ ଯେତେବେଳେ…
ଉପରାଜ୍ୟପାଳ-ମୁଖ୍ୟମନ୍ତ୍ରୀ ପୁଣି ମୁହାଁମୁହିଁ, ଫେରାଇଲେ ୪୭ ଫାଇଲ…
ନୂଆଦିଲ୍ଲୀ, ୨୭।୮ : ଦିଲ୍ଲୀର ଊପରାଜ୍ୟପାଳ ବିନୟ କୁମାର ସାକ୍ସେନା ଏବଂ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। ଉପରାଜ୍ୟପାଳ ସରକାରଙ୍କର ୪୭ ଫାଇଲକୁ ଫେରାଇ ଦେଇଛନ୍ତିି। ଏସବୁରେ କେଜରିଓ୍ବାଲଙ୍କ ଦସ୍ତଖତ ନଥିବା ସେ କହିଛନ୍ତି। ରାଜ ନିବାସ…
ଶେଷରେ ଗୁଲାମନବୀ ନିଜକୁ ଆଜାଦ କଲେ, କଂଗ୍ରେସକୁ ଜ୍ୟୋତିରାଦିତ୍ୟଙ୍କ କଡ଼ା ସମାଲୋଚନା…
ନୂଆଦିଲ୍ଲୀ, ୨୭।୮ : ଭେଟେରାନ ନେତା ଗୁଲାମ ନବୀ ଆଜାଦ ଶୁକ୍ରବାର କଂଗ୍ରେସର ସମସ୍ତ ପଦରୁ ଇସ୍ତଫା ଦେଇ ଦଳକୁ ଏକ ବଡ ଝଟକା ଦେଇଛନ୍ତି। ଏହାକୁ ନେଇ କଂଗ୍ରେସ ଛାଡି ଭାଜପାରେ ଯୋଗ ଦେଇଥିବା କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ…
ପ୍ରେମିକାଙ୍କୁ ରକ୍ତରେ ସିନ୍ଦୂର ପିନ୍ଧାଇଲେ ପ୍ରେମିକ, ପରିବାର ଲୋକେ ଜାଣିବା ପରେ…
ପାଟନା,୨୭ା୮: ବିହାରର ମୁଙ୍ଗେର ଜିଲାରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ହାବେଳି ଖଡ଼ଗପୁରରସ୍ଥିତ ହ୍ରଦ ପରିଦର୍ଶନ କରିବାକୁ ଆସିଥିବା ପ୍ରେମୀଯୁଗଳଙ୍କୁ ଜବରଦସ୍ତ ବିବାହ କରାଯାଇଛି। ସେଠାରେ ଉପସ୍ଥିତ ଥିବା ଲୋକମାନେ ପ୍ରଥମେ ଯୁବକଙ୍କର ଆଙ୍ଗୁଠି କାଟି ଯୁବତୀଙ୍କ ମଥାରେ ସିନ୍ଦୂର…
ସୀମା ସୁରକ୍ଷା ପାଇଁ ଭାରତୀୟ ସେନା ସମ୍ପୂର୍ଣ୍ଣ ସକ୍ଷମ…
ନୂଆଦିଲ୍ଲୀ, ୨୭।୮ : ଅରୁଣାଚଳ ପ୍ରଦେଶରେ ଭାରତ ସୀମାରେ ଭାରତୀୟ ସେନା ପ୍ରସ୍ତୁତ ଅଛନ୍ତି। ଭାରତୀୟ ସେନା ଅନ୍ତର୍ଜାତୀୟ ସୀମା ସହିତ ଭିତ୍ତିଭୂମି ଏବଂ ସୁରକ୍ଷା ଉପରେ ଧ୍ୟାନ ଦେଇଛନ୍ତି। ସେନା କର୍ମଚାରୀମାନେ ଦେଶର ସୀମା ରକ୍ଷା କରନ୍ତି, ତେଣୁ ସେମାନଙ୍କର…
ଗୁଲାମ ନବୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁ ଥିଲେ ମୋଦି, କହିଲେ ଅଧୀର ରଞ୍ଜନ…
ନୂଆଦିଲ୍ଲୀ, ୨୭।୮ : କଂଗ୍ରେସରୁ ବରିଷ୍ଠ ନେତା ଗୁଲାମ ନବୀ ଆଜାଦ୍ଙ୍କ ଇସ୍ତଫା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କୁ ଟାର୍ଗେଟ କରିଛନ୍ତି ଅଧୀର ରଞ୍ଜନ ଚୌଧୁରୀ। ସେ କହିଛନ୍ତି ଭାରତରେ କୋଭିଡ ମହାମାରୀ ଯୋଗୁ ଲକ୍ଷ ଲକ୍ଷ ଲୋକ ମୃତ୍ୟୁ ଘଟିବାରେ…
କଂଗ୍ରେସରେ ଏବେ ଚପରାସୀ ବରିଷ୍ଠ ନେତାଙ୍କୁ ଦେଉଛନ୍ତି ଦଳ ସମ୍ପର୍କରେ ଜ୍ଞାନ, ଏହା ହାସ୍ୟାସ୍ପଦ କହିଲେ ମନୀଷ ତିଓ୍ବାରୀ…
ନୂଆଦିଲ୍ଲୀ, ୨୭।୮ : ଗୁଲାମ ନବୀ ଆଜାଦଙ୍କ ଇସ୍ତଫା ସମ୍ପର୍କରେ ଶନିବାର କଂଗ୍ରେସ ଏମ୍ପି ମନୀଷ ତିୱାରୀ କହିଛନ୍ତି ଯେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରୁଥିବା ଆଜାଦଙ୍କ ପାଞ୍ଚ ପୃଷ୍ଠାର ଚିଠିର ଦୋଷ ଦୁର୍ବଳତା ଉପରେ ସେ କୌ…
Archives


