ଆଦିବାସୀ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଅଭିଯୋଗ
କୋଲକାତା,୨୨ା୪: ପଶ୍ଚିମବଙ୍ଗର ଉତ୍ତର ଦିନାଜପୁରରେ ଜଣେ ଆଦିବାସୀ ନବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ନାବାଳିକା ଜଣଙ୍କ ଟ୍ୟୁସନ ଯାଇ ଆଉ ଘରକୁ ଫେରି ନ ଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ପୋଲିସରେ…
‘ଆପଣଙ୍କ ସ୍ଥାନ ଆମ ହୃଦୟରେ’: ରାହୁଲଙ୍କୁ କଂଗ୍ରେସର ଆଶ୍ୱସନା
ନୂଆଦିଲ୍ଲୀ,୨୨।୪: ଲୋକ ସଭା ସଦସ୍ୟତା ରଦ୍ଦ ହେବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର ତାଙ୍କ ସରକାରୀ ବାସଭବନ ଖାଲି କରିଛନ୍ତି। ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ରାହୁଲ ଗାନ୍ଧୀଙ୍କୁ ଏମପି ଭାବେ ଅଯୋଗ୍ୟ ଘୋଷଣା କରାଯାଇଥିଲା।…
‘ଦେଶକୁ ଇସଲାମିକ ଷ୍ଟେଟ କରିବାକୁ ଚାହୁଁଛ’, ଓଓ୍ବାଇସିଙ୍କ ଉପରେ ବର୍ଷିଲେ ଗିରିରାଜ
ନୂଆଦିଲ୍ଲୀ,୨୨।୪: ଅଲ ଇଣ୍ଡିଆ ମଜଲିସ-ଏ-ଇନ୍ତେହାଦୁଲ ମୁସଲିମ (ଏଆଇଏମଆଇଏମ)ର ମୁଖ୍ୟ ଅସଦୁଦ୍ଦିନ ଓଓ୍ବାଇସିଙ୍କ ଉପରେ ଖୁବ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ। ସେ କହିଛନ୍ତି ଓଓ୍ବାଇସି ଦେଶରେ ଆତଙ୍କବାଦୀ ତିଆରି କରୁଛନ୍ତି ଓ ଦେଶକୁ ଇସଲାମିକ ଷ୍ଟେଟ କରିବାକୁ ଚାହୁଁଛନ୍ତି। ସୂଚନାଯୋଗ୍ୟ, ୨୧…
‘ଦେଶର ପ୍ରଧାନମନ୍ତ୍ରୀ, ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ରାଜନୀତିରୁ ଫୁରସତ ନାହିଁ, ଆତଙ୍କବାଦୀ ଉଠାଉଛନ୍ତି ଫାଇଦା: ଉଦ୍ଧବ ଶିବସେନା
ନୂଆଦିଲ୍ଲୀ,୨୨।୪: ଶିବସେନାର ଉଦ୍ଦବ ଠାକରେ ଗ୍ରୁପ ପୁଞ୍ଛରେ ସେନା ଗାଡି ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ କେନ୍ଦ୍ରର ଭାରତୀୟ ଜନତା ପାର୍ଟି(ଭାଜପା) ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଦଳ କହିଛି ଭାଜପାକୁ କେବଳ ରାଜନୀତି ଓ ରାଜନୀତି କରିବା ଜଣା ଅଛି।…
ବାସଭବନ ଛାଡ଼ିଲେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ,୨୨ା୪: ଲୋକ ସଭା ସଦସ୍ୟତା ହରାଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ୧୨ ତୋଗଲକ୍ ଲେନରେ ଥିବା ସରକାରୀ ବାସଭବନ ଶନିବାର ଖାଲି କରି ଦେଇଛନ୍ତି । ଗତ ୧୪ ତାରିଖରେ କାର୍ଯ୍ୟାଳୟ କାଗଜପତ୍ର ସହ ନିଜର କିଛି ସାମଗ୍ରୀ ମାଆ…
ଅଜିତ ପାଓ୍ବାର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବାକୁ ଯୋଗ୍ୟ: ସଞ୍ଜୟ ରାଉତ
ମୁମ୍ବାଇ,୨୨।୪: ରାଜ୍ୟ ସଭା ଏମପି ସଞ୍ଜୟ ରାଉତ ଶନିବାର କହିଛନ୍ତି, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ନେତା ଅଜିତ ପାଓ୍ବାର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବାକୁ ଯୋଗ୍ୟ। କାରଣ ତାଙ୍କ ନିକଟରେ ବ୍ୟାପକ ପ୍ରଶାସନିକ ଅନୁଭବ ରହିଛି। ଏକନାଥ ସିନ୍ଦେଙ୍କୁ ଟାର୍ଗେଟ କରି ରାଉତ…
କ୍ଷମତାରେ ଥିବା ବେଳେ ଏକଥା ମନେ ପଡୁ ନ ଥିଲା କାହିଁକି
ନୂଆଦିଲ୍ଲୀ,୨୨ା୪: ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ୍ ମଲିକଙ୍କୁ ସିବିଆଇ ଜେରା ପାଇଁ ସମନ କରାଯାଇଛି। ୩୦୦ କୋଟି ଟଙ୍କାର ଲାଞ୍ଚ ଦାବି ମାମଲାରେ ଜେରା ପାଇଁ ସିବିଆଇ ସତ୍ୟପାଲ ମଲିକଙ୍କୁ ଏହି ସମନ କରିଛି। ବର୍ତ୍ତମାନ ଏହାକୁ ନେଇ ରାଜନୀତି ଜୋର୍…
ମହାକାଶରେ ବଢିଲା ଭାରତର ଦବଦବା, ଇସ୍ରୋ ଉତକ୍ଷେପଣ କଲା ସିଙ୍ଗାପୁରର ଦୁଇଟି ଉପଗ୍ରହ
ନୂଆଦିଲ୍ଲୀ,୨୨।୪: ଭାରତୀୟ ମହାକାଶ ଅନୁସନ୍ଧାନ ସଙ୍ଗଠନ(ଇସ୍ରୋ) ଶନିବାର ଅର୍ଥାତ୍ ୨୨ ଏପ୍ରିଲରେ ତା’ର ଏକ ବଡ ମିଶନରେ ପୋଲାର ସାଟେଲାଇଟ ଲଞ୍ଚ ଭେଇକଲ(ପିଏସଏଲଭି)ଲଞ୍ଚ କରିଛି। ଏହି ରକେଟ ସିଙ୍ଗାପୁରର ଦୁଇଟି ବଡ ସାଟେଲାଇଟ ଓ ଏକ ଇନ-ହାଉସ ପ୍ଲାଟଫର୍ମ ସହ ଉତକ୍ଷେପଣ…
ମୋଦିଙ୍କ ଉପରେ ହୋଇପାରେ ମରଣାନ୍ତକ ଆକ୍ରମଣ, କେରଳ ଭାଜପା ଅଧ୍ୟକ୍ଷଙ୍କ ଦାବି
ନୂଆଦିଲ୍ଲୀ,୨୨।୪: କେରଳ ଭାରତୀୟ ଜନତା ପାର୍ଟି(ଭାଜପା)ର ଅଧ୍ୟକ୍ଷ ସୁରେନ୍ଦ୍ର ଦାବି କରିଛନ୍ତି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇପାରେ ବୋଲି ଏକ ଧମକପୂର୍ଣ୍ଣ ପତ୍ର ମିଳିଛି। ପ୍ରଧାନମନ୍ତ୍ରୀଙ୍କ ଦୁଇ ଦିନିଆ କେରଳ ଗସ୍ତ କାର୍ଯ୍ୟକ୍ରମ ସମୟରେ ତାଙ୍କ…
ଯୁବ କଂଗ୍ରେସର ଅଧ୍ୟକ୍ଷଙ୍କ ଉପରେ ନିର୍ଯାତନାର ଅଭିଯୋଗ ଆଣି ଦଳରୁ ବହିଷ୍କାର ହେଲେ ଅଙ୍ଗକିତା
ନୂଆଦିଲ୍ଲୀ, ୨୨।୪: ଭାରତୀୟ ଜାତୀୟ ଯୁବ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀନିବାସ ବିବିଙ୍କ ଉପରେ ନିର୍ଯାତନାର ଅଭିଯୋଗ ଆଣିଛନ୍ତି ତାଙ୍କ ସହଯୋଗୀ ତଥା ଆସାମ ଯୁବ କଂଗ୍ରେସର ଅଧ୍ୟକ୍ଷ ଡ. ଅଙ୍ଗକିତା ଦତ୍ତ। ଅଭିଯୋଗ ଆଣିବା ପରେ ଦତ୍ତଙ୍କୁ ୬ବର୍ଷ ପାଇଁ…
୨୫ରେ ଖୋଲିବ ଏମ୍ପିଏଲ୍ ଆଇପିଓ
ନୂଆଦିଲ୍ଲୀ,୨୨।୪: ମ୍ୟାନ୍କାଇଣ୍ଡ ଫାର୍ମା ଲିମିଟେଡ୍ (ଏମ୍ପିଏଲ୍)ର ୪୦,୦୫୮, ୮୪୪ ଇକ୍ୱିଟି ଶେୟାରର ଇନିସିଆଲ୍ ପବ୍ଲିକ୍ ଅଫର (ଆଇପିଓ) ୨୦୨୩ ଏପ୍ରିଲ ୨୫ରେ ଖୋଲିବ ବୋଲି କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। ଏପରିକି ଏହି ଅଫରର ଶେଷ ତାରିଖ ୨୦୨୩ ଏପ୍ରିଲ ୨୭…
ଆମେରିକାରେ ଚାକିରି କରିବାର ସ୍ବପ୍ନ ଦେଖୁଥିବା ଲୋକଙ୍କ ପାଇଁ ଖୁସି ଖବର
ଓ୍ବାଶିଂଟନ,୨୨।୪: ଆମେରିକା ଯାଇ ସେଠାରେ ଚାକିରି କରିବାର ସ୍ବପ୍ନ ଦେଖୁଥିବା ଲୋକଙ୍କ ପାଇଁ ଖୁସି ଖବର। କାରଣ ଚଳିତ ବର୍ଷ ଭାରତୀୟଙ୍କୁ ୧୦ ଲକ୍ଷ ଭିଜା ଜାରି କରାଯାଇପାରେ। ଏମିତି କୁହାଯାଉଛି କି ଓ୍ବାର୍କ ଭିଜାକୁ ବି ପ୍ରାଥମିକତା ଦିଆଯିବ। ଦକ୍ଷିଣ…

