ସମ୍ପର୍କ ରଖିବାକୁ ମନା କରିବାରୁ ସ୍ତ୍ରୀଙ୍କ ଗଳା କାଟି ହତ୍ୟା କଲେ ସ୍ବାମୀ
ବେଙ୍ଗାଲୁରୁ,୧୮।୮: ଶାରିରୀକ ସମ୍ପର୍କ ରଖିବାକୁ ମନା କରିବାରୁ ସ୍ତ୍ରୀଙ୍କୁ ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି। ପରେ ମୃତ୍ୟୁ ଖବରକୁ ଲୁଚାଇବା ପାଇଁ ପୋଲିସକୁ ସ୍ତ୍ରୀ ନିଖୋଜ ହୋଇଯାଇଥିବା ଅଭିଯୋଗ କରିଥିଲେ। ଏକ ରିପୋର୍ଟ ଅନୁଯାୟୀ, ବେଙ୍ଗାଲୁରୁରେ ରହୁଥିବା ବିହାରର ଜଣେ…
‘ସାତ ଜନ୍ମରେ ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ ନୀତୀଶ’
ପାଟନା,୧୮।୮: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଆରସିପି ସିଂ ଗୁରୁବାର ଭାଜପାରେ ଯୋଗଦେବେ ବୋଲି ଘୋଷଣା କରିଛନ୍ତି। ବିହାରରେ ନୂତନ ସରକାର ଗଠନ ପରେ ପୂର୍ବତନ ଜେଡିୟୁ ନେତା ଆରସିପି ସିଂ କହିଛନ୍ତି, ମୁଁ ସମ୍ପୂର୍ଣ୍ଣ ଭାବେ ଭାଜପାରେ ଯୋଗଦେବି। ନୀତୀଶ କୁମାର…
ଜ୍ୟାକ୍ଲିନ୍ ଷଡ଼ଯନ୍ତ୍ରର ଶିକାର ହୋଇଛନ୍ତି: ଓକିଲ
ନୂଆଦିଲ୍ଲୀ, ୧୮ା୮: ମନିଲଣ୍ଡରିଂ ମାମଲାରେ ବଲିଉଡ୍ ଅଭିନେତ୍ରୀ ଜ୍ୟାକ୍ଲିନ୍ ଫର୍ନାଣ୍ଡିଜ୍ଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବୁଧବାର ଦ୍ୱିତୀୟ ଚାର୍ଜଶିଟ୍ ଦାଖଲ କରିଛି। ଚର୍ଜଶିଟ୍ ଦାଖଲର ଦିନକ ପରେ ଜ୍ୟାକ୍ଲିନ୍ଙ୍କ ଓକିଲ ଗୁରୁବାର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଜ୍ୟାକ୍ଲିନ୍ ଷଡ଼ଯନ୍ତ୍ରର ଶିକାର ହୋଇଥିବା…
ବଳାତ୍କାର ଅଭିଯୋଗ ଘଟଣା: ସୁପ୍ରିମକୋର୍ଟ ଗଲେ ଶାହନୱାଜ
ନୂଆଦିଲ୍ଲୀ,୧୮।୮:ଭାଜପା ନେତା ଶାହନୱାଜ ହୁସେନଙ୍କ ବିରୋଧରେ ଏକ ବଳାତ୍କାର ମାମଲା ରୁଜୁ ପାଇଁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ଚ୍ୟାଲେଞ୍ଜ କରି ଗୁରୁବାର ସୁପ୍ରିମକୋର୍ଟ ଯାଇଛନ୍ତି ଶାହନଓ୍ବାଜ। ଏହି ମାମଲାର ଶୁଣାଣି ଆଗାମୀ ସପ୍ତାହରେ ହେବ ବୋଲି ସୁପ୍ରିମକୋର୍ଟଙ୍କ ପକ୍ଷରୁ…
ମହାରାଷ୍ଟ୍ରରୁ ମିଳିଲା ସନ୍ଦିଗ୍ଧ ଡଙ୍ଗା
ପୁଣେ,୧୮।୮: ମହାରାଷ୍ଟ୍ରର ରାୟଗଡ ଜିଲାରେ ୨ଟି ସନ୍ଦିଗ୍ଧ ଡଙ୍ଗା ମିଳିଛି। ଡଙ୍ଗାରୁ ବହୁମାତ୍ରାରେ ଏକେ-୪୭ ରାଇଫଲ ଏବଂ କାର୍ଟ୍ରିଜ ମିଳିଥିବା ଜଣାପଡିଛି। ଏହି ଘଟଣାକୁ ନେଇ ରାୟଗଡ ଜିଲାରେ ହାଇଆଲର୍ଟ ଜାରି କରାଯାଇଛି। ସୂଚନାନୁସାରେ, ଦୁଇ ସନ୍ଦିଗ୍ଧ ଡଙ୍ଗା ବେଆଇନ ବୋଲି…
ମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ପରେ ମୁହଁ ଖୋଲିଲେ ନୀତୀଶ-ତେଜସ୍ବୀ…
ପାଟନା, ୧୮।୮ : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ମହାମେଣ୍ଟ ସରକାର ଲଗାତାର ସଙ୍କଟରେ ପଡ଼ିବାରେ ଲାଗିଛନ୍ତି। ଆଇନ ମନ୍ତ୍ରୀ କାର୍ତ୍ତିକେୟ ସିଂଙ୍କ ପରେ ବର୍ତ୍ତମାନ କୃଷି ମନ୍ତ୍ରୀ ସୁଧାକର ସିଂ ମଧ୍ୟ ବିବାଦକୁ ଆସିଛନ୍ତି। ୨୦୧୩ରେ ସୁଧାକର ସିଂ…
ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ଅବସ୍ଥା ପୁଣି ଗୁରୁତର
ନୂଆଦିଲ୍ଲୀ,୧୮।୮: ପ୍ରସିଦ୍ଧ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ହୃଦଘାତରେ ଆକ୍ରାନ୍ତ ହୋଇ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ୨ ଦିନ ତଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ କିଛିଟା ଉନ୍ନତି ପରିଲକ୍ଷିତ ହୋଇଥିଲା। କିନ୍ତୁ ଏବେ ପୁଣି ତାଙ୍କ…
ଚାକରାଣୀ ସାଜି ୧୦୦ ଘରୁ କଲେ ଚୋରି, ଦିଲ୍ଲୀରେ କିଣିଲେ ଫ୍ଲାଟ୍
ଗାଜିଆବାଦ୍,୧୮।୮: ଗାଜିଆବାଦ୍ର ଇନ୍ଦିରାପୁରମରେ ଏକ ରୋଚକ ଘଟଣା ଘଟିଛି। ଚାକରାଣୀ ସାଜି ଜଣେ ମହିଳା ୧୦୦ରୁ ଅଧିକ ଘରେ ଚୋରି କରି ଦିଲ୍ଲୀରେ ଫ୍ଲାଟ କିଣିଛନ୍ତି। ପୋଲିସ ସମ୍ପୃକ୍ତ ମହିଳାଙ୍କୁ ଗିରଫ କରିଛି। ମହିଳା ଜଣଙ୍କ ଆନ୍ତଃରାଜ୍ୟ ଗ୍ୟାଙ୍ଗର ସଦସ୍ୟ ପୁନମ…
ରାଜ୍ୟର ଲୋକଙ୍କୁ ଶକ୍ତିହୀନ କରିବାକୁ କରାଯାଉଛି ପ୍ରୟାସ: ମେହେବୁବା
ଜମ୍ମୁ,୧୮ ।୮: ଚଳିତ ବର୍ଷ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ହେବ ବୋଲି ଅନୁମାନ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ଏକ ବଡ ଘୋଷଣା କରିଛନ୍ତି । ନିର୍ବାଚନ କମିଶନ କହିଛନ୍ତି, ରାଜ୍ୟରେ ରହୁଥିବା ରାଜ୍ୟ ବାହାର ଲୋକେ…
ନୂଆ କୃଷି ମନ୍ତ୍ରୀଙ୍କ ନାଁରେ ଦୁର୍ନୀତି ଅଭିଯୋଗ
ପାଟନା,୧୮।୮: ବିହାରରେ କ୍ୟାବିନେଟର ସମ୍ପ୍ରସାରଣ ପରେ ଆରୋପ-ପ୍ରତ୍ୟାରୋପ ଆରମ୍ଭ ହୋଇଛି। ନୂତନ ଆଇନ ମନ୍ତ୍ରୀ ତଥା ଆରଜେଡି ନେତା କାର୍ତ୍ତିକେୟ ସିଂଙ୍କ ପରେ ଏବେ ନୂତନ କୃଷି ମନ୍ତ୍ରୀ ସୁଧାକର ସିଂଙ୍କ ନାଁରେ ଦୁର୍ନୀତି ଅଭିଯୋଗ ଆଣିଛି ବିରୋଧୀ ଭାଜପା। ଆରଜେଡି…
ଫେକ୍ ନ୍ୟୁଜ୍ ଉପରେ ସରକାରଙ୍କ ଡିଜିଟାଲ ଷ୍ଟ୍ରାଇକ୍, ୮ ୟୁଟ୍ୟୁବ୍ ଚ୍ୟାନେଲ ବ୍ଲକ୍…
ନୂଆଦିଲ୍ଲୀ, ୧୮।୮ : ଫେକ୍ ନ୍ୟୁଜ୍ ପ୍ରସାରିତ କରୁଥିବା ସୋସିଆଲ ମିଡ଼ିଆ ଚ୍ୟାନେଲ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଡିଜିଟାଲ ଷ୍ଟ୍ରାଇକ୍ କରିଛନ୍ତି। ଏହା ଅନ୍ତର୍ଗତ ୮ ୟୁଟ୍ୟୁବ୍ ନ୍ୟୁଜ୍ ଚ୍ୟାନେଲକୁ ବ୍ଲକ୍ କରାଯାଇଛି। ଭାରତର ଜାତୀୟ ସୁରକ୍ଷା, ବୈଦେଶିକ…
ଅଗଷ୍ଟ ଅତିକ୍ରମ କରିଯାଅ, ମୁଖ୍ୟମନ୍ତ୍ରୀ ହେମନ୍ତଙ୍କୁ ଭାଜପାର ଚ୍ୟାଲେଞ୍ଜ…
ନୂଆଦିଲ୍ଲୀ, ୧୮।୮ : ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଅଗଷ୍ଟ ଅତିକ୍ରମ କରନ୍ତୁ। ଏଭଳି କହି ଭାରତୀୟ ଜନତା ପାର୍ଟି ପୁଣି ଥରେ ଚ୍ୟାଲେଞ୍ଜ କରିଛି। ଶେଲ କମ୍ପାନୀ ମାମଲାରେ ସୁପ୍ରିମକୋର୍ଟ ଏହି ରାୟ ସଂରକ୍ଷଣ କରି ହାଇକୋର୍ଟରେ ଶୁଣାଣି ଜାରି…
Archives


