ଜାତୀୟ

ଦିପାବଳୀର ଭିନ୍ନ ଉପହାର: ୧୦ ଗ୍ରାମ ସୁନା, ମୋବାଇଲ, ମିକ୍ସର… ରୋଗୀ ଆଣ ଉପହାର ନିଅ

ଇନ୍ଦୋର,୧୯ ।୧୦: ମଧ୍ୟ ପ୍ରଦେଶର ଆଗର ମାଲୱା ଜିଲାରେ ଚିକିତ୍ସା ବିଭାଗ ଏକ ଭିନ୍ନ ଉପହାର ଘୋଷଣା କରିଛି । ଟିବି ରୋଗୀଙ୍କୁ ହସ୍ପିଟାଲ ଆଣୁଥିବା ବ୍ୟକ୍ତିଙ୍କୁ ୫୦୦ରୁ ୫୦ ହଜାର ଟଙ୍କାର ପୁରସ୍କାର ଦେବାକୁ ଘୋଷଣା କରାଯାଇଛି । ସଂମ୍ପୃକ୍ତ…

ବଳାତ୍କାରୀଙ୍କୁ ମୁକ୍ତ କରାଯିବା ଯଥାର୍ଥ: କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ,୧୯ା୧୦: ବିଲ୍‌କିସ୍‌ ବାନୋ ଗଣବଳାତ୍କାର ଓ ତାଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା ମାମଲାରେ ଦୋଷୀସାବ୍ୟସ୍ତ ହୋଇଥିବା ୧୧ ଜଣ ଅନେକ ବର୍ଷ ସଜା କାଟିସାରିଛନ୍ତି। ସେମାନଙ୍କୁ ଜେଲରୁ ମୁକ୍ତ କରାଯିବାର ବ୍ୟବସ୍ଥା ରହିଥିବା କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଜୋଷୀ…

ବିଲ୍‌କିସ୍‌ ମାମଲା: ସତ୍ୟପାଠ ଉପରେ ଜବାବ ଦାଖଲ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୯ା୧୦(ପି.ଟି.): ୨୦୦୨ ଗୁଜରାଟ ଦଙ୍ଗା ବେଳେ ବିଲ୍‌କିସ ବାନୋ ଗଣବଳାତ୍କାର ଓ ତାଙ୍କ ପରିବାରର ୭ ଜଣଙ୍କୁ ହତ୍ୟା ମାମଲାରେ ୧୧ ଦୋଷୀଙ୍କୁ କ୍ଷମା ପ୍ରଦାନ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଦାଏର ପିଟିଶନ ଉପରେ ଗୁଜରାଟ ସରକାର ବିସ୍ତୃତ ଜବାବ ଦେଇଥିବା…

ଭାରତ ପହଞ୍ଚିଲେ ସଂଯୁକ୍ତ ରାଷ୍ଟ୍ର ମହାସଚିବ ଆଣ୍ଟୋନିଓ ଗୁଟେରସ, ମୋଦିଙ୍କୁ କରିବେ ସାକ୍ଷାତ୍‌

ନୂଆଦିଲ୍ଲୀ,୧୯ ।୧୦: ସଂଯୁକ୍ତ ରାଷ୍ଟ୍ର ମହାସଚିବ ଆଣ୍ଟୋନିଓ ଗୁଟେରସ ମଙ୍ଗଳବାର ବିଳମ୍ବିତ ରାତିରେ ଭାରତ ପହଞ୍ଚିଛନ୍ତି । ରାଷ୍ଟ୍ରଦୂତ ରୁଚିରା କମ୍ବୋଜ ତାଙ୍କୁ ସ୍ୱାଗତ କରିଛନ୍ତି । ଏହା ଗୁଟେରସଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ଭାରତ ଯାତ୍ରା । ବୈଦେଶିକ ମନ୍ତ୍ରଣାଳୟ…

କଂଗ୍ରେସକୁ ଆଜି ମିଳିବ ନୂଆ ଅଧ୍ୟକ୍ଷ: ୨୪ ବର୍ଷ ପରେ ଗାନ୍ଧୀ ପରିବାର ବାହାରର ନେତା ସମ୍ଭାଳିବେ ଦାୟିତ୍ୱ

ନୂଆଦିଲ୍ଲୀ,୧୯ ।୧୦: ଦେଶର ସବୁଠାରୁ ପୁରୁଣା ରାନୈତିକ ଦଳ କଂଗ୍ରେସକୁ ଆଜି ଅର୍ଥାତ୍ ବୁଧବାର ତା’ର ନୂଆ ଅଧ୍ୟକ୍ଷ ମିଳିବାକୁ ଯାଉଛି । ୨୪ ବର୍ଷ ପରେ ପ୍ରଥମଥର ଗାନ୍ଧୀ ପରିବାର ବାହାରୁ ଜଣେ ନେତାଙ୍କୁ ଏହି ଅଧ୍ୟକ୍ଷ ପଦ ମିଳିବ…

ଆରଟିଆଇ ସୂଚନା: ୟୁପିଏ ସରକାରଙ୍କ ସମୟରେ ୪ ହଜାରରୁ ଅଧିକ ଆତଙ୍କବାଦୀଙ୍କୁ ଏନକାଉଣ୍ଟର, ମୋଦିଙ୍କ ଶାସନରେ ଭାଙ୍ଗିଛି ଆତଙ୍କବାଦ ମେରୁଦଣ୍ଡ…

ପୁଣେ,୧୮।୧୦ : ଜମ୍ମୁ-କଶ୍ମୀରରେ ଆତଙ୍କବାଦକୁ ନେଇ ଶୂନ୍ୟ ସହନଶୀଳତା ନୀତି ଆପଣାଇ ବର୍ତ୍ତମାନର କେନ୍ଦ୍ର ସରକାର ଆତଙ୍କବାଦୀ କାର୍ଯ୍ୟକଳାପକୁ ରୋକିଛନ୍ତି। ୨୦୧୪ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଆତଙ୍କବାଦ ପ୍ରସଙ୍ଗକୁ ଗମ୍ଭୀରତାର ସହ ନେଇଛନ୍ତି ଏବଂ ସରକାର ଏହା ବିରୋଧରେ…

ସିଏଏ ନିୟମ ପାଇଁ ପୁଣି ବଢ଼ିଲା ସମୟ ସୀମା, ୨ ବର୍ଷରେ ବଢ଼ିଲାଣି ୭ ଥର …

ନୂଆଦିଲ୍ଲୀ,୧୮।୧୦ : ନାଗରିକତ୍ୱ ସଂଶୋଧନ ଅଧିନିୟମ (ସିଏଏ), ୨୦୧୯ ପାଇଁ ନିୟମ ପ୍ରସ୍ତୁତ କରିବାକୁ ରାଜ୍ୟ ସଭା ଓ ଲୋକ ସଭା ଅଧିନସ୍ଥ ବିଧାନସଭା କମିଟି ଦ୍ୱାରା ସପ୍ତମ ଥର ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ସମୟ ସୀମାକୁ ବୃଦ୍ଧି କରାଯାଇଛି। ମଙ୍ଗଳବାର…

ସ୍ମାର୍ଟଫୋନ୍‌ କିଣିବା ମାନିଆ, ରକ୍ତ ବିକ୍ରି କରିବାକୁ ବ୍ଲଡ୍‌ ବ୍ୟାଙ୍କ ପହଞ୍ଚିଲେ ନାବାଳିକା…

କୋଲକାତା,୧୮।୧୦ : ସମ୍ପ୍ରତି ଆମେ ପ୍ରାୟତଃ ସ୍ମାର୍ଟଫୋନ ପାଇଁ ଲୋକଙ୍କ ମଧ୍ୟରେ ଥିବା କ୍ରେଜ ଖବର ଶୁଣିଥାଉ। କିନ୍ତୁ ପଶ୍ଚିମବଙ୍ଗରେ ଯାହା ଘଟିଛି ତାହା ପ୍ରକୃତରେ ତାହା ଯେକୌଣସି ଲୋକଙ୍କୁ ନିଶ୍ଚିତ ଆଶ୍ଚର୍ଯ୍ୟ କରିବ। ଏଠାରେ ଜଣେ ୧୬ ବର୍ଷ ବୟସ୍କା…

୫୦ ହଜାରରୁ ଅଧିକ ଭୋଟରେ ହାରିଥାନ୍ତା ଭାଜପା, କହିଲେ ସଞ୍ଜୟ…

ମୁମ୍ବାଇ,୧୮।୧୦ : ମୁମ୍ବାଇର ଅନ୍ଧେରୀ ଇଷ୍ଟ ଆସନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିବା ନେଇ ରାଜନୈତିକ ଆରୋପ ପ୍ରତ୍ୟାରୋପ ବୃଦ୍ଧି ପାଇବାରେ ଲାଗିଛି। ଭାଜପା ଏଠାରେ ମୁର୍ଜି ପଟେଲଙ୍କୁ ପ୍ରାର୍ଥୀ କରିଥିଲା। ସେ ଜଣେ ଗୁଜୁରାଟୀ। ତାଙ୍କ…

ଭାଜପା ପ୍ରାର୍ଥୀ ପ୍ରତ୍ୟାହାର ନେଇ ରାଜନୀତି ସରଗରମ…

ମୁମ୍ବାଇ,୧୮।୧୦ : ମୁମ୍ବାଇର ଅନ୍ଧେରୀ ଇଷ୍ଟ ଆସନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିବା ନେଇ ରାଜନୈତିକ ମହଲରେ ଏକ ବଡ଼ ଆଲୋଡ଼ନ ସୃଷ୍ଟି ହୋଇଛି। ରାଜନୈତିକ ବିଶେଷଜ୍ଞମାନେ କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି ଏହା କରି…

ଓମିକ୍ରନ୍‌ର ନୂଆ ସବ୍‌-ଭାରିଆଣ୍ଟକୁ ନେଇ ଆଲର୍ଟ ମୋଡରେ ସରକାର: ବୈଠକ କଲେ ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୮।୧୦: ଓମିକ୍ରନ୍‌ର ସବ୍‌-ଭାରିଆଣ୍ଟ ବିଏଫ୍‌-୭ ଭାରତରେ ଚିହ୍ନଟ ହେବା ପରେ କରୋନା ମାମଲା ପୁଣିଥରେ ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି। ଇତିମଧ୍ୟରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ ଓମିକ୍ରନ୍‌ର ସବ୍‌-ଭାରିଆଣ୍ଟର ବିପଦକୁ ଦୃଷ୍ଟିରେ ରଖି ମଙ୍ଗଳବାର ସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କ…

ଦୀପାବଳି-ଛଟ୍‌ରେ ଚାଲିବ ସ୍ବତନ୍ତ୍ର ୩୨ ଟ୍ରେନ୍‌

ନୂଆଦିଲ୍ଲୀ, ୧୮।୧୦: ପାର୍ବଣ ଋତୁରେ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଖୁସି ଖବର। ଯାତ୍ରୀମାନେ ଯାତାୟାତରେ କୌଣସି ଅସୁବିଧାର ସମ୍ମୁଖୀନ ନ ହେବା ପାଇଁ ଭାରତୀୟ ରେଲଓ୍ବେ ମଙ୍ଗଳବାର ୩୨ଟି ସ୍ବତନ୍ତ୍ର ଟ୍ରେନ୍‌ ଚଳାଇବାକୁ ନିଷ୍ପତ୍ତି ନେଇଛି। ତେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?