ଜାତୀୟ

ପଞ୍ଜାବ ସରକାରଙ୍କୁ ଝଟ୍‌କା

ଚଣ୍ଡିଗଡ,୨୧।୯: ପଞ୍ଜାବ ରାଜ୍ୟପାଳ ବନୱାରିଲାଲ ପୁରୋହିତ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡକାଇବା ନିଷ୍ପତ୍ତି ପ୍ରତ୍ୟାହାର କରିଛନ୍ତି। ଫଳରେ ପଞ୍ଜାବର ଭଗଓ୍ବନ୍ତ ମାନ ସରକାରଙ୍କୁ ଏକ ବଡ଼ ଝଟ୍‌କା ଲାଗିଛି। ପଞ୍ଜାବ ରାଜ୍ୟପାଳ ଏକ ବିବୃତ୍ତି ଜାରି କରି କହିଛନ୍ତି, ସରକାର ନିଜ…

ଏବିଜି ଗ୍ରୁପ୍‌ର ଚେୟାରମ୍ୟାନ୍‌ ରିଷି ଅଗ୍ରଓ୍ବାଲ ଗିରଫ

ନୂଆଦିଲ୍ଲୀ,୨୧।୯: ଏବିଜି ଗ୍ରୁପର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ ରିଷି ଅଗ୍ରୱାଲଙ୍କୁ ୨୨,୦୦୦ କୋଟି ଟଙ୍କାର ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ଗିରଫ କରିଛି। ଏବିଜି ସିପିୟାର୍ଡ ଲିମିଟେଡ ୧୯୮୫ ମସିହାରେ ଆରମ୍ଭ ହୋଇଥିଲା। ଗୁଜରାଟର ଡାହେଜ ଏବଂ ସୁରଟରେ କମ୍ପାନୀ ଜଳ…

ରାଜନୈତିକ ଫାଇଦା ଲାଗି ଇତିହାସ, ଭୂଗୋଳ, ବିଜ୍ଞାନକୁ ପରିବର୍ତ୍ତନ କରାଯାଉଛି: ମମତା ବାନାର୍ଜୀ

କୋଲକାତା,୨୧।୯: ଏକ ରାଜନୈତିକ ଉଦ୍ଦେଶ୍ୟ ଲାଗି ବାସ୍ତବିକ ଦୁନିଆ, ଐତିହାସିକ ଘଟଣାବଳୀ, ଭୁଗୋଳ, ବିଜ୍ଞାନକୁ ପରିବର୍ତ୍ତନ କରିବା ଲାଗି ନୂତନ ଧାରଣା ଏବଂ ମିଶନ ଆସିଛି, ଯାହାଦ୍ୱାରା ନୂତନ ପିଢ଼ୀ ଦେଶର ସତ୍ୟ ଏବଂ ସ୍ବାଧୀନତା ସଂଗ୍ରାମ ବିଷୟରେ ଜାଣିପାରିବେ ନାହିଁ।…

ଭାରତ ଯୋଡୋ ଯାତ୍ରା ପୋଷ୍ଟରରେ ସ୍ବାଧୀନତା ସଂଗ୍ରାମୀଙ୍କ ଫଟୋ: ଟାର୍ଗେଟ କଲା ଭାଜପା

ନୂଆଦିଲ୍ଲୀ,୨୧।୯: କଂଗ୍ରେସର ଭାରତ ଯୋଡୋ ଯାତ୍ରା କ୍ରମାଗତ ଭାବରେ ଚର୍ଚ୍ଚାରେ ଅଛି। ଏହି ଯାତ୍ରାର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହେଉଛି। ଭାରତ ଯୋଡ ଯାତ୍ରାର ୧୪ତମ ଦିନରେ ଗୋଟିଏ ପୋଷ୍ଟରରେ ସ୍ବାଧୀନତା ସଂଗ୍ରାମର ହିରୋ ବିନାୟକ…

ବାହୁବଳୀ ଅନ୍‌ସାରୀଙ୍କୁ ଝଟ୍‌କା: ଦୁଇ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କଲେ ହାଇକୋର୍ଟ

ଲକ୍ଷ୍ନୌ,୨୧।୯: ଉତ୍ତରପ୍ରଦେଶରେ ମାଫିଆରୁ ନେତା ପାଲଟିଥିବା ପୂର୍ବତନ ବିଧାୟକ ମୁଖ୍‌ତାର ଅନ୍‌ସାରୀଙ୍କୁ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରୁ ବଡ଼ ଛଟ୍‌କା ଲାଗିଛି। ବୁଧବାର କୋର୍ଟ ତାଙ୍କୁ ଜେଲରଙ୍କୁ ହତ୍ୟା ଧମକ ଦେବା ମାମଲାରେ ଦୋଷୀ ସାବ୍ୟସ୍ତ କରି ଦୁଇ ବର୍ଷ କାରାଦଣ୍ଡରେ…

୨୦୨୪ରେ ଭାଜପା ସରକାରକୁ ହଟାଇବୁ: ଲାଲୁ

ପାଟନା,୨୧।୯: ଆରଜେଡି ସଭାପତି ଲାଲୁ ପ୍ରସାଦ ଯାଦବ ବୁଧବାର ଭାଜପାକୁ ଟାର୍ଗେଟ କରିଛନ୍ତି। ଆରଜେଡି ରାଜ୍ୟ ପରିଷଦ ବୈଠକରେ ସେ କହିଛନ୍ତି, ଅନେକ ଦଳ ନିଜ ଆଦର୍ଶରୁ ଓହରି ଭାଜପା ସହ ବୁଝାମଣା କରନ୍ତି। କିନ୍ତୁ ମୁଁ କେବେ ନଇଁ ନାହିଁ,…

ଗୁଜରାଟ ବିଧାନସଭାରେ ହଙ୍ଗାମା: ଜିଗ୍ନେଶଙ୍କ ସମେତ କଂଗ୍ରେସର ୧୪ ବିଧାୟକ ନିଲମ୍ବିତ

ଗାନ୍ଧିନଗର,୨୧।୯: ଗୁଜରାଟ ବିଧାନସଭାରେ ଅଶୋଭନୀୟ ଆଚରଣ ଲାଗି ବିରୋଧୀ କଂଗ୍ରେସର ୧୪ଜଣ ବିଧାୟକଙ୍କ ସହ ସ୍ବାଧୀନ ବିଧାୟକ ଜିଗ୍ନେଶ ମେଭାନୀଙ୍କୁ ନିଲମ୍ବନ କରାଯାଇଛି। ଏପରିକି ବିଧାୟକମାନଙ୍କୁ ମାର୍ଶଲଙ୍କ ସହାୟତାରେ ବିଧାନସଭାରୁ ବାହାର କରିଦିଆଯାଇଛି। ଗୁଜରାଟ ବିଧାନସଭା ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ…

୬୬ କିଲୋ ସୁନା ବିସ୍କୁଟ ଜବତ

ନୂଆଦିଲ୍ଲୀ,୨୧।୯: ଅପରେଶନ ‘ଗୋଲ୍ଡ ରଶ’ ଅଧୀନରେ ଡିଆରଆଇ ପ୍ରାୟ ସାଢେ ୩୩ କୋଟି ଟଙ୍କା ମୂଲ୍ୟର ସୁନା ବିସ୍କୁଟ ଜବତ କରିଛି। ଉତ୍ତର-ପୂର୍ବ ଦେଶରୁ ମୁମ୍ବାଇ-ପାଟନା-ଦିଲ୍ଲୀକୁ ପ୍ରାୟ ୬୫.୪୬ କିଲୋଗ୍ରାମ ସୁନା ସାମଗ୍ରୀ ଚୋରା ଚାଲାଣ କରାଯାଝଥିଲା। ମିଜୋରାମ ଜରିଆରେ ବହୁ…

ସୋନିଆଙ୍କୁ ଭେଟିଲେ ଗେହଲୋଟ: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୯: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ବୁଧବାର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ପରେ ସେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ପ୍ରାର୍ଥୀ ହେବେ ଚର୍ଚ୍ଚା ହେଉଛି। ଏହାପୂର୍ବରୁ ଗେହଲୋଟ ତାଙ୍କ ବାସଭବନରେ ବିଧାନସଭା ଦଳର ଏକ…

ରତନ ଟାଟା ପିଏମ୍‌ କେୟାର୍ସ ଫଣ୍ଡର ଟ୍ରଷ୍ଟି…

ନୂଆଦିଲ୍ଲୀ, ୨୧।୯ : ନୂତନ ସଦସ୍ୟମାନଙ୍କୁ ପିଏମ୍‌ କେୟାର ଫଣ୍ଡ ଟ୍ରଷ୍ଟି ବୋର୍ଡରେ ସାମିଲ କରାଯାଇଛି । ମଙ୍ଗଳବାର ଶିଳ୍ପପତି ରତନ ଟାଟାଙ୍କ ସମେତ ଅନେକ ଲୋକଙ୍କୁ ଟ୍ରଷ୍ଟି କରାଯାଇଛି। ସେଥି ସହିତ ସୁଧା ମୁର୍ତ୍ତୀଙ୍କୁ ପରାମର୍ଶଦାତା ଗୋଷ୍ଠୀରେ ଅନ୍ତର୍ଭୁକ୍ତ କରାଯାଇଛି।…

କ୍ୟାବିନେଟ ବୈଠକରେ ୩ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି…

ନୂଆଦିଲ୍ଲୀ, ୨୧।୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର କେନ୍ଦ୍ର କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକ ପରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏକ ଗଣମାଧ୍ୟମକୁ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି। ସେ…

ବନ୍ଦରରୁ ୨୦ ଟନ୍‌ ହେରୋଇନ ଜବତ, ଆନୁମାନିକ ମୂଲ୍ୟ ୧୮୦୦ କୋଟି…

ମୁମ୍ବାଇ, ୨୧।୯ : ମୁମ୍ବାଇର ନାଭା ଶେରା ବନ୍ଦରରୁ ୨୦ ଟନରୁ ଅଧିକ ପରିମାଣର ହିରୋଇନ ଜବତ କରାଯାଇଛି। ଜବତ ହୋଇଥିବା ହିରୋଇନର ଆନୁମାନିକ ମୂଲ୍ୟ ୧୮୦୦ କୋଟି ଟଙ୍କା ବୋଲି କୁହାଯାଉଛି। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଖୁବ ଶୀଘ୍ର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri