ଜାତୀୟ

ମୁଲାୟମଙ୍କ ଦ୍ୱିତୀୟ ସ୍ତ୍ରୀ ସାଧନାଙ୍କ ପରଲୋକ …

ଲକ୍ଷ୍ନୌ, ୯।୭ : ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମୈନପୁରୀ ଏମ୍‌ପି ମୁଲାୟମ ସିଂ ଯାଦବଙ୍କ ଦ୍ୱିତୀୟ ସ୍ତ୍ରୀ ସାଧନା ଗୁପ୍ତାଙ୍କର ଗୁରୁଗାଓଁ ସ୍ଥିତ ମେଦାନ୍ତ ହସ୍ପିଟାଲରେ ପରଲୋକ ଘଟିଛି। ଗତ ସପ୍ତାହରେ ବ୍ଲଡ ସୁଗାର ବୃଦ୍ଧି ସମେତ ଅନ୍ୟାନ୍ୟ ଅସୁସ୍ଥତା…

ପ୍ରତିରକ୍ଷା ରପ୍ତାନୀରେ ଭାରତର ରେକର୍ଡ, ଗୋଟିଏ ବର୍ଷରେ ୧୩ ହଜାର କୋଟି ଛୁଇଁଲା…

ନୂଆଦିଲ୍ଲୀ, ୯।୭ : ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଭାରତର ପ୍ରୟାସ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ବିଶେଷ କରି ଘରୋଇ ଟେକ୍ନୋଲୋଜିର ବିକାଶ ଏବଂ ଏହାକୁ ବିଶ୍ୱସ୍ତରୀୟ କରିବା ଉଦ୍ୟମ ଅନ୍ତର୍ଗତ ଦେଶର ପ୍ରତିରକ୍ଷା କ୍ଷେତ୍ର କ୍ରମାଗତ ଭାବେ ଅଗ୍ରଗତି କରୁଛି।…

ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ୟୁପିରେ ବଦଳିଲା ସମୀକରଣ

ଲକ୍ଷ୍ନୌ,୯।୭ : ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦୌପଦୀ ମୁର୍ମୁୁ ଶୁକ୍ରବାର ଉତ୍ତରପ୍ରଦେଶ ଲକ୍ଷ୍ନୌରେ ପହଞ୍ଚିଛନ୍ତି। ଏହି ଅବସରରେ ଭାଜନା ସ ସହଯୋଗୀଙ୍କ ଦଳରୁ ସମର୍ଥନ ପାଇଁ ମୁର୍ମୁଙ୍କ ଲାଗି ଏକ ରାତ୍ରି ଭୋଜନର ଆୟୋଜନ କରାଯାଇଥିଲା। ଏଥିରେ ସୁଭାସପା ମୁଖ୍ୟ ଓମ୍‌…

ଲକ୍ଷେ ୨୫ ହଜାର ଟପିଲା ସକ୍ରିୟ ମାମଲା …

ନୂଆଦିଲ୍ଲୀ, ୯।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ…

ଦୌଡ଼ିବାକୁ ପଡିବନି କାର୍ଯ୍ୟାଳୟ: ପୁରସ୍କାର ପାଇଁ ଅନ୍‌ଲାଇନରେ କରିବେ ଆବେଦନ

ନୂଆଦିଲ୍ଲୀ,୯ା୭: କ୍ରୀଡାବିତ୍‌ଙ୍କ ସୁବିଧା ପାଇଁ କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏକ ନୂତନ ପୋର୍ଟାଲ ଲଞ୍ଚ ହୋଇଛି। ଯୋଗ୍ୟ କ୍ରୀଡାବିତ୍‌ ଏହି ପୋର୍ଟାଲ ଜରିଆରେ ପୁରସ୍କାର ରାଶି ପାଇଁ ଅନଲାଇନରେ ଆବେଦନ କରିପାରିବେ। କେନ୍ଦ୍ର କ୍ରୀଡ଼ା ଓ…

ମୁଖ୍ୟମନ୍ତ୍ରୀ ଆସନ ପରେ ଏବେ ଦଳ ହରାଇବା ଭୟ ଘାରିଲାଣି ଉଦ୍ଧବଙ୍କୁ

ମୁମ୍ବାଇ,୯ ।୭: ମହାରାଷ୍ଟ୍ରରେ ଶିବସେନା ସହ ମନୋମାଳିନ୍ୟ ହୋଇ ଏକନାଥ ଶିନ୍ଦେ ସରକାର ଗଠନ ତ କରିନେଲେ । ହେଲେ ଏବେ ନିର୍ବାଚନ ଚିହ୍ନକୁ ନେଇ ଉଦ୍ଧବ ଠାକରେ ଓ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଗଲା ଭଳି…

କର୍ନାଟକରେ ଭୂକମ୍ପ ଝଟକା

ବେଙ୍ଗାଲୁରୁ,୯।୭: କର୍ନାଟକର ବିଜୟପୁର ଓ ବାଗଲକୋଟ ଜିଲାରେ ଶନିବାର ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୬ ରେକର୍ଡ କରାଯାଇଛି। ବିଜୟପୁର ଅଞ୍ଚଳରେ ଭୂମିକମ୍ପର କେନ୍ଦ୍ରସ୍ଥଳ ୧୦ କିଲୋମିଟର ତଳେ ଥିବା ଚିହ୍ନଟ ହୋଇଛି। ତେବେ ଭୂକମ୍ପର ବର୍ତ୍ତମାନ…

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ସହଯୋଗୀଙ୍କ ଘରୁ ୩ କୋଟି ଜବତ କଲା ଇଡି

ରାଞ୍ଚି,୯।୭: ମନି ଲଣ୍ଡରିଂ ମାମଲାରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସହଯୋଗୀ ପଙ୍କଜ ମିଶ୍ରାଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଶୁକ୍ରବାର ଚଢ଼ାଉ କରାଯାଇଥିଲା। ଝାଡ଼ଖଣ୍ଡର ସାହିବଗଞ୍ଜ ଜିଲା ଏବଂ ବରହେଟ, ରାଜମହଲ ସହରର ପାଖାପାଖି ୨୦ଟି ସ୍ଥାନରେ ଏହି…

ପୁଣିଥରେ ଜମ୍ମୁ-କଶ୍ମୀରରେ ବାଦଲ ଫଟା ବର୍ଷା, କାଦୁଅ ପାଣିରେ ବୋହିଗଲା ଅନେକ ଗାଡି

ନୂଆଦିଲ୍ଲୀ,୯ ।୭: ଜମ୍ମୁ-କଶ୍ମୀରର ଅମରନାଥ ଗୁମ୍ଫା ନିକଟରେ ଶୁକ୍ରବାର ସନନ୍ଧ୍ୟାରେ ହୋଇଥିବା ବାଦଲ ଫଟା ବର୍ଷାରେ ଅତିକମରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେବି ୪୦ ଜଣ ନିଖୋଜ ଥିବା କୁହାଯାଉଛି । ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା…

୩ ଭାଜପା ଏମ୍‌ପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ନୂଆଦିଲ୍ଲୀ,୯ା୭: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ପ୍ରସ୍ତୁତ ଜାଲ୍‌ ତଥା ବିକୃତ ଭିଡିଓକୁ ସୋସିଆଲ ମିଡିଆରେ ଶେୟାର କରି ଭାଜପା ଏମ୍‌ପି ରାଜ୍ୟବର୍ଦ୍ଧନ ସିଂ ରାଠୋର, ସୁବ୍ରତ ପାଠକ ଏବଂ ଭୋଳା ସିଂ ଅଡୁଆରେ ପଡ଼ିଛନ୍ତି। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ…

ଜମ୍ମୁ-କଶ୍ମୀରରେ ଭୂକମ୍ପ

ଜମ୍ମୁ,୯ ।୭: ଜମ୍ମୁ-କଶ୍ମୀରରେ ପ୍ରକୃତିର ତାଣ୍ଡବ ଜାରି ରହିଛି । ଅମରନାଥ ଗୁମ୍ଫା ନିକଟରେ ବାଦଲ ଫଟା ବର୍ଷା ପରେ ଏବେ ସେଠାରେ ଭୂକମ୍ପ ହୋଇଥିବା ସୂଚନା ମିଳିଛି । ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ସୂଚନା ମିଳିଛି…

ସୀତାରାମନ, ଗୋୟଲଙ୍କ ସମେତ ୨୭ ରାଜ୍ୟ ସଭା ସଦସ୍ୟ ଶପଥ ନେଲେ

ନୂଆଦିଲ୍ଲୀ,୯ା୭ :କେନ୍ଦ୍ର ମନ୍ତ୍ରୀ ନିର୍ମଳା ସୀତାରାମନ, ପୀୟୂଷ ଗୋୟଲ, ବିଜେଡି ନେତା ମାନସ ମଙ୍ଗରାଜ ଏବଂ ସୁଲତା ଦେଓଙ୍କ ସମେତ ୨୭ ଜଣ ନବନିର୍ବାଚିତ ରାଜ ସଭ୍ୟ ସଦସ୍ୟ ଶୁକ୍ରବାର ଶପଥ ଗ୍ରହଣ କରିଛନ୍ତି। ରାଜ୍ୟ ସଭା ଅଧ୍ୟକ୍ଷ ଏମ୍‌. ଭେଙ୍କାୟା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri