ଜାତୀୟ

ଚାଇନିଜ୍‌ ମାଞ୍ଜା ପକ୍ଷୀଙ୍କ ସ୍ବାଧୀନତାରେ ସାଜିଛି ବାଧକ, ୧୫ ଦିନରେ ୨୭୭ ଉଦ୍ଧାର, ୪୦୦ରୁ ଅଧିକଙ୍କର କଟିଛି ଡେଣା-ବେକ-ଗୋଡ଼…

ନୂଆଦିଲ୍ଲୀ, ୧୮।୮ : ଦେଶର ରାଜଧାନୀରେ ଚାଇନାର ମାଞ୍ଜ କେବଳ ମଣିଷଙ୍କୁ ନୁହେଁ, ବିଦେଶରୁ ଆସୁଥିବା ପକ୍ଷୀମାନଙ୍କର ମୃତ୍ୟୁର କାରଣ ପାଲଟିଛି। ସ୍ବାଧୀନତା ଦିବସରେ ଦିଲ୍ଲୀରେ ଗୁଡ଼ି ଉଡିବା ଯୋଗୁ ୨୫୦ରୁ ଅଧିକ ପକ୍ଷୀ ଆହତ ହୋଇଛନ୍ତି। ପକ୍ଷୀମାନଙ୍କୁ ଚିକିତ୍ସା ପାଇଁ…

ବାହୁବଳୀ ନେତା ମୁଖତାର୍‌ ଅନସାରୀଙ୍କ ଘରେ ଇଡି ଚଢାଉ

ଲକ୍ଷ୍ନୌ,୧୮।୮: ଉତ୍ତରପ୍ରଦେଶର ବାହୁବଳୀ ନେତା ମୁଖତାର୍‌ ଅନସାରୀଙ୍କ ଘରେ ଇଡି ଚଢାଉ କରିଛି। ମୁଖତାରଙ୍କ ଗାଜିପୁରର ମହମ୍ମଦାବାଦସ୍ଥିତ ବାସଭବନ ଏବଂ ତାଙ୍କୁ ସହଯୋଗୀ, ପରିବାର ସଦସ୍ୟଙ୍କ ଦିଲ୍ଲୀ ଏବଂ ଉତ୍ତରପ୍ରଦେଶରସ୍ଥିତ ବାସଭବନ ସମେତ ମୋଟ ୧୧ଟି ସ୍ଥାନରେ ଇଡିର ଚଢାଉ କାର୍ଯ୍ୟ…

ନେତୃତ୍ୱଙ୍କ ପ୍ରତି ଆହ୍ବାନ ସୃଷ୍ଟି କରୁଥିବା ନେତାଙ୍କ ଡେଣା କାଟି ଦିଏ ଭାଜପା, ଗଡକରୀଙ୍କ ଉଦ୍ଦେଶ୍ୟରେ ଏନ୍‌ସିପିର ମନ୍ତବ୍ୟ…

ନୂଆଦିଲ୍ଲୀ, ୧୮।୮ : ସଂସଦୀୟ ବୋର୍ଡରୁ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀଙ୍କୁ ହଟାଇବା ନେଇ ଭାରତୀୟ ଜନତା ପାର୍ଟିକୁ ଏନସିପି ଟାର୍ଗେଟ କରିଛି। ଏନସିପି କିଂଛି ଜଣେ ଦକ୍ଷ ରାଜନେତା ଭାବରେ ଗଡକରୀଙ୍କ ଦକ୍ଷତା ବୃଦ୍ଧି ହେତୁ ତାଙ୍କୁ ବୋର୍ଡରୁ ହଟାଇ…

ସୁରକ୍ଷାକର୍ମୀଙ୍କୁ ସଫଳତା, ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ, ଚାଇନିଜ ଗ୍ରେନେଡ ଜବତ…

ଶ୍ରୀନଗର, ୧୮।୮ : ଦେଶରେ ଆତଙ୍କବାଦ ବିସ୍ତାର ପାଇଁ ପାକିସ୍ତାନ ଷଡଯନ୍ତ୍ର ଜାରି ରଖିଛି। ସୀମାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଯୋଗୁୁ ପାକିସ୍ତାନ ବର୍ତ୍ତମାନ ଆତଙ୍କବାଦ ରଣନୀତିରେ ଡ୍ରୋନ ଅନ୍ତର୍ଭୁକ୍ତ କରିଛି। ଡ୍ରୋନ ମାଧ୍ୟମରେ ସେ ସୀମାକୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର…

ଡିସେମ୍ବର ସୁଦ୍ଧା ଭାଙ୍ଗିବ ମମତାଙ୍କ ସରକାର, ଶୁଭେନ୍ଦୁଙ୍କ ଦାବି…

କୋଲକାତା, ୧୮।୮ : ପଶ୍ଚିମବଙ୍ଗର ଭେଟେରାନ ଭାଜପା ନେତା ଶୁଭେନ୍ଦୁ ଅଧିକାରୀ ଏକ ବଡ ଦାବି କରିଛନ୍ତି। ସେ ଦାବି କରିଛନ୍ତି ଯେ ଡିସେମ୍ବର ମାସ ବେଳକୁ ରାଜ୍ୟରେ ତୃଣମୂଳ କଂଗ୍ରେସ ସରକାରଙ୍କ ଶେଷ ସମୟ ସୀମା ହେବ। ଡିସେମ୍ବର ସୁଦ୍ଧା…

ମାସେରେ କରୋନା ମୃତ୍ୟୁ ସଂଖ୍ୟା ବଢ଼ିଛି ୩୫ ପ୍ରତିଶତ…

ଜେନେଭା, ୧୮।୮ : କରୋନା ମହାମାରୀ ସଂକ୍ରମଣ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଗତ ଚାରି ସପ୍ତାହ ମଧ୍ୟରେ ସାରା ବିଶ୍ୱରେ ଏହି ମହାମାରୀ ଯୋଗୁଁ ମୃତ୍ୟୁ ସଂଖ୍ୟାରେ ୩୫ ପ୍ରତିଶତ ବୃଦ୍ଧି ଘଟିଛି। ଏହାକୁ ଦୃଷ୍ଟିରେ ରଖି ବିଶ୍ୱ ସୱାସ୍ଥ୍ୟ ସଂଗଠନର…

ଦୈନିକ ସଂକ୍ରମଣ ୪ ହଜାର ତଳେ…

ନୂଆଦିଲ୍ଲୀ, ୧୮।୮ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ…

ଜମ୍ମୁ-କଶ୍ମୀରରେ ରହୁଥିବା ରାଜ୍ୟ ବାହାରର ଲୋକେ ବି ଦେଇପାରିବେ ଭୋଟ

ଜମ୍ମୁ,୧୮ ।୮: ଜମ୍ମୁ-କଶ୍ମୀରରେ ଚଳିତ ବର୍ଷ ବିଧାନସଭା ନିର୍ବାଚନ ହେବା ଅନୁମାନ କରାଯାଉଛି । ଏହା ପୂର୍ବରୁ ନିର୍ବାଚନ କମିଶନ ଏକ ବଡ ଘୋଷଣା କରିଛନ୍ତି । ନିର୍ବାଚନ ଅଧିକାରୀ ହୃଦେଶ କୁମାର କହିଛନ୍ତି ଯେଉଁମାନେ ବାହାର ରାଜ୍ୟର ଲୋକ କଶ୍ମୀରରେ…

ତାଇଓ୍ବାନ ସୀମାରେ ଚାଇନାର ୨୨ ଯୁଦ୍ଧ ବିମାନ-୫ ଯୁଦ୍ଧପୋତ…

ବେଜିଂ,୧୮।୮ : ତାଇପେଇକୁ ଆମେରିକାର ସାଂସଦମାନେ ଆସିବା ପରଠାରୁ ଚାଇନା ତାଇୱାନକୁ ଧମକ ଦେବା ପାଇଁ ସାମରିକ ଅଭ୍ୟାସକୁ ଜୋରଦାର କରିଛନ୍ତି। ସୋମବାରରୁ ବୁଧବାର ମଧ୍ୟରେ ୨୨ ଟି ଚାଇନା ଯୁଦ୍ଧ ବିମାନ ଏବଂ ପାଞ୍ଚଟି ଯୁଦ୍ଧ ପୋତ ତାଇୱାନ ସୀମାକୁ…

ଇସ୍ରୋ ଆଣ୍ଟ୍ରିକ୍ସର ୮୭,୪୫୭ ଡଲାର ଜବତ କଲା ଆମେରିକା…

ଓ୍ବାଶିଂଟନ, ୧୮।୮ : ଦେବସ ମଲ୍ଟିମିଡିଆ ଆମେରିକାର ଇସ୍ରୋର ବାଣିଜି୍ୟକ ସହଯୋଗୀ ଆଣ୍ଟ୍ରିକ୍ସରୁ ୮୭,୪୫୭ ଡଲାର (୭୦ ଲକ୍ଷ ଟଙ୍କା) ମୂଲ୍ୟର ନଗଦ ଜବତ କରିଛି। ଦିୱାସ ୧.୪୫ ମିଲିୟନ ଡଲାର ଜବରଦଖଲ କରିବାକୁ ଦାବିକରିଥିଲା। କିନ୍ତୁ ଏହାର ଆଦାୟ ହୋଇପାରିଲା…

ଭାଜପା ନେତା ଶାହନବାଜ ହୁସେନଙ୍କ ବିରୋଧରେ ହେବ ବଳାତ୍କାର ମାମଲା

ନୂଆଦିଲ୍ଲୀ,୧୮ ।୮: କେନ୍ଦ୍ର ଓ ବିହାର ସରକାରରେ ମନ୍ତ୍ରୀ ଥିବା ଭାରତୀୟ ଜନତା ପାର୍ଟି(ଭାଜପା) ନେତା ଶାହନବାଜ ହୁସେନଙ୍କୁ ବଡ ଝଟ୍‌କା ଲାଗିଛି । ତାଙ୍କ ବିରୋଧରେ ବଳାତ୍କାର ମାମଲା ରୁଜୁ କରାଯିବ । ଦିଲ୍ଲୀ ହାଇକୋର୍ଟ ଏକ ପୁରୁଣା ମାମଲାରେ…

ଏନ୍‌ଆର୍‌ଆଇଙ୍କୁ ମତଦାନ ଅଧିକାର: କେନ୍ଦ୍ରକୁ ରିପୋର୍ଟ ତଲବ

ନୂଆଦିଲ୍ଲୀ,୧୮ା୮: ବିଦେଶରେ ରହୁଥିବା ଭାରତୀୟ (ଏନ୍‌ଆର୍‌ଆଇ)ମାନଙ୍କୁ ଦେଶରେ ମତଦାନ ଅଧିକାର ଦେବା ପାଇଁ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଦାଖଲ ହୋଇଛି। ସିଜେଆଇ ଏନ୍‌.ଭି. ରମନାଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ବୁଧବାର ଏହାର ଶୁଣାଣି କରି କେନ୍ଦ୍ର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri