ଜାତୀୟ

ଶ୍ରୀଲଙ୍କାକୁ ସହଯୋଗର ହାତ ବଢ଼ାଇଲା ଭାରତ

ନୂଆଦିଲ୍ଲୀ,୧୦ା୭: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କା ପାଇଁ ଭାରତ ସହଯୋଗର ହାତ ବଢ଼ାଇଛି। ପଡ଼ୋଶୀ ରାଷ୍ଟ୍ରକୁ ୪୪ ହଜାର ଟନ୍‌ ୟୁରିଆ ସାର ଯୋଗାଇ ଦିଆଯାଇଛି। ରବିବାର କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଏହି…

‘ଆମେ ଶ୍ରୀଲଙ୍କା ସହ ଅଛୁ’

କଲମ୍ବୋ,୧୦।୭: ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ପରିସ୍ଥିତି ଅଣାୟତ୍ତ ହୋଇପଡିଛି। ପଡୋଶୀ ଦେଶର ଏଭଳି ସଙ୍କଟବେଳେ ଭାରତ ସହଯୋଗର ହାତ ବଢାଇଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି, ଭାରତ ହେଉଛି ଶ୍ରୀଲଙ୍କାର ନିକଟତମ ପଡ଼ୋଶୀ।…

କହ୍ନେୟାଲାଲ ହତ୍ୟା ମାମଲା: ସପ୍ତମ ଅଭିଯୁକ୍ତ ଗିରଫ

ଉଦୟପୁର,୧୦।୭: ରାଜସ୍ଥାନର ଉଦୟପୁର ଦରଜି କହ୍ନେୟାଲାଲ ହତ୍ୟା ମାମଲାରେ ଏନଆଇଏ ସପ୍ତମ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ଫରହାଦ ମହମ୍ମଦ ଶେଖ (୩୧) କହ୍ନେୟାଲାଲ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ରିୟାଜ ଅଟାରୀଙ୍କ ଜଣେ ଘନିଷ୍ଠ ସହଯୋଗୀ ଥିଲେ। ଅନେକ ଦିନ…

୫୩ ଶିବସେନା ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍‌

ମୁମ୍ବାଇ,୧୦।୭: ମହାରାଷ୍ଟ୍ରରେ ଏକନାଥ ଶିନ୍ଦେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ ରାଜ୍ୟରେ ରାଜନୈତିକ ଡ୍ରାମା ଶେଷ ହୋଇନାହିଁ। ମହାରାଷ୍ଟ୍ର ବିଧାନସଭାର ମୁଖ୍ୟ ଶାସନ ସଚିବ ରାଜେନ୍ଦ୍ର ଭାଗବତ ୫୩ ଶିବସେନା ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଶିନ୍ଦେଙ୍କ ଗୋଷ୍ଠୀର…

ଭଗବାନ ଶିବଙ୍କ ବେଶରେ ଦରଦାମ୍‌ ବୃଦ୍ଧିକୁ ବିରୋଧ କରୁଥିବା ଯୁବକ ଗିରଫ

ଗୁଆହାଟୀ,୧୦।୭: ଫିଲ୍ମ କାଳୀ ପୋଷ୍ଟରକୁ ନେଇ ଦେଶବ୍ୟାପୀ ଅସନ୍ତୋଷ ମଧ୍ୟରେ ଆସାମର ନାଗାଓଁରେ ପଥପ୍ରାନ୍ତ ନାଟକକୁ ନେଇ ଏକ ନୂଆ ବିବାଦ ସୃଷ୍ଟି ହୋଇଛି। ପଥପ୍ରାନ୍ତ ନାଟକରେ ଭଗବାନ ଶିବଙ୍କ ଭୂମିକା ଗ୍ରହଣ କରିଥିବା ବ୍ୟକ୍ତିଙ୍କୁ ଧାର୍ମିକ ଭାବନାକୁ ଆଘାତ ଦେବା…

ଅମରନାଥ ଯାତ୍ରା ବାତିଲ

ଜମ୍ମୁ,୧୦।୭: ଖରାପ ପାଗ ଯୋଗୁ ଅମରନାଥ ଯାତ୍ରାକୁ ରବିବାରଠାରୁ ବାତିଲ କରିଦିଆଯାଇଛି। ଏପରି କି କଶ୍ମୀରରେ ଥିବା ୨ଟି କ୍ୟାମ୍ପରୁ କୌଣସି ନୂଆ ଭକ୍ତଙ୍କୁ ଆଉ ଅମରନାଥ ଯିବାକୁ ଅନୁମତି ଦିଆଯିବ ନାହିଁ। ଏନେଇ ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ସୂଚନା…

ଗୋଆରେ କଂଗ୍ରେସକୁ ଲାଗିପାରେ ବଡ଼ ଝଟ୍‌କା

ପାଣାଜୀ,୧୦।୭: ମହାରାଷ୍ଟ୍ର ସଙ୍କଟ ପରେ ଏବେ ଗୋଆ କଂଗ୍ରେସର ମଧ୍ୟ ଫାଟ ସୃଷ୍ଟି ହୋଇଛି। ଦଳର ୯ ବିଧାୟକ ଭାଜପାରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଛି। ଏବେ ରାଜ୍ୟରେ କଂଗ୍ରେସର ୧୧ ବିଧାୟକ ଅଛନ୍ତି। ଯଦି ୯ ବିଧାୟକ ଭାଜପାରେ…

ଶାହାଙ୍କୁ ଭେଟିଲେ କଂଗ୍ରେସରୁ ବହିଷ୍କୃତ ବିଧାୟକ

ଚଣ୍ଡିଗଡ଼,୧୦।୭: ହରିୟାଣା କଂଗ୍ରେସରୁ ବହିଷ୍କୃତ ନେତା ତଥା ଆଦମପୁର ବିଧାୟକ କୁଲଦୀପ ବିଷ୍ଣୋଇ ରବିବାର କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବଂ ଭାରତୀୟ ଜନତା ପାର୍ଟି ମୁଖ୍ୟ ଜେପି ନଡାଙ୍କୁ ଭେଟିଛନ୍ତି। ଦୁଇ ନେତାଙ୍କ ସହ ଭେଟ ବେଳର ଫଟୋ…

ମା’ କାଳୀଙ୍କ ଆଶୀର୍ବାଦ ସର୍ବଦା ଭାରତ ସହ ଅଛି:ମୋଦି

ନୂଆଦିଲ୍ଲୀ,୧୦।୭:ପ୍ରାମାଣିକ ଚଳଚ୍ଚିତ୍ର ‘କାଳୀ’ର ଆପତ୍ତିଜନକ ପୋଷ୍ଟରକୁ ନେଇ ବିବାଦ ଥମୁନି। ବିବାଦ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସ୍ବାମୀ ଆତ୍ମସ୍ଥାନନ୍ଦଙ୍କ ଶତବାର୍ଷିକୀ ଉତ୍ସବକୁ ସମ୍ବୋଧିତ କରିଥିଲେ। ଏଠାରେ ସେ ମା’ କାଳୀଙ୍କ ବିଷୟରେ ମଧ୍ୟ ଆଲୋଚନା କରିଥିଲେ। ସବୁକିଛି ମା’ଙ୍କ…

ଶ୍ରୀଲଙ୍କା ସଙ୍କଟକୁ ନେଇ ଭାରତର ପ୍ରଥମ ପ୍ରତିକ୍ରିୟା, ଆମେ ବନ୍ଧୁତ୍ୱର ହାତ ବଢାଇଥିଲୁ, ଏବେବି ସାଙ୍ଗରେ ଅଛୁ

ନୂଆଦିଲ୍ଲୀ,୧୦ ।୭: ଆର୍ଥିକ ସଙ୍କଟ ଦେଇ ଗତିକରୁଥିବା ଶ୍ରୀଲଙ୍କାର ପରିସ୍ଥିତି ବେଳକୁ ବେଳ ଖରାପ ହେବାରେ ଲାଗିଛି । ମହଙ୍ଗା ମାଡ ଚରମ ସ୍ଥିତିରେ ପହଞ୍ଚିଥିବା ବେଳେ ସାଧାରଣ ଆବଶ୍ୟକ ଜିନିଷର ଦାମ ଅକାଶଛୁଆଁ ହୋଇଯାଇଛି । ଏହାକୁ ନେଇ ଲୋକେ…

ଶ୍ରୀଲଙ୍କା ଭଳି ପରିସ୍ଥିତିକୁ ସାମ୍ନା କରିବାକୁ ପଡିବ ମୋଦିଙ୍କୁ: ଟିଏମସି ବିଧାୟକ

କୋଲକାତା,୧୦ ।୭: ଶ୍ରୀଲଙ୍କାର ଆର୍ଥିକ ସଙ୍କଟ ବେଳକୁ ବେଳ ଖରାପ ହେବାରେ ଲାଗିଛି । ଏବେ ପରିସ୍ଥିତି ଏପରି ହୋଇଛି ଯେ ଶେଷକୁ ରାଷ୍ଟ୍ରପତିଙ୍କୁ ଅଣ୍ଡରଗ୍ରାଉଣ୍ଡ ହେବାକୁ ପଡିଛି ଆଉ ପ୍ରଧାନମନ୍ତ୍ରୀ ତୁରନ୍ତ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ରାଷ୍ଟ୍ରପତି…

ପ୍ରଶଂସକଙ୍କ ପାଇଁ ୟୁଟ୍ୟୁବ୍‌ର ଗୌରବ ତନିଜା ଗିରଫ

ନୂଆଦିଲ୍ଲୀ,୧୦।୭: ପ୍ରଶଂସକଙ୍କ ଲାଗି ୟୁଟ୍ୟୁବର ଗୌରବ ତନିଜା ଗିରଫ। ଫ୍ଲାଇଂ ବିଷ୍ଟ ନାମରେ ୟୁଟ୍ୟୁବ୍‌ ବ୍ଲଗିଂ ଚ୍ୟାନେଲ ଚଲାଉଥିବା ଗୌରବଙ୍କୁ ଉତ୍ତରପ୍ରଦେଶ ପୁଲିସ ଗିରଫ କରିଛି। ସେ ଜନ୍ମଦିନ ପାଳନ କରିବାକୁ ଉତ୍ତରପ୍ରଦେଶ ଗୌତମବୁଦ୍ଧ ନଗର ନୋଏଡ଼ାସ୍ଥିତ ସେକ୍ଟର-୫୧ ମେଟ୍ରୋ ଷ୍ଟେଶନକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri